‘ଶାନ୍ତି ପାଇଁ ଭାରତ ବିପଦ’, ବିଷ ଓଗାଳିଲେ ପାକିସ୍ତାନ ସେନା ମୁଖ୍ୟ
ଇସଲାମାବାଦ,୧୪।୮: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କାଶ୍ମୀରର ଆଳାପ କରିଛନ୍ତି। କେବଳ ଏତିକି ନୁହେଁ, ସେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି ଏବଂ କହିଛନ୍ତି ଯେ ଭାରତ ଶାନ୍ତି ଚାହେଁ ନାହିଁ। ସୋମବାର ପାକିସ୍ତାନରେ ସ୍ବାଧୀନତା ଦିବସ ପାଳନ…
ରୁଷିଆ ଆକ୍ରମଣରେ ନବଜାତ ଶିଶୁ ସମେତ ୭ ମୃତ
କ୍ୱିଭ,୧୪।୮: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୮ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଉଭୟ ଦେଶ ପରସ୍ପର ବିରୋଧରେ ସେନା ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ନିଜ ନିଜର ରଣନୀତିକୁ ହାସଲ କରିବାରେ ଲାଗିପଡିଛନ୍ତି।…
ନ୍ୟୁୟର୍କ ଗସ୍ତରେ ତାଇଓ୍ବାନ ଉପରାଷ୍ଟ୍ରପତି, ଚାଇନା କହିଲା ସାର୍ବଭୌମତ୍ୱ କଥା…
ନ୍ୟୁୟର୍କ,୧୪।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଭାରତ ଏବଂ ଆମେରିକା ମଧ୍ୟ ତାଇୱାନର ସପକ୍ଷରେ ମତ ରଖିଛନ୍ତି। ଏଥି ସହିତ ତାଇୱାନର ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀ ୱିଲିୟମ ଲାଇଙ୍କ ଆମେରିକା ଗସ୍ତକୁ ଚାଇନା ନିନ୍ଦା…
‘୯୦ ଦିନରେ ବେଲୁଚିସ୍ତାନ ଛାଡୁ ଚାଇନା, ନଚେତ ଯୁଦ୍ଧ ପାଇଁ ରହୁ ପ୍ରସ୍ତୁତ’, ଡ୍ରାଗନକୁ ଚେତାବନୀ ଦେଲା ବିଏଲଏ
ବେଲୁଚିସ୍ତାନ,୧୪।୮: ପାକିସ୍ତାନର ବେଲୁଚିସ୍ତାନକୁ ଯାଇ ଖଣିଜ ସମ୍ପଦ ଲୁଟୁଥିବା ଚାଇନାକୁ ଅଲଟିମେଟମ ମିଳିଛି। ଚାଇନାକୁ ଚେତାବନୀ ଦିଆଯାଇଛି କି ୯୦ ଦିନ ମଧ୍ୟରେ ଯଦି ସେ ବେଲୁଚିସ୍ତାନରୁ ନ ବାହାରେ ତେବେ ଏହାର ମୁଖ୍ୟ ସ୍ଥାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ…
ଅଧିକାରୀଙ୍କ ଉପରେ ବର୍ଷିଲେ କିମ୍
ପ୍ୟୋଙ୍ଗୟାଙ୍ଗ,୧୪ା୮: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ଦେଶରେ ଝଡ଼ ଯୋଗୁ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ରୋକିବାରେ ବିଫଳ ହୋଇଥିବା ଦାୟିତ୍ୱହୀନ ଅଧିକାରୀମାନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଅଧିକାରୀମାନଙ୍କୁ କିମ୍ ଦାୟିତ୍ୱହୀନ ବୋଲି କହିଛନ୍ତି। ଦେଶର ପୂର୍ବରେ ଥିବା ଆନ୍ବିୟନ…
ବାଂଲାଦେଶରେ ଡେଙ୍ଗୁ ଅଣାୟତ୍ତ: ୩୯୮ ଜଣଙ୍କର ଯାଇସାରିଲାଣି ଜୀବନ, ଗୋଟିଏ ଦିନରେ ୧୧ ମୃତ
ଢାକା,୧୪ା୮: ବାଂଲାଦେଶରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପ୍ରତିଦିନ ଏଠାରୁ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଡେଙ୍ଗୁ ରୋଗରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ସଂଖ୍ୟା ଏବେ ୩୯୮ରେ ପହଞ୍ଚିଛି। ୨୯୦୫ରୁ ଅଧିକ…
ମାଟି ଧସି ୨୧ ମୃତ, ୬ ନିଖୋଜ
ବେଜିଂ,୧୪ା୮: ଚାଇନାର ସିୟାନରେ ପ୍ରବଳ ବର୍ଷା ପ୍ରଭାବରେ ମାଟି ଧସିବାରୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଜିଆନ ଜିଲାର ଚାଙ୍ଗର ଗାଁରେ ରବିବାର ରାତିରେ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ,…
ସିପିଇସିକୁ ବିରୋଧ ବଢୁଛି
କରାଚୀ/ବେଜିଂ,୧୪ା୮: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ବୃହତ୍ ମହତ୍ୱାକାଂକ୍ଷୀ ଯୋଜନା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ପାକିସ୍ତାନୀଙ୍କ ବିରୋଧ ବଢ଼ିବାରେ ଲାଗିଛି। ଋଣଭାରରେ ଛନ୍ଦି ହୋଇଯାଇଥିବା ପାକିସ୍ତାନର ଗ୍ବାଦର ବନ୍ଦରରୁ ଚାଇନାର ଉତ୍ତରପଶ୍ଚିମାଞ୍ଚଳ ସହର ଶିଞ୍ଜିଆନ୍କୁ ରାଜପଥ, ରେଳପଥ, ପାଇପ୍ଲାଇନ୍ ଓ…
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୪ ଚାଇନା ଇଞ୍ଜିନିୟରଙ୍କ ସମେତ ୧୩ ମୃତ
ଇସଲାମାବାଦ୍,୧୩।୮: ପାକିସ୍ତାନର ବାଲୋଚିସ୍ତାନରେ ଚାଇନାର ଇଞ୍ଜିନିୟରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୪ ଜଣ ଚାଇନା ଇଞ୍ଜିନିୟରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ପାକିସ୍ତାନ ସରକାର ଏବଂ ସେନା ପକ୍ଷରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ…
ଉଡିବା ଅବସ୍ଥାରେ ହଠାତ୍ ୧୫ ହଜାର ଫୁଟ ତଳକୁ ଖସିଗଲା ଆମେରିକା ଏୟାରଲାଇନ୍ସର ବିମାନ
ଟାଲୋହାସି,୧୩।୮: ଆମେରିକା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। କ୍ୟାବିନ ପ୍ରେସର କମ ହେବା କାରଣରୁ ବିମାନଟି ମାତ୍ର ୩ ମିନିଟରେ ୧୫,୦୦୦ଫୁଟ ତଳକୁ ଖସି ଯାଇଥିଲା। ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭିତ ହୋଇଯାଇଥିଲେ। ଆମେରିକା…
ଏତେ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ପାଲଟିଲେ, ମାତ୍ର କୁକୁର ପରି ଜୀବନ ଜିଇଁବାକୁ ଚାହାନ୍ତି ନାହିଁ ଏହି ବ୍ୟକ୍ତି
ଟୋକିଓ,୧୩ା୮: ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ। ଏହା ପରେ ଲୋକମାନେ ଭାବୁଥିବେ ସେ ବୋଧେ କୁକୁର ପରି ଜୀବନ ଜିଉଁଛନ୍ତି। ମାତ୍ର ନା। ସେ କୁକୁର ପରି ବଞ୍ଚିବାକୁ…
ୟୁକ୍ରେନର ୩ ଡ୍ରୋନ୍କୁ ଖସାଇଲା ରୁଷିଆ
ମସ୍କୋ,୧୩ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ରବିବାର ୟୁକ୍ରେନ ଦ୍ୱାରା କରାଯାଇଥିବା ଡ୍ରୋନ୍ ଆକ୍ରମଣକୁ ଇତିମଧ୍ୟରେ ରୁଷିଆ ଖଣ୍ଡନ କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ରୁଷିଆ…
Archives


