ଆତଙ୍କବାଦୀଙ୍କ ପାଖରେ ନାଟୋ ଅସ୍ତ୍ର: ସୁରକ୍ଷା ପ୍ରତି ବିପଦ ଜାତିସଂଘ
ଓ୍ବାଶିଂଟନ,୧୪ା୮: ଆଫଗାନିସ୍ତାନରେ ଥିବା ନାଟୋ ସଂଗଠନର ବିପୁଳ ଅସ୍ତ୍ରଶସ୍ତ୍ର ତାଲିବାନ ଏବଂ ଅଲ୍କାଏଦାର ସହଯୋଗୀ ସଂଗଠନ ଜରିଆରେ ଆଇଏସ୍ ସଂଗଠନ(ଖୋରାସାନ) ଆତଙ୍କବାଦୀଙ୍କ ପାଖରେ ପହଞ୍ଚି ଥିବା ଜାତିସଂଘ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ବିଶେଷ କରି ତେହରିକ-ଇତାଲିବାନ ପାକିସ୍ତାନର ସଦସ୍ୟମାନେ ଅସ୍ତ୍ର…
ୱାଗନର୍ ଗ୍ରୁପ ପାଇଁ ପ୍ରଚାର କରିବା ଅଭିଯୋଗରେ ୨ ରୁଷିଆ ନାଗରିକ ଗିରଫ
ୱାର୍ସୋ,୧୪।୮: ୱାଗନର୍ ଗ୍ରୁପ ପାଇଁ ଗୁପ୍ତଚର ତଥା ପ୍ରଚାର ପ୍ରସାର ଅଭିଯୋଗରେ ପୋଲାଣ୍ଡ ଦୁଇ ରୁଷିଆ ନାଗରିକଙ୍କୁ ଗିରଫ କରିଛି। ତାଙ୍କ ଉପରେ ରାଜଧାନୀ ୱାର୍ସୋ ଏବଂ ପୋଲାଣ୍ଡର ଦ୍ୱିତୀୟ ବୃହତ୍ତମ ସହର କ୍ରାକୋରେ ଗୁପ୍ତଚର କରିଥିବା ଅଭିଯୋଗ ହୋଇଛି। ସୋମବାର…
ଇତିହାସରେ ପ୍ରଥମ: ଦାଢି-ପଗଡ଼ିି ସହ ଆମେରିକାର ମେରାଇନ କର୍ପସ ତାଲିମ ଶେଷ କଲେ ଶିଖ ଯୁବକ
ଓ୍ବାଶିଂଟନ୍,୧୪।୮:ଆମେରିକାର ଜଣେ ୨୧ ବର୍ଷ ବୟସ୍କ ଶିଖ ଯୁବକ ନିଜର ଧାର୍ମିକ ବିଶ୍ୱାସ ନ ଛାଡି ଆମେରିକାର ମେରାଇନ କର୍ପସ ତାଲିମ ସମାପ୍ତ କରିଛନ୍ତି। ସାନ ଡିଏଗୋରେ ମେରାଇନ କର୍ପସ ନିଯୁକ୍ତି ତାଲିମ ସମାପ୍ତ କରି ଜସକିରନ ସିଂ ଇତିହାସ ରଚିଛନ୍ତି।…
ଜେଲରେ ଇମ୍ରାନ୍ଙ୍କୁ ଦିଆଯାଉଛି ବିଷ! ଗୁରୁତର ଅଭିଯୋଗ ଲଗାଇଲା ପିଟିଆଇ
ଇସଲାମାବାଦ,୧୪।୮: ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ତୋଶାଖାନା ମାମଲାରେ ଅଟକ ଜେଲରେ ଅଛନ୍ତି। ତାଙ୍କୁ ଅଟକ ଜେଲର ସି ବର୍ଗରେ ରଖାଯାଇଛି। ସାଧାରଣ କଏଦୀମାନଙ୍କୁ ମଧ୍ୟ ଏହି ବର୍ଗରେ ରଖାଯାଏ। ଏହି ସମୟରେ, ରବିବାର ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର କୋର…
ମ୍ୟାନ୍ମାରରେ ଭୂସ୍ଖଳନ, ୩୦ରୁ ଊର୍ଦ୍ଧ୍ୱ ନିଖୋଜ
ବ୍ୟାଙ୍କକ୍,୧୪ା୮: ମ୍ୟାନ୍ମାରର ଏକ ଖଣିରେ ଭୂସ୍ଖଳନ ଘଟି ୩୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏନେଇ ସୋମବାର ଜଣେ ଉଦ୍ଧାର ଅଧିକାରୀ ସୂଚନା ଦେଇଛନ୍ତି। ମ୍ୟାନ୍ମାରର ବୃହତ୍ତମ ସହର ୟାଙ୍ଗୋନଠାରୁ ପ୍ରାୟ ୯୫୦ କିଲୋମିଟର ଦୂର ଉତ୍ତରରେ କାଚିନ ରାଜ୍ୟର ଏକ…
ତିନି ବର୍ଷ ହେବ ଲାଗିଥିବା କୋଭିଡ ପ୍ରୋଟୋକଲକୁ ଶେଷ କରିବେ ନ୍ୟୁଜିଲ୍ୟାଣ୍ଡ ସରକାର
ଓ୍ବେଲିଂଟନ,୧୪।୮: ନ୍ୟୁଜିଲ୍ୟାଣ୍ଡ ସରକାର ମଙ୍ଗଳବାର ମଧ୍ୟ ରାତ୍ରିରୁ ସମସ୍ତ କୋଭିଡ-୧୯ ପ୍ରୋଟୋକଲକୁ ହଟାଇ ଦେବେ। ତିନି ବର୍ଷରୁ ଅଧିକ ସମୟ ଧରି ଲାଗୁ କରାଯାଇଥିବା ସବୁଠାରୁ କଠିନ କୋଭିଡ-୧୯ ମହାମାରୀ ନିୟମ ଏବେ ଶେଷ ହେବାକୁ ଯାଉଛି। ସ୍ବାସ୍ଥ୍ୟମନ୍ତ୍ରୀ ଆୟେଶା ଭେରାଲ…
ଯୌନ ଉତ୍ପୀଡ଼ନ ଅଭିଯୋଗ: ମିସ ୟୁନିଭର୍ସ ସଂଗଠନ ଇଣ୍ଡୋନେସିଆ ଫ୍ରାଞ୍ଚାଇଜ ସହିତ ସମ୍ପର୍କ କଲା ଛିନ୍ନ…
ଜାକର୍ତ୍ତା,୧୪।୮ : ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ମିସ ୟୁନିଭର୍ସ ସଂଗଠନ ଏହାର ଇଣ୍ଡୋନେସିଆ ଫ୍ରାଞ୍ଚାଇଜ ସହିତ ସମ୍ପର୍କ ଛିନ୍ନ କରିଦେଇଛି। ମିସ ୟୁନିଭର୍ସ ସଂଗଠନ କହିଛି ଇଣ୍ଡୋନେସିଆରେ ଆମେ ଯାହା ଦେଖିଲୁ ତାହାକୁ ଦୃଷ୍ଟିରେ ରଖି ଏହା ସ୍ପଷ୍ଟ ହୋଇଛି…
ନିଆଁରେ ଜଳିଯାଇଥିବା ମାଉଇକୁ ୧୦ କୋଟି ଡଲାର ଦାନ କରିବେ ବେଜୋସ ଆଉ ତାଙ୍କ ପ୍ରେମିକା
ଓ୍ବାଶିଂଟନ,୧୪।୮: ବିଶ୍ୱର ତୃତୀୟ ଧନି ବିଜନେସମ୍ୟାନ ଜେଫ ବେଜୋସ ଓ ତାଙ୍କ ପ୍ରେମିକା ଲରିନ ସାଂଚେଜ ନିଆଁରେ ଧ୍ୱଂସ ହୋଇଯାଇଥିବା ମାଉଇ କାଉଣ୍ଟି ପାଇଁ ୧୦ କୋଟି ଡଲାର(ପ୍ରାୟ ୮୩୦କୋଟଇ ଟଙ୍କା) ଦାନ ଦେବାକୁ ଘୋଷଣା କରିଛନ୍ତି। ଏହି ଦାନରାଶି ମାଉଇର…
ଇରାନର ଶାହା ଚିରାଗ ମସଜିଦରେ ଆତଙ୍କବାଦୀ ଆକ୍ରମଣ…
ତେହେରାନ,୧୪।୮ : ଇରାନର ଦକ୍ଷିଣ ସହର ଶିରାଜରେ ପବିତ୍ର ଶାହା ଚିରାଗ ମସଜିଦ ଉପରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ କରାଯାଇଛି। ଏକ ବର୍ଷରୁ କମ ସମୟ ମଧ୍ୟରେ ହୋଇଥିବା ଏହି ଦ୍ୱିତୀୟ ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି। ଶିଆ ମୁସଲମାନମାନଙ୍କ…
ୟୁଏଇରେ ଅନଲାଇନ ଠକେଇ ବୃଦ୍ଧି, ଚିନ୍ତାରେ ସରକାର…
ଆବୁଧାବି,୧୪।୮ : ୟୁଏଇରେ ଅନଲାଇନ ଠକେଇରେ ହଠାତ ବୃଦ୍ଧି ଘଟିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଆବୁଧାବି ପୋଲିସ ଏକ ସତର୍କ ସୂଚନା ଜାରି କରିଛି। କୁହାଯାଉଛି ଏହି ଠକମାନେ ସରକାରୀ ଅନୁଷ୍ଠାନ କିମ୍ବା ଜଣାଶୁଣା କମ୍ପାନୀଗୁଡିକରୁ ମିଥ୍ୟା କଲ କରି ନ…
ଚାଇନାରେ ବନ୍ୟା ସହ ଭୂସ୍ଖଳନ, ୨୧ ମୃତ
ବେଜିଂ,୧୪।୮: ଚାଇନା ସାନକ୍ସିର ସିଆନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଶୁକ୍ରବାର ସନ୍ଧ୍ୟାରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଫଳରେ ୨୧ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଶୁକ୍ରବାର…
ଆମେରିକା ସହ ଯୁଦ୍ଧ କରିବ ଉତ୍ତର କୋରିଆ
ସିଓଲ,୧୪ା୮: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନଙ୍କ ଆଦେଶ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଉତ୍ତର କୋରିଆ ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ବୋଲି କିମ୍ କହିଛନ୍ତି। କିମ୍ ଏହି ମାସରେ ଆମେରିକା ଏବଂ ଦକ୍ଷିଣ କୋରିଆ…
Archives


