ଅନ୍ତର୍ଜାତୀୟ

୧୧ ୟୁକ୍ରେନ ଡ୍ରୋନ୍‌କୁ ଗୁଳି କରି ଖସାଇଲା ରୁଷିଆ…

ମସ୍କୋ,୧୦।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ବିରୁଦ୍ଧରେ ଡ୍ରୋନ ଯୁଦ୍ଧ ଜାରି ରଖିଛନ୍ତି। ଏହି ସମୟରେ ରୁଷିଆ ଦାବି କରିଛି ମସ୍କୋ ଅଭିମୁଖେ ଆସୁଥିବା ୧୧ଟି ଯୁଦ୍ଧ…

ଜଲିଲ ଅବ୍ବାସ ଜିଲାନି ହୋଇପାରନ୍ତି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୯।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ବିଧାନସଭା ଭଙ୍ଗ କରିବାକୁ ସୁପାରିଶ କରିବେ ବୋଲି ଚର୍ଚ୍ଚା ହେଉଛି। ଜାତୀୟ ବିଧାନସଭାର ପାଞ୍ଚ ବର୍ଷର କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବ। ଶେଲିବାଜ…

ଦିନରେ ମାଛି, ରାତିରେ ପୋକ, ମୋତେ ଏଠୁ ଶୀଘ୍ର ବାହାର କର

ଇସଲାମାବାଦ,୯ା୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ କହିଛନ୍ତି, ଦିନରେ ମାଛି ଏବଂ ରାତିରେ କୀଟପତଙ୍ଗରେ ପରିପୂର୍ଣ୍ଣ ଏହି କୋଠରୀରେ ରହିବାକୁ ଚାହୁଁନାହିଁ। ତୋସାଖାନା ମାମଲାରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ…

ଜାହାଜ ବୁଡ଼ିବା ଘଟଣା: ୪୧ ମୃତ, ଆସିଲା ରିପୋର୍ଟ

ରୋମ୍‌,୯ା୮: ଇଟାଲୀର ଲାମ୍ପେଡୁସା ଦ୍ୱୀପରୁ ପ୍ରବାସୀ ଜାହାଜ ବୁଡ଼ିଯିବାରୁ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବୁଧବାର ଏକ ରିପୋର୍ଟ ଆସିଛି। ଗତ ସପ୍ତାହରେ କେନ୍ଦ୍ରୀୟ ଭୂମଧ୍ୟସାଗରରେ ଜାହାଜ ଦୁର୍ଘଟଣାରେ ୪୧ ଜଣ ପ୍ରବାସୀଙ୍କର ମୃତ୍ୟୁ ଘଟିଥିଲା ବୋଲି ବୁଧବାର ଇଟାଲୀର ଲାମ୍ପେଡୁସା…

କେବଳ ଆମେରିକା କି ବ୍ରିଟେନ ନୁହଁ, ଏଠାରେ ମଧ୍ୟ ୧୦୦ରୁ ୧୦୦ ଇଂରାଜୀ କୁହନ୍ତି ଲୋକେ, ଜାଣନ୍ତୁ ଭାରତରେ ରହିଛି କେତେ ପ୍ରତିଶତ…

ଯେତେବେଳେ ବି ଇଂରାଜୀ ବକ୍ତାମାନଙ୍କ କଥା ଆସେ, ସେତେବେଳେ ଅଧିକାଂଶ ଲୋକ ଭାବନ୍ତି ଆମେରିକା କିମ୍ବା ବ୍ରିଟେନର ଲୋକମାନେ ହିଁ ୧୦୦ ପ୍ରତିଶତ ଲୋକ ଇଂରାଜୀ ଜାଣିଥାନ୍ତି ଏବଂ କହିଥାନ୍ତି। ମାତ୍ର ସେମିତି ନୁହେଁ। ଆଉ ମଧ୍ୟ କିଛି ଦେଶ ରହିଛି,…

ଦିବ୍ୟାଙ୍ଗ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ଜଣଙ୍କ ପତ୍ତା ମିଳୁନି, ୧୭ ସ୍ଥାନାନ୍ତର

ପ୍ୟାରିସ୍‌,୯ା୮: ଫ୍ରାନ୍ସରେ ଦିବ୍ୟାଙ୍ଗ ପାଇଁ ଥିବା ଏକ କେୟାର ସେଣ୍ଟରରେ ନିଆଁ ଲାଗିବା ପରେ ୧୧ ଜଣ ନିଖୋଜ ହୋଇଥିବା ବେଳେ ୧୭ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ପ୍ରଶାସନ କହିଛି, ବୁଧବାର ଓ୍ବିଣ୍ଟଜେନହିମ୍‌ର ଏକ ଘରୋଇ କେୟାର ସେଣ୍ଟରରେ…

ପାକିସ୍ତାନ ଟ୍ରେନ୍‌ ଦୁର୍ଘଟଣା: ୬ ଅଧିକାରୀ ନିଲମ୍ବିତ

ଇସଲାମାବାଦ,୯ା୮: ପାକିସ୍ତାନ ଟ୍ରେନ୍‌ ଦୁର୍ଘଟଣା ମାମଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଟ୍ରେନ୍‌ ଦୁର୍ଘଟଣାର ଅବହେଳା ପାଇଁ ପାକିସ୍ତାନର ରେଳ ବିଭାଗ ପକ୍ଷରୁ ବିଭାଗୀୟ ଇଞ୍ଜିନିୟର ଏବଂ ଓ୍ବାର୍କ ମ୍ୟାନେଜରଙ୍କ ସମେତ ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପ୍ରତ୍ୟେକ ପୀଡ଼ିତଙ୍କ…

ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି, ଆମେରିକୀୟ ଖବରକାଗଜ କଲା ପର୍ଦ୍ଦାଫାଶ…

ବେଜିଂ,୯।୮ : ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି। ଏନେଈ ଆମେରିକୀୟ ଖବରକାଗଜ ରେ ତଥ୍ୟ ପ୍ରକାଶ ପାଇଛି। ୨୦୨୦ ଶେଷରେ ଚାଇନା ସୈନ୍ୟ ଜାପାନର ଗୁପ୍ତ ପ୍ରତିରକ୍ଷା ନେଟୱାର୍କକୁ ଅଦଳବଦଳ କରିଥିଲେ। ଆମେରିକୀୟ ଗଣମାଧ୍ୟମ ବୁଧବାର ଏହି…

ଗଣ ବଳାତ୍କାର ମାମଲାରେ ଇରାନରେ ୫ ଜଣଙ୍କୁ ଫାଶୀ,ଚଳିତ ବର୍ଷ ୨୮୨ ଜଣଙ୍କୁ ମୃତ୍ୟୁ ଦଣ୍ଡ…

ତେହେରାନ,୯।୮ : ଗତ ବର୍ଷ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗରେ ଇରାନରେ ବୁଧବାର ୫ ଜଣଙ୍କୁ ଫାଶୀ ଦିଆଯାଇଛି। ନ୍ୟାୟପାଳିକାର ମିଜାନ ଅନ୍ଲାଇନ ୱେବସାଇଟ ଘୋଷଣା କରିଛି ମେ ୨୦୨୨ ରେ ମାରାଣ୍ଡ ସହରରେ…

ଆମେରିକାରେ ବୃଦ୍ଧି ପାଉଛି ବୟସ୍କଙ୍କ ଛାଡ଼ପତ୍ର ମାମଲା…

ଓ୍ବାଶିଂଟନ,୯।୮ : ଆମେରିକାରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ଛାଡପତ୍ର ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଗ୍ରେ ଡାଇଭର୍ସ( ଧୂସର ଛାଡପତ୍ର) କୁହାଯାଉଛି। ବ୍ରାଉନ ଏବଂ ଆଇ-ଫେନ ଲିନଙ୍କ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ଜଣାପଡିଛି।…

୪୨ ପ୍ରତିଶତ ଜାପାନୀ ମହିଳାଙ୍କର ହେବେନି କୌଣସି ସନ୍ତାନ…

ଟୋକିଓ,୯।୮ : ସରକାରୀ ଅନୁସନ୍ଧାନ ଗୋଷ୍ଠୀ ଦ୍ୱାରା ପ୍ରକାଶିତ ଆକଳନକୁ ଦର୍ଶାଇ ନିକ୍କି ଖବରକାଗଜ ରିପୋର୍ଟ କରିଛି ପ୍ରାୟ ୪୨ ପ୍ରତିଶତ ବୟସ୍କ ଜାପାନୀ ମହିଳା ଭବିଷ୍ୟତରେ କଦାପି ସନ୍ତାନ ଜନ୍ମ କରି ନ ପାରନ୍ତି। ୨୦୦୫ରେ ଜନ୍ମ ହୋଇଥିବା ଏକ…

ଟ୍ରମ୍ପ ଓକିଲଙ୍କ କୋର୍ଟରେ ଅପିଲ, ୨୦୨୦ ନିର୍ବାଚନ ମାମଲାରେ ବିଳମ୍ବରେ ହେଉ ଶୁଣାଣି

ଓ୍ବାଶିଂଟନ୍‌,୯।୮: ୨୦୨୦ ନିର୍ବାଚନକୁ ରଦ୍ଧ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଅଭିଯୁକ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଜିଲା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଟ୍ରମ୍ପଙ୍କ ଓକିଲମାନେ ଏହି ଅଭିଯୋଗର ଶୁଣାଣି ସମୟକୁ ବିଳମ୍ବ କରିବାକୁ କୋର୍ଟଙ୍କ ପାଖରେ ନିବେଦନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri