ପୁଣି ବଢିଲା ଟ୍ରମ୍ଫଙ୍କ ଅଡୁଆ, ଜର୍ଜିଆରେ ୨୦୨୦ ନିର୍ବାଚନରେ ହସ୍ତକ୍ଷେପକୁ ନେଇ ମାମଲା ଦାୟର, ୧୮ ସହଯୋଗୀ ବି ସାମିଲ
ଓ୍ବାଶିଂଟନ,୧୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ତାଙ୍କର ୧୮ ଜଣ ସହଯୋଗୀଙ୍କୁ ସୋମବାର ଜର୍ଜିଆରେ ଦୋଷୀ ସାବ୍ୟସ୍ତ କରାଯାଇଛି। ରାଜ୍ୟରେ ୨୦୨୦ ନିର୍ବାଚନରେ ତାଙ୍କ ପରାଜୟକୁ ବେଆଇନ ଭାବେ ପ୍ରତ୍ୟାହାର କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ପୂର୍ବତନ…
ଅଷ୍ଟ୍ରେଲିଆରୁ ମାଲେସିଆ ଯାଉଥିବା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ
କାନବେରା,୧୫।୮: ଅଷ୍ଟ୍ରେଲିଆରୁ ମାଲେସିଆ ଯାଉଥିବା ବିମାନ ପୁଣିଥରେ ସିଡନୀ ଫେରି ଆସିଛି। ଏହାର କାରଣ ହେଉଛି ଜଣେ ଯାତ୍ରୀ ବିମାନଟିକୁ ବୋମାରେ ଉଡାଇ ଦେବାକୁ ଧମକ ଦେବାରୁ ଏଭଳି ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ପୋଲିନ ୪୫ ବର୍ଷିୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା…
ଆମେରିକାରେ ବିଶ୍ୱ ଧର୍ମ ସଂସଦର ଆୟୋଜନ, ଭାରତର ଜୈନ ସନ୍ଥ ଆଚାର୍ଯ୍ୟ ଲୋକେଶ ମୁନି ସମାରୋହକୁ କଲେ ସମ୍ବୋଧନ
ଓ୍ବାଶିଂଟନ୍,୧୫।୮: ଆମେରିକାରେ ବିଶ୍ୱ ଧର୍ମ ସଂସଦର ଆୟୋଜନ କରାଯାଉଛି, ଯେଉଁଥିରେ ୮୦ରୁ ଅଧିକ ଦେଶରୁ ୧୦,୦୦୦ରୁ ଅଧିକ ଧାର୍ମିକ ନେତା ଅଂଶଗ୍ରହଣ କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ। ଏଥି ସହିତ, ଭାରତର ଜୈନ ସନ୍ଥ ଆଚାର୍ଯ୍ୟ ଲୋକେଶ…
୭୭ ତମ ସ୍ବାଧିନତା ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲା ଆମେରିକା
ଓ୍ବାଶିଂଟନ,୧୫।୮: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସମସ୍ତ ଭାରତୀୟଙ୍କୁ ୭୭ତମ ସ୍ବାଧିନତା ଦିବସ ଅଭସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଖୋଲା, ସମୃଦ୍ଧ, ନିରାପଦ, ସ୍ଥିର ଏବଂ ସ୍ଥାୟୀ ବିଶ୍ୱ ପାଇଁ ଉଭୟ ଦେଶ ମିଳିତ ଭାବରେ କାର୍ଯ୍ୟ…
ଆଫଗାନିସ୍ତାନରେ ତାଲିବାନ ସରକାରକୁ ପୂରଣ ହେଲା ଦୁଇ ବର୍ଷ
କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ସରକାରକୁ ୨ ବର୍ଷ ପୂରଣ ହୋଇଛି। ୧୫ ଅଗଷ୍ଟ, ୨୦୨୧ରେ ତାଲିବାନ କାବୁଲ ଉପରେ କବଜା କରି ନିଜର ସରକାର ଗଠନ କରିଥିବା ଘୋଷଣା କରିଥିଲା। ଆଫଗାନିସ୍ତାନ ଇତିହାସରେ ଏହି ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ, ଦୁଇ…
ରୁଷିଆ କାର ସର୍ଭିସ ଷ୍ଟେଶନରେ ବିସ୍ଫୋରଣ ୧୨ ମୃତ, ୬୬ରୁ ଅଧିକ ଆହତ
ମସ୍କୋ,୧୫।୮: ଦକ୍ଷିଣ ରୁଷିଆର ମଖାଚକାଲା ସହରର ଏକ କାର ସର୍ଭିସ ଷ୍ଟେସନରେ ବିସ୍ଫୋରଣରେ ଅତି କମରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୬ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ସମାଚାର ଏଜେନ୍ସି ଆରଆଇଏ ସ୍ଥାନୀୟ ମେୟର କାର୍ଯ୍ୟାଳୟର ସୂଚନାରୁ ଏହି ଖବର…
ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ: ୧୨ ମୃତ, ୬୦ରୁ ଅଧିକ ଆହତ
ମସ୍କୋ,୧୫।୮: ରୁଷିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଗ୍ୟାସ ଷ୍ଟେଶନରେ ଅଗ୍ନିକାଣ୍ଡ ଯୋଗୁ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ…
ପାକ୍ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କକର
ଇସ୍ଲାମାବାଦ,୧୫ା୮: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଅନଓ୍ବାରୁଲ ହକ୍ କକର ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଆର୍ଥତ୍କ ସଙ୍କଟରେ ଥିବା ପାକିସ୍ତାନର ନେତୃତ୍ୱ ନେବା ସହ ପରବର୍ତ୍ତୀ ସାଧାରଣ ନିର୍ବାଚନ ପରିଚାଳନା କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ନିରାଡ଼ମ୍ବର…
ଆଫଗାନିସ୍ତାନର ହୋଟେଲରେ ବିସ୍ଫୋରଣ: ୩ ମୃତ, ୭ ଆହତ
କାବୁଲ,୧୪।୮: ସୋମବାର ଆଫଗାନିସ୍ତାନର ଖୋସ୍ତ ପ୍ରଦେଶର ଏକ ହୋଟେଲରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ ୭ ଜଣ ଆହତ ହୋଇଛନ୍ତି। କେତେକ ଆହତଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି, ଯେଉଁଥିରେ ମୃତ୍ୟୁ…
ଭାରତକୁ ଏସ୍-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମକୁ ଶୀଘ୍ର ପଠାଇବ ରୁଷିଆ, ୟୁକ୍ରେନ ଯୁଦ୍ଧ କାରଣରୁ ବିଳମ୍ବ ହେବା ନେଇ ଥିଲା ଆଶଙ୍କା
ମସ୍କୋ,୧୪।୮: ରୁଷିଆ ସୋମବାର ଦିନ କହିଛି ଯେ, ସେ ଭାରତକୁ ନିର୍ଦ୍ଧାରିତ ସମୟାନୁସାରେ ଏସ୍-୪୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଯୋଗାଇଦେବ। ୟୁକ୍ରେନ ଯୁଦ୍ଧ କାରଣରୁ ଯୋଗାଣରେ ବିଳମ୍ବ ହୋଇପାରେ ବୋଲି ଭାରତୀୟ ଅଧିକାରୀମାନେ ଆଶଙ୍କା ପ୍ରକାଶ କରିବା ପରେ ରୁଷିଆର ଅଧିକାରୀଙ୍କଠାରୁ ଏହି…
ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଅନୱର-ଉଲ-ହକ
ଇସଲାମାବାଦ,୧୪।୮: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ସିନେଟର ଅନୱର-ଉଲ-ହକ କକରଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଏଭଳି ପରିସ୍ଥିତିରେ ସେ ସୋମବାର ପାକିସ୍ତାନର ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।…
୧୦୦ ବର୍ଷ ମଧ୍ୟରେ ଆମେରିକାରେ ସବୁଠୁ ଭୟାବହ ଅଗ୍ନିକାଣ୍ଡ
ଲାହାଇନା,୧୪ା୮: ଆମେରିକାର ମାଉଇ ସହରକୁ ଜଙ୍ଗଲ ନିଆଁ ବ୍ୟାପି ମୃତ୍ୟୁସଂଖ୍ୟା ୯୩କୁ ବୃଦ୍ଧି ହୋଇଛି। ଅନ୍ୟପକ୍ଷେ ମୃତକଙ୍କୁ ଚିହ୍ନଟ ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୦୦ ବର୍ଷ ମଧ୍ୟରେ ଏହା ଆମେରିକାରେ ସବୁଠୁ ଭୟାବହ ଅଗ୍ନିକାଣ୍ଡ ବୋଲି କୁହାଯାଉଛି। କାଭାଡର ସନ୍ଧାନୀ…
Archives


