ଅନ୍ତର୍ଜାତୀୟ

କାନାଡାରେ ଆଉ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ ଖଲିସ୍ତାନ ସମର୍ଥକ

ଓଟଓ୍ବା,୮।୯: କାନାଡାର ଖାଲିସ୍ତାନ ଉଗ୍ରବାଦୀମାନେ ହିନ୍ଦୁ ମନ୍ଦିରକୁ କ୍ରମାଗତ ଭାବରେ ଟାର୍ଗେଟ କରୁଛନ୍ତି। ସଦ୍ୟତମ ମାମଲା କାନାଡାର ବ୍ରିଟିଶ କଲମ୍ବିଆର ସୁରେଇ ସହରରୁ ଆସିଛି ଯେଉଁଠାରେ ଏହାର ବାହ୍ୟ କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଦେଇ ଏକ ମନ୍ଦିରକୁ ନଷ୍ଟ କରିବାକୁ…

ଏହି କଥା ଉପରେ ଆମେରିକା ଏବଂ ସାଉଦି ଆରବ ସହ ଆଲୋଚନା କରିବ ଭାରତ

ନୂଆଦିଲ୍ଲୀ/ଆମେରିକା,୮ା୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିସହିତ ବାଇଡେନ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। ବାଇଡେନ…

ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କୁ ଟକ୍କର ଦେବେ ଏହି ମୂଳ ଭାରତୀୟ ବାସିନ୍ଦା ପ୍ରାର୍ଥୀ!

ଓ୍ବାଶିଂଟନ,୮।୯: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନେକ ପ୍ରାର୍ଥୀ ନିଜର ଦାବି ଉପସ୍ଥାପନ କରୁଛନ୍ତି। ବିରୋଧୀ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ, ବିବେକ ରାମସ୍ବାମୀ, ନିକ୍କି ହେଲି, ରୋନ ଦେସାଣ୍ଟିସ, ମାଇକ ପେନ୍ସଙ୍କ ସମେତ…

ଜିନପିଙ୍ଗ ନ ଆସିଲେ ଚାଇନା ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କରିବେ ବାଇଡେନ

ଓ୍ବାଶିଂଟନ,୮।୯: ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଗସ୍ତ ସମୟରେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ଭେଟିବାକୁ ଇଚ୍ଛା କରୁନାହାଁନ୍ତି। ଭାରତ ଚଳିତ ବର୍ଷ ଜି -୨୦ ଦେଶ ଉପରେ ଅଧ୍ୟକ୍ଷତା କରୁଛି। ଏଭଳି…

କରୋନା ନେଗେଟିଭ ହେଲେ ଆମେରିକାର ଫାଷ୍ଟ ଲେଡି

ଓ୍ବାଶିଂଟନ,୮।୯: ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କର କିଛି ଦିନ ପୂର୍ବରୁ କରୋନା ଟେଷ୍ଟ କରାଯାଇଥିଲା ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ ମିଳିଥିଲା। ହେଲେ ଏବେ ତିନି ଦିନ ପରେ, ଜିଲ ବାଇଡେନଙ୍କ କରୋନା ଟେଷ୍ଟ ପୁଣି ଥରେ କରାଯାଇଛି ଯେଉଁଥିରେ…

କରୋନା ସଂକ୍ରମିତ ହେଲେ ସ୍ପେନର ରାଷ୍ଟ୍ରପତି, ଜି ୨୦ ସମ୍ମିଳନୀରେ ଯୋଗ ଦେଉ ନ ଥିବା ତୃତୀୟ ନେତା

ମ୍ୟାଡ୍ରିଡ,୮।୯: ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଂଚେଜ ଗୁରୁବାର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି କାରଣରୁ ସେ ବର୍ତ୍ତମାନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ। ପେଡ୍ରୋ ସାଂଚେଜ ଜି -୨୦…

ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଏଲନ ମସ୍କଙ୍କ ସିକ୍ରେଟ ଯାଆଁଳା ଶିଶୁଙ୍କ ଫଟୋ

ଓ୍ବାଶିଂଟନ,୮।୯: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ସିଇଓ ଏଲନ ମସ୍କ ତାଙ୍କ ବ୍ୟବସାୟ ତଥା ବ୍ୟକ୍ତିଗତ ଜୀବନ ପାଇଁ ହେଡଲାଇନରେ ରହିଛନ୍ତି। ଏବେପୁଣି ଥରେ ସେ ତାଙ୍କ ଯାଆଁଳା ପିଲାମାନଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଥମ ଥର ପାଇଁ…

ଚାଇନାରେ ହାଇକୁଇ ତାଣ୍ଡବ: ୩ ଲକ୍ଷ ସ୍ଥାନାନ୍ତରିତ

ଫୁଝୋଉ,୮।୯:ଚାଇନାର ଫୁଜିଆନ ପ୍ରଦେଶରେ ହାଇକୁଇ ଝଡ଼ ତାଣ୍ଡବ ରଚିଛି। ଝଡ଼ ପ୍ରଭାବରେ ବୁଧବାର ଅପରାହ୍ନ ୫ଟାରୁ ଜାରି ରହିଥିବା ଲଗାଣ ବର୍ଷାରେ ପ୍ରାୟ ୧.୬ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଦେଶିକ ବନ୍ୟା ନିୟନ୍ତ୍ରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାଇ ୧୦…

ୟୁରୋପୀୟ ନେତାଙ୍କ ସହ ରାହୁଲଙ୍କ ରୁଦ୍ଧଦ୍ୱାର ବୈଠକ

ଲଣ୍ଡନ,୮।୯:ୟୁରୋପ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୟୁରେପିଆନ ପାର୍ଲାମେଣ୍ଟ ସଦସ୍ୟ(ଏମ୍‌ଇପି) ମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ତ୍ରିରାଷ୍ଟ୍ରୀୟ ୟୁରୋପ ଯାତ୍ରା ଆରମ୍ଭରେ ପାଶ୍ଚାତ୍ୟ ନେତାଙ୍କ ସହ ରାହୁଲଙ୍କ ଏହି ମନ୍ତ୍ରଣାକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।…

ରାଜନୀତି ଛାଡ଼ିଲେ ସନା ମରିନ୍‌

କୋପେନ୍‌ହାଗେନ,୮ା୯: ଫିନ୍‌ଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ସନା ମରିନ୍‌ ଗୁରୁବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ୟୁରୋପର ସର୍ବକନିଷ୍ଠ ନେତ୍ରୀ ମାନ୍ୟତା ପାଇଥିବା ୩୭ ବର୍ଷୀୟା ସନା ଲଣ୍ଡନ୍‌ର ଏକ ଅଣଲାଭଦାୟକ ସଙ୍ଗଠନ ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଗ୍ଲୋବାଲ ଚେଞ୍ଜରେ ଉପଦେଷ୍ଟା ଭାବେ…

ୟୁକ୍ରେନ ଅଧିକୃତ ଅଞ୍ଚଳରେ ନିର୍ବାଚନ କରିପାରେ ରୁଷିଆ: ବିରୋଧ କଲା ଆମେରିକା

ମସ୍କୋ/ଓ୍ବାଶିଂଟନ୍‌,୮।୯: ଆମେରିକା ପୁଣି ଥରେ ରୁଷିଆକୁ ଟାର୍ଗେଟ କରିଛି। ୟୁକ୍ରେନ ଅଧିକୃତ ଅଞ୍ଚଳରେ ରୁଷିଆ କ୍ରମାଗତ ଭାବରେ ନିର୍ବାଚନ କରିବ ବୋଲି କହୁଛି। ଏହା ମିଳିତ ଜାତିସଂଘର ଚାର୍ଟର ନିୟମର ଉଲ୍ଲଂଘନ ବୋଲି ଆମେରିକା କହିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି…

ଆତଙ୍କବାଦୀ ଆକ୍ରମଣରେ ୪୯ ସାଧାରଣ ନାଗରିକଙ୍କ ସମେତ ୬୪ ଜଣଙ୍କର ମୃତ୍ୟୁ

ବାମାକୋ,୮।୯: ମାଲିରେ ଆତଙ୍କବାଦୀମାନେ ଏକ ସାମରିକ ବେସ ଏବଂ ଯାତ୍ରୀବାହୀ ଡଙ୍ଗା ଉପରେ ଆକ୍ରମଣ କରିଥିଲେ। ଉତ୍ତର ମାଲିରେ ହୋଇଥିବା ଏହି ଆକ୍ରମଣରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ମାଲି ସରକାର କହିଛନ୍ତି ଯେ, ଆତଙ୍କବାଦୀମାନେ ଦୁଇଟି ଭିନ୍ନ ସ୍ଥାନରେ ଆକ୍ରମଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri