ଅନ୍ତର୍ଜାତୀୟ

ରକ୍ତିମ ହେଲା ନଦୀଜଳ

ଟୋକିଓ,୩୦।୬: ଜାପାନ ଓକିନାଓ୍ବା ଦ୍ୱୀପ ନାଗୋ ସହରରେ ପ୍ରବାହିତ ନଦୀ ଜଳ ହଠାତ୍‌ ଲାଲ୍‌ ରଙ୍ଗ ଧାରଣ କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ନଦୀ ଜଳ ରକ୍ତିମ ବର୍ଣ୍ଣ ହୋଇଯିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।…

ପୋଲିସ ପାଇଁ ଫ୍ରାନ୍ସ ଜଳୁଛି

ପ୍ୟାରିସ୍‌,୩୦ା୬(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ରାଜଧାନୀ ପ୍ୟାରିସ୍‌ର ପଶ୍ଚିମ ଉପକଣ୍ଠ ନଣ୍ଟେରେଠାରେ ମଙ୍ଗଳବାର ରାତିରେ ପୋଲିସ ଟ୍ରାଫିକ୍‌ ଯାଞ୍ଚ କରୁଥିଲା। ସେହି ରାସ୍ତା ଦେଇ ଉତ୍ତର ଆଫ୍ରିକୀୟ ସ୍ବଳ୍ପବୟସ୍କ ଡ୍ରାଇଭର ନହେଲ ଏମ୍‌. ଏକ ଷ୍ଟେଶନାରି କାର୍‌ରେ ଯାଉଥିବାବେଳେ ଦୁଇଜଣ ଫରାସୀ ପୋଲିସ…

ଏନଏସଏ ଡୋଭାଲଙ୍କ ସହ ଫୋନରେ କଥା ହେଲେ ରୁଷିଆ ସୁରକ୍ଷା ପରିଷଦର ସଚିବ, ସୁରକ୍ଷା କ୍ଷେତ୍ର ସହଯୋଗ ଉପରେ ଚର୍ଚ୍ଚା

ମସ୍କୋ,୨୯।୬: ରୁଷିଆ ସୁରକ୍ଷା ପରିଷଦର ସଚିବ ନିକୋଲାଇ ପତ୍ରୁଶେଭ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରି ସୁରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପତ୍ରୁଶେଭ ମଧ୍ୟ ରୁଷିଆର…

ଫ୍ରାନ୍ସରେ ହିଂସା ଘଟଣାକୁ ନେଇ ଆକ୍ସନ ମୋଡରେ ସରକାର, ନିୟୋଜିତ ହେବେ ୪୦ ହଜାର ପୋଲିସ କର୍ମଚାରୀ

ପ୍ୟାରିସ,୨୯।୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅଶାନ୍ତ ଦେଖାଦେଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ୟାରିସ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ସହରରେ ହିଂସା ପରିସ୍ଥିତି ଉପୁଜିଛି। ଏଭଳି ପରିସ୍ଥିତିରେ ଫ୍ରାନ୍ସର ଆଭ୍ୟନ୍ତରୀଣ ମାମଲାରେ ମନ୍ତ୍ରୀ ଜେରାଲ୍ଡ…

ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ

କାବୁଲ,୨୯।୬: ଆଫଗାନିସ୍ତାନରେ ଭୂକମ୍ପ ଝଟକା। ଗୁରୁବାର ସନ୍ଧ୍ୟା ୫.୫୫ରେ ଭୂକମ୍ବ ଅନୁଭୂତ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୌଜାବାଦର ପୂର୍ବ ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିଲା।  

ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରି ଯୁଦ୍ଧ କରୁଛି ଚାଇନା

ଓ୍ବାଶିଂଟନ,୨୯ା୬: ଚଳିତ ବର୍ଷ ଆରମ୍ଭରେ ଆମେରିକା ଉପରେ ଉଡ଼ିଥିବା ଚାଇନାର ଗୁପ୍ତଚର ବେଲୁନ ଆମେରିକୀୟ ଟେକ୍ନୋଲୋଜି ବ୍ୟବହାର କରି ଏହାକୁ ଅଡିଓ-ଭିଜୁଆଲ ତଥ୍ୟ ସଂଗ୍ରହ କରିବାକୁ ଅନୁମତି ଦେଇଥିଲା ବୋଲି ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ରିପୋର୍ଟରେ ପ୍ରକାଶ ପାଇଛି। ଆମେରିକାର ଅନେକ…

ସୌଦି ଆରବରେ ଆମେରିକା ବାଣିଜ୍ୟ ଦୂତାବାସ ବାହାରେ ଗୁଳିକାଣ୍ଡ, ଗାର୍ଡ ସହ ଆକ୍ରମଣକାରୀ ମୃତ

ରିୟାଦ,୨୯।୬: ଜେଦ୍ଦାରେ ଆମେରିକା ବାଣିଜ୍ୟ ଦୂତାବାସ ଭବନ ନିକଟରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇବାରୁ ସେ ନିଜେ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣା ସମ୍ପର୍କରେ ଆମେରିକା ବୈଦେଶିକ ବିଭାଗ ବୁଧବାର ସୂଚନା ଦେଇଛି।ସୂଚନାଯୋଗ୍ୟ, ଏହି…

ଟ୍ରାକରେ ଫସିଥିବା ଟ୍ରକକୁ ଧକ୍କା ଦେଲା ଟ୍ରେନ, ୧୬ ଆହତ ଥିବା ସୂଚନା…

ସାକ୍ରାମେଣ୍ଟୋ, ୨୯।୬: ଟ୍ରାକରେ ଅଟକି ରହିଥିବା ଟ୍ରକ ସହିତ ମୁହାଁମୁହିଁ ହେବା ପରେ ଦକ୍ଷିଣ କାଲିଫର୍ନିଆରେ ଏକ ଟ୍ରେନ ଟ୍ରାକରୁ ଖସି ପଡିଛି। ଫଳରେ ମୋଟ ୧୬ ଜଣ ଆହତ ହୋଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ ଟ୍ରକ ଡ୍ରାଇଭରଙ୍କୁ…

ବିଶ୍ୱଯୁଦ୍ଧରେ ଭାଗ ନେଇଥିବା ଶେଷ ଶିଖ ସୈନିକଙ୍କୁ ସମ୍ମାନିତ କଲେ ଋଷି ସୁନକ

ଓ୍ବାଶିଂଟନ, ୨୯।୬: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜଣେ ୧୦୧ ବର୍ଷୀୟ ଭାରତୀୟ ମୂଳ ପୂର୍ବତନ ସୈନିକଙ୍କୁ ପଏଣ୍ଟ୍ସ ଅଫ ଲାଇଟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ସୈନିକ ରାଜୀନ୍ଦର ସିଂ ଦତ୍ତ ହେଉଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅଂଶଗ୍ରହଣ କରିଥିବା…

ନାବାଳକଙ୍କୁ ପୋଲିସ ଗୁଳି କରି ମାରିବା ପରେ ପ୍ୟାରିସରେ ଅଶାନ୍ତି

ପ୍ୟାରିସ,୨୯ା୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜଣେ ୧୭ ବର୍ଷର ନାବାଳକଙ୍କୁ ପୋଲିସ ଗୁଳି କରି ମାରିବା ପରେ ପ୍ୟାରିସ୍‌ରେ ହିଂସା ଦେଖାଦେଇଛି। ଗୁଳି ବିନିମୟ ପରେ ପ୍ୟାରିସରେ ଅଶାନ୍ତି ଜାରି ରହିଛି। ପ୍ୟାରିସରେ ନାହେଲ ଏମ୍‌ ନାମକ ଜଣେ ନାବାଳକ ଟ୍ରାଫିକ…

ତିବ୍ଦତର ବୌଦ୍ଧ ଭିକ୍ଷୁକଙ୍କୁ ଦଲାଇଲାମାଙ୍କ ସହ ସମ୍ପର୍କ କାଟିବାକୁ ପକାଯାଉଛି ଚାପ

ବେଜିଂ,୨୯।୬ତିବ୍ଦତର ବୌଦ୍ଧ ମଠରେ ଚାଇନା ଅଧିକାରୀମାନେ ଚଢାଉ କରିଛନ୍ତି। ମଠରେ ଥିବା ବୌଦ୍ଧ ଭିକ୍ଷୁକମାନଙ୍କୁ ଦଲାଇ ଲାମାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଚାପ ପକାଯାଇଛି। ଏଥିପାଇଁ ବିଭିନ୍ନ ଦସ୍ତାବିଜରେ ସେମାନଙ୍କ ଠାରୁ ଦସ୍ତଖତ କରାଯାଉଛି। ସୂଚନାଯୋଗ୍ୟ, ତିବ୍ଦତର ସର୍ବୋଚ୍ଚ…

ଆମେରିକାର ଗୁପ୍ତଚର ଅଧିକାରୀଙ୍କ ଦାବି, ପ୍ରିଗୋଜିନଙ୍କ ବିଦ୍ରୋହ ବିଷୟରେ ପୂର୍ବରୁ ଜାଣିଥିଲେ ଋଷ ଜେନରାଲ

ନ୍ୟୁୟର୍କ,୨୯।୬:ଗତ ସପ୍ତାହରେ ହୋଇଥିବା ଋଷର ଗୃହଯୁଦ୍ଧକୁ ନେଇ ଆମେରିକାର ଗୁପ୍ତଚର ଅଧିକାରୀ ଦାବି କରିଛନ୍ତି ଯେ, ୱାଗନ୍‌ ଗ୍ରୁପ ଦ୍ୱାରା ହୋଇଥିବା ଷଡଯନ୍ତ୍ର ବିଷୟରେ ଋଷର ଜଣେ ପ୍ରଭାବଶାଳୀ ସାମରିକ ଜେନରାଲ ଜାଣିଥିଲେ। କେବଳ ଏତିକି ନୁହେଁ, ଅନ୍ୟ ଋଷର ଜେନେରାଲମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri