ଅନ୍ତର୍ଜାତୀୟ

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ କର୍ମୀଙ୍କ ସମେତ ଦୁଇ ଆତଙ୍କବାଦୀ ମୃତ

ଇସଲାମାବାଦ,୧।୧୦: ପାକିସ୍ତାନରେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ମିୟାଂଓ୍ବାଲିରେ ପଞ୍ଜାବ ହାଇଓ୍ବେ ପାଟ୍ରୋଲିଂ(ପିଏଚପି) ପୋଷ୍ଟରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୋଲିସ କର୍ମୀଙ୍କ ସମେତ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଆରଓ୍ବାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ ପଞ୍ଜାବ ପୋଲିସର ମୁଖପାତ୍ର କହିଛନ୍ତି…

ନାଇଟ୍‌ କ୍ଲବ୍‌ରେ ଅଗ୍ନିକାଣ୍ଡ: ୬ ମୃତ, ୮ ନିଖୋଜ

ମାଡ୍ରିଡ,୧ା୧୦: ରବିବାର ଦକ୍ଷିଣ ପୂର୍ବ ସ୍ପେନ୍‌ର ମର୍ସିଆର ଏକ ନାଇଟ୍‌ କ୍ଲବ୍‌ରେ ଅଗ୍ନିକାଣ୍ଡ ଘଟିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ପତ୍ତା ମିଳୁନି। ଏନେଇ ଜରୁରୀକାଳିନ ସେବା ପକ୍ଷରୁ କୁହାଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପରେ…

୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା

କରାଚି,୧।୧୦: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ କରାଚିରେ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ କ୍ୱେସେର ଫାରୁକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଫାରୁକ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବା(ଏଲ୍‌ଇଟି) ମୁଖ୍ୟଙ୍କ ଘନିଷ୍ଠ…

ଭିକ ମାଗିବାକୁ ବିଦେଶ ଯାତ୍ରା: ୧୬ ପାକିସ୍ତାନୀ ଭିକାରୀଙ୍କୁ ସାଉଦି ବିମାନରୁ କରାଗଲା ବାହାର, ମକ୍କାରେ କରୁଥିଲେ ପକେଟମାର…

ଇସଲାମାବାଦ,୧।୧୦ : ୧୯୪୭ ମସିହାରେ ଭାରତ ଠାରୁ ଅଲଗା ହୋଇ ପାକିସ୍ତାନ ଦାରିଦ୍ର୍ୟ ତଥା ଦୁଃଖ ସହ ସଂଘର୍ଷ କରୁଛି। ଗୋଟିଏ ପଟେ ପାକିସ୍ତାନ ଦ୍ୱାରା ପାଳିତ ଆତଙ୍କବାଦୀମାନେ ଦେଶ ପାଇ ସଙ୍କଟ ସୃଷ୍ଟି କରୁଥିବାବେଳେ ଅନ୍ୟ ପଟେ ପାକିସ୍ତାନ ଅନ୍ତର୍ଜାତୀୟ…

ଅଷ୍ଟ୍ରେଲିଆରେ ବ୍ୟାପିଛି ଜଙ୍ଗଲ ନିଆଁ

ସିଡନୀ,୧।୧୦: ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ରବିବାର ଲୁ ଦ୍ୱାରା ପ୍ରଭାବିତ ହୋଇଛି। ଏହି ଲୁ ଯୋଗୁଁ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢିଛି। ଜଙ୍ଗଲୀ ଅଗ୍ନିକାଣ୍ଡର ସମ୍ଭାବନାକୁ ସୀମିତ ରଖିବା ପାଇଁ ଅଧିକାରୀମାନେ ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ବଡ଼ ଭାଗରେ ଅଗ୍ନି…

ସଂସଦରେ ଶଟଡାଉନ ଉପରେ ଭୋଟିଂ ପୂର୍ବରୁ ସାଂସଦ ଦବାଇଲେ ଫାୟାର ଆଲାର୍ମ, ସୃଷ୍ଟି ହେଲା ଭୟର ବାତାବରଣ

ଓ୍ବାଶିଂଟନ,୧।୧୦: ଆମେରିକାର ପ୍ରତିନିଧି ସଭାର ସଦସ୍ୟ ତଥା ଡେମୋକ୍ରାଟିକ ସାଂସଦ ଜମାଲ ବୋମନ ଶନିବାର ସରକାରୀ ଅର୍ଥ ବିଲ ଉପରେ ଭୋଟ ଦେବାର କିଛି ସମୟ ପୂର୍ବରୁ କାନନ ହାଉସ ଅଫିସ ବିଲ୍ଡିଂରେ ଫାୟାର ଆଲାର୍ମ ବଜାଇଥିଲେ, ଏହାପରେ ବୋମନଙ୍କ ଏହି…

ଭାରତ-ବାଂଲାଦେଶ ମଧ୍ୟରେ ଜେଡବ୍ଲ୍ୟୁଜିର ୧୫ତମ ବୈଠକ

ନୂଆଦିଲ୍ଲୀ/ଢାକା,୧ା୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୫ତମ ଜେଡବ୍ଲ୍ୟୁଜି ବୈଠକ ବନ୍ଦର ପ୍ରତିବନ୍ଧକକୁ ହଟାଇବା, ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ)ର ଶୁଭାରମ୍ଭ, ମାନାଙ୍କ ପାରସ୍ପରିକ ସ୍ବୀକୃତି, ବାଂଲାଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସଡ଼କ ଏବଂ ରେଳ ଭିତ୍ତିଭୂମି ବିକାଶ ତଥା…

ତୁର୍କୀରେ ବିସ୍ଫୋରଣ: ୨ ପୋଲିସ କର୍ମଚାରୀ ଆହତ

ଆଙ୍କାରା,୧ା୧୦: ତୁର୍କୀର ରାଜଧାନୀ ଆଙ୍କାରାଠାରେ ରବିବାର ଖୁବ୍‌ ଜୋରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। କିଛି ରିପୋର୍ଟରେ କୁହାଯାଇଛି, ଏହି ବିସ୍ଫୋରଣ ପରେ ଗୁଳି ବିନିମୟ ହୋଇଥିଲା। ତୁର୍କୀ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଆଙ୍କାରାର ରାଜଧାନୀରେ ଥିବା ଏକ ବିଲ୍ଡିଂରେ ଗ୍ରେନେଡ୍‌…

‘ଏକ୍ସ’ରୁ ହେଉଛି ୟୁଜରଙ୍କ ମୋହଭଙ୍ଗ, ଲଗାତାର କମୁଛି ବ୍ୟବହାରକାରୀଙ୍କ ସଂଖ୍ୟା,ଗଲେଣି ୩ କୋଟି…

ଓ୍ବାଶିଂଟନ,୧।୧୦ : କୋଟିପତି ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କୁନେଇ ଲୋକମାନେ ନିରାଶ ହୋଇଥିବା ପରି ମନେ ହେଉଛି। ପ୍ଲାଟଫର୍ମ କ୍ରମାଗତ ଭାବରେ ଏହାର ଦୈନିକ ସକ୍ରିୟ ଉପଭୋକ୍ତାମାନଙ୍କୁ ହରାଉଛି। ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ଏହା…

ଆମେରିକାରେ ଜୟଶଙ୍କର: ଗାନ୍ଧିଜୀଙ୍କ ଭାବନା କାହାକୁ ପଛରେ ଛାଡିବା ନ ଥିଲା…

ଓ୍ବାଶିଂଟନ,୧।୧୦ : ୱାଶିଂଟନରେ ଚାଲିଥିବା ‘କଲର୍ସ ଅଫ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କୁ ଜଣେ ଅସାଧାରଣ ବ୍ୟକ୍ତି ଥିଲେ। ତାଙ୍କର ବାର୍ତ୍ତା ସ୍ପଷ୍ଟ ଥିଲା। ସେ…

ୟୁକ୍ରେନକୁ ବଡ଼ ଝଟକା: ହ୍ରାସ ପାଇଲା ଆମେରିକା ସହାୟତା…

କିଭ,୧।୧୦: ଅକ୍ଟୋବର ୧ ପୂର୍ବରୁ ସିନେଟରେ ଏହି ଅସ୍ଥାୟୀ ଫଣ୍ଡିଂ ବିଲ ପାରିତ ହୋଇଛି। ଫଳରେ ଶଟଡାଉନ ଆଶଙ୍କା ଆମେରିକାରେ ବର୍ତ୍ତମାନ ଟଳିଛି। ଏଥିରେ ୟୁକ୍ରେନକୁ ସହାୟତା ହ୍ରାସ କରାଯାଇଛି। ଏହା ଦ୍ୱାରା ୟୁକେନ୍‌କୁ ବଡ଼ ଝଟକା ଲାଗିଛି। ଏହି ପ୍ୟାକେଜ…

ଆମେରିକା ସିନେଟରେ ତରବରିଆ ପାରିତ ହେଲା ଅସ୍ଥାୟୀ ଫଣ୍ଡିଂ ବିଲ୍‌,ଆଇନରେ ପରିଣତ କରିବା ପାଇଁ ବାଇଡେନଙ୍କ ନିକଟକୁ ପଠାଗଲା…

ଓ୍ବାଶିଂଟନ, ୧।୧୦: ଶଟଡାଉନ ଆଶଙ୍କା ଆମେରିକାରେ ବର୍ତ୍ତମାନ ଟଳିଛି। ଅକ୍ଟୋବର ୧ ପୂର୍ବରୁ ସିନେଟରେ ଏହି ଅସ୍ଥାୟୀ ଫଣ୍ଡିଂ ବିଲ ପାରିତ ହୋଇଛି। ଫଳରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଜେନ୍ସିଗୁଡ଼ିକୁ ଖୋଲା ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?