ଅନ୍ତର୍ଜାତୀୟ

ଭାରତର ଚାଇନାକୁ ବଡ ବାର୍ତ୍ତା! ଲଦ୍ଦାଖର ନ୍ୟୋମାରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ଫାଇଟର ଏୟାରଫିଲ୍ଡ

ନୂଆଦିଲ୍ଲୀ,/ବେଜିଂ,୧୦।୯: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ ମଧ୍ୟରେ ଭାରତ ଚାଇନାକୁ ଏକ ବଡ ବାର୍ତ୍ତା ଦେଇଛି। ଲଦ୍ଦାଖର ନ୍ୟୋମା ଠାରେ ଭାରତ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ ବିମାନ କ୍ଷେତ୍ର ବା ଫାଇଟର ଏୟାରଫିଲ୍ଡ ନିର୍ମାଣ କରିବ। ପ୍ରତିରକ୍ଷା…

ନାସାରେ ସ୍ପେସ ବୈଜ୍ଞାନିକ ହେଲେ ଭାରତର ୨୧ ବର୍ଷିୟ ଛାତ୍ର

ଇନ୍ଦୋର,୧୦।୯: ଭାରତ ପାଇଁ ଗର୍ବ ଆଣିଛନ୍ତି ଇନ୍ଦୋରର ୨୧ବର୍ଷିୟ ଆଗମ। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ରହୁଥିବା ୨୧ ବର୍ଷିୟ ଆଗମ ଜୈନ ଆମେରିକାର ସ୍ପେସ ଏଜେନ୍ସି ନାସାପାଇଁ ମନୋନୀତ ହୋଇଛନ୍ତି। ଆଗାମ ନାସାରେ ଇଣ୍ଟରନାଶନାଲ ଏୟାର ଆଣ୍ଡ ସ୍ପେସ୍‌ ପ୍ରୋଗ୍ରାମ ପାଇଁ…

ଭାବୁକ ହେଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ/ବ୍ରାସିଲିଆ,୧୦।୯: ଜି -୨୦ ଶିଖର ସମ୍ମିଳନୀର ଶେଷ ଦିନରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ କହିଛନ୍ତି, ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲୁ ସେତେବେଳେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲି। ମୋର ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କ…

ଭାରତର କୂଟନୀତିକୁ ପ୍ରଶଂସା କଲା ଆମେରିକୀୟ ଗଣମାଧ୍ୟମ

ଓ୍ବାଶିଂଟନ,୧୦।୯: ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀ ସମ୍ବନ୍ଧୀୟ ଖବର ସମଗ୍ର ବିଶ୍ୱର ଗଣମାଧ୍ୟମରେ ପ୍ରକାଶ ପାଇଛି। ଆମେରିକୀୟ ଗଣମାଧ୍ୟମ ମଧ୍ୟ ଏହାକୁ ମୁଖ୍ୟ ଖବର ଭାବେ ସ୍ଥାନିତ କରିଛି । ଆମେରିକୀୟ ଗଣମାଧ୍ୟମରେ ଲେଖାଯାଇଥିବା ପ୍ରବନ୍ଧରେ ଭାରତୀୟ କୂଟନୀତିକୁ ପରୋକ୍ଷରେ…

ନିମନ୍ତ୍ରଣ କରାନଯିବା ନେଇ ଅସନ୍ତୋଷ ଝାଡିଲା ୟୁକ୍ରେନ

କିଭ୍‌,୧୦।୯: ୨୦୨୪ରେ ଭାରତ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛି। ବୈଠକରେ ଦିଲ୍ଲୀ ଘୋଷଣାନାମାକୁ ସହମତି ମିଳିବା ପରେ ଭାରତ କୂଟନୈତିକ ସ୍ତରକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି। ଅନ୍ୟପକ୍ଷରେ, ୟୁକ୍ରେନ ଏହି ଘୋଷଣାନାମାକୁ ନେଇ ନିଜର ଆପତ୍ତି ଜଣାଇଛି। ୟୁକ୍ରେନର ବୈଦେଶିକ…

ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ଭିଏତନାମ ଗସ୍ତରେ ଗଲେ ବାଇଡେନ, ଯିବା ପୂର୍ବରୁ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରବିବାର ସକାଳେ ଭିଏତନାମ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ଛାଡିବା ପୂର୍ବରୁ ବାଇଡେନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ସ୍ମୃତିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜୋ ବାଇଡେନ ଶୁକ୍ରବାର ବିଳମ୍ବିତ ରାତିରେ…

ଏତିକି କୋଟି ଟଙ୍କାର ମାଲିକ ବ୍ରିଟିଶ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୦।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଅଛନ୍ତି। ରବିବାର ସେ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀଙ୍କ ସହିତ ଅକ୍ଷରଧାମ ମନ୍ଦିର ପରିଦର୍ଶନରେ ପହଞ୍ଚିଥିଲେ। ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଇଥିବା ଦମ୍ପତିଙ୍କ ମଧ୍ୟରେ ଋଷି ସୁନକ…

ସରିଲା ଜି-୨୦ ଶିଖର ସମ୍ମିଳନୀ, ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷରେ ମୋଦି ସମଗ୍ର ବିଶ୍ୱକୁ ଆଶା ଏବଂ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରି ମୋଦି କହିଛନ୍ତି, ନଭେମ୍ବର…

ଆପତ୍ତିଜନକ ପୋଷାକ ପିନ୍ଧିଲେ ଲାଗିବ ଜରିମାନା: ଜିନପିଙ୍ଗ ପ୍ରଶାସନ ନେବେ ନୂଆ ପଦକ୍ଷେପ…

ବେଜିଂ,୧୦।୯ : ଏକ ନିଆରା ପଦକ୍ଷେପରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଶାସନ ଏକ ନୂତନ ନିୟମ ଉପରେ ବିଚାର କରୁଛନ୍ତି। ଯେଉଁଥିରେ କମ୍ୟୁନିଷ୍ଟ ସରକାରଙ୍କ ପ୍ରତି ଆପତ୍ତିଜନକ ପୋଷାକ ପିନ୍ଧିବା ଦ୍ୱାରା ଜରିମାନା ଲାଗୁ ହୋଇପାରେ। ଏହାକୁ ନେଇ ଚାଇନାରେ ଏବଂ…

ବ୍ରାଜିଲରେ ହେବ ୨୦୨୪ ଜି-୨୦ ସମ୍ମିଳନୀ, ଦାୟିତ୍ୱ ହସ୍ତାନ୍ତର କରିବେ ମୋଦି

ନୂଆଦିଲ୍ଲୀ,/ବ୍ରାସିଲିଆ,୧୦ା୯: ଆଜି ଅର୍ଥାତ୍‌ ରବିବାର ହେଉଛି ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନ। ଆଜି ଜି -୨୦ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ମୁଖ୍ୟମାନେ ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ଅଂଶଗ୍ରହଣ କରୁଛନ୍ତି, ଯାହାର ନାମ ‘ଓ୍ବାନ୍‌ ଫ୍ୟୁଚର’। ଏହାପୂର୍ବରୁ ଜି -୨୦…

ଆମେରିକାରେ ମେସୋଥେଲିଓମା ଆତଙ୍କ: ୧୦ ରାଜ୍ୟ ପ୍ରଭାବିତ…

ଓ୍ବାଶିଂଟନ,୧୦।୯ : ମେସୋଥେଲିଓମା, ଏକ ଭୟଙ୍କର କର୍କଟ । ଏହା ମୁଖ୍ୟତଃ ଆଜବେଷ୍ଟସ ଏକ୍ସପୋଜର ସହିତ ସମ୍ପୃକ୍ତ। ଆମେରିକାରେ ଏହାର ବୃଦ୍ଧି ଘଟୁଛି। ମେସୋଥେଲିଓମା ହେଉଛି ସବୁଠାରୁ ମାରାତ୍ମକ କର୍କଟ ମଧ୍ୟରୁ ପାଞ୍ଚ ବର୍ଷର ବଞ୍ଚିବାର ହାର ମାତ୍ର ୧୨ ପ୍ରତିଶତ।…

ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୦।୯: ଜି-୨୦ ଶିଖର ସମ୍ମିଳନୀ ରବିବାର ଶେଷ ହେବାକୁ ଯାଉଛି। ଅନେକ ବିଦେଶୀ ଅତିଥି ଏବଂ ବିଭିନ୍ନ ଦେଶର ମୁଖ୍ୟମାନେ ବର୍ତ୍ତମାନ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭିଏତନାମ ଫେରିଛନ୍ତି। କିନ୍ତୁ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?