ଚାଇନାରେ ପାଣିପାଗ ବିପର୍ଯ୍ୟୟ: ପ୍ରବଳ ଉତ୍ତାପ ସହ ଅନେକ ସହରରେ ବନ୍ୟା ପରିସ୍ଥିତି, ରାଷ୍ଟ୍ରପତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ…
ବେଜିଂ,୫।୭ : ଆସନ୍ତା ମାସରେ ଚରମ ଉତ୍ତାପ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ବିଷୟରେ ଚାଇନା ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପ୍ରବଳ ବର୍ଷା ହେତୁ ଚାଇନା ବହୁତ କ୍ଷତି ସହିଛି। ହଜାର ହଜାର ଲୋକଙ୍କୁ ନିଜ ଘର ଛାଡି ନିରାପଦ ସ୍ଥାନକୁ…
ହ୍ବାଇଟ ହାଉସରୁ ମିଳିଲା କୋକିନ…
ଓ୍ବାଶିଂଟନ,୫।୭ : ଆମେରିକାର ହ୍ବାଇଟ ହାଉସରେ ଉତ୍ତେଜନା ଦେଖାଦେଇଛି। ସିକ୍ରେଟ ସର୍ଭିସ ଅଧିକାରୀଙ୍କ ପାଟ୍ରୋଲିଂ ସମୟରେ ଏକ ସନ୍ଦିଗ୍ଧ ଧଳା ପାଉଡର ମିଳିଥିଲା। ଅଧିକାରୀମାନେ ଶୀଘ୍ର କୋଠା ବନ୍ଦ କରି ତଦନ୍ତ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଏହି ପାଉଡର ହେଉଛି…
ଉପ-ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀଙ୍କ ଉନ୍ମତ୍ତ କାଣ୍ଡ, ବ୍ୟକ୍ତିଙ୍କୁ କାର୍ ଭିତରୁ ଟାଣି ଆଣି ରାସ୍ତାରେ ପିଟିଲେ
ଦକ୍ଷିଣ ଆଫ୍ରିକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦ. ଆଫ୍ରିକାର କେପ୍ ଟାଉନ,୫।୭: ଉପରାଷ୍ଟ୍ରପତିଙ୍କ ସୁରକ୍ଷା କର୍ମୀ ଦଳ ଜଣେ ବ୍ୟକ୍ତିଙ୍କୁ କାର ଭିତରୁ ଟାଣି ବିଚ୍ ରାସ୍ତାରେ ପିଟିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ…
ଓ୍ବେଷ୍ଟ ବ୍ୟାଙ୍କରେ ଉତ୍ତେଜନା, ଗାଜା ଉଗ୍ରବାଦୀଙ୍କ ପକ୍ଷରୁ ଇସ୍ରାଏଲ ଉପରେ ୫ ରକେଟ ମାଡ଼…
ଜେରୁଜେଲମ,୫।୭ : ବୁଧବାର ସକାଳେ ଗାଜାରେ ଉଗ୍ରବାଦୀମାନେ ଦକ୍ଷିଣ ଇସ୍ରାଏଲ ଉପରେ ପାଞ୍ଚଟି ରକେଟ ମାଡ଼ କରିଛନ୍ତି। ଇସ୍ରାଏଲର ଆଇରନ ଡୋମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାର ପାଲଟା ଜବାବ ଦେଇଥିଲା ଏବଂ ସମସ୍ତ ରକେଟକୁ ପ୍ରତିରୋଧ କରାଯାଇଥିଲା। ଇସ୍ରାଏଲ ସେନା…
ବିମାନ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ ୩ ଆହତ…
କାଲିଫର୍ନିଆ,୫।୭ : ଦକ୍ଷିଣ କାଲିଫର୍ନିଆରେ ଗୋଟିଏ ଇଞ୍ଜିନ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ କହିଛି ସେସନା ୧୭୨ ବିମାନ, ଚାରି…
ଇରାନ ହେଲା ଏସସିଓର ନୂଆ ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା
ତେହରାନ,୫।୭: ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ନୂତନ ସ୍ଥାୟୀ ସଦସ୍ୟ ହେଲା ଇରାନ। ମଙ୍ଗଳବାର ଭାରତ ଦ୍ୱାରା ଆୟୋଜିତ ଏସସିଓର ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ…
ଥମୁନି ଫ୍ରାନ୍ସ ହିଂସା: ୨୪ ଘଣ୍ଟାରେ ୨୪ କୋଠା, ୧୬୦ ଗାଡି ପୋଡିଦେଲେ ବିକ୍ଷୋପକାରୀ
ପ୍ୟାରିସ, ୫।୭: ଫ୍ରାନ୍ସରେ ଜଣେ ନାବାଳକୁ ଟ୍ରାଫିକ ପୋଲିସ ଗୁଳି କରି ହତ୍ୟା କରିବା ଘଟଣାରେ ୭ ଦିନ ହେଲା ହିଂସା ଜାରି ରହିଛି। ଗୃହ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ବିକ୍ଷୋପକାରୀମାନେ ୨୪ ଟି…
ରାତିରେ ଦାନ୍ତ ନ ଘସିଲେ ହୋଇପାରେ ହୃଦ୍ରୋଗ
ଓ୍ବାଶିଂଟନ,୫ା୭: ସ୍ବାସ୍ଥ୍ୟ ହିଁ ସମ୍ପଦ। ଅସ୍ବାସ୍ଥ୍ୟକର ପରିବେଶ, ବାୟୁ ପ୍ରଦୂଷଣ, ମାଦକ ଦ୍ରବ୍ୟ ସେବନ, ଶରୀରର ଯତ୍ନ ନ ନେଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ବର୍ତ୍ତମାନ ସମୟରେ ମଧୁମେହ ଏବଂ ହୃଦ୍ଜନିତ ରୋଗ ସହିତ ଅନେକ ଲୋକ ସଂଘର୍ଷ କରୁଛନ୍ତି।…
ହ୍ବାଇଟ୍ ହାଉସ୍ରେ ହ୍ବାଇଟ୍ ପାଉଡର
ଓ୍ବାଶିଂଟନ,୫।୭: ଆମେରିକାର ସିକ୍ରେଟ୍ ସର୍ଭିସ୍କୁ ହ୍ବାଇଟ୍ ହାଉସ୍ରୁ ରବିବାର ସନ୍ଧ୍ୟାରେ ଧଳା ରଙ୍ଗର ପାଉଡର ମିଳିବା ପରେ ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି। ଆଇନ ପ୍ରବର୍ତ୍ତନ ସଂସ୍ଥା ପକ୍ଷରୁ ତଦନ୍ତ ଜାରି ଥିବା କୁହାଯାଇଛି। ପ୍ରାଥମିକ ତଦନ୍ତ ଅନୁସାରେ ହ୍ବାଇଟ୍ ହାଉସ୍ରୁ…
ଏସସିଓ ବୈଠକରେ ଚାଇନା-ପାକିସ୍ତାନର ଅର୍ଥନୈତିକ କରିଡରର ପ୍ରସଙ୍ଗ ଉଠାଇଲେ ସି ଜିନପିଙ୍ଗ
ବେଜିଂ,୪।୭: ଭାରତ ଦ୍ୱାରା ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ବୋଧିତ କରିଛନ୍ତି। ସେ ଏସସିଓ ସଦସ୍ୟ ଦେଶଙ୍କୁ ଆଞ୍ଚଳିକ ଶାନ୍ତି ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ଅର୍ଇନୈତିକ ସଂସ୍କାରକୁ ତ୍ୱରାନ୍ବିିତ କରିବାକୁ…
ଆତଙ୍କବାଦ ବିରୋଧରେ ପୂର୍ଣ୍ଣଶକ୍ତିରେ ଲଢ଼ିବା ଜରୁରୀ: ଶେହବାଜ ସରିଫ…
ଇସଲାମାବାଦ,୪।୭ : ପାକିସ୍ତାନ ଆତଙ୍କବାଦ କାରଖାନା ବୋଲ ସମଗ୍ର ବିଶ୍ୱ ଅବଗତ ଅଛି। ଏବେ ବି ସାରା ବିଶ୍ୱରେ ଘୋଷିତ ଆତଙ୍କବାଦୀମାନେ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି। କିନ୍ତୁ ପାକିସ୍ତାନ ନିଜେ ନିଜ ଦେଶରେ ଆତଙ୍କବାଦକୁ ଆଶ୍ରୟ ଦେଇ ଏବେ ଚିନ୍ତାରେ…
ଆମେରିକାରେ ପାର୍ସପୋର୍ଟ ପାଇଁ ପ୍ରତି ସପ୍ତାହରେ ହେଉଛି ୫ଲକ୍ଷ ଆବେଦନ
ଓ୍ବାଶିଂଟନ୍,୪।୭:ଆମେରିକାର ନାଗରିକଙ୍କୁ ପାସପୋର୍ଟ ପାଇବା ପାଇଁୁ ତିନିରୁ ଚାରି ମାସ ସମୟ ଲାଗୁଛି। ପ୍ରତି ସପ୍ତାହରେ ପାଞ୍ଚ ଲକ୍ଷ ଲୋକ ପାର୍ସପୋର୍ଟ ପାଇଁ ଆବେଦନ କରୁଛନ୍ତି। ଗତ ବର୍ଷ ୨.୨୦କୋଟି ଲୋକ ପାସପୋର୍ଟ ପାଇଁ ଆବେଦନ କରିଥିଲେ। ପାର୍ସପୋର୍ଟ ପାଇଁ ଅଧିକ…
Archives


