ଅନ୍ତର୍ଜାତୀୟ

ଇମ୍ରାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି, ଘରକୁ ଯିବାକୁ ଅନୁମତି ଦେଲେ କୋର୍ଟ

ଇସଲାମବାଦ,୧୬।୮: ଇସଲାମାବାଦ ହାଇକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଦୁହିଁଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ମେଣ୍ଟେନାନ୍ସ ଅଫ ପବ୍ଲିକ ଅର୍ଡର ଅର୍ଡିନାନ୍ସ ଅଧୀନରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯାଇଥିଲା।…

ପିଏଲଏରେ ବଡ ପରିବର୍ତ୍ତନ: ବାୟୁସେନା ନୌସେନା ବିମାନକୁ କଲା ଅଧିଗ୍ରହଣ, ଫିଲିପାଇନ୍ସକୁ ଅଟକାଇବା ପାଇଁ ଏକଜୁଟ…

ବେଜିଂ,୧୬।୮ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ହେଉଛି ବିଶ୍ୱର ସବୁଠାରୁ ବଡ ସେନା। ସମ୍ପ୍ରତି ପିଏଲଏରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏକାଧିକ ସଶସ୍ତ୍ର ସେବା ମଧ୍ୟରେ ମିଳିତ କାର୍ଯ୍ୟ ପାଇଁ ଦକ୍ଷିଣ ଚାଇନା ସାଗରରେ…

ଲାଇଭ୍‌ ଶୋ’ରେ ଋଷ ଡ୍ରମରଙ୍କୁ ସ୍ବାଗତ କରିବାରୁ କ୍ଷମା ମାଗିଲା ଆମେରିକାର ଲୋକପ୍ରିୟ ରକ୍‌ ବ୍ୟାଣ୍ଡ

ଓ୍ବାଶିଂଟନ୍‌,୧୬।୮: ଆମେରିକାର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଲୋକପ୍ରିୟ ରକ୍‌ ବ୍ୟାଣ୍ଡ ଦି କିଲର୍ସ ସୋସିଆଲ ମିଡିଆରେ କ୍ଷମା ମାଗିଛି। ଭୂଲ ଏତିକି ଯେ, ଦି କିଲର୍ସ ବ୍ୟାଣ୍ଡ ଜର୍ଜିଆରେ ଏକ ଲାଇଭ ଶୋ ସମୟରେ ଋଷ ଡ୍ରମରମାନଙ୍କୁ ଷ୍ଟେଜ ଉପରେ…

ଅର୍ଥନୈତିକ ସମ୍ପର୍କିତ ବହୁ ତଥ୍ୟ ଲୁଚାଉଛି ଚାଇନା, ଏକ ପଞ୍ଚମାଂଶ ଯୁବବର୍ଗ ଛଟେଇ…

ବେଜିଂ,୧୬।୮ : ଚାଇନାର ଆକସ୍ମିକ ନିଷ୍ପତ୍ତି ଏହି ସପ୍ତାହରେ ବୃଦ୍ଧି ପାଉଥିବା ଯୁବ ବେରୋଜଗାରୀ ହାର ଉପରେ ତଥ୍ୟ ପ୍ରକାଶକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ସୂଚନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ମାସରେ ୨୧.୩ ପ୍ରତିଶତ ରେକର୍ଡ…

ରୁଷିଆକୁ ଡ୍ରୋନ ନ ଦେବାକୁ ଇରାନକୁ ମନା କଲା ଆମେରିକା…

ଓ୍ବାଶିଂଟନ,୧୬।୮ : ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି। ବୁଧବାର…

ଇମ୍ରାନଙ୍କ ଜାମିନ ଖାରଜ କଲେ କୋର୍ଟ

ଇସଲାମବାଦ,୧୬।୮: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି। ଜିଲା ଓ ଅଧିବେଶନ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଖାରଜ କରିଦେଇଛନ୍ତି। ଜଜ ମହମ୍ମଦ ସୋହେଲ ଶୁଣାଣି କରି କହିଛନ୍ତି ଯେ, ଗତ ବର୍ଷ ସଂସଦୀୟ ଭୋଟ ମାଧ୍ୟମରେ…

ଚାଇନାର ପ୍ରଜନନ ହାର ସର୍ବନିମ୍ନ ରେକର୍ଡ ସ୍ତରରେ…

ବେଜିଂ,୧୬।୮ : ୨୦୨୨ ମସିହାରେ ଚାଇନାର ପ୍ରଜନନ ହାର ସର୍ବନିମ୍ସ ସ୍ତରକୁ ଖସି ଆସିଛି। ଏହା ରେକର୍ଡସ୍ତର ୧.୦୯ ପ୍ରତିଶତକୁ ଖସି ଆସିଥିବା ଆକଳନ କରାଯାଉଛି। ଏହା ସହିତ ୧୦୦ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଚାଇନାର ପ୍ରଜନନ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଇସଲାମବାଦ,୧୬।୮: ଆର୍ଥିକ ସଙ୍କଟରେ ଯୁଝୁଥିବା ପଡୋଶୀ ଦେଶ ପାକିସ୍ତାନରେ ଅତ୍ୟାବଶକୀୟ ଦରଦାମ ଆକାଶଛୁଆଁ ହୋଇଛି। ସେହିପରି ଅଧ ରାତିରେ ଦରବୃଦ୍ଧି ବୋମା ବିସ୍ଫୋରଣ ଭଳି ବିସ୍ଫୋଟ ହୋଇଛି। ପାକିସ୍ତାନ ସରକାର ହଠାତ୍‌ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଆହୁରି ୧୮ ଟଙ୍କା…

ମାଉଇ ଜଙ୍ଗଲରେ ନିଆଁ: ୧୦୧ ମୃତ

ଓ୍ବାଶିଂଟନ୍‌,୧୬।୮: ଆମେରିକାରେ ୧୦୦ବର୍ଷ ମଧ୍ୟରେ ସବୁଠାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହାୱାଇର ମାଉଇ ଦ୍ୱୀପରେ ଜଙ୍ଗଲରେ ନିଆଁ ଲାଗି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ନିଆଁରେ ଏପର୍ଯ୍ୟନ୍ତ ୧୦୧ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି…

ବହୁପକ୍ଷୀୟ ବ୍ୟବସ୍ଥା ବଜାୟ ପାଇଁ ଭାରତ ଗ୍ରହଣ କରିଛି ପ୍ରମୁଖ ଭୂମିକା: କାମ୍ବୋଜ …

ଜେନେଭା,୧୬।୮ : ଭାରତର ୭୭ ତମ ସ୍ବାଧୀନତା ଦିବସ ଅବସରରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତର ସ୍ଥାୟୀ ଉତ୍ତରାଧିକାରୀଙ୍କୁ ଆଗେଇ ନେବାରେ ବିଶ୍ୱ ସଂଗଠନକୁ ଆମନ୍ତ୍ରଣ କରିଛନ୍ତି। କାମ୍ବୋଜ ଭାରତର…

ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କଲା ରୁଷିଆ: ୩ ମୃତ, ବହୁ ଆହତ…

କିଭ,୧୬।୮ : ରୁଷିଆ ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳ ଏବଂ ପୋଲାଣ୍ଡ ସୀମା ନିକଟରେ ଭୋଲିନ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଲୁଟସ୍କର ସ୍ବଡେନ ଏସକେଏଫ କାରଖାନାର ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ…

ଲିବିୟାରେ ରକ୍ତାକ୍ତ ସଂଘର୍ଷ: ୨୭ ମୃତ, ୧୦୦ରୁ ଅଧିକ ଆହତ…

ତ୍ରିପୋଲି,୧୬।୮ : ଲିବିୟାରେ ପ୍ରତିଦ୍ୱନ୍ଦ୍ୱୀ ମିଲିସିଆ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ଲିବିୟାର ରାଜଧାନୀ ତ୍ରିପୋଲରେ ଏହି ସଂଘର୍ଷ ଘଟିଛି। ଏଠାରେ ବାସ କରୁଥିବା ଲୋକେ ବାସିନ୍ଦାମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri