ଭାରତ ସହିତ ବନ୍ଧୁତା ବଢାଇବା ପାଇଁ ଆମେରିକାର ସ୍ବାର୍ଥପର ଖେଳ: ଚାଇନା

ବେଜିଂ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ଚାଇନା କହିଛି, ଆମେରିକା ଭାରତ ସହ ସମ୍ପର୍କକୁ ମଜବୁତ କରୁଛି, କାରଣ ସେ ଚାଇନା ଆର୍ଥିକ ବିକାଶକୁ ବନ୍ଦ କରି ନିଜେ ଆଗକୁ ବଢିବାକୁ ଚାହୁଁଛି। ଚାଇନା ବରିଷ୍ଠ କୂଟନୀତିଜ୍ଞ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଆମେରିକାର ରଣନୀତି ବିଫଳ ହେବ, କାରଣ ଭାରତ କିମ୍ବା ଅନ୍ୟ କୌଣସି ଦେଶ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଚାଇନାକୁ ପଛରେ ପକାଇପାରିବେ ନାହିଁ।

ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଭାବେ ପରିଗଣିତ ହୋଇଥିବା ଗ୍ଲୋବାଲ ଟାଇମ୍ସରେ ୱାଙ୍ଗ ୟିଙ୍କ ଆର୍ଟିକିଲ ପ୍ରକାଶ ପାଇଛି। ଯେଉଁଥିରେ ଭାରତକୁ ଧମକପୂର୍ଣ୍ଣ ସ୍ବରରେ ଆମେରିକାଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି। ୱାଙ୍ଗ ୟି ଲେଖିଛନ୍ତି- ଭାରତ ଆମେରିକାର ଭୌଗୋଳିକ, ରାଜନୈତିକ ପ୍ରୟୋଗରୁ ଦୂରେଇ ରହିବା ଉଚିତ୍‌। ଚାଇନାକୁ ରୋକିବା ପାଇଁ ଆମେରିକା ଏହି ସ୍ବାର୍ଥପର ଖେଳ ଖେଳୁଛି, କିନ୍ତୁ ଭାରତକୁ ସେମାନଙ୍କ ସହିତ ନୁହେଁ ବରଂ ଚାଇନା ସହିତ ବାଣିଜ୍ୟ ଏବଂ ଅର୍ଥନନୈତିକ ସହଯୋଗ ବୃଦ୍ଧି କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

ଦାବି ପୂରଣ ନ ହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା, ଚେତାବନୀ ଦେଇ…

କେସିଙ୍ଗା,୭ା୬(ତୁମେଶ୍ୱର ସାହୁ): ଅଲ ଓଡ଼ିଶା ରାଇସ୍‌ ମିଲର୍ସ ଆସୋସିଏଶନ ରାଜ୍ୟ ସରକାରଙ୍କୁ ୯ ଦଫା ସମ୍ବଳିତ ଦାବି ନେଇ ଦୀର୍ଘ ଦୁଇବର୍ଷରୁ ଦାବି କରି ଆସୁଛି। କିନ୍ତୁ…

ଅଧିନାୟକ ପଦ ଯିବା ପରେ ସନ୍ୟାସ ନେଲେ ସୂର୍ଯ୍ୟକୁମାର? ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୭।୬: ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ ଇଣ୍ଡିଆର ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନଥିଲା। ତାଙ୍କ ସ୍ଥାନରେ ଶ୍ରେୟସ…

ବନ୍ଧୁକ ସହ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିଲେ କଫ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶନିବାର ଚାଲାଣ ବେଳେ କଫ ସିରପ୍‌ ଜବତ କରିଛି। ଏହି କାରବାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…

TMCରେ ବିଦ୍ରୋହ ମଧ୍ୟରେ ମମତାଙ୍କ ବଡ଼ ବଦକ୍ଷେପ, କଟିଲା ଅଭିଷେକଙ୍କ ଡେଣା!

କୋଲକାତା,୭।୬: ପଶ୍ଚିମବଙ୍ଗରେ ପରାଜୟ ପରେ, ତୃଣମୂଳ କଂଗ୍ରେସ ଆଭ୍ୟନ୍ତରୀଣ ଅସନ୍ତୋଷ ସହିତ ସଂଘର୍ଷ କରୁଛି; ଏହାର ଜବାବରେ, ମମତା ବାନାର୍ଜୀ ସମଗ୍ର ସଂଗଠନର ଗଠନକୁ ଭାଙ୍ଗି ଦେଇଥିଲେ।…

‘ପ୍ରତି ସିଲିଣ୍ଡର ପ୍ରାୟ ୭ଶହ ଟଙ୍କା କ୍ଷତି’: ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧି ଉପରେ ସରକାରଙ୍କ ବିବୃତ୍ତି , ପାକିସ୍ତାନ-ଆମେରିକା ସହ ତୁଳନା

ନୂଆଦିଲ୍ଲୀ,୭।୬: କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୯ଟଙ୍କା ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତିକୁ ସମର୍ଥନ କରି ସରକାର ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି…

ଚାନ୍ଦବାଲିରେ ପ୍ରଥମ ଅଂଶୁଘାତରେ ଚାଲିଗଲା ଜଣଙ୍କ ଜୀବନ

ଚାନ୍ଦବାଲି,୭ା୬(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲିରେ ଚଳିତ ଗ୍ରୀଷ୍ମ ଋତୁର ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଭୁଁଇବୁର୍ତ୍ତି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର…

ଆଗାମୀ ୫ ବର୍ଷ ମଧ୍ୟରେ ଇସ୍ରାଏଲ ୫୦ ହଜାର ଭାରତୀୟଙ୍କୁ ଚାକିରି ଯୋଗାଇବ

ତେଲ ଅଭିଭ,୭।୬: ତେଲ ଅଭିଭ ବେନ ଗୁରିଅନ ବିମାନବନ୍ଦରରେ ଅବତରଣ କରିବା ସମୟରେ ଯାତ୍ରୀମାନଙ୍କୁ ଏକ ଅନନ୍ୟ ଦୃଶ୍ୟ ସୱାଗତ କରେ। ଦୁବାଇ କିମ୍ବା ଆବୁଧାବିର ବିମାନବନ୍ଦରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri