ଅନ୍ତର୍ଜାତୀୟ

ଧାରା ୨୪୫କୁ ‘ଅଘୋଷିତ ମାର୍ଶଲ ଲ’ କହିଲେ ଇମ୍ରାନ

ଇସଲାମାବାଦ,୨୫ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଭିନ୍ନ ପ୍ରଦେଶରେ ଧାରା ୨୪୫ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଇମ୍ରାନ ଏହାକୁ ‘ଅଘୋଷିତ ମାର୍ଶଲ ଲ’ ବୋଲି କହିଛନ୍ତି। ପାକିସ୍ତାନର ସମ୍ବିଧାନର ଧାରା ୨୪୫...

ବହୁ ମହଲା କୋଠାରେ ଲାଗିଲା ନିଆଁ

ସିଡ୍‌ନୀ,୨୫ା୫: କେନ୍ଦ୍ରୀୟ ସିଡ୍‌ନୀରେ ଥିବା  ବହୁ ମହଲା କୋଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ...

ସପ୍ତାହରେ ଦ୍ୱିତୀୟ ଥର ଥରିଲା ମେକ୍ସିକୋ

ମେକ୍ସିକୋ,୨୫।୫: ପାନାମା-କଲମ୍ବିଆ ସୀମାରୁ କିଛି ଦୂର କ୍ୟାରୋବିୟାନ ସାଗରରେ ବୁଧବାର ରାତିରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି। ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ମପାଯାଇଛି। ସୂଚନାନୁସାରେ, ଭୂକମ୍ପରେ ଏପର୍ଯ୍ୟନ୍ତ...

ମଙ୍କିପକ୍ସରୁ ସୁରକ୍ଷା ଦେବ ବସନ୍ତ ଟିକା…

ଷ୍ଟକହୋମ,୨୫।୫ : ସ୍ବିଡେନର ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ଦାବି କରିଛନ୍ତି ବସନ୍ତ ଟିକା ମଙ୍କିପକ୍ସ ସଂକ୍ରମଣରୁ ସୁରକ୍ଷା କରିବାରେ ସକ୍ଷମ। ୧୯୭୦ ଦଶକରେ ବ୍ୟାପିଥିବା ବସନ୍ତ ମହାମାରୀ ସମୟରେ ଟିକାକରଣ ଆରମ୍ଭ ହୋଇଥିଲା। ଏହି ଟିକା ମଙ୍କିପକ୍ସ ସଂକ୍ରମଣ ବିରୁଦ୍ଧରେ...

ଦ୍ରୁତ ଗତିରେ ଚାଲିବା ବ୍ୟାୟାମ ଅପେକ୍ଷା ମସ୍ତିଷ୍କ ପାଇଁ ଦେଢ଼ଗୁଣା ଅଧିକ ଲାଭଦାୟକ…

ଓ୍ବାଶିଂଟନ,୨୫।୫ : ନିୟମିତ ବ୍ୟାୟାମ ମାନସିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ମଧ୍ୟମ ଶାରୀରିକ କାର୍ଯ୍ୟକଳାପ ଯେପରିକି ଦ୍ରୁତ ଗତିରେ ଚାଲିବା, ସାଇକେଲ ଚଲାଇବା ଆମ ମସ୍ତିଷ୍କ ପାଇଁ ବ୍ୟାୟାମ ତୁଳନାରେ ଦେଢ଼ଗୁଣା ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଗତ...

ଆମେରିକା କମ୍ପ୍ୟୁଟର ସିଷ୍ଟମକୁ ଟାର୍ଗେଟ କଲା ଚାଇନା…

ବେଜିଂ,୨୫।୫ : ଆମେରିକା ପାଇଁ, ରୁଷିଆ ପରେ ବର୍ତ୍ତମାନ ଚାଇନିଜ ହ୍ୟାକରମାନେ ଏକ ବଡ ସମସ୍ୟା ପାଲଟିଛନ୍ତି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯେତେବେଳେ ଆମେରିକା ଚାଇନା ଗୁପ୍ତଚର ବେଲନକୁ ଗୁଳି କରି ସେମାନଙ୍କ ତଥ୍ୟ ଅନୁସନ୍ଧାନ...

ଡିଜିଟାଲ ବ୍ରିଜ ଟେକ୍ନୋଲୋଜି ଯୋଗୁ ୧୨ ବର୍ଷ ପରେ ଚାଲିଲେ ପକ୍ଷାଘାତ ବ୍ୟକ୍ତି…

ଆମଷ୍ଟେରଡାମ,୨୫।୫ : ଟେକ୍ନୋଲୋଜି ଯୋଗୁଁ ବିଶ୍ୱ ଦ୍ରୁତ ଗତିରେ ବଦଳୁଛି। ବର୍ତ୍ତମାନ ଏପରି ଏକ ଟେକ୍ନୋଲୋଜି ଆସିଛି, ଯାହା ବିଷୟରେ ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ନେଦରଲାଣ୍ଡର ଜଣେ ବ୍ୟକ୍ତି ଦୁର୍ଘଟଣା ଯୋଗୁ ପକ୍ଷାଘାତ ହୋଇ ଚାଲିବାକୁ ଅସମର୍ଥ...

ବିଶ୍ୱ ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ଜରୁରୀ: ଜାତିସଂଘରେ ଭାରତର ଆହ୍ବାନ…

ଜେନେଭା,୨୫।୫ : ସମଗ୍ର ବିଶ୍ୱରେ ଗଭୀର ଖାଦ୍ୟ ସଙ୍କଟ ମଧ୍ୟରେ ଭାରତ ମିଳିତ ଜାତିସଂଘରେ ଏହାକୁ ଦୂର କରିବା ପାଇଁ ଏକ ସାମୂହିକ ସମାଧାନ ତଥା ଦ୍ରୁତ ମାନବିକ ଖାଦ୍ୟ ସହାୟତା ପାଇଁ ଯୋଜନା କରିଛି। ଜାତିସଂଘରେ ଭାରତର ସ୍ଥାୟୀ...

ରାଷ୍ଟ୍ରପତି ଦୌଡ଼ରେ ଫ୍ଲୋରିଡା ଗଭର୍ନର ସାମିଲ: ଟ୍ରମ୍ପଙ୍କ ପାଇଁ ସୃଷ୍ଟି ହୋଇପାରେ ଆହ୍ବାନ…

ଓ୍ବାଶିଂଟନ,୨୫।୫ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଫ୍ଲୋରିଡାର ରିପବ୍ଲିକାନ ଗଭର୍ନର ରୋନ ଡିସାଣ୍ଟିସ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛନ୍ତି। ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗଭର୍ନର ରୋନ ଯୁକ୍ତରାଷ୍ଟ୍ର ଆମେରିକାର ଫେଡେରାଲ ନିର୍ବାଚନ କର୍ତ୍ତୃପକ୍ଷଙ୍କ...

ଗଣତାନ୍ତ୍ରିକ ନିର୍ବାଚନ ନେଇ ଆମେରିକାର କଡ଼ା ଆଭିମୁଖ୍ୟ…

ଓ୍ବାଶିଂଟନ,୨୫।୫ : ଆସନ୍ତା ବର୍ଷ ଦକ୍ଷିଣ ଏସୀୟ ଦେଶରେ ହେବାକୁ ଥିବା ନିର୍ବାଚନକୁ ନେଇ ଆମେରିକା କଡା ଆଭିମୁଖ୍ୟ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବାଂଲାଦେଶ ପାଇଁ ଏକ ନୂତନ ଭିଜା ନୀତି ଘୋଷଣା କରିଛି...

ଆମେରିକାରେ ଦୀପାବଳି ଛୁଟି !…

ଓ୍ବାଶିଂଟନ,୨୫।୫ : ଆମେରିକାରେ ମୂଳ ଭାରତୀୟ ଲୋକଙ୍କ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସେଠାରେ ଦୀପାବଳିକୁ ସରକାରୀ ଛୁଟିଦିନ ଘୋଷଣା କରିବାକୁ ଯୋଜନା ଚାଲିଛି। ଏହି ପଦକ୍ଷେପ ନ୍ୟୁୟର୍କରେ ଘଟିଛି, ଯେଉଁଠାରେ ନ୍ୟୁୟର୍କ ବିଧାନସଭାରେ...

ଜିମ୍ବାଓ୍ବେ ସବୁଠୁ ଦୁଃଖୀ

ଓ୍ବାଶିଂଟନ୍‌,୨୫ା୫: ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଗୁଡ଼ିକୁ ନେଇ ହାଙ୍କେସ୍‌ ଆନୁଆଲ ମିଜରି ଇଣ୍ଡେକ୍ସ (ଏଚ୍‌ଏଏମ୍‌ଆଇ)୨୦୨୨ ତାଲିକା ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କ ଅନୁସାରେ ଜିମ୍ବାଓ୍ବେ ହେଉଛି ସବୁଠୁ ଦୁର୍ଦ୍ଦଶାପୂର୍ଣ୍ଣ ରାଷ୍ଟ୍ର। ୧୫୭ଟି ଦେଶ ସମ୍ପର୍କରେ ବିଶ୍ଳେଷଣ କରାଯାଇ ଏହି ମିଜରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri