ଅଫିସ, ଫିଲ୍ମ ଇଣ୍ଡଷ୍ଟ୍ରିରେ ହିଜାବ ବାଧ୍ୟତାମୂଳକ
ତେହରାନ,୧୧ା୮: ଇରାନର ହିଜାବ ବିବାଦ ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରକୁ ପ୍ରବେଶ କରିଛି। ବର୍ତ୍ତମାନ ପ୍ରଶାସନ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ନଜର ରଖିଛନ୍ତି। ଯେଉଁ ମହିଳାମାନେ ହିଜାବ ବିନା କ୍ୟାମେରା ପଛରେ କାମ କରୁଛନ୍ତି ସେହି ଫିଲ୍ମକୁ ବନ୍ଦ କରିବାକୁ ନିର୍ଦ୍ଦେଶ…
ଚାଇନା ଜେଲରେ ଥିବା ଅଷ୍ଟ୍ରେଲିଆ ଖବରଦାତାଙ୍କ ଭାବୁକ ପତ୍ର
ବେଜିଂ,୧୧।୮: ଅଷ୍ଟ୍ରେଲୀୟ ଖବରଦାତା ଚେଙ୍ଗ ଲେଇ ୟିର୍ନ ଏକ ସ୍ପର୍ଶକାତର ଚିଠି ଲେଖିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚେଙ୍ଗ ଲେଇ ଲେଖିଛନ୍ତି ଯେ ସେ ପିଲାମାନଙ୍କୁ ମନେ ପକାଉଛନ୍ତି ଏବଂ ଖୋଲା ଆକାଶ ତଳେ ସୂର୍ଯ୍ୟଙ୍କ ପାଖରେ ବସିବାକୁ…
ନୂଆ ଏରିସ ଭାରିଆଣ୍ଟ ଉପରେ ଡବ୍ଲୁଏଚ୍ଓର ନଜର, ଭାରତକୁ ଆସିସାରିଛି ଏକ ମାମଲା
ଜେନେଭା/ନୂଆଦିଲ୍ଲୀ,୧୧।୮: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) କରୋନାର ଓମିକ୍ରନ ଭାରିଆଣ୍ଟରୁ ଉତ୍ପନ୍ନ ଏରିସ ଉପରେ ଯାଞ୍ଚ ଆରମ୍ଭ କରିଛି। ବର୍ତ୍ତମାନ ଡବ୍ଲୁଏଚ୍ଓଏହାକୁ ଭାରିଆଣ୍ଟ ଅଫ ଇଣ୍ଟ୍ରେସ ବର୍ଗରେ ଅନ୍ତର୍ଭୁକ୍ତ କରିଛି। ଏହା ଜାଣିବାକୁ ମିଳିଛି ଯେ ଗତ ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ…
୨୦୨୨ରେ ୪୯ ହଜାରରୁ ଅଧିକ ଲୋକ କରିଛନ୍ତି ଆତ୍ମହତ୍ୟା
ନୁୟର୍କ,୧୧।୮: ଗତ ବର୍ଷ ଆମେରିକାରେ ପ୍ରାୟ ୪୯,୫୦୦ ଲୋକ ଆତ୍ମହତ୍ୟା କରିଛନ୍ତି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ। ଗୁରୁବାର ପୋଷ୍ଟ କରାଯାଇଥିବା ନୂତନ ସରକାରୀ ତଥ୍ୟ ଅନୁଯାୟୀ ଏହି ସୂଚନା ଦିଆଯାଇଛି। ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର, ଏହି ଆକଳନ…
ଜାପାନରେ ୬.୦ ତୀବ୍ରତାର ଭୂକମ୍ପ
ଟୋକିଓ,୧୧।୮: ଜାପାନର ହୋକ୍କାଇଡୋରେ ଶୁକ୍ରବାର ସକାଳ ପ୍ରାୟ ୫.୪୪ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମ୍ୟାଗ୍ନିଚ୍ୟୁଡ ରହିଛି। ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ ଦ୍ୱାରା ଏହି ସୂଚନା ଶୁକ୍ରବାର ଦିଆଯାଇଛି। ତେବେ ଭୂକମ୍ପ…
ଚାଇନା ଅର୍ଥବ୍ୟବସ୍ଥା ଏକ ବୋମା ପରି, ଯାହା କେବେ ବି ବିସ୍ଫୋରଣ ହୋଇପାରେ: ବାଇଡେନ୍
ଓ୍ବାଶିଂଟନ୍,୧୧।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ଅର୍ଥନୀତିକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଚାଇନା ଅର୍ଥନୀତି ଏକ ଚାଲୁ ବୋମା ପରି, ଯାହା ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ ବୋଲି ବାଇଡେନ କହିଛନ୍ତି। ଚାଇନାର ମନ୍ଥର ଅର୍ଥନୈତିକ ଅଭିବୃଦ୍ଧି…
ପୁଟିନଙ୍କ ବାସଭବନ ନିକଟରେ ଲାଗିଲା ନିଆଁ
ମସ୍କୋ,୧୧ା୮: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଘର ନିକଟ ଗୋଦାମ ଘରେ ନିଆଁ ଲାଗିଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରାଜଧାନୀ ମସ୍କୋରେ ପୁଟିନଙ୍କ ବାସଭବନ ନିକଟରେ ଏହି ଘଟଣା ଘଟିଛି। ରୁଷିଆର ଜରୁରୀକାଳିନ ସେବା ପକ୍ଷରୁ ପ୍ରକାଶ ଯେ, ମସ୍କୋ ପଶ୍ଚିମରେ…
ଜଳୁଛି ହାଓ୍ବାଇ ଜଙ୍ଗଲ: ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି
ଓ୍ବାଶିଂଟନ,୧୧ା୮: ଆମେରିକାର ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ହାଓ୍ବାଇ ଦ୍ୱୀପପୁଞ୍ଜର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। କାରଣ ଏଠାରେ ଜଙ୍ଗଲ ଜଳୁଛି। ଏହି ଅଗ୍ନିକାଣ୍ଡରେ ଶୁକ୍ରବାର ସୁଦ୍ଧା ଅତି କମ୍ରେ ୫୩ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ମାଉଇ କାଉଣ୍ଟି ଅନୁଯାୟୀ, ରିଲିଫ ଓ…
୪୭ ବର୍ଷ ପରେ ରୁଷିଆ ଲଞ୍ଚ୍ କଲା ଲୁନା-୨୫
ମସ୍କୋ,୧୧।୮: ଭାରତ ପରେ ରୁଷିଆ ମଧ୍ୟ ଚନ୍ଦ୍ର ମିଶନ ଲୁନା-୨୫ ଲଞ୍ଚ କରିଛି। ୪୭ ବର୍ଷ ପରେ ରୁଷିଆ ଏହାର ଯାନ ପଠାଇଛି। ମସ୍କୋଠାରୁ ପ୍ରାୟ ୫୫୦୦ କିଲୋମିଟର ପୂର୍ବରେ ଅବସ୍ଥିତ ମୁର ଓବ୍ଲାଷ୍ଟର ଭୋଷ୍ଟୋନି କସମୋଡ୍ରୋମରୁ ଲୁନା ୨୫ ଲଞ୍ଚ…
ତୁର୍କୀରେ ବଡ଼ଧରଣର ଭୂକମ୍ପ
ଆଙ୍କରା,୧୧।୮: ତୁର୍କୀର ଦକ୍ଷିଣ ଅଞ୍ଚଳରେ ଏକ ବଡ଼ଧରଣର ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଛି। ଭୂକମ୍ପ ଯୋଗୁ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା ଏବଂ ୨୩ ଜଣ ଆହତ ହୋଇଥିଲେ। ଖବର ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ…
ଆମେରିକା ମିଡିଆ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ରାଣା ସନାଉଲ୍ଲାହ
ପାକିସ୍ତାନ,୧୦।୮: ଆମେରିକାର ପ୍ରକାଶନ ଦ୍ୱାରା ପ୍ରକାଶିତ ଏକ ସମ୍ବାଦ ରିପୋର୍ଟରେ ବ୍ୟବହୃତ ଉତ୍ସ ଦଲିଲର ସତ୍ୟତା ଜାଣିବା ପାଇଁ ପାକିସ୍ତାନର ବିଦାୟୀ ଅନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲାହ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି।ସେ ଏହାର ଯାଞ୍ଚ ଦାବି କରିଛନ୍ତି। ଗତ ବର୍ଷ ଇମ୍ରାନ…
ହାଓ୍ବାଇ ଜଙ୍ଗଲରେ ଭୟଙ୍କର ଅଗ୍ନୀକାଣ୍ଡ! ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁଲେ ଲୋକେ
ହଓ୍ବାଇ ଦ୍ୱିପ,୧୦।୮: ହାଓ୍ବାଇ ଦ୍ୱିପରେ ଲାଗିଥିବା ଜଙ୍ଗଲ ନିଆଁରେ ଏବେ ପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାୱାଇ ଦ୍ୱୀପରେ ଜଙ୍ଗଲୀ ନିଆଁ ଲାଗିବା ସହ ଲାହିନା ସହର ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ମାଉଇ କାଉଣ୍ଟି ସରକାର…
Archives


