ଅନ୍ତର୍ଜାତୀୟ

ଜି-୨୦: ଦିଲ୍ଲୀରେ ପହଞ୍ଚିଲେ ଏହି ସବୁ ଦେଶର ପ୍ରମୁଖ ଅତିଥି

ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ୩୦ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ବଡ ବଡ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ତାଙ୍କ ପତ୍ନୀ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ଋଷିଆର…

ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଆବୁ କାସିମଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,ନୂଆଦିଲ୍ଲୀ,୮।୯: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ଗୋଟିକ ପରେ ଗୋଟିଏ ପାକିସ୍ତାନରେ କରାଯାଉଛି ହତ୍ୟା। ଏହି ଆତଙ୍କବାଦୀଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ହତ୍ୟା କରୁଛନ୍ତି। ଯାହାକୁ ପାକିସ୍ତାନୀ ପୋଲିସ ଏପର୍ଯ୍ୟନ୍ତ ଚିହ୍ନଟ କରିପାରି ନାହିଁ। ବର୍ତ୍ତମାନ ଏହି ଅଜ୍ଞାତ ବନ୍ଧୁକଧାରୀ ଲଶ୍କର-ଏ-ତାଇବା (ଲେଟି)…

ବିଆରଆଇ ସମ୍ମିଳନୀରେ ଶକ୍ତି ପ୍ରଦର୍ଶନ କରିବ ଚାଇନା, ଯୋଗଦେବେ ପୁଟିନ୍‌

ବେଜିଂ, ୮।୯: ବିଶ୍ୱର ଅନେକଙ୍କ ପାଇଁ ଋଣ ଜାଲରେ ପରିଣତ ହୋଇଥିବା ବେଲ୍ଟ ଏବଂ ରୋଡ ପ୍ରୋଜେକ୍ଟରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ଚାଇନା। ଅକ୍ଟୋବରରେ ଚାଇନା ବିଆରଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି ଯେଉଁଥିରେ ବିଶ୍ୱର ୯୦ଟି ଦେଶ ଅଂଶଗ୍ରହଣକୁ…

ସାଉଦି ଆରବରୁ ଭାରତ ଯାଏଁ ହେବ ରେଲଓ୍ବେ ଲାଇନ, ଚାଇନାକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ହେଲା ଷ୍ଟ୍ରାଟେଜି ପ୍ଲାନ୍‌

ନୂଆଦିଲ୍ଲୀ,୮।୯: ଜି-୨୦ନେଇ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତ ଶେଷ ହୋଇ ସାରିଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ସାଉଦି ଆରବର କ୍ରାଉନ ପ୍ରିନ୍ସ…

ସାବଧାନ! ବଜାରରେ ମିଳୁଛି କ୍ୟାନସର ରୋଗର ନକଲି ଇଞ୍ଜେକ୍‌ସନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: କ୍ୟାନସର ରୋଗର ନକଲି ଇଞ୍ଜେକ୍ସନ ବିଷୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ସତର୍କତା ପରେ ଭାରତ ମଧ୍ୟ ଏହାର କଠୋରତା ବୃଦ୍ଧି କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ଔଷଧ ସୁରକ୍ଷା ଆଲର୍ଟ ଯୋଗୁ ନକଲି କ୍ୟାନସର ଇଞ୍ଜେକ୍‌ସନ ଆଡସେଟ୍ରିସର…

ଦୁନିଆର ସବୁଠାରୁ ମହଙ୍ଗା ଘରେ ରୁହନ୍ତି ମହମ୍ମଦ ବିନ

ରିୟାଦ,୮।୯: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ସାରା ବିଶ୍ୱର ବରିଷ୍ଠ ନେତାମାନେ ନୂଆଦିଲ୍ଲୀ ଆସୁଛନ୍ତି। ଏଭଳି ପରିସ୍ଥିତିରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ମଧ୍ୟ ଦିଲ୍ଲୀ ଆସୁଛନ୍ତି। ତାଙ୍କର…

ନା ଫୋନ୍‌ ନା ଟିଭି, କବାଟରେ ବି ଲାଗିଛି ବୁଲେଟ୍‌ ପ୍ରୁଫ୍‌ ଶିଲ୍ଡ, ଜାଣନ୍ତୁ ଭାରତରେ କେମିତି ରହିଛି ବାଇଡେନଙ୍କ ପାଇଁ ରୁମ୍‌ର ସୁରକ୍ଷା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୮ା୯: ଭାରତରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ଅନେକ ବରିଷ୍ଠ ନେତା ଅଂଶଗ୍ରହଣ କରିବାକୁ ଆସୁଛନ୍ତି। ସେପ୍ଟେମ୍ବର ୯-୧୦ରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଭାଗ ନେବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭାରତ ଆସୁଛନ୍ତି। ତେବେ ବାଇଡେନଙ୍କ…

ଆମେରିକାର ଚିନ୍ତା ବଢ଼ାଇଲା ଉତ୍ତର କୋରିଆ

ସିଓଲ,୮ା୯: ଉତ୍ତର କୋରିଆ ଶୁକ୍ରବାର କହିଛି, ଏହା ପରମାଣୁ ଆକ୍ରମଣର ବୁଡ଼ାଜାହାଜ ନିର୍ମାଣ କରିଛି। ଯେଉଁଥିରେ ଏହା ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ଏହି ପଦକ୍ଷେପକୁ ପରମାଣୁ ସକ୍ଷମ ନୌସନା ନିର୍ମାଣ…

ଅନନ୍ୟ ମେଶିନ ବିକଶିତ କଲା ନାସା, ଏହା ଦ୍ୱାରା ମଙ୍ଗଳ ଗ୍ରହରେ ସୃଷ୍ଟି ହେଉଛି ଅମ୍ଳଜାନ

ଓ୍ବାଶିଂଟନ,୮ା୯: ନିକଟରେ ନାସା ଏଭଳି ଏକ ମେଶିନ ବିକଶିତ କରିଛି, ଯାହା ମଙ୍ଗଳ ଗ୍ରହରେ ଅମ୍ଳଜାନ ସୃଷ୍ଟି କରୁଛି। ନାସା କହିଛି, ଏହି ମେଶିନ ଲକ୍ଷ୍ୟଠାରୁ ୨୦୦ ପ୍ରତିଶତ ଅଧିକ ଅମ୍ଳଜାନ ଉତ୍ପାଦନ କରୁଛି। ମଙ୍ଗଳ ଅମ୍ଳଜାନ ଇନ-ଷ୍ଟୁ ଉତ୍ସ ଉପଯୋଗୀକରଣ…

ମହାରାଣୀ ଏଲିଜାବେଥଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିବେ କିଙ୍ଗ ଚାର୍ଲସ

ଲଣ୍ଡନ,୮।୯: କିଙ୍ଗ ଚାଲର୍‌ସ ବ୍ୟକ୍ତିଗତ ଭାବରେ ତାଙ୍କ ମାଆ ମହାରାଣୀ ଏଲିଜାବେଥଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବେ ଏବଂ ଶୁକ୍ରବାର ସିଂହାସନ ଆରୋହଣ କରିବେ, ଗତ ବର୍ଷ ମହାରାଣୀଙ୍କ ଦେହାନ୍ତ ହୋଇଥିବା ସ୍କଟଲ୍ୟାଣ୍ଡ ରାଜ ଘରେ ଚୁପଚାପ ଦିନ କଟାଇବେ ଚାର୍ଲସ। ବ୍ରିଟେନରେ…

‘ଭୂ-ରାଜନୈତିକ ବିବାଦକୁ ଶେଷ କରିବାକୁ ଯଥା ସମ୍ଭବ ପଦକ୍ଷେପ ନେବ ଭାରତ’, ଆଶା ପ୍ରକଟ କଲେ ଜାତିସଂଘ ମହାସଚିବ

ଜାକର୍ତ୍ତା,୮।୯: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥି ସହ ବର୍ତ୍ତମାନର ଭୌଗୋଳିକ ବିବାଦର ସମାଧାନ ହୋଇପାରିବ ଏବଂ ବିଶ୍ୱ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ଭାବ୍ୟ ଫଳାଫଳ…

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଧୋନିଙ୍କ ପ୍ରଶଂସକ, ମାହିଙ୍କ ସହ ଖେଳିଲେ ଗଲ୍ଫ

ଓ୍ବାଶିଂଟନ୍‌,୮।୯: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସକ ଅଛନ୍ତି। ଧୋନି କ୍ରିକେଟ ଜଗତରେ ଅନେକ ସଫଳତା ହାସଲ କରିଛନ୍ତି। ତେବେ, ସେ ଏହି ଖେଳ ବ୍ୟତୀତ, ଅନ୍ୟାନ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri