ଅନ୍ତର୍ଜାତୀୟ

୨୦୩୦ ସୁଦ୍ଧା ମହିଳାଙ୍କ ପାଇଁ ସମାନତା ଲକ୍ଷ୍ୟ ଅସମ୍ଭବ ବୋଲି କହିଲା ଜାତିସଂଘ,ପ୍ରତ୍ୟେକ କ୍ଷେତ୍ରରେ ଘଟୁଛି ଭେଦଭାବ..

ଜେନେଭା,୯।୯: ମିଳିତ ଜାତିସଂଘର ବିଶ୍ୱ ସଂସ୍ଥା କହିଛି ମହିଳାଙ୍କ ସମାନତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇପଡିଛି। ୨୦୩୦ସୁଦ୍ଧା ବିଶ୍ୱର ଲିଙ୍ଗଗତ ସମାନତା ହାସଲ କରିବାର ଲକ୍ଷ୍ୟ ବର୍ତ୍ତମାନ ସମ୍ପୂୂର୍ଣ୍ଣ ଦୋହଲି ଯାଇଛି। ମିଳିତ ଜାତିସଂଘ କହିଛି ସ୍ବାସ୍ଥ୍ୟ,…

ମୋର୍‌କ୍କୋ ଭୂକମ୍ପ ମୃତ୍ୟୁସଂଖ୍ୟା ୬୦୦ ଟପିଲା

ରବାଟ୍‌,୯ା୯: ମୋର୍‌କ୍କୋରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୬୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ରିକ୍ଟର…

ଚାଇନାରେ ଲାଗୁ ହେଲା ଅଜବ ନିୟମ, ଦାଢି ବଢିଲେ ହେବ ଜେଲ୍‌

ବେଜିଂ,୯।୯: ଚାଇନା ନିଜର ଏକଛତ୍ରବାଦୀ ମନୋଭାବ ପାଇଁ ଜଣାଶୁଣା। ଦେଶରେ ବିଭିନ୍ନ ପ୍ରକାର ଅଜବ ନିୟମ ଲାଗୁ କରି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବାକୁ ଚାହୁଁଛି ଚାଇନା। ଆମେରିକୀୟ ଟେକ୍‌ କମ୍ପାନୀ ବ୍ୟତୀତ ବିଦେଶୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିଛି ଚାଇନା। ଚାଇନା…

ବର୍ତ୍ତମାନ ଯାଏଁ ଭାରତ ଗସ୍ତ କରିଛନ୍ତି ଏତେଜଣ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୯।୯: ଜି-୨୦ର ଅଧ୍ୟକ୍ଷତା କରି ଭାରତ ସମଗ୍ର ବିଶ୍ୱର ନଜର ନିଜ ଆଡକୁ ଟାଣି ଆଣିଛି। ଜି-୨୦ର ପ୍ରଥମ ଅଧିବେଶନ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଗ ନେବାକୁ ବିଶ୍ୱର ପ୍ରମୁଖ ନେତାମାନେ ଦିଲ୍ଲୀରେ ଏକାଠି ହୋଇଛନ୍ତି।…

ପ୍ରଥମ ଥର ଘୁଷୁରୀ ଭ୍ରୁଣରେ ବିକଶିତ ହେବ ମାନବ କିଡନୀ, ଚାଇନା ବୈଜ୍ଞାନିକଙ୍କ ବଡ ସଫଳତା

ବେଜିଂ,୯।୯: ମେଡିକାଲ ବିଜ୍ଞାନରେ ଅଙ୍ଗ ପ୍ରତିରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଠିକ ସମୟରେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଙ୍ଗର ଉପଲବ୍ଧ ନ ହେବା ହେତୁ ଅନେକ ଲୋକ ପ୍ରାଣ ହରାନ୍ତି। ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଘୁଷୁରୀ ଭ୍ରୁଣରେ…

ମାଓ ନିଆଁରେ ନିଖୋଜ ଅଛନ୍ତି ୬୬ଜଣ

ହଓ୍ବାଇ,୯।୯: ଆମେରିକାର ହଓ୍ବାଇ ସହରର ମାଓ ଜଙ୍ଗଲରେ ଏକ ମାସ ପୂର୍ବରୁ ବ୍ୟାପକ ଅଗ୍ପିକାଣ୍ଡ ଘଟିଥିଲା। ନିଆଁରେ ଜଙ୍ଗଲର ଅଧିକାଂଶ ଭାଗ ଜଳିପଡି ପାଉଁଶ ହୋଇଯାଇଥିଲା। ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ହଓ୍ବାଇ ସହରର ପ୍ରାୟ ୬୬ଜଣ ନିଖୋଜ…

ଆମେରିକାରେ ୧୦ ଲକ୍ଷ ବ୍ୟାରେଲ ଇରାନି ତୈଳର କାର୍ଗୋ ଜବତ, ବଢିପାରେ ଉତ୍ତେଜନା

ଓ୍ବାଶିଂଟନ,୯।୯: ଆମେରିକାର ନ୍ୟାୟ ବିଭାଗ ଶୁକ୍ରବାର ରିପୋର୍ଟ କରିଛି ଯେ ସେମାନେ ଚଳିତ ବର୍ଷ ୧୦ ଲକ୍ଷ (ଏକ ମିଲିୟନ) ବ୍ୟାରେଲ ଇରାନ ତେଲର ଏକ କାର୍ଗୋ ଜବତ କରିଛନ୍ତି। ଆମେରିକାର ଏହି ପଦକ୍ଷେପ ଗଲ୍ଫ ଦେଶଗୁଡିକର ଚିନ୍ତାକୁ ବଢାଇ ଦେଇଛି।…

ଜଣାଶୁଣା ଫ୍ୟାଶନ ଡିଜାଇନର ମାର୍କ ବୋହାନଙ୍କ ପରଲୋକ

ପ୍ୟାରିସ,୯।୯: ଫ୍ୟାଶନ ଡିଜାଇନର୍‌ ମାର୍କ ବୋହାନଙ୍କ ୯୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଗଷ୍ଟ ୨୨, ୧୯୨୬ରେ ପ୍ୟାରିସରେ ଜନ୍ମଗ୍ରହଣ କରିଥିବା ବୋହାନ ପିଲାଦିନରୁ ଚିତ୍ରାଙ୍କନ ଏବଂ ଫ୍ୟାଶନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ, ଯାହାକୁ ତାଙ୍କ ମା ପ୍ରୋତ୍ସାହିତ କରିଥିଲେ।…

୨୦୨୪ରେ ପୁଣି ଲଢିବି ନିର୍ବାଚନ: ନାନସି ପେଲୋସି

ଓ୍ବାଶିଂଟନ,୯।୯: ପ୍ରତିନିଧି ସଭାର ପୂର୍ବତନ ସ୍ପିକର ନାନସି ପେଲୋସି ଶୁକ୍ରବାର କହିଛନ୍ତି ଯେ ସେ ୨୦୨୪ରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଡେମୋକ୍ରାଟମାନେ କାର୍ଯ୍ୟ କରୁଥିବାରୁ ସେ କଂଗ୍ରେସ (ସଂସଦ) ରେ ଆଉ ଏକ କାର୍ଯ୍ୟକାଳ ପାଇଁ ନିର୍ବାଚନ ଲଢିବେ। ସେ ୩୫ବର୍ଷରୁ…

ମରକ୍କୋରେ ଭୂକମ୍ପ: ଚାଲିଗଲା ୨୯୬ ଜୀବନ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା

ରାବତ୍‌,୯।୯: ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ଶୁକ୍ରବାର ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛଇ। ଯେଉଁଥିରେ ପ୍ରାୟ ୧୩୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକାର ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ, ରାତି ପ୍ରାୟ ୧୧.୧୧ରେ…

ଦିଲ୍ଲୀରେ ବାଇଡେନ

ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ବୈଠକ ପାଇଁ ବିଭିନ୍ନ ଦେଶର ପ୍ରମୁଖ ନେତା ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଂଧ୍ୟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ ‘ଏୟାରଫୋର୍ସ ଓ୍ବାନ୍‌’ରେ ସେ…

ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ପ୍ରସଙ୍ଗ ‘ଭାରତ’

ମାଲେ,୮।୯: ହିନ୍ଦ୍‌ ମହାସାଗରସ୍ଥିତ ମାଳଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ଶନିବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ପ୍ରଚାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତ ପ୍ରାର୍ଥୀ ଭୋଟରଙ୍କୁ ଆପର୍ଷିତ କରିବା ପାଇଁ ଯଥାସମ୍ଭ ଚେଷ୍ଟା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri