ହାଓ୍ବାଇ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି
ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁତ୍ହୁତ୍ ହୋଇ ଜଙ୍ଗଲ ଜଳୁଥିଲେ ମଧ୍ୟ ନିଆଁ ଲିଭିବାର ନାଁ ନେଉନି। ଫଳରେ ଏହି ନିଆଁ ପ୍ରଭାବରେ ଲୋକଙ୍କ ମୃତ୍ୟୁସଂଖ୍ୟା ଶନିବାର ୮୦ରେ ପହଞ୍ଚିଛି। ଏତଦ୍ବ୍ୟତୀତ ୧୪୧୮ ଜଣ…
ରୁଷିଆରେ ଜରୁରୀକାଳିନ ପରିସ୍ଥିତି ଘୋଷଣା
ମସ୍କୋ,୧୨ା୮: ଶନିବାର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରୁଷିଆ ପୂର୍ବର କିଛି ଅଞ୍ଚଳରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ପାସୋଭ୍କା ଏବଂ କୁଲେଶୋଭ୍କା ନଦୀରେ ଜଳସ୍ତର ବୃଦ୍ଧି…
ଠାବ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମାକୁ କରାଗଲା ନିଷ୍କ୍ରିୟ
ଓ୍ବାରସା, ୧୨।୮: ପୋଲାଣ୍ଡର ଲୁବିନ ସହରର ଏକ ନିର୍ମାଣାଧୀନ କୋଠା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଠାବ ହୋଇଛି। ଶ୍ରମିକମାନେ କାମ କରୁଥିବା ବେଳେ ମାଟିତଳେ ଏକ ବୋମା ଥିବା ଦେଖିବାକୁ ପାଇଥିଲେ। ଫଳରେ ତୁରନ୍ତ ଅଞ୍ଚଳରୁ ୧୪ ହଜାରରୁ…
ଜାତିସଂଘର ଅପହୃତ କର୍ମଚାରୀଙ୍କୁ ୧୮ ମାସ ପରେ ମୁକ୍ତ କଲା ଅଲ-କାଏଦା
ସନା(ୟମନ),୧୨।୮: ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ୟେମେନର ଏକ ଅଲ-କାଏଦା ଶାଖା ଦ୍ୱାରା ୧୮ ମାସ ଧରି ବନ୍ଧକ ଥିବା ପାଞ୍ଚଜଣ କର୍ମଚାରୀଙ୍କ ସୁରକ୍ଷିତ ମୁକ୍ତିକୁ ସ୍ବାଗତ କରିଛନ୍ତି ବୋଲି ଆମେରିକାର ଗଣମାଧ୍ୟମ ରିପୋର୍ଟ କରିଛି। ଜାତିସଂଘର ମହାସଚିବ ମୁଖପାତ୍ର…
ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତକଙ୍କ ସଂଖ୍ୟା ୬୭ ଛୁଇଁଲା
ଓ୍ବାଶିଂଟନ,୧୨।୮: ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ଅଧିକାଂଶ ମୃତ୍ୟୁ ହାୱାଇର ମାଉଇ କାଉଣ୍ଟି ଅଞ୍ଚଳରେ ଘଟିଛି। ଉଲ୍ଲେଖନୀୟ ଯେ, ଅନେକ ଅଞ୍ଚଳରେ ନିଆଁକୁ ନିୟନ୍ତ୍ରଣ କରାଯାଇନାହିଁ। ହାୱାଇ ଗଭର୍ଣ୍ଣର ଜୋଶ ଗ୍ରୀନ…
ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓର ଲାଇଭ ଷ୍ଟ୍ରିମିଂ କଲେ ବଡି ବିଲଡର, କେତେ ଜଣଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା
ସାରାୟୋଭୋ,୧୨।୮: ଜଣେ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ହତ୍ୟା ଭିଡିଓକୁ ସିଧା ପ୍ରସାରଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ୟୁରୋପୀୟ ଦେଶ ବୋସନିଆର ବୋଲି ଜଣାପଡିଛି। ଅଭିଯୁକ୍ତ ବଡି ବିଲଡର ତାଙ୍କ ପୂର୍ବତନ ପତ୍ନୀଙ୍କ ସମେତ ମୋଟ…
ସାଧାରଣ ନିର୍ବାଚନ ପୂର୍ବରୁ ୩ ନୂଆ ରାଜନୈତିକ ଦଳକୁ ମିଳିଲା ମାନ୍ୟତା, ମୋଟ ସଂଖ୍ୟା ୧୭୦ ପାର
ଇସଲାମାବାଦ,୧୨।୮: ଖୁବ ଶୀଘ୍ର ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପାକିସ୍ତାନର ପ୍ରାୟ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଦେଶର ନିର୍ବାଚନ ଆୟୋଗ ତିନୋଟି ନୂତନ ରାଜନୈତିକ ଦଳକୁ ସ୍ବୀକୃତି ପ୍ରଦାନ…
ଜୀବନକୁ ବାଜି ଲଗାଇ ସୁରକ୍ଷିତ ରଖିବାକୁ ପଡିବ କିମଙ୍କ ଫଟୋ, ନ ମାନିଲେ ମିଳିବ ମୃତ୍ୟୁ ଦଣ୍ଡ!
ପୋଙ୍ଗୟାଙ୍ଗ,୧୨।୮: ଉତ୍ତର କୋରିଆର ଲୋକଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଫଟୋକୁ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଦେବାକୁ ବା ସାଇତି ରଖିବାକୁ ପଡିବ। ଘୂର୍ଣ୍ଣିଝଡ଼ ଖାନୁନ ଉତ୍ତର କୋରିଆ ଆଡକୁ ଗତି କରୁଛି, ଯେଉଁ କାରଣରୁ ପ୍ରବଳ…
ସମସ୍ତ ସେନା ଅଧିକାରୀଙ୍କୁ ଚାକିରିରୁ ବାହାର କଲେ ଜେଲେନସ୍କି
କ୍ୱିଭ,୧୨।୮: ଯୁଦ୍ଧ ମଧ୍ୟରେ ଦେଶର ସେନା ଅଧିକାରୀଙ୍କୁ ଚାକିରିରୁ ବାହାର କରିବା ଘଟଣା କମ ଦେଖିବାକୁ ମିଳିଥାଏ। ଯଦି ଏହା ଘଟେ, ତେବେ ଏହା ପଛରେ କିଛି ବଡ କାରଣ ରହିବା ଆବଶ୍ୟକ। ୟୁକ୍ରେନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି,…
ଇରାକର କୁର୍ଦ୍ଦିସ୍ତାନରେ ଡ୍ରୋନ ଆକ୍ରମଣ କଲା ତୁର୍କୀ, ୩ ମୃତ
ଅଙ୍କାରା,୧୨।୮: ତୁର୍କୀ ଇରାକ ଉପରେ ଡ୍ରୋନ ଆକ୍ରମଣ କରିଛି। ଇରାକର ଆତଙ୍କବାଦ ବିରୋଧୀ ସ୍କ୍ବାଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଇରାକର ଆତଙ୍କବାଦ ବିରୋଧୀ ସେବା ଅଧିକାରୀ କହିଛନ୍ତି ଯେ ତୁର୍କୀ ଶୁକ୍ରବାର କୁର୍ଦ୍ଦିସ୍ତାନରେ ଡ୍ରୋନ ଆକ୍ରମଣ…
ହୁ ହୁ ଜଳୁଛି ହାଓ୍ବାଇ ଦ୍ୱୀପ
କାହୁଲୁଇ/ନ୍ୟୁୟର୍କ,୧୨ା୮: ଆମେରିକାର ପ୍ରଶାନ୍ତ ମହାସାଗର ମଧ୍ୟସ୍ଥିତ ହାଓ୍ବାଇ ରାଜ୍ୟର ମଉଇ ଦ୍ୱୀପରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ। ମଙ୍ଗଳବାର ଲାଗିଥିବା ଏହି ବନାଗ୍ନିରେ ଅଦ୍ୟାବଧି ଅନୂ୍ୟନ ୫୫ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଜୀବଜନ୍ତୁ, ବୃକ୍ଷଲତା ମଧ୍ୟ…
ସୁପ୍ରିମକୋର୍ଟରୁ ପାକିସ୍ତାନ ସରକାରଙ୍କୁ ଝଟକା, ମଉଳିଲା ନଓ୍ବାଜଙ୍କ ନିର୍ବାଚନ ଲଢିବା ଆଶା
ଇସଲାମବାଦ,୧୧।୮: ପାକିସ୍ତାନ ସୁପ୍ରିମକୋର୍ଟଙ୍କ ରାୟରେ ଶେହବାଜ ସରିଫ୍ ସରକାରଙ୍କୁ ଲାଗିଛି ଝଟକା। ଶୁକ୍ରବାର କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ପାକିସ୍ତାନ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ଏବଂ ଆଦେଶ ସମୀକ୍ଷା ଅଧିନିୟମ, ୨୦୨୩ ସଂପୂର୍ଣ୍ଣ ଭାବରେ ‘ଅସମ୍ବିଧାନିକ’ ବୋଲି କହିଛନ୍ତି। ସୂଚନାଯୋଗ୍ୟ,…
Archives


