ସୀମା ପାକିସ୍ତାନ ଫେରିବା ଚାହୁଁ ନାହାନ୍ତି ସମ୍ପର୍କୀୟ
କରାଚି,୧୭।୭: ସୀମା ଗୁଲାମ ହାଇଦର ଅନ୍ଲାଇନ୍ ପବ୍ଜି ଖେଳି ନୋଏଡାର ସଚିନ ମିଣାଙ୍କ ପ୍ରେମରେ ପଡ଼ିବା ପରେ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ। ନିଜ ୪ ପିଲାଙ୍କ ସହ ନେପାଳ ଦେଇ ଭାରତ ଆସିଥିବା ସୀମା ପୁଣିଥରେ ପାକିସ୍ତାନ ନ ଫେରନ୍ତୁ…
ପାକିସ୍ତାନରେ ୧୫୦ ବର୍ଷର ମନ୍ଦିର ଭାଙ୍ଗିଲା
କରାଚି, ୧୭।୭: ପାକିସ୍ତାନରେ ୨୪ ଘଣ୍ଟା ମଧ୍ୟରେ ୨ଟି ମନ୍ଦିର ଉପରେ ଆକ୍ରମଣ ହୋଇଛି। ଶନିବାର କରାଚିଠାରେ ଥିବା ୧୫୦ ବର୍ଷ ପୁରୁଣା ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ୨୪ ଘଣ୍ଟା ନ ପୁରୁଣୁ ସିନ୍ଧ ପ୍ରଦେଶର କାଶ୍ମୋରେ ଥିବା ଆଉ ଏକ…
ସ୍ପେନ୍ରେ ବନାଗ୍ନି ଅଣାୟତ୍ତ
ମାଡ୍ରିଡ୍,୧୭।୭: ସ୍ପେନ୍ କାନାରି ଆଇଲାଣ୍ଡର ଲା ପାଲମାରେ ବନାଗ୍ନି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରୁ ପାଖାପାଖି ୪୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଲଗାତର ସ୍ପେନ୍ରେ ସମାନ ସ୍ଥିତି ଲାଗି ରହୁଥିବାରୁ ୟୁରୋପରେ ଶସ୍ୟ ଉତ୍ପାଦନ…
କେମିକାଲ କକ୍ଟେଲ୍ ଦେବ ନବଯୌବନ
ଓ୍ବାଶିଂଟନ୍,୧୭।୭ : ଚିରଦିନ ପର୍ଯ୍ୟନ୍ତ ମଣିଷ ଯୁବା ଅବସ୍ଥାରେ ରହିବା କେବେ ବି ସମ୍ଭବ ନୁହେଁ। ନିଜ ପ୍ରକୃତ ବୟସଠାରୁ କମ୍ ବୟସ୍କ ଦେଖାଯିବା ପାଇଁ ଆଜିକାଲି ନାନା ପ୍ରକାର ପ୍ରସାଧନ ସାମଗ୍ରୀ ବଜାରରେ ଉପଲବ୍ଧ। କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଯୁବା…
ଶପିଂ ମଲ୍ ନିର୍ମାଣ ପାଇଁ ପାକିସ୍ତାନରେ ଭଙ୍ଗାଗଲା ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର
କରାଚି,୧୬।୭: ପାକିସ୍ତାନର କରାଚିରେ ୧୫୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭାଙ୍ଗି ଦିଆଯାଇଛି। ଶପିଂ ମଲ୍ ନିର୍ମାଣ ପାଇଁ ମନ୍ଦିର ଭଙ୍ଗାଯାଇଥିବା ଜଣାପଡିଛି। ଏହି କାରଣରୁ ପାକିସ୍ତାନରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁଯାୟୀ, କରାଚିର…
ଇଟାଲୀରୁ ନେଇ ଫ୍ରାଙ୍କଫୋର୍ଟ ପର୍ଯ୍ୟନ୍ତ ଫସି ରହିଛନ୍ତି ହଜାର ହଜାର ଭାରତୀୟ
ରୋମ/ନୂଆଦିଲ୍ଲୀ,୧୬।୭: ଗ୍ରୀଷ୍ମ ଛୁଟି କାଟିବାକୁ ୟୁରୋପ ବୁଲିବାକୁ ଯାଇଥିବା ହଜାର ହଜାର ଭାରତୀୟ ଏବେ ଇଟାଲୀର ବିଭିନ୍ନ ବିମାନ ବନ୍ଦରରେ ଅଟକି ରହିଛନ୍ତି। ବାସ୍ତବରେ ଇଟାଲୀର ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପାଇଲଟମାନେ ଧର୍ମଘଟ କରିଛନ୍ତି। ଏହି ଧର୍ମଘଟ…
ଆମେରିକା, ଜାପାନ, ଦକ୍ଷିଣ କୋରିଆ କଲେ ନୌସେନା ଅଭ୍ୟାସ
ଟୋକିଓ,୧୬।୭: ଉତ୍ତର କୋରିଆ ପକ୍ଷରୁ ଅର୍ନ୍ତମହାଦ୍ୱିପୀୟ ବାଲେଷ୍ଟିକ ମିଶାଇଲ(ଆଇସିବିଏମ)ର ଉତକ୍ଷେପଣ ପରେ ଜାପାନ, ଦକ୍ଷିଣ କୋରିଆ ଓ ଆମେରିକା ରବିବାର ଜାପାନ ସାଗରରେ ମିଳିତ ନୌସେନା ମିଶାଇଲ ପ୍ରତିରକ୍ଷା ଅଭ୍ୟାସ କରିଛନ୍ତି। ଜାପାନି ମିଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୟୋନହାପ…
ଇସ୍ତଫା ଦେବେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ ବିଛଣାରେ ୩ ଫୋନ ରଖି ଶୋଇଛି, ଆଗକୁ ନିର୍ବାଚନ ବି ଲଢିବି ନାହିଁ
ଲଣ୍ଡନ,୧୬।୭: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ଓ୍ବାଲେସ ରବିବାର କହିଛନ୍ତି କି ସେ ମନ୍ତ୍ରିମଣ୍ଡଳରେ ଆଗାମୀ ପରିବର୍ତ୍ତନ ପରେ ଇସ୍ତଫା ଦେଇଦେବେ। ବେନ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ସେ ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ଲଢିବେ…
ରନଓ୍ବେ ତଳକୁ ଖସିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…
ବ୍ରାସିଲିଆ,୧୬।୭ : ବ୍ରାଜିଲର ଏକ ବିମାନ ଓଦା ରନୱେରେ ଅବତରଣ କରିବା ପରେ ରନ ଓ୍ବେ ତଳକୁ ଖସି ଯାଇଛି। ଏହି ବିପଜ୍ଜନକ ଘଟଣା ବୁଧବାର ଜୁଲାଇ ୧୨ ରେ ଘଟିଥିଲା। ଯେତେବେଳେ ଲାଟାମ ଏୟାରଲାଇନ୍ସର ବିମାନ ନମ୍ବର ଏଲଏ-୩୩୦୦ ସାଓ…
ନେପାଳକୁ ୪୩ ଆମ୍ବୁଲାନ୍ସ, ୫୦ ସ୍କୁଲ ବସ ଉପହାର ଦେଲା ଭାରତ
କାଠମାଣ୍ଡୁ,୧୬।୭: ନେପାଳ-ଇଣ୍ଡିଆ ଡେଭଲପମେଣ୍ଟ ପାର୍ଟନରଶିପ ପ୍ରୋଗ୍ରାମ ଅଧିନରେ ଭାରତ ରବିବାର ନେପାଳକୁ ୪୩ ଟି ଆମ୍ବୁଲାନ୍ସ ଓ ୫୦ ସ୍କୁଲ ବସ ଉପହାର ଆକାରରେ ପ୍ରଦାନ କରିଛି। ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବରେ ନେପାଳର ବିଜ୍ଞାନ ଓ ପ୍ରଯୁକ୍ତି…
ରାଜନୀତି ଛାଡିବେ ନାହିଁ ଇମ୍ରାନ, ନୂଆ ଦଳ ଗଢିବାକୁ ହେଉଛନ୍ତି ପ୍ରସ୍ତୁତ
ଇସଲାମାବାଦ,୧୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାର ତଥା ଏଷ୍ଟାବ୍ଲିଶମେଣ୍ଟ (ସାମରିକ + ଗୁପ୍ତଚର ନେତୃତ୍ୱ) ଙ୍କ ଦ୍ୱାରା ହୋଇଥିବା ଦମନ ତଥା ଏହା ଯୋଗୁ ତାଙ୍କ ଦଳରେ ହୋଇଥିବା ବିଚ୍ଛିନ୍ନତା ସତ୍ତ୍ୱେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜନୀତି ମଇଦାନରେ…
ଚାଇନାରେ ବ୍ୟାଙ୍କିଙ୍ଗ ସଙ୍କଟ…
ବେଜିଂ,୧୬।୭ : ଲାଭ ହ୍ରାସ କରିବାକୁ ଚାଇନା ସରକାର ଦେଶର ବଡ ବ୍ୟାଙ୍କଗୁଡିକ ଉପରେ ଚାପ ପକାଉଛନ୍ତି। ସ୍ଥାନୀୟ ସରକାରଙ୍କୁ ଅଧିକ ଋଣ ଦେବାକୁ ମଧ୍ୟ ଚାପ ଦିଆଯାଉଛି। ଏହି କାରଣରୁ ଦେଶରେ ଏକ ଗୁରୁତର ବ୍ୟାଙ୍କିଙ୍ଗ ସଙ୍କଟ ଆଶଙ୍କା ସୃଷ୍ଟି…
Archives


