ରୁଷିଆ ଉପରେ ପୁଣି ୟୁକ୍ରେନର ଆକ୍ରମଣ
ମସ୍କୋ,୪ା୮: ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ରୁଷିଆର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଶୁକ୍ରବାର ସକାଳେ ନୋଭୋରୋସିଏସ୍କର କଳା ସାଗର ବନ୍ଦର ନିକଟରେ ବିସ୍ଫୋରଣ ଏବଂ ଗୁଳି ବିନିମୟ ଶୁଣିଥିବା ଶେୟାର କରିଛନ୍ତି। ଶେୟାରେ…
ମାତ୍ର ୨ ଦିନ ବିଦେଶରେ ବିତାଇଛନ୍ତି ଜିନପିଙ୍ଗ
ବେଜିଂ,୪।୮: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ନିଜ ଦେଶ ବାହାରେ ମାତ୍ର ଦୁଇ ଦିନ ବିତାଇଛନ୍ତି। କାରଣ ଆର୍ଥିକ ସମସ୍ୟାଠାରୁ ଆରମ୍ଭ କରି ଏକ ବିରଳ ରାଜନୈତିକ ଦୁର୍ନୀତି ପର୍ଯ୍ୟନ୍ତ ବଢୁଥିବା ଘରୋଇ ସମସ୍ୟା ପାଇଁ…
ଚାଇନାକୁ ଗୁପ୍ତ ତଥ୍ୟ ଯୋଗାଇଦେବା ଅଭିଯୋଗରେ ଆମେରିକାର ନୌସେନାର ୨ ଯବାନ ଗିରଫ
ଓ୍ବାଶିଂଟନ,୪।୮: ଚାଇନାକୁ ଗୁପ୍ତ ତଥ୍ୟ ଯୋଗାଇଦେବା ଅଭିଯୋଗରେ ଆମେରିକାର ନୌସେନାର ୨ ଯବାନ ଗିରଫ କରାଯାଇଛି। ଆମେରିକା ନ୍ୟାୟ ବିଭାଗ ଏହି ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ଯୁଦ୍ଧ ଜାହାଜ ପାଇଁ ମାନୁଆଲ ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀ, ରାଡାର ସିଷ୍ଟମ ପାଇଁ…
‘ମୁଁ ଦୋଷୀ ନୁହେଁ’
ଓ୍ବାଶିଂଟନ,୪।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ୨୦୨୦ ନିର୍ବାଚନରେ ପରାଜୟକୁ ଲୁଚାଇବା ପାଇଁ ଷଡଯନ୍ତ୍ର ମାମଲାର ଶୁଣାଣି ୱାଶିଂଟନ ଡିସି କୋର୍ଟରେ ହୋିଛି। ଶୁଣାଣି ସମୟରେ ଟ୍ରମ୍ପ ଅତି ନିମ୍ନ ସୱରରେ କୋର୍ଟରେ ନିଜର ନିର୍ଦ୍ଦୋଷ ବୋଲି କହିଥିଲେ।…
ଅଗଷ୍ଟ ୯ରେ ଭାଙ୍ଗିବ ପାକିସ୍ତାନ ସଂସଦ
ଇସଲାମାବାଦ,୪ା୮: ଅଗଷ୍ଟ ୯ରେ ପାକିସ୍ତାନର ସଂସଦ ଭାଙ୍ଗିବ। ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ୍ ଗୁରୁବାର ଘୋଷଣା କରିଛନ୍ତି। ସଂସଦର ସଦସ୍ୟମାନଙ୍କ ସମ୍ମାନାର୍ଥେ ରାତ୍ରି ଭୋଜନରେ ସଂସଦୀୟ ନେତାମାନଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାତ୍ରି ଭୋଜନ ପରେ ହୋଇଥିବା…
ପଶ୍ଚିମ ମେକ୍ସିକୋରେ ବଡ଼ ବସ୍ ଦୁର୍ଘଟଣା: ୧୭ ମୃତ
ମେକ୍ସିକୋ,୪।୮: ପଶ୍ଚିମ ମେକ୍ସିକୋର ରାଜପଥ ନିକଟରେ ଏକ ଯାତ୍ରୀବାହୀ ବସ ଖାଲରେ ପଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ୨୨ ଜଣ ଆହତ ହୋଇଛନ୍ତି। ନାୟରିଟ ରାଜ୍ୟ ସୁରକ୍ଷା ଏବଂ ନାଗରିକ ପ୍ରତିରକ୍ଷା ସଚିବ ଜର୍ଜ…
ଇମ୍ରାନ୍ଙ୍କ ପାଇଁ ବଢିଲା ସମସ୍ୟା, ପିଟିଆଇକୁ ନିର୍ବାଚନ ଚିହ୍ନରୁ ବଞ୍ଚିତ କରିପାରନ୍ତି ଇସିପି
ଇସଲାମାବାଦ,୩।୮: ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଇମ୍ରାନ୍ ଖାନଙ୍କ ପିଟିଆଇକୁ ଚେତାବନୀ ଦେଇ କହିଛନ୍ତି, ପାର୍ଟୀ ନିର୍ବାଚନ କରିବାରେ ବିଫଳ ହେବା ଉପରେ ଭବିଷ୍ୟତରେ ନିର୍ବାଚନ ଚିହ୍ନ ପାଇଁ ଅଯୋଗ୍ୟ ହୋଇପାରେ। ବୁଧବାର କମିଶନ ପିଟିଆଇ ମୁଖ୍ୟ ଇମ୍ରାନ୍ଙ୍କୁ ସମନ ଜାରି…
ନାଇଜରରୁ ଭାରତୀୟ ନାଗରିକଙ୍କୁ ବିଦା କଲା ଫ୍ରାନ୍ସ, ଦୂତାବାସ ଉପରେ ଆକ୍ରମଣ ପରେ ନିଆଗଲା ନିଷ୍ପତ୍ତି
ପ୍ୟାରିସ,୩।୮: ସାମରିକ ସେନା ଆକ୍ରମଣ ପରେ ନାଇଜର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ସଙ୍କଟ ମଧ୍ୟରେ ଭାରତ ସମେତ ଅନ୍ୟ ଦେଶର ନାଗରିକମାନେ ନାଇଜରରେ ଫସି ରହିଛନ୍ତି। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାନ୍ସ ସରକାର ଗତ ଦୁଇ ଦିନ ମଧ୍ୟରେ…
ଏମିତି ଥିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ପ୍ରେମ କାହାଣୀ, ଏବେ ସ୍ତ୍ରୀଙ୍କଠାରୁ ହେବେ ଅଲଗା
ଓଟଓ୍ବା,୩ା୮: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ସ୍ତ୍ରୀ ସୋଫି ଟ୍ରୁଡୋ ଅଲଗା ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ସମସ୍ତ ଆଇନଗତ କାର୍ଯ୍ୟ କରିସାରିଛି ଏବଂ ଆମେ ଅଲଗା…
ପାକିସ୍ତାନ-ଆମେରିକା ମଧ୍ୟରେ ବଢିବ ଦ୍ୱିପାକ୍ଷିକ ସମ୍ପର୍କ
ଇସଲାମାବାଦ,୩।୮: ପାକିସ୍ତାନର କ୍ୟାବିନେଟ ଆମେରିକା ସହିତ ଏକ ନୂତନ ସୁରକ୍ଷା ଚୁକ୍ତି ସ୍ବାକ୍ଷର କରିବାକୁ ମଞ୍ଜୁରୀ ଦେଇଛି। ଏହା ହେଉଛି ଏକ ପଦକ୍ଷେପ ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଦୀର୍ଘ ବର୍ଷର ତିକ୍ତତା ପରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗରେ ଏକ…
୩ ଦିନ ଲିଫ୍ଟରେ ଫସି ରହି ଜୀବନ ଗଲା
କାବୁଲ,୩ା୮: ଉଜବେକିସ୍ତାନର ତାସକେଣ୍ଟରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ୩୧ ବର୍ଷୀୟା ମହିଳା ଆପାର୍ଟମେଣ୍ଟ ବିଲ୍ଡିଂ ଲିଫ୍ଟ ଭିତରେ ଫସି ରହି ପ୍ରାଣ ହରାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଲିଓଣ୍ଟିଭା ଓଲଗାଙ୍କ ଜୁଲାଇ ୨୬ରେ ନିଖୋଜ ଥିବା…
ଅଷ୍ଟ୍ରେଲୀୟ ସେନା ହେଲିକପ୍ଟର କ୍ରାସ୍ ଘଟଣା: ମୃତଦେହ ମିଳିଲା, ବ୍ଲାକ୍ ବକ୍ସ ମିଳୁନି
କାନ୍ବେରା,୩ା୮: ଗତ ସପ୍ତାହରେ ଆମେରିକା ସହିତ ହୋଇଥିବା ସାମରିକ ଅଭ୍ୟାସ ସମୟରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅଷ୍ଟ୍ରେଲୀୟ ସେନା ହେଲିକପ୍ଟର ନିଖୋଜ ଥିଲା। ତେବେ ବୁଧବାର ଏକ ମୃତଦେହ ମିଳିଥିବା ବେଳେ ବ୍ଲକ୍ ବକ୍ସ ମିଳିନାହିଁ। ଏନେଇ ଗୁରୁବାର ଜଣେ ଅଧିକାରୀ…
Archives


