ଅନ୍ତର୍ଜାତୀୟ

୯/୧୧ ଆକ୍ରମଣ ପୀଡ଼ିତଙ୍କ ପରିବାର ସଦସ୍ୟ ବାଇଡେନଙ୍କୁ ଲେଖିଲେ ଚିଠି, ଅଭିଯୁକ୍ତ ଆତଙ୍କବାଦୀଙ୍କ ଆବେଦନ ଗ୍ରହଣ ନ କରାଯାଉ…

ଓ୍ବାଶିଂଟନ,୨୨।୮ : ୨୦୦୧ ମସିହା, ସେପ୍ଟେମ୍ବର ୧୧ରେ (୯/୧୧)ରେ ଆମେରିକାର ଓବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କର ୨୦୦୦ରୁ ଅଧିକ ସମ୍ପର୍କୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିବେଦନ କରିଛନ୍ତି ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ପାଞ୍ଚ ଜଣ…

ସଚିବଙ୍କୁ ବରଖାସ୍ତ କଲେ ପାକିସ୍ତାନ ରାଷ୍ଟ୍ରପତି

ଇସଲାମାବାଦ,୨୨।୮: ରାଜକୈତିକ ଅସ୍ଥିରତା ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ବର୍ତ୍ତମାନ ପାକିସ୍ତାନରେ କାର୍ଯ୍ୟନିର୍ବାହୀ ସରକାର ଚାଲିଛି। ଅନୱର-ଉଲ-ହକ କକରଙ୍କୁ ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କରାଯାଇଛି। ଇତି ମଧ୍ୟରେ ମଙ୍ଗଳବାର ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ଚର୍ଚ୍ଚାରେ ଆସିଛନ୍ତି। ପାକିସ୍ତାନର ରାଷ୍ଟ୍ରପତି ତାଙ୍କ…

କେବୁଲ କାରରେ ମଝି ଆକାଶରେ ଲଟକିଛନ୍ତି ୬ ଶିଶୁଙ୍କ ସମତେ ୮ଜଣ, ଉଦ୍ଧାରକାର୍ଯ୍ୟ କାରି…

ଇସଲାମାବାଦ,୨୨।୮: ମଙ୍ଗଳବାର ଏକ ପାକିସ୍ତାନୀ ଗଭୀର ଉପତ୍ୟକା ଉପରେ ମଝି ଆକାଶରେ ଝୁଲୁଥିବା କେବୁଲ କାର ଭିତରେ ୬ ଜଣ ଶିଶୁ ଏବଂ ଦୁଇ ବୟସ୍କଙ୍କ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ପିଲାମାନେ ବିଦ୍ୟାଳୟକୁ…

ଇମ୍ରାନ୍‌ ଖାନଙ୍କ କୋଠରୀରେ ତିଆରି ହେଲା ଶୌଚାଳୟ

ଇସଲାମାବାଦ,୨୨।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ନିକଟରେ ଅଟକ ଜେଲର ଅବସ୍ଥା ଖରାପ ଏବଂ ଗୋପନୀୟତା ଅଭାବକୁ ନେଇ ଅଭିଯୋଗ କରିଥିଲେ। ଯାହା ପରେ ଏବେ ଅଟକ ଜେଲର କୋଠରୀରେ କବାଟ ସହିତ ପାଞ୍ଚ ଫୁଟ ଉଚ୍ଚ କାନ୍ଥ ବିଶିଷ୍ଟ…

ଲୁନା -୨୫ ଅସଫଳତାର ମୁଖ୍ୟ କାରଣ କହିଲେ ରୁଷିଆ ମହାକାଶ ଏଜେନ୍ସି ମୁଖ୍ୟ

ମସ୍କୋ,୨୨।୮: ରୁଷିଆର ମୁନ ମିଶନକୁ ବଡ ଝଟ୍‌କା ଲାଗିଛି। ଚନ୍ଦ୍ରରେ ପହଞ୍ଚିବାର ଆଶା ରୁଷିଆର ଶେଷ ହୋଇଯାଇଛି। କାରଣ ଏହାର ମହାକାଶ ଯାନ ଲୁନା-୨୫ କ୍ରାସ ହୋଇଯାଇଛି। ତେବେ ରୁଷିଆର ସ୍ପେସ ଏଜେନ୍ସି ରସ୍କୋସମୋସର ମୁଖ୍ୟ ୟୁରୀ ବୋରିସୋଭ ଚନ୍ଦ୍ରରେ ପହଞ୍ଚିବା…

ଜାପାନର ଫୁକୁସିମା ଆଣବିକ କାରଖାନାରୁ ଛଡାଯିବ ଜଳ, ବିରୋଧ ସତ୍ତ୍ୱେ ବଡ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ

ଟୋକିଓ,୨୨।୮: ଆସନ୍ତାକାଲି ଫୁକୁସିମା ଆଣବିକ କାରଖାନାରୁ ବିଶୋଧିତ ରେଡିଓଆକ୍ଟିଭ ବର୍ଜ୍ୟଜଳ ସମୁଦ୍ରକୁ ଛାଡିବା ଆରମ୍ଭ କରିବ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। କହିବାକୁ ଗଲେ ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ ସ୍ଥାନୀୟ…

୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିବା ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୮ ବର୍ଷ ଜେଲ

ବ୍ୟାଙ୍କକ୍‌,୨୨।୮: ୧୫ ବର୍ଷ ପରେ ନିଜ ଦେଶକୁ ଫେରିଥିବା ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକସିନ ଶିନାବତ୍ରାଙ୍କୁ ୮ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଦୀର୍ଘ ବର୍ଷ ବିଦେଶରେ ଆତ୍ମ-ନିର୍ବାସନ ପରେ ମଙ୍ଗଳବାର ମଙ୍ଗଳବାର ସକାଳ ୯ଟାରେ ବ୍ୟାଙ୍କକ୍‌ର ଡନ ମଏଙ୍ଗ ବିମାନବନ୍ଦରରେ…

ଲୁନା-୨୫ କ୍ରାସ ହେବା ପରେ ଅସୁସ୍ଥ ହୋଇପଡିଲେ ବୈଜ୍ଞାନିକ

ମସ୍କୋ,୨୨।୮: ରୁଷର ଲୁନା-୨୫ ଚନ୍ଦ୍ର ଉପରେ ସପ୍ଟ ଲ୍ୟାଣ୍ଡିଂ କରିପାରି ନ ପରି କ୍ରାସ ହୋଇଗଲା ଫଳରେ ଚନ୍ଦ୍ରକୁ ରୁଷିଆର ମିଶନ ଫେଲ ମାରିଛି। ଏହା ପରେ ମିଶନରେ କାର୍ଯ୍ୟ କରୁଥିବା ଜଣେ ପ୍ରମୁଖ ପଦାର୍ଥ ବିଜ୍ଞାନୀ ଏବଂ ଜ୍ୟୋର୍ତିବିଜ୍ଞାନୀଙ୍କୁ ମସ୍କୋର…

ଇସ୍ରୋର ଚନ୍ଦ୍ରୟାନ -୩ ମିଶନକୁ ନେଇ ପରିହାସ କଲେ ପାକିସ୍ତାନୀ ନେତା

ଇସଲାମାବାଦ,୨୨।୮: ଭାରତର ଚନ୍ଦ୍ରୟାନ -୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାକୁ ପ୍ରସ୍ତୁତ। ବାସ୍ତବରେ, ଚନ୍ଦ୍ରୟାନ -୩ ଅଗଷ୍ଟ ୨୩ରେ ଅବତରଣ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମଗ୍ର ଦେଶ ଏହା ଉପରେ ନଜର ରଖିଛି। ଏହା ହେଉଛି ଭାରତର ତୃତୀୟ ଚନ୍ଦ୍ର…

ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

ମେକ୍ସିକୋ ସିଟି,୨୨।୮: ମେକ୍ସିକୋରେ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମେକ୍ସିକୋ ସିଟିରେ ଅଜଣା ଆକ୍ରମଣକାରୀଙ୍କ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି। ଅପରାଧୀଙ୍କୁ ଶୀଘ୍ର ଧରିବା ପାଇଁ ଭାରତୀୟ କର୍ତ୍ତୃପକ୍ଷ ସେମାନଙ୍କ ମେକ୍ସିକୋ…

୧୫ ବର୍ଷ ପରେ ନିଜ ଦେଶକୁ ଫେରିଲେ ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ, ହୋଇପାରନ୍ତି ଗିରଫ

ବ୍ୟାଙ୍କକ,୨୨।୮: ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକସିନ ଶିନାଓ୍ବାଟ୍ରା ୧୫ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଗଣମାଧ୍ୟମ ସୂତ୍ର ଅନୁଯାୟୀ, ଟେଲି ଯୋଗାଯୋଗ ବ୍ୟବସାୟରେ ନିଜର ଭାଗ୍ୟ ଅର୍ଜନ କରିବା ପାଇଁ ଥାକସିନ ମଙ୍ଗଳବାର ସକାଳ ୯ଟାରେ ସିଙ୍ଗାପୁରକୁ ଏକ ଘରୋଇ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ତିକ୍ତତାର ଖବର ଆସିଥାଏ। କିନ୍ତୁ ଏଥର ରକ୍ଷାବନ୍ଧନ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରେମ ଦେଖିବାକୁ ମିଳିବ। ପାକିସ୍ତାନର କମର ମୋହସିନ ଶେଖ ଅର୍ଥାତ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri