ଅନ୍ତର୍ଜାତୀୟ

ବ୍ରେନ ଚିପ୍‌ ପାଇଁ ଏଲନ ମସ୍କଙ୍କୁ ଅନୁମତି, ଶୀଘ୍ର ପକ୍ଷାଘାତ ଆକ୍ରାନ୍ତଙ୍କ ଉପରେ ହେବ ପରୀକ୍ଷା…

ଓ୍ବାଶିଂଟନ,୨୧।୯ : ମାନବ ମସ୍ତିଷ୍କରେ ପ୍ରତିରୋପଣ ପାଇଁ ଏଲନ ମସ୍କଙ୍କ ବ୍ରେନ ଚିପ ଅନୁମୋଦିତ ହୋଇଛି। ପକ୍ଷାଘାତ ଆକ୍ରାନ୍ତଙ୍କ ମସ୍ତିଷ୍କରେ ଏହା ଲଗାଯିବ। ମସ୍କଙ୍କ ଷ୍ଟାର୍ଟଅପ ନ୍ୟୁରୋଲିଙ୍କ ଏହି ସୂଚନା ଦେଇଛି । ମସ୍କଙ୍କ କମ୍ପାନୀ ପ୍ରଥମ ବ୍ୟକ୍ତିଙ୍କ ସନ୍ଧାନ ଆରମ୍ଭ…

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ତୁର୍କୀ-ପର୍ତ୍ତୁଗାଲ…

ନ୍ୟୁୟର୍କ,୨୧।୯ : ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୮ ତମ ଅଧିବେଶନରେ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ଆସନ ମଧ୍ୟ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଦେ ସୋସାଙ୍କ ସମର୍ଥନ ପାଇଛି। ଭାରତ ଏବଂ ବ୍ରାଜିଲ ପାଇଁ…

ଜଳବାୟୁ ପରିବର୍ତ୍ତନ ବୈଠକରେ ସର୍ବାଧିକ ନିର୍ଗମନ ଦେଶ ନିଖୋଜ…

ଜେନେଭା,୨୧।୯ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଜଳବାୟୁ ଅଭିଳାଷ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ଏହି ଆଲୋଚନାଚକ୍ରରେ, ଜୈବ ଇନ୍ଧନର ବ୍ୟବହାରକୁ ତ୍ୱରାନ୍ବିତ କରିବା ଏବଂ ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଆବେଦନ କରାଯାଇଥିଲା୍‌।…

ଇରାନର ସଂସଦରେ ହେଡକାର୍ଫ ଆଇନ ପ୍ରଣୟନ…

ତେହେରାନ,୨୧।୯ : ସର୍ବସାଧାରଣ ସ୍ଥାନରେ ବାଧ୍ୟତାମୂଳକ ଇସଲାମିକ ମୁଦି ପିନ୍ଧିବାକୁ ମନା କରୁଥିବା ମହିଳା ଏବଂ ସେମାନଙ୍କୁ ସମର୍ଥନ କରୁଥିବା ମହିଳାଙ୍କ ଉପରେ ଜୋରିମାନା ଲାଗୁ କରିବାକୁ ଇରାନର ସଂସଦ ଏକ ବିଲ ଅନୁମୋଦନ କରିଛି। ଦେଶର ଡ୍ରେସ କୋଡ ଉଲ୍ଲଂଘନ…

ଆଜେରବାଇଜାନ ନାଗର୍ନୋ-କରାବାଖ ଅଞ୍ଚଳକୁ ଦଖଲ କଲା, ଆର୍ମେନିଆ ଯୁଦ୍ଧ ବନ୍ଦ କରିବାକୁ ରାଜି…

ବାକୁ, ୨୧।୯: ନାଗର୍ନୋ-କରାବାଖର ବିଚ୍ଛିନ୍ନ ଅଞ୍ଚଳ ଉପରେ ଆଜେରବାଇଜାନ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଘୋଷଣା କରିଛି। ଏହାପୂର୍ବରୁ ଆର୍ମେନିଆ ସୈନିକମାନେ ଆତ୍ମସମର୍ପଣ କରିଥିଲେ। ଏହା ସହ ଆର୍ମେନିଆ ଆଜେରବାଇଜାନ ସହ ଅସ୍ତ୍ରବିରତି କରିବାକୁ ରାଜି ହୋଇଛି। ଅସ୍ତ୍ରବିରତି ହେବାର ଏକ ଘଣ୍ଟା…

ରୁଷିଆକୁ ଭେଟୋ ଶକ୍ତିରୁ ବଞ୍ଚିତ କରାଯିବା ଉଚିତ: ୟୁଏନଏସସିରେ ଜେଲେନସ୍କି…

ନ୍ୟୁୟର୍କ,୨୧।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦକୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରୁଷିଆକୁ ୟୁକ୍ରେନ ସହ ଯୁଦ୍ଧ କରିଥିବାରୁ ସମାଲୋଚନା କରିଥିଲେ। ଏଥିସହ ସେ ରୁଷିଆରୁ ଭିଟୋ ଶକ୍ତି ଛଡ଼ାଇବାକୁ ଦାବି କରିଛନ୍ତି।…

ଜିନ୍‌ପିଙ୍ଗ୍‌ଙ୍କ ନିମନ୍ତ୍ରଣ ରକ୍ଷା କଲେ ପୁଟିନ, ଅକ୍ଟୋବରରେ ଗସ୍ତ କରିବେ ଚାଇନା

ମସ୍କୋ,୨୦ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ସେ ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ୍‌ଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଏହି ନିମନ୍ତ୍ରଣ ପାଇ ସେ ଅକ୍ଟୋବରରେ ଚାଇନା ଗସ୍ତ ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି। ପୁଟିନ ଏକ ବୈଠକରେ…

‘୧୯ ମାସରେ ୧୬୦୦ରୁ ଅଧିକ ମାନବିକ ଅଧିକାର ଉଲ୍ଲଂଘନ କରିଛି ତାଲିବାନ’

ନ୍ୟୁୟର୍କ,୨୦ା୯: ତାଲିବାନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ରଖାଯାଇଥିବା ଲୋକଙ୍କ ଉପରେ ୧୬୦୦ରୁ ଅଧିକ ମାନବିକ ଅଧିକାରର ଉଲ୍ଲଂଘନ କରିଥିବା ରେକର୍ଡ କରିଛି ମିଳିତ ଜାତିସଂଘ। ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ପୋଲିସ ଏବଂ ଗୁପ୍ତଚର ଏଜେଣ୍ଟଙ୍କ ଦ୍ୱାରା ନିର୍ଯାତନା ତଥା ଅସଦାଚରଣ…

ପୂର୍ବ ଚାଇନାରେ ଘୂର୍ଣ୍ଣିବଳୟ ତାଣ୍ଡବ, ୫ ମୃତ, ୧୩୭ ଘର ଧ୍ୱଂସ…

ବେଜିଂ,୨୦।୯ : ପୂର୍ବ ଚାଇନାରେ ହୋଇଥିବା ଘୂର୍ଣ୍ଣିବଳୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ବୁଧବାର ସରକାରୀ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘୂର୍ଣ୍ଣିବଳୟ…

ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କୀ…

ନ୍ୟୁୟର୍କ,୨୦।୯ : ମିଳିତ ଜାତିସଂଘ ସାଧାରଣ ସଭାରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ କାଶ୍ମୀର ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ସାଧାରଣ ସଭାର ୭୮ତମ ଅଧିବେଶନରେ ସେ ଦେଇଥିବା ଅଭିଭାଷଣରେ ପୁଣିଥରେ ପାକିସ୍ତାନ ପ୍ରତି ନିଜର ଆନୁଗତ୍ୟ…

ମିସ ୟୁନିଭର୍ସ ଇଭେଣ୍ଟକୁ ଏକ ଷଡଯନ୍ତ୍ର କହିଲେ ପାକିସ୍ତାନ ସରକାର…

ଇସଲାମାବାଦ,୨୦।୯ : ଆଜିକାଲି ପାକିସ୍ତାନୀ ମଡେଲ ଏରିକା ରବିନଙ୍କୁ ନେଇ ଅନେକ ବିବାଦ ଲାଗି ରହିଛି। ମିସ ୟୁନିଭର୍ସ ପାକିସ୍ତାନର ଟାଇଟଲ ଜିତିବାରେ ଏରିକା ହେଉଛନ୍ତି ପ୍ରଥମ ମଡେଲ। କିନ୍ତୁ ପାକିସ୍ତାନର କାର୍ଯ୍ୟନିର୍ବାହୀ ସରକାର ଏବଂ ସେଠାରେ ଥିବା କିଛି ଲୋକ…

ସମାନତା ଆଧାରରେ ସୁରକ୍ଷା ପରିଷଦର ସଂସ୍କାର ଜରୁରୀ: ଜାତିସଂଘ ମୁଖ୍ୟ ଗୁଟେରସ…

ଜେନେଭା,୨୦।୯ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବିଶ୍ୱର ସମାନତା ଏବଂ ପ୍ରାସଙ୍ଗିକତା ଉପରେ ଆଧାର କରି ସୁରକ୍ଷା ପରିଷଦ (ୟୁଏନଏସସି) ରେ ସଂସ୍କାର ଆଣିବାକୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି ୧୫ ସଦସ୍ୟ ବିଶିଷ୍ଟ ସଂସ୍ଥା ୧୯୪୫ର ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?