ଅନ୍ତର୍ଜାତୀୟ

ଆମେରିକାରେ ୭୫ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ଧର୍ମଘଟ…

ଲସ ଏଞ୍ଜେଲସ,୫।୧୦ : ଭର୍ଜିନିଆ, କାଲିଫର୍ନିଆ ଏବଂ ଆମେରିକାର ଅନ୍ୟ ତିନୋଟି ରାଜ୍ୟରୁ ପ୍ରାୟ ୭୫ ହଜାର ସ୍ବାସ୍ଥ୍ୟ ସେବା କର୍ମଚାରୀ ବେତନ ଏବଂ କର୍ମଚାରୀଙ୍କ ଅଭାବ ନେଇ ଧର୍ମଘଟ କରିଛନ୍ତି। କେସର ପରମାନେଣ୍ଟ ଡାକ୍ତରଖାନାରେ କର୍ମଚାରୀମାନେ ଧାରଣାରେ ବସିଥିଲେ। କେସର…

ଆମେରିକାରେ ବିମାନ ଦୁର୍ଘଟଣା: ୨ ମୃତ, ଦୁର୍ଘଟଣାର ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୫।୧୦ : ଆମେରିକାର ଓରେଗନ ହୋମରେ ଏକ ବିମାନ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଏକ ଛୋଟ ବିମାନ ଥିଲା, ଯେଉଁଥିରେ ତିନି ଜଣ ଲୋକ ଥିଲେ। ଏହି ବିମାନ ଦୁର୍ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ…

୨୨ କୁର୍ଦ୍ଦ ଶିବିର ଧ୍ୱଂସ କଲା ତୁର୍କୀ…

ଇସ୍ତାନବୁଲ,୫।୧୦ : ତୁର୍କୀ ବାୟୁସେନା ଇରାକରେ ନିଷିଦ୍ଧ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟିର ୨୨ଟି ବେସକୁ ଧ୍ୱଂସ କରିଛି। ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସ୍ଥାନୀୟ ସମୟ ସନ୍ଧ୍ୟା ୭ ଟା ସମୟରେ ଉତ୍ତର ଇରାକର ମେଟିନା, ହାକୁର୍କ, ଗାରା ଠାରେ ଏୟାର…

ସୋମାଲିଆ ସେନାଙ୍କୁ ସଫଳତା, ୨ ମାସରେ ୧,୬୫୦ ଆତଙ୍କବାଦୀ ନିହତ…

ମୋଗାଦିଶୁ,୫।୧୦ : ସୋମାଲିଆରେ ଆତଙ୍କବାଦୀଙ୍କ ବିରୋଧରେ ସୋମାଲି ଜାତୀୟ ସେନା ମାଧ୍ୟମରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୋମାଲିଆର ଜାତୀୟ ସେନା ରିପୋର୍ଟ କରିଛି ଗତ ଦୁଇ ମାସ ମଧ୍ୟରେ ସୋମାଲିଆର ଗାଲମୁଦୁଗ ଏବଂ ହିରଶାବେଲ ରାଜ୍ୟରେ ସାମରିକ ଆକ୍ରମଣ ସମୟରେ…

ତାଇଓ୍ବାନ ମୁହାଁ ଟାଇଫୁନ ‘କୋଇନୁ’, ଝଡ଼ର ମୁକାବିଲା ପାଇଁ ତାଇୱାନ ସରକାରଙ୍କ ପ୍ରସ୍ତୁତି ଶେଷ…

ତାଇପେଇ,୫।୧୦: ଶକ୍ତିଶାଳୀ ଟାଇଫୁନ ‘କୋଇନୁ’ ତାଇୱାନ ମୁହାଁ ହୋଇଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଝଡ଼ର ମୁକାବିଲା ପାଇଁ ତାଇୱାନ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମସ୍ତ ବିମାନ ବାତିଲ କରିବାକୁ ତାଇୱାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।…

ପ୍ରତିଶୋଧ ନେବା ପାଇଁ ନୁହେଁ ଦେଶର ସମୃଦ୍ଧି ଲାଗି ଫେରୁଛନ୍ତି ନଓ୍ବାଜ: ଶାହାବାଜ…

ଇସଲାମାବାଦ, ୫।୧୦: ନଓ୍ବାଜ ଶରିଫଙ୍କ ସାନଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ ନୱାଜ ଶରିଫଙ୍କ ଦେଶକୁ ଫେରିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ନୱାଜ ଶରିଫ କାହାରିଠାରୁ ପ୍ରତିଶୋଧ ନେବାକୁ ପାକିସ୍ତାନକୁ ଆସୁନାହାଁନ୍ତି କିନ୍ତୁ ସେ…

ପାକିସ୍ତାନକୁ ଚାଇନାର ବଡ଼ ଝଟ୍‌କା

ଇସଲମାବାଦ,୪ା୧୦: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଚାଇନା ଏକ ବଡ଼ ଝଟ୍‌କା ଦେଇଛି। ପାକିସ୍ତାନର ରାଜନୈତିକ ଅସ୍ଥିରତା ଏବଂ ନିରାପତ୍ତାକୁ ଦର୍ଶାଇ ଚାଇନା ନୂତନ ବେଲ୍ଟ ଏବଂ ରୋଡ୍‌ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା…

ନେପାଳଗଞ୍ଜରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

କାଠମାଣ୍ଡୁ,୪ା୧୦: ନେପାଳଗଞ୍ଜର ଜଣେ ହିନ୍ଦୁ ବାଳକ ସୋସିଆଲ ମିଡିଆରେ ମୁସଲମାନମାନଙ୍କ ବିଷୟରେ ଏକ ପୋଷ୍ଟ ଶେୟାର କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦରେ ମୁସଲମାନମାନେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର (ଅକ୍ଟୋବର ୩)ରେ…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଦ୍‌ବେଗ

ଓ୍ବାଶିଂଟନ,୪ା୧୦: ପାକିସ୍ତାନରେ ଆତଙ୍କବାଦୀ ହମ୍‌ଲା ବନ୍ଦ ହେବାର ନାଁ ନେଉନି। ବାରମ୍ବାର ଏହି ଘଟଣା ବୃଦ୍ଧି ପାଇଚାଲିଛି। ପାକିସ୍ତାନ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କଣ୍ଟ୍ରୋଲ ଆଣ୍ଡ୍‌ ସିକ୍ୟୁରିଟି ଷ୍ଟଡିଜ (ପିଆଇସିଏସ୍‌ଏସ୍‌)ର ଏକ ରିପୋର୍ଟରେ କୁହାଯାଇଛି, ଅଗଷ୍ଟ ମାସରେ ଦେଶରେ ଆତଙ୍କବାଦୀ ଆକ୍ରମଣରେ ତୀବ୍ର…

ରସାୟନ ବିଜ୍ଞାନରେ ମୋଙ୍ଗି-ଲୁଇସ-ଆଲେକ୍ସଙ୍କୁ ନୋବେଲ…

ଷ୍ଟକହୋମ,୪।୧୦ : ରସାୟନ ବିଜ୍ଞାନ କ୍ଷେତ୍ରରେ ୨୦୨୩ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏହି ବର୍ଷ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ମାଙ୍ଗି ଜି ବାୱେଣ୍ଡି, କଲମ୍ବିଆ ୟୁନିଭରସିଟିର ଲୁଇସ ଇ ବ୍ରୁସ ଏବଂ ନାନୋକ୍ରିଷ୍ଟାଲ ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା ଆଲେକ୍ସି…

୧୬ ହଜାର କୋଟି ଟଙ୍କା ମୂଲ୍ୟର କମ୍ପାନୀ ୭୪ ଟଙ୍କାରେ ବିକ୍ରି: ଗୋଟିଏ ଟୁଇଟ କଲା ସର୍ବସ୍ବାନ୍ତ…

ଦୁବାଇ,୪।୧୦ : ହଜାର ହଜାର କୋଟି ଟଙ୍କା ସମ୍ପତ୍ତି ଥିବା ବ୍ୟକ୍ତି ରାତାରାତି ଅରବପତିରୁ ରାସ୍ତାରେ ପହଞ୍ଚିବା ବିଶ୍ୱାସ କରିବା ଟିକେ କଷ୍ଟକର। ତେବେ ବିଆର ଶେଟ୍ଟି (ବାଭାଗୁଥୁ ରଘୁରାମ ଶେଟ୍ଟି)ଙ୍କ କ୍ଷେତ୍ରରେ ଏହା ଘଟିଥିଲା। ଯିଏ କି ଏକଦା କୋଟିପତି…

ରୁଷିଆ ସୈନ୍ୟଙ୍କୁ ଘାରିଛି ନିଶା ଅଭ୍ୟାସ: ପୁଟିନ ଚିନ୍ତିତ…

ମସ୍କୋ,୪।୧୦ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଏକ ରିପୋର୍ଟ ଆସିଛି। ରୁଷିଆ ଏହାର ସୈନିକମାନଙ୍କୁ ଦଣ୍ଡ ଦେଉଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। କାରଣ ରୁଷିଆର ନୈନିକମାନଙ୍କୁ ନିଶା ଅଭ୍ୟାସ ଘାରିଛି। ସେମାନେ ନିଶାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?