ଅନ୍ତର୍ଜାତୀୟ

ପାକିସ୍ତାନ: ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ କ୍ଷମତାକୁ ହ୍ରାସ କରିବାକୁ ଆବେଦନ ଉପରେ ବିଚାର କରିବେ ପୂର୍ଣ୍ଣ ଖଣ୍ଡପୀଠ, ୧୫ ଜଜ ସାମିଲ

ଇସଲାମାବାଦ,୧୯।୯: ପାକିସ୍ତାନର ନୂତନ ପ୍ରଧାନ ବିଚାରପତି (ସିଜେପି) କାଜି ଫାଏଜ ଇସା ସୋମବାର କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ସେ ସୁପ୍ରିମକୋର୍ଟ (ଅଭ୍ୟାସ ଏବଂ ପ୍ରକ୍ରିୟା) ଅଧିନିୟମ ୨୦୨୩ କୁ ଚ୍ୟାଲେଞ୍ଜ କରୁଥିବା ୯ଟି ଆବେଦନ ଉପରେ ଶୁଣାଣି କରିବା ପାଇଁ…

ଚାଇନାର ଡେଙ୍ଗ ଭଳି ଭାରତକୁ ଆର୍ଥିକ ମହାଶକ୍ତି ଭାବେ ପ୍ରସ୍ତୁତ କରୁଛନ୍ତି ମୋଦି, ଆମେରିକା ନିବେଶକ ତଥା ଲେଖକ ଡାଲିଓଙ୍କ ଦାବି

ଓ୍ବାଶିଂଟନ,୧୯।୯: ଆମେରିକାର ପ୍ରସିଦ୍ଧ ନିବେଶକ ତଥା ଲେଖକ ରାଇ ଡାଲିଓ କହିଛନ୍ତି ଯେ ୧୯୭୮ ରୁ ୧୯୮୯ ମଧ୍ୟରେ ଚାଇନାରେ ଅର୍ଥନୈତିକ ବିପ୍ଳବ ସୃଷ୍ଟି କରି ଚାଇନା ଏକ ଶିଳ୍ପ ଅର୍ଥନୀତିରେ ପରିଣତ କରିବା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ…

ମଣିପୁରରେ ଏକତା ପାଇଁ ଆମେରିକାରେ ରାଲି

ଓ୍ବାଶିଂଟନ,୧୯।୯: ମଣିପୁରରେ ଦୀର୍ଘ ୪ମାସରୁ ଊର୍ଦ୍ଧ୍ୱ ସମୟ ହେଲା ହିଂସା ଜାରି ରହିଛି। ଏଭଳି ସ୍ଥିତିରେ ରାଜ୍ୟରେ ଏକତା ଆଣିବା ପାଇଁ ଆମେରିକାରେ ରାଲି ଅନୁଷ୍ଠିତ ହୋଇଛି। ସେଠାରେ ରହୁଥିବା ଜୋ ସମ୍ପ୍ରଦାୟ ଭାରତୀୟ ଦୂତାବାସ ଆଗରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି।…

ଖଲିସ୍ତାନୀ ନେତାଙ୍କୁ ହତ୍ୟା ମାମଲାରେ ଥାଇପାରେ ଭାରତର ହାତ: କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୯।୯: କାନାଡା ଏବଂ ଭାରତ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି। କାନାଡା ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଏହି ବହିଷ୍କାର ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାର ହତ୍ୟା ମାମଲାର ତଦନ୍ତ ସହ ଜଡିତ ରହିଛି। କାନାଡା ସରକାର…

ତାଇଓ୍ବାନ୍‌କୁ ୧୦୩ ଯୁଦ୍ଧ ବିମାନ ପଠାଇଲା ଚାଇନା

ତାଇପେଇ,୧୯ା୯: ଚାଇନା ସୈନ୍ୟବାହିନୀ ୨୪ ଘଣ୍ଟା ମଧ୍ୟରେ ତାଇଓ୍ବାନ୍‌କୁ ୧୦୩ ଯୁଦ୍ଧବିମାନ ପଠାଇ ଭୟର ବାତାବରଣ ସୃଷ୍ଟି କରିଥିବା ତାଇପେଇ ପକ୍ଷରୁ କୁହାଯାଇଛି। ରବିବାର ସକାଳ ୬ରୁ ସୋମବାର ସକାଳ ୬ ମଧ୍ୟରେ ଏହି ବିମାନଗୁଡ଼ିକୁ ଦେଖିବାକୁ ମିଳିଥିଲା ବୋଲି ତାଇଓ୍ବାନ…

ପ୍ରଥମ ମିସ୍‌ ୟୁନିଭର୍ସ ପାକିସ୍ତାନ ହେଲେ ଏରିକା ରବିନ, ଉପଲବ୍ଧିକୁ ନେଇ ଉତ୍ସବ ବଦଳରେ କରାଯାଉଛି ସମାଲୋଚନା

ଇସଲାମାବାଦ,୧୮।୯: ପାକିସ୍ତାନର କରାଚିରେ ରହୁଥିବା ଏରିକା ରବିନ ‘ମିସ୍‌ ୟୁନିଭର୍ସ ପାକିସ୍ତାନ ୨୦୨୩’ର ଟାଇଟଲ ଜିତିଛନ୍ତି । ସେ ଏହି ଟାଇଟଲ ଜିତିଥିବା ଦେଶର ପ୍ରଥମ ମହିଳା ହୋଇପାରିଛନ୍ତି। ତେବେ ଏରିକାଙ୍କ ବିଜୟକୁ ନେଇ ଘରେ ଉତ୍ସବ ନୁହେଁ, ବରଂ ଝିଅଙ୍କୁ…

ଆମେରିକା ନୈସେନାର ଯୁଦ୍ଧ ବିମାନ ନିଖୋଜ, ସାଧାରଣ ଜନତାଙ୍କୁ ଏହି ନିବେଦନ କଲେ ସେନା ଅଧିକାରୀ

ଓ୍ବାଶିଂଟନ୍‌,୧୮।୯: ଆମେରିକା ନୈସେନାର ଯୁଦ୍ଧ ବିମାନ ଏଫ୍‌-୩୫ ଦୁର୍ଘଟଣା ପରେ ନିଖୋଜ ହୋଇଯାଇଛି। ଏହା ପରେ ଆମେରିକାର ସାମରିକ ଅଧିକାରୀମାନେ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଏହି ନିଖୋଜ ଯୁଦ୍ଧ ବିମାନ ଖୋଜିବାରେ ସାହାଯ୍ୟ ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି।…

ଇମ୍ରାନ୍‌ଙ୍କ ଜାମିନ ଆବେଦନ ଉପରେ ଏଫ୍‌ଆଇଏକୁ ହାଇକୋର୍ଟଙ୍କ ନୋଟିସ, ଜବାବ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ,୧୮।୯: ଇସଲାମାବାଦ ହାଇକୋର୍ଟ ସୋମବାର ପାକିସ୍ତାନର ଶୀର୍ଷ ଅନୁସନ୍ଧାନକାରୀ ସଂସ୍ଥାକୁ ନୋଟିସ ଜାରି କରି ଗିରଫ ହୋଇ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଜାମିନ ଆବେଦନ ଉପରେ ଜବାବ ମାଗିଛନ୍ତି। ଇମ୍ରାନ୍‌ ଶନିବାର ତାଙ୍କ ଓକିଲ ସଲମାନ ସଫଦରଙ୍କ…

କିଛି ପୋଷାକ ଉପରେ ପ୍ରତିବନ୍ଧକ ଲଗାଇପାରେ ଚାଇନା

ବେଜିଂ,୧୮।୯: ଚାଇନା ଏକ ଅଜବ ନିୟମ ଆଣିବାକୁ ଯାଉଛି। ବାସ୍ତବରେ ଦେଶର ଭାବନାକୁ ଆଘାତ ପହଞ୍ଚାଉଥିବା ପୋଷାକ ଖୁବ୍‌ଶୀଘ୍ର ଚାଇନାରେ ବେଆଇନ ଘୋଷିତ ହୋଇପାରେ। ଏହା ଅଧୀନରେ, ଆଘାତ ପହଞ୍ଚାଉଥିବା ଲୋକଙ୍କୁ ଜେଲ କିମ୍ବା ଜରିମାନା କରାଯିବ। ରିପୋର୍ଟ ଅନୁଯାୟୀ, ଦେଶର…

ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀଙ୍କ ବଡ଼ ବୟାନ

ଓ୍ବାଶିଂଟନ,୧୮।୯: ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇ କ୍ଷମତାକୁ ଆସିଲେ ଏଚ୍‌-୧ବି ଭିଜା ବ୍ୟବସ୍ଥାର ଅନ୍ତ ଘଟାଇବେ ବୋଲି କହିଛନ୍ତି। ଏହି ଲଟେରିଭିତ୍ତିକ ବ୍ୟବସ୍ଥା ସ୍ଥାନରେ ସେ ଗୁଣାତ୍ମକ…

ବକିଂହାମ ଫ୍ୟାଲେସ କାନ୍ଥରେ ଚଢ଼ି ଜଣେ ଗିରଫ

ଲଣ୍ଡନ,୧୮ା୯: ଲଣ୍ଡନର ବକିଂହାମ ପ୍ୟାଲେସ ନିକଟରେ ଥିବା ରୟାଲ ମିଉଜ ଉପରକୁ ଚଢ଼ିବା ଅଭିଯୋଗରେ ଗିରଫ ହେବା ପରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ପୋଲିସ କହିଛି। ବକିଂହାମ ପ୍ୟାଲେସ ବଗିଚାକୁ ଯାଇଥିବା ରୟାଲ ମିୟୁଜ ଭିତରକୁ ଯିବା…

ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟିରେ ଛୁରାମାଡ଼, ୩ ଆହତ

କାନ୍‌ବେରା,୧୮ା୯: ଅଷ୍ଟ୍ରେଲୀୟ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଛୁରାମାଡ଼ ହୋଇଛି। ଫଳରେ ୩ ଜଣ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି। କାନ୍‌ବେରାର ଅଷ୍ଟ୍ରେଲିଆ ନ୍ୟାଶନାଲ ୟୁନିଭର୍ସିଟିରେ ଘଟିଥିବା ଏହି ଆକ୍ରମଣରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଥିଲା। ଏଥିରେ ଅନ୍ୟ ଦୁଇଜଣ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri