ଶତ୍ରୁ ଏବେ ମିତ୍ର: ସମ୍ପର୍କ ବୃଦ୍ଧି ପାଇଁ ଦକ୍ଷିଣ କୋରିଆ-ଜାପାନର ନୂତନ ପଦକ୍ଷେପ …
ସିଓଲ,୮।୫ : ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ଼ କରିବା ପାଇଁ ଦକ୍ଷିଣ କୋରିଆ ଏବଂ ଜାପାନର ନେତାମାନେ ରବିବାର ପୁଣି ପରସ୍ପରକୁ ଭେଟିଛନ୍ତି। ଦୁଇ ମାସ ମଧ୍ୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ। ଦକ୍ଷିଣ...
ୟୁକ୍ରେନ୍ ଲୋକେ ଆତଙ୍କିତ: ମାରିଆପୋଲ ଗଣ ହତ୍ୟାକାରୀ ଓ୍ବାଗନର ଗ୍ରୁପରେ ଯୋଗଦେଲେ…
ମସ୍କୋ,୮।୫ : ରୁଷିଆର ପୂର୍ବତନ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଭାବରେ ବରଖାସ୍ତ ହୋଇଥିବା କର୍ନେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ ୱାଗନର୍ ଗ୍ରୁପରେ ଡେପୁଟି କମାଣ୍ଡର ଭାବରେ ଯୋଗ ଦେଇଛନ୍ତି। ଏହାକୁ ନେଇ ପୁଣି ନରସଂହାର ଭୟରେ ୟୁକ୍ରେନ ଲୋକେ ଆତଙ୍କିତ...
ବାଇଡେନଙ୍କ ପୁଣି କ୍ଷମତା ଦଖଲ ପାଇଁ ଗୁରୁତ୍ୱପୂର୍ଣ୍ଣ ମୂଳ ଭାରତୀୟ ଅଜୟ ଜୈନ ଭୁଟୋରିଆ…
ଓ୍ବାଶିଂଟନ,୮।୫ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ଯାହା ପରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସ ଆମେରିକାର ଶ୍ରେଷ୍ଠ ୧୫୦ ଦାନଦାତାଙ୍କୁ ଭେଟିଥିଲେ।...
ବନ୍ଧୁକ ସଂସ୍କୃତି: ୧୨ ମାସରେ ୧୫ରୁ ଅଧିକ ଗୁଳିକାଣ୍ଡ, ୧୦୦ରୁ ଅଧିକ ଲୋକଙ୍କ ଗଲାଣି ଜୀବନ…
ଓ୍ବାଶିଂଟନ,୮।୫ : ଆମେରିକାରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଗୁଳିକାଣ୍ଡ ଘଟଣା ଥମିବାର ନା ଧରୁନି। ଧୀରେଧିରେ ଏହା ବୃଦ୍ଧି ପାଉଛି। ଶନିବାର ଟେକ୍ସାସରେ ହୋଇଥିବା ଗୁଳି ବିନିମୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ...
ଟେକ୍ସାସ୍ରେ ଗୁଳି: ୯ ମୃତ
ହ୍ୟୁଷ୍ଟନ୍,୮ା୫: ଆମେରିକାର ଟେକ୍ସାସ୍ସ୍ଥିତ ଡୋଲ୍ଲାସ ସହରର ଏକ ବ୍ୟସ୍ତବହୁଳ ମଲ୍ରେ ଶନିବାର ଗୁଳିକାଣ୍ଡ ଘଟିଛି। ଜଣେ ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବାରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ସେ ମଧ୍ୟ ନିହତ ହୋଇଛନ୍ତି। ଦେଶରେ...
ରାଜ୍ୟାଭିଷେକ ଭୋଜି ଆୟୋଜନ କଲେ ଋଷି ସୁନକ
ଲଣ୍ଡନ,୭ା୫: କିଙ୍ଗ ଚାଲର୍ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଲଣ୍ଡନର ଡାଉନିଂ ଷ୍ଟ୍ରିଟ୍ରେ ରବିବାର ଭୋଜିର ଆୟୋଜନ କରିଥିଲେ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ...
୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ…
କାଇରୋ,୭।୫ : ସିରିଆକୁ ୧୨ ବର୍ଷ ପରେ ଆରବ ଲିଗକୁ ଫେରାଇ ଆଣିବା ପାଇଁ ରବିବାର କାଇରୋରେ ଆରବ ସରକାରଙ୍କ ପ୍ରତିନିଧୀମାନେ ଭୋଟିଂ କରିଛନ୍ତି। ଇଜିପ୍ଟର ରାଜଧାନୀରେ ମତଦାନ ଆଞ୍ଚଳିକ ଶୀର୍ଷ କୂଟନୀତିଜ୍ଞମାନେ ଜୋର୍ଡାନରେ ସିରିଆକୁ ଆରବ ଲିଗକୁ ଫେରାଇ...
ଚାଇନାଠାରୁ ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବ ସୌଦି: ଆମେରିକାର ବଢ଼ିଲା ଚିନ୍ତା…
ବେଜିଂ,୭।୫ : ମଧ୍ୟ ପୂର୍ବର ସବୁଠାରୁ ଧନୀ ଦେଶ ସୌଦି ଆରବ ନିଜ ବନ୍ଧୁ ଚାଇନା ଠାରୁ ୧୨ ଟାଇପ ୦୫୨-ଡି ଗାଇଡେଡ ମିଜାଇଲ ବିଧ୍ୱଂସକ କିଣିବାକୁ ଯୋଜନା କରୁଛି। ଗତ ମାସରେ, ଆବୁଧାବି ଅନ୍ତର୍ଜାତୀୟ ପ୍ରତିରକ୍ଷା ପ୍ରଦର୍ଶନୀରେ ଚାଇନା...
ଉଡାଣ ଭରିବା ପୂର୍ବରୁ ଇଞ୍ଜିନରେ ଲାଗିଲା ନିଆଁ
ବ୍ରାସିଲିଆ,୭।୫: ବ୍ରାଜିଲର ରନୱେରେ ଉଡାଣ ଭରିବା ପୂର୍ବରୁ ଏକ ବିମାନ ଇଞ୍ଜିନରେ ନିଆଁ ଲାଗିଯିବାରୁ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ। ମେ’୪ ତାରିଖରେ ରିଓ ଡି ଜେନେରିଓର ସାଣ୍ଟୋସ ଡ୍ୟୁମାଣ୍ଟ ବିମାନବନ୍ଦରରୁ ପୋର୍ଟୋ ଏଲେଗ୍ରେ ଅଭିମୁଖେ ଉଡାଣ ଭରିବା ସମୟରେ...
ବରିଷ୍ଠ ଖବରଦାତାଙ୍କ ହତ୍ୟାରେ ପାକିସ୍ତାନୀ ସେନାର ପ୍ରମୁଖ ଅଧିକାରୀ ସାମିଲ: ଇମ୍ରାନ ଖାନ
ଇସଲାମାବାଦ,୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କ୍ଷମତାରୁ ହଟାଯିବା ପରେ ନୂଆ ନୂଆ ଦାବି କରୁଛନ୍ତି। ବର୍ତ୍ତମାନ ସେ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନାସିରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବରିଷ୍ଠ ଖବରଦାତା ଅରଶଦ...
ଗୁପ୍ତଚରୀ ଆଇନରେ ପରିବର୍ତ୍ତନ କଲା ଚାଇନା, ଚିନ୍ତାରେ ବିଦେଶୀ କମ୍ପାନୀ…
ବେଜିଂ,୭।୫ : ଗତ ସପ୍ତାହରେ ଚାଇନାର ରବର-ଷ୍ଟାମ୍ପ ସଂସଦ ଦେଶର ଗୁପ୍ତଚର ଆଇନରେ ପରିବର୍ତ୍ତନ ଆଣିଥିଲା, ଯାହା ଦେଶରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଆଇନଗତ ବିପଦ ଆଣିପାରେ ବୋଲି ଆଶଙ୍କା ଦେଖାଦେଇଛି। ଜାତୀୟ ସୁରକ୍ଷା...
ହାତଗୋଡ଼ ବନ୍ଧା ହୋଇ ଜଙ୍ଗଲରେ ପଡ଼ିଥିଲେ ବ୍ୟକ୍ତି, ଉଦ୍ଧାର ସମୟରେ ଯାହା କହିଲେ ସମସ୍ତେ ଆଶ୍ଚର୍ଯ୍ୟ
ବର୍ଲିନ,୭ା୫: ଜର୍ମାନର ଏକ ଜଙ୍ଗଲରୁ ହାତଗୋଡ଼ ବନ୍ଧା ଥିବା ଜଣେ ବ୍ୟକ୍ତିଙ୍କୁ ଜୀବିତ ଭାବେ ଉଦ୍ଧାର କରିଛି ପୋଲିସ। ଜଣେ ୫୧ ବର୍ଷୀୟ ବ୍ୟକ୍ତିଙ୍କୁ ଜଙ୍ଗଲରେ ବନ୍ଧା ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ପୋଲିସ ପରେ ତାଙ୍କଠାରୁ ଯାହା ଶୁଣିଲା...
Archives


