ଭାରତ ଅଭିମୁଖେ ଆମେରିକା ରାଷ୍ଟ୍ରପତି: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କରିବେ ଡିନର୍
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୭।୯: ଜି-୨୦ ଶିଖର ସମ୍ମିଳନୀ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ଅର୍ଥାତ୍ ଆଜି ସେ ଭାରତରେ ପହଞ୍ଚିବେ। ତାଙ୍କର ଗସ୍ତର ପ୍ରଥମ ଦିନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ଭେଟିବେ।…
ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ ଲାଗି ପ୍ରସ୍ତୁତ: ଉପରାଷ୍ଟ୍ରପତି କମଲା ହାରିସ୍
ଜାକର୍ତ୍ତା,୭ା୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଯଦି କାର୍ଯ୍ୟକାଳ ଶେଷ କରିବାରେ ଅସମର୍ଥ ହୁଅନ୍ତି, ତେବେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ ଲାଗି ପ୍ରସ୍ତୁତ ଥିବା ଉପରାଷ୍ଟ୍ରପତି କମଲା ହାରିସ୍ ପ୍ରକାଶ କରିଛନ୍ତି। ବିଦେଶ ଗସ୍ତରେ ଥିବା ହାରିସ୍ଙ୍କୁ ଓଭାଲ ଅଫିସ୍ ପ୍ରସ୍ତୁତି…
ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବା ପାଇଁ ଚାଇନା କଲା ସମର୍ଥନ
ବେଜିଂ,୭।୯: ଆଫ୍ରିକୀୟ ସଂଘ(ଏୟୁ)କୁ ଜି-୨୦ରେ ସାମିଲ କରିବାକୁ ନେଇ ଚାଇନା ଗୁରୁବାର ନିଜର ସମର୍ଥନ ଜଣାଇଛି। ଏଥିସହ ସେ କହିଛି, ଜି -୨୦ରେ ଆଫ୍ରିକୀୟ ବ୍ଲକକୁ ସାମିଲ କରିବା ପାଇଁ ସମର୍ଥନ କରୁଥିବା ଏହା ପ୍ରଥମ ଦେଶ। ଏହା ପୂର୍ବରୁ ଏକ…
ଜି-୨୦ ଶିଖର ସମ୍ମିଳନୀ ମିଳିତ ଘୋଷଣାନାମା ବିନା ହୋଇପାରେ ଶେଷ
ଓ୍ବାଶିଂଟନ୍,୭।୯: ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ ବୋଲି ଆମେରିକା ଆଶା ପ୍ରକାଶ କରିଛି। କିନ୍ତୁ ଏହି ଘୋଷରଣାନାମାରେ ଋଷିଆ ଓ ଚାଇନା ଏକମତ ହେବା କଷ୍ଟସାଧ୍ୟ ବୋଲି…
ସ୍ବାଧୀନତାର ୧୦୨ ବର୍ଷ ମଧ୍ୟରେ ୧୮ଥର ଜାତୀୟ ପତାକା ବଦଳାଇଛି ଏହି ଦେଶ, କାରଣ ଜାଣିଲେ…
ଏମିତି ଏକ ଦେଶ ଅଛି, ଯିଏ କି ସ୍ବାଧୀନତା ପାଇବାର ୧୦୨ ବର୍ଷ ମଧ୍ୟରେ ବାରମ୍ବାର ଜାତୀୟ ପତାକା ବଦଳାଇଛି। ଏହା ପଛରେ କାରଣ ମଧ୍ୟ ରହିଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ… ଆଫଗାନିସ୍ତାନର ଇତିହାସ ଉତ୍ଥାନ ପତ୍ତନରେ ପରିପୂର୍ଣ୍ଣ। ସ୍ବାଧୀନତାର…
୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ମିଳିଥିଲା ଏଲିଅନଙ୍କ ସନ୍ଧାନ, ହେଲେ ଅଜାଣତରେ ମାରିଦେଲା ନାସା: ବୈଜ୍ଞାନିକଙ୍କ ଦାବି
ଓ୍ବାଶିଂଟନ୍,୭।୯: ପ୍ରାୟ ୫୦ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ନାସା ଜୀବସତ୍ତାର ସନ୍ଧାନ ପାଇଥିଲା କିନ୍ତୁ ତାହା କଣ ବୁଝିବା ପୂର୍ବରୁ ତାକୁ ହତ୍ୟା କରିଥାଇପାରେ ବୋଲି ଜଣେ ବୈଜ୍ଞାନିକ ଦାବି କରିଛନ୍ତି। ତେବେ ଏହି ଦାବି ଉପରେ ଅନ୍ୟ ବିଶେଷଜ୍ଞଙ୍କ ମତ…
‘ଆଜିର ଯୁଗ ଯୁଦ୍ଧ ନୁହେଁ, ଆଲୋଚନା, କୂଟନୀତି ହିଁ ଏହାର ସମାଧାନର ଏକମାତ୍ର ରାସ୍ତା’
ଜାକର୍ତ୍ତା,୭।୯: ପୂର୍ବ ଏସିଆ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସମସ୍ତ ଦେଶର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ଦୃଢ କରିବା ପାଇଁ ମିଳିତ…
ଇଣ୍ଡିଆ ବନାମ ଭାରତ ପ୍ରସଙ୍ଗରେ କହିଲା ଚାଇନା, ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ…
ବେଜିଂ, ୭।୯: ଇଣ୍ଡିଆ ବନାମ ଭାରତକୁ ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଲାଗି ରହିଛି। ଜି-୨୦ ଶିଖର ସମ୍ମିଳନୀର ଡିନର କାର୍ଡରେ ଇଣ୍ଡିଆ ଲେଖାଯିବା ପରିବର୍ତ୍ତେ ଭାରତ ଲେଖାଯିବା ନେଇ ବିବାଦ ମୁଣ୍ଡ ଟେକିଥିଲା। ଏହା…
ତିମୋର-ଲେସ୍ତେରେ ଖୋଲିବ ଭାରତୀୟ ଦୂତାବାସ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା
ଜାକର୍ତ୍ତା,୭।୯: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ପୂର୍ବାହ୍ନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ତିମୋର-ଲେସ୍ତେରେ ଭାରତୀୟ ଦୂତାବାସ ଖୋଲିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ତିମୋର-ଲେସ୍ତେ ଏବଂ ଏସିଆନ ସଦସ୍ୟମାନେ…
ଇରାନକୁ ଔଷଧ ମାଗିଲା ପାକିସ୍ତାନ
ଇସଲାମବାଦ,୭।୯: ପାକିସ୍ତାନ ବର୍ତ୍ତମାନ ବୃହତ ଅର୍ଥସଙ୍କଟ ଦେଇ ଗତି କରୁଛି। ଖାଦ୍ୟପଦାର୍ଥ ମହଙ୍ଗା ହେବା ସହ ଲୋକ ଖାଇବାକୁ ମୁଠେ ପାଉ ନାହାନ୍ତି। ତେବେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କିଛି ମାସ ଧରି ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଇଛି।…
ଆଇଫୋନ୍ ବ୍ୟବହାରରେ ଲାଗିବ ରୋକ୍
ବେଜିଂ, ୭।୯: ଆଇଫୋନ୍ ବ୍ୟବହାରରେ ରୋକ୍। ଆଇଫୋନ୍ ବ୍ୟବହାର କଲେ ଜରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ। ଏପରି ଏକ ଅଦ୍ଭୁତ ଆଇନ ଆଣିଛି ଚାଇନା। ଆଇଫୋନ୍ ପରି ଖୁବ ଶୀଘ୍ର ପୋଷାକ ଉପରେ ମଧ୍ୟ ପ୍ରତିବନ୍ଧକ…
ଭାରତ ଆସିବା ପୂର୍ବରୁ ବାଇଡେନ କହିଲେ ଏମିତି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୯: ଭାରତ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଜି -୨୦ ସମ୍ମିଳନୀରେ ଭାରତ ଏହାର ପରିଦର୍ଶକ…
Archives


