ପ୍ରତିଯୋଗିତା ଭଲ, ଛଳନା ନୁହେଁ: ମସ୍କ
ଓ୍ବାଶିଂଟନ୍,୮।୭: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର ପ୍ରତିଦ୍ୱନ୍ଦ୍ୱୀ ଥ୍ରେଡ୍ସ ଲଞ୍ଚ ହେବାର କେଇ ଘଣ୍ଟା ମଧ୍ୟରେ ଟୁଇଟର ଓକିଲ ଆଲେକ୍ସ ସ୍ପିରୋ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଲନ ମସ୍କଙ୍କ ଟୁଇଟରର ଟ୍ରେଡ୍ ସିକ୍ରେଟ୍କୁ ବ୍ୟବହାର କରି ଥ୍ରେଡ୍ସ…
ଓ୍ବାଗନର୍ ମୁଖ୍ୟ ପ୍ରିଗୋଜିନଙ୍କ ମିଳୁନି ପତ୍ତା, ଗାୟବ କରିଦେଲେ କି ପୁଟିନ!
ମସ୍କୋ,୭।୭: ଋଷର ବିଦ୍ରୋହୀ ଏବଂ ଗୃହଭେଦୀ ଓ୍ବାଗନର ଗୋଷ୍ଠୀର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ପତ୍ତା ମିଳୁନି। ସେ କେବେଠୁ ବେଲାଋଷ ଛାଡି ସାରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବେଲଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ। ସେ କହିଛନ୍ତି, ପ୍ରିଗୋଜିନ ବେଲାଋଷରେ ନାହାନ୍ତି। ସେ…
ନିର୍ବାଚନ ଲଢିବେ ନଓ୍ବାଜ ସରିଫ
ଇସଲାମବାଦ,୭।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ପାକିସ୍ତାନର ଆଗାମୀ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର। ସେ କହିଛନ୍ତି,‘ନୂତନ ନିର୍ବାଚନ ଅଧିନିୟମ ଅନୁଯାୟୀ ନଓ୍ବାବଙ୍କ ଉପରେ ପିଏମଏଲ-ଏନ ପ୍ରତିବନ୍ଧକ ହଟାଇ ଦିଆଯାଇଛି।…
ତେଲ ଅଭାବରୁ ୫ମାସ ଯାଏଁ ପାକ୍ ସେନା କରିବନି ସମରଭ୍ୟାସ
ଇସଲାମବାଦ,୭।୭: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗିତ କରୁଛି ପାକିସ୍ତାନ। ବୈଦେଶିକ ଋଣ ଜାଲରେ ପଡି ଛଟପଟ ହେଉଛି ଦେଶ। ତେବେ ଏପରି ଦୁଃସ୍ତିତିରୁ ନିସ୍ତାର ନ ପାଉଣୁ ଆଉ ଏକ ବିପଦ ଘୋଟେଇଛି ଦେଶ ଉପରେ। ଦେଶର ଆର୍ଥିକ ଦୁରାବସ୍ଥା…
ବିମ୍ସଟେକକୁ ଏକ ବ୍ୟାପକ ସୀମାମୁକ୍ତ ପର୍ଯ୍ୟଟନ ସ୍ଥଳ କର, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ପରାମର୍ଶ
କଲମ୍ବୋ,୭।୭: ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ବଙ୍ଗୋପସାଗର ଉପକୂଳରେ ଥିବା ଦେଶରେ ବିମ୍ସଟେକକୁ ପର୍ଯ୍ୟଟନ ଦୃଷ୍ଟିରୁ ଏକ ସୀମା ମୁକ୍ତ ଅଞ୍ଚଳ କରିବାକୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ବିମ୍ସଟେକରେ ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ମୃାନମାର, ଥାଇଲାଣ୍ଡ ଓ ଭୁଟାନ ରହିଛି। ଗୁରୁବାର…
ଆମେରିକାରେ ବ୍ୟାନ୍ ହେବ ଘାତକ କେମିକାଲ ଅସ୍ତ୍ର
ଓ୍ବାଶିଂଟନ୍,୭।୭: ଅର୍ଗାନାଇଜେସନ ଫର ପ୍ରୋହିବିଶନ ଅଫ୍ କେମିକାଲ ଓ୍ବିପନ୍ ବା ଓପିସିଡବ୍ଲୁ ଅନୁଯାୟୀ, ରାସାୟନିକ ଅସ୍ତ୍ର ହେଉଛି ଏପରି ଏକ ମାରଣାସ୍ତ୍ର। ଯେଉଁଥିରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଯାହାଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ କରାଯାଏ।…
ୟୁଏନଏସସିରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଦୃଢ ନିନ୍ଦା କଲା ଭାରତ
ଜେନେଭା,ନୂଆଦିଲ୍ଲୀ,୭।୭: ଆତଙ୍କବାଦୀ ଚିନ୍ତାଧାର ରଖିଥିବା ପାକିସ୍ତାନ ନିଜ କାର୍ଯ୍ୟକଳାପ କିମ୍ବା ବ୍ୟବହାରରେ କ୍ଷାନ୍ତ ହେଉନାହିଁ। ନିକଟରେ ହୋଇଥିବା ଏସସିଓ ସମ୍ମିଳନୀରେ ପାକିସ୍ତାନର ନାଁ ନେଇ ତାକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପାକିସ୍ତାନ ବାରମ୍ବାର ସୀମା ପ୍ରବେଶ ନେଇ ଆତଙ୍କବାଦକୁ ନିଜ…
ମଣିପୁର ହିଂସାକୁ ରୋକିବା ନେଇ ସାହାଯ୍ୟ କରିବାକୁ ପ୍ରସ୍ତୁତ: ଆମେରିକା ରାଷ୍ଟ୍ରଦୂତ, କଟାକ୍ଷ କଲା କଂଗ୍ରେସ
ଓ୍ବାଶିଂଟନ୍,୭।୭: ୨ମାସରୁ ଅଧିକ ହେଲାଣି ମଣିପୁର ନିଆଁ ହୁତୁହୁତୁ ହୋଇ ଜଳୁଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାରମ୍ବାର ବୈଠକ ସତ୍ତ୍ୱେ ହିଂସା ଥମିବାର ନାଁ ନେଉ ନାହିଁ। ତେବେ ଏହି ସମୟରେ ମଣିପୁରକୁ ହତାଦାର କରି ଖୋଦ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା…
ମିଲାନର ବୃଦ୍ଧାଶ୍ରମରେ ଭୀଷଣ ଅଗ୍ନିକାଣ୍ଡ, ୬ମୃତ
ରୋମ,୭।୭: ରୋମର ମିଲାନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମିଲାନରେ ଥିବା ଏକ ବୃଦ୍ଧାଶ୍ରମରେ ନିଆଁଲାଗି ୬ଜଣ ଜିଅନ୍ତା ଜଳି ଯାଇଛନ୍ତି। ଅଗ୍ନିକାଣ୍ଡରେ ୮୦ରୁୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
କ୍ଲଷ୍ଟର ବୋମା କ’ଣ ଜାଣନ୍ତି କି?
ଓ୍ବାଶିଂଟନ,୭ା୭: କ୍ଲଷ୍ଟର ବୋମା ହେଉଛି ଏକ ଅସ୍ତ୍ର ଯାହାକୁ ଯେତେବେଳେ ବାୟୁରେ ଛାଡ଼ି ଦିଆଯାଏ, ସେ ଅନେକ ଛୋଟ ବୋମା ଛାଡ଼ିଥାଏ। ଏହି ଛୋଟ ବୋମା ସାଧାରଣ ବୋମା ଅପେକ୍ଷା ଅଧିକ ଅଞ୍ଚଳକୁ ପ୍ରଭାବିତ କରିଥାନ୍ତି। ଏଗୁଡିକ ବିପଜ୍ଜନକ ଭାବରେ ବିବେଚନା…
ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବ ଆମେରିକା
ଓ୍ବାଶିଂଟନ,୭ା୭: ରୁଷିଆ ସହିତ ୟୁକ୍ରେନ୍ର ଯୁଦ୍ଧ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ବୋମା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏହା ଘୋଷଣା କରାଯିବ। ଆମେରିକାର ୩ଜଣ ଅଧିକାରୀ…
ନିଖୋଜ ହେବାର ଆଠ ବର୍ଷ ପରେ ଉଦ୍ଧାର ହେଲେ ଯୁବକ
ଓ୍ବାଶିଂଟନ୍,୭।୭: ନିଖୋଜ ହେବାର ଆଠ ବର୍ଷ ପରେ ଆମେରିକାର ଟେକ୍ସାସରେ ଜଣେ ୨୫ବର୍ଷୀୟ ଯୁବକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ୨୦୧୫ରେ ୧୭ ବର୍ଷ ବୟସରେ ତାଙ୍କ ଘର ବାହାରେ ନିଖୋଜ ହୋଇଯାଇଥିଲେ। ତେବେ, ଆଠ ବର୍ଷ ପରେ କ୍ୱାନେଲ ଏକ୍ସ ନାମକ…
Archives


