ରାଜା ସର୍ବସାଧାରଣରେ କଲେ କ୍ଷମା ପ୍ରାର୍ଥନା, କ୍ରୀତଦାସ ପ୍ରଥା ନେଇ ଅନୁତପ୍ତ…
ଆମଷ୍ଟରଡମ,୧।୭ : ନେଦରଲାଣ୍ଡର ରାଜ୍ୟ ଓ୍ବିଲିୟମ ଆଲେକ୍ସଜାଣ୍ଡାର ଶନିବାର ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ଦେଶରେ ଅତୀତରେ ଥିବା କ୍ରୀତଦାସ ପରମ୍ପରା ନେଇ ସେ କହିଛନ୍ତି ଆମେ ମାନବତା ବିରୋଧରେ ଅପରାଧ କରିଛୁୁ। କ୍ରୀତଦାସ ପ୍ରସଙ୍ଗରେ ନେଦରଲାଣ୍ଡର ଭୂମିକା ନେଇ ଗତ…
ପୁଟିନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ଗସ୍ତଦଳ ଯାଉଥିବା ପୋଲ ତଳେ ଥିଲା ବୋମା…
ମସ୍କୋ,୧।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋର ଏକ ପୋଲ ଉପରେ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିବା ଘଟଣାର ପର୍ଦ୍ଦଫାଶ ହୋଇଛି। ତେବେ ଏହାକୁ ରୁଷିଆର ଗୁପ୍ତଚର ସର୍ଭିସ ଦ୍ୱାରା ପଣ୍ଡ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତଦଳ ପାର ହେବାକୁ ଥିବା…
ପୃଥିବୀ ପୃଷ୍ଠରୁ ୩୮,୮୦୮ଫୁଟ ଗଭୀର ଗାତ ଖୋଳୁଛି ଚାଇନା
ବେଜିଂ,୧।୭: ପୃଥିବୀ ପୃଷ୍ଠକୁ ଏବେ ଖୋଳିବାରେ ଲାଗିପଡ଼ିଛି ଚାଇନା। ଚାଇନା ପୃଥିବୀର କ୍ରଷ୍ଟକୁ ଏବେ ଏତେ ଗଭୀର ଭାବରେ ଖୋଳୁଛି ଯାହା ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଭୂମିରୁ ୫୦ରୁ ୧୦୦ ଫୁଟ ଖୋଳିଲେ, ଭୂତଳ…
ଇସ୍ରାଏଲର ବ୍ୟବସାୟୀଙ୍କୁ ମାରିବାକୁ ଚାହୁଁଥିଲା ଇରାନ
ଜେରୁସାଲେମ,୧।୭:ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଏକ ବଡ ଖୁଲାସା କରିଛି। ଦେଶର ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିବା ଇରାନର ଯୋଜନାକୁ ପଣ୍ଡ କରିଦେଇଛିି। ଏଥିରେ ପାକିସ୍ତାନର ସମ୍ପୃକ୍ତି ଥିବା ମଧ୍ୟ ସୂଚନା ରହିଛି ବୋଲି ମୋସଦା କହିଛି। ଇରାନରେ…
ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ମୁଁ ସହଯୋଗ କରିଥିବାରୁ ଅନୁତପ୍ତ: ମିଆଁଦାଦ…
ଇସଲାମାବାଦ,୧।୭ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ କହିଛନ୍ତି ସେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ହେବାରେ ସାହାଯ୍ୟ କରିଛନ୍ତି। ା ତେବେ ଏନେଇ ସେ ଅନୁତପ୍ତ। ଶନିବାର ଏଆରଓ୍ବାଇ ନ୍ୟୁଜକୁ ଏକ…
ଭାରତୀୟ ସଂରକ୍ଷଣ କର୍ମୀ ବ୍ରିଟେନରେ ସମ୍ମାନିତ, କିଙ୍ଗ ଚାଲର୍ସ-ରାଣୀ କାମିଲା ପରିବେଶ ପୁରସ୍କାର ପ୍ରଦାନ…
ଲଣ୍ଡନ,୧।୭ : ବ୍ରିଟେନରେ ଭାରତୀୟ ସଂରକ୍ଷଣ କର୍ମୀଙ୍କୁ ସମ୍ମାନିତ କରାଯାଇଛି। ବ୍ରିଟେନର କିଙ୍ଗ ଚାଲର୍ସ ତୃତୀୟ ଏବଂ ରାଣୀ କାମିଲା ଭାରତୀୟ ସଂରକ୍ଷଣ କର୍ମୀ – ଓସ୍କାର ବିଜେତା ଡକ୍ୟୁମେଣ୍ଟାରୀ ‘ଦି ଏଲିଫ୍ୟାଣ୍ଟ ହ୍ବିସପରସ୍’ର ନିର୍ମାତା କାର୍ତିକ ଗୋନ୍ସାଲଭସ ଏବଂ ୭୦ଟି…
ପାକିସ୍ତାନରେ ୬ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…
ଇସଲାମାବାଦ,୧।୭ : ପାକିସ୍ତାନର ଅଶାନ୍ତ ଖାଇବର ପାସ୍ତୁନଖ୍ବା ପ୍ରଦେଶର ଦୁଇଟି ଜିଲାରେ ସେନା ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଜିଲାଗୁଡ଼ିକରେ ସୁରକ୍ଷା ବାହିନୀ ୬ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀର ଟେଙ୍କ ସହରର ମଞ୍ଜାଇ ଅଞ୍ଚଳରେ ସୁରକ୍ଷା…
ବସ୍ ଉପରେ ଚଢିଗଲା ଟ୍ରକ୍, ୪୮ମୃତ୍ୟୁ
ନାଇରୋବି,୧।୭: କେନିଆର ଲୋଣ୍ଡିଆନୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ଘଟିଛି। ଏକ ସିପିଂ କଣ୍ଟେନର ନେଇ ଯାଉଥିବା ଏକ ଟ୍ରକ ରାସ୍ତାରେ ଯାଉଥିବାବେଳେ ବସଷ୍ଟାଣ୍ଡରେ ଥିବା ଏକ ମିନି ବସ୍ ଉପରକୁ ମାଡି ଯାଇଥିଲା। ଏହାପରେ ପଥଚାରୀଙ୍କ…
ଫ୍ରାନ୍ସ ଦଙ୍ଗା: ଗିରଫ ହୋଇସାରିଲେଣି ୧୩୦୦ରୁ ଊର୍ଦ୍ଧ୍ୱ
ଫ୍ରାନ୍ସ,୧ା୭: ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ଫ୍ରାନ୍ସରେ ଦଙ୍ଗା ଆରମ୍ଭ ହୋଇଥିଲା। ନାବାଳକ ହତ୍ୟା ପରେ ଚତୁର୍ଥ ଦିନରେ ଆରମ୍ଭ ହୋଇଥିବା ଦଙ୍ଗାରେ ପ୍ରାୟ ୧୩୧୧ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏକ…
ଫ୍ରାନ୍ସ ଜଳୁଥିବାବେଳେ ରାଷ୍ଟ୍ରପତି ମାକ୍ରନଙ୍କ କନର୍ସଟ ଭିଡିଓ ଭାଇରାଲ
ପ୍ୟାରିସ,୧।୭:ପୋଲିସ ଗୁଳିରେ ନାବାଳକର ହତ୍ୟାକୁ ନେଇ ଜଳୁଛି ଫ୍ରାନ୍ସ। ଆଜିକୁ ୪ଦିନ ଧରି ହିଂସା ଜାରି ରହିଛି। ହିଂସା ଏବେ ବେଲଜିୟମ ଯାଏଁ ପହଞ୍ଚିଛି। ଏହି ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବ୍ରିଟିଶ ଗାୟିକ ଏଲଟନ ଜନଙ୍କ କନସର୍ଟକୁ ଉପଭୋଗ…
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ
ବେଜିଂ,୧ା୭: ଶନିବାର ଅପରାହ୍ନରେ ଦକ୍ଷିଣ-ପୂର୍ବ ଚାଇନାର ଜିଆଙ୍ଗସି ପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି। ରାଜ୍ୟ ବ୍ରଡ୍କାଷ୍ଟର ସିସିଟିଭି ଫୁଟେଜରେ କିୟାନତାଇ ନ୍ୟୁ ମ୍ୟାଟେରିଆଲ କମ୍ପାନୀରେ ନିଆଁ ଲାଗିଥିବା ରାଜ୍ୟ ଗଣମାଧ୍ୟମ ଏ ସମ୍ପର୍କରେ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା…
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ବିବେକ ଓବରୋଏ
ନୂଆଦିଲ୍ଲୀ/ଲଣ୍ଡନ,୧।୭:ବିବେକ ଓବରୋଏ ଦର୍ଶକଙ୍କୁ ବହୁତଗୁଡିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। କିନ୍ତୁ ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦରରେ ଅଛନ୍ତି। ନିକଟରେ ବିବେକ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଛନ୍ତି। ସେ ଇଂଲଣ୍ଡରେ ବ୍ରିଟେନ-ଇଣ୍ଡିଆ ୨୦୨୩ ଉତ୍ସବରେ ଯୋଗ…
Archives


