ଉଡାଣ ପୁର୍ବରୁ କାଠମାଣ୍ଡୁ-ଦିଲ୍ଲୀ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି
କାଠମାଣ୍ଡୁ,୧୬।୮: ଏୟାର ଇଣ୍ଡିଆର କାଠମାଣ୍ଡୁ-ଦିଲ୍ଲୀ ବିମାନ ମଙ୍ଗଳବାର କାଠମାଣ୍ଡୁ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖପାତ୍ର ସୁବାସ ଝା କହିଛନ୍ତି ଯେ, ଉଡାଣ ଭରିବାକୁ ଥିବା ବିମାନର ଲ୍ୟାଡିଙ୍ଗ୍ ଗିଅରରେ…
ଜାତିସଂଘରେ ଆଫଗାନିସ୍ତାନ ମହିଳାଙ୍କ ପକ୍ଷରୁ ଶିକ୍ଷା ଅଧିକାର ଦାବି…
କାବୁଲ,୧୬।୮ : ଦୁଇ ବର୍ଷ ପୂର୍ବେ ତାଲିବାନ ସରକାର କ୍ଷମତାକୁ ଫେରିବା ପରେ ୧.୧ ମିଲିୟନରୁ ଅଧିକ ବାଳିକା ଓ ମହିଳାଙ୍କୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାକୁ ବାରଣ କରାଯାଇଛି। ଏନେଇ ଇଞ୍ଜିନିୟରିଂ ଛାତ୍ରୀ ସୋମାୟା ଫାରୁକି ଦୁଇ ବର୍ଷ…
ଆମେରିକୀୟ ସେନା ମଧ୍ୟରେ ଜାତିଗତ ଭେଦଭାବ: ଉତ୍ତର କୋରିଆର ଦାବି…
ପ୍ୟୋଙ୍ଗୟାଙ୍ଗ,୧୬।୮: ଜଣେ ଆମେରିକୀୟ ସୈନିକ ଉତ୍ତର କୋରିଆରେ ପ୍ରବେଶ କରିବା ମାମଲାରେ ଉତ୍ତର କୋରିଆ ଅନେକ ଦାବି କରିଛି। ପ୍ୟୋଙ୍ଗୟାଙ୍ଗ ବୁଧବାର ଦାବି କରିଛି ଆମେରିକାର ସୈନ୍ୟବାହିନୀ ମଧ୍ୟରେ ଅମାନୁଷିକ ଅସଦାଚରଣ ଏବଂ ଜାତିଗତ ଭେଦଭାବ ଯୋଗୁ ଏହି ସୈନିକ ଜଣକ…
ସ୍ତ୍ରୀଙ୍କୁ ଗୁଳି କରିବା ପରେ ସହକର୍ମୀଙ୍କୁ ମେସେଜ୍ ପଠାଇଲେ ବିଚାରପତି
ଓ୍ବାଶିଂଟନ୍,୧୬।୮: ଆମେରିକାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ରକ୍ତପାତରେ ପହଞ୍ଚିଛି। ବାସ୍ତବରେ, ଜେଫ୍ରି ଫର୍ଗ୍ୟୁଶନ ଏବଂ ତାଙ୍କ ସ୍ତ୍ରୀ ଶେରିଲ ଖାନେକୁ ବାହାରକୁ ଯାଇଥିଲେ, ସେହି ସମୟରେ ହଠାତ୍ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଘରକୁ ଆସିବା ପରେ…
ଯେଉଁ ଜଙ୍ଗଲରେ ନିଆଁ ଲାଗି ଯାଇଛି ୯୯ ଜଣଙ୍କର ଜୀବନ, ସେହି ସ୍ଥାନର ନାମ ଭୁଲିଗଲେ ବାଇଡେନ
ଓ୍ବାଶିଂଟନ୍,୧୬।୮: ଖବରଦାତାଙ୍କ ପ୍ରଶ୍ନ ଏବଂ ପ୍ରେସ କନଫରେନ୍ସ ସମୟରେ ଦେଇଥିବା ଜବାବ କାରଣରୁ ବିରୋଧୀଦଳର ଟାର୍ଗେଟରେ ରହିଆସୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହାର କାରଣ ହେଉଛି ଆମେରିକାର ହୱାଇର ମାଉଇସ୍ଥିତ ଜଙ୍ଗଲରେ ନିଆଁ ଲାଗିବା…
ବିମାନରେ ବୋମା ଥିବା ନେଇ କହିବା ପଡିଲା ମହଙ୍ଗା, ଗିରଫ ହେଲେ ପାକିସ୍ତାନୀ ମୂଳ ବ୍ୟକ୍ତି
କାନବେରା,୧୬।୮: ଅଷ୍ଟ୍ରେଲିଆରେ ଜଣେ ପାକିସ୍ତାନୀ ମୂଳ ବ୍ୟକ୍ତି ମାଲେସିଆ ଏୟାରଲାଇନ୍ସର ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ବ୍ୟାଗରେ ବୋମା ଥିବା ନେଇ କହିବା ମହଙ୍ଗା ପଡିଛି। ସୋମବାର ବିମାନରେ ବୋମା ଗୁଜବ ପ୍ରଚାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।…
ମସ୍କଙ୍କୁ ପୁଣି ଚ୍ୟାଲେଞ୍ଜ ଦେଲେ ଜୁକରବର୍ଗ
କାଲିଫର୍ନିଆ,୧୬।୮: ବୈଷୟିକ ଜଗତର ଦୁଇ ପ୍ରତିଷ୍ଠତା ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପୁଣିଥରେ ଲଢେଇ ଆରମ୍ଭ ହୋଇଛି। ଯେଉଁଥିରେ, ‘X’ର ମାଲିକ ଜୁକରବର୍ଗଙ୍କ ଉପରେ ଚ୍ୟାଲେଞ୍ଜ ସ୍ବୀକାର କରୁନଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ମେଟାର ମାଲିକ ମସ୍କଙ୍କୁ…
ମ୍ୟାନମାରର ଜେଡ ଖାଦାନରେ ଭୂସ୍ଖଳନ: ୨୫ ମୃତ, ୧୪ ନିଖୋଜ
ନାପିଦ୍ୱ,୧୬।୮: ମ୍ୟାନମାର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ଜେଡ ଖାଦାନରେ ଭୂସ୍ଖଳନ ଘଟି ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ମଙ୍ଗଳବାର…
ଜାପାନରେ ଟାଇଫୁନ ଲାନ ତାଣ୍ଡବ: ୯୦୦ରୁ ଅଧିକ ଉଡ଼ାଣ ବାତିଲ…
ଟୋକିଓ,୧୫।୮ : ଶକ୍ତିଶାଳୀ ଟାଇଫୁନ ଲାନ ଜାପାନରେ ତାଣ୍ଡବ ରଚିଛି। ଟାଇଫୁନ ଯୋଗୁଁ ଜାପାନରେ ପ୍ରାୟ ୯୦୦ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ଏହା ବ୍ୟତୀତ ୨ ଲକ୍ଷ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।…
ଆମେରିକୀୟ ସୈନିକଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମହିଳା: ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ…
ଓ୍ବାଶିଂଟନ,୧୫।୮ : ଜଣେ ସୈନିକଙ୍କ ମୃତଦେହ ଲୁଚାଇବାରେ ସାହାଯ୍ୟ କରିଥିବାରୁ ଆମେରିକାରେ ଜଣେ ମହିଳା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ମହିଳାଙ୍କୁ ୩୦ ବର୍ଷ ଦଣ୍ଡିତ କରାଯାଇଛି। ୨୦୨୦ରେ, ଟେକ୍ସାସରେ ରହୁଥିବା ଜଣେ ମହିଳା ସୈନିକଙ୍କ ମୃତଦେହକୁ…
ଚାଇନା ବିକଶିତ କଲା ନୂଆ ଲେଜର ଅସ୍ତ୍ର: ବାୟୁରେ ଟାର୍ଗେଟ କରିବାକୁ ସକ୍ଷମ…
ବେଜିଂ,୧୫।୮ : ଚାଇନା ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି ମର୍ମରେ ଚାଇନା ଏକ ଲେଜର ଅସ୍ତ୍ର ବିକଶିତ କରିଛି। ଚାଇନାର ସାମରିକ ବୈଜ୍ଞାନିକମାନେ ଏକ ନୂତନ କୁଲିଂ ସିଷ୍ଟମ ବିକଶିତ କରିଥିବା ଦାବି କରିଛନ୍ତି ଯାହା ଉଚ୍ଚ…
ଚାଇନାରେ ସ୍କୁଲ ପାଠ୍ୟକ୍ରମକୁ ନେଇ ସୋସିଆଲ ମିଡିଆରେ ବିତର୍କ: ଉତ୍ତେଜକ ପୋଷାକ ଯୋଗୁ ବଢୁଛି ଯୌନ ଉତ୍ପୀଡନ …
ବେଜିଂ,୧୫।୮ : ଚାଇନାରେ ଏକ ସ୍କୁଲ ପାଠ୍ୟକ୍ରମକୁ ନେଇ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ପାଠ୍ୟକ୍ରମରେ ଯୌନ ଉତ୍ପୀଡ଼ନ ବିଷୟରେ କୁହାଯାଇଛି । ଝିଅମାନେ ଉତ୍ତେଜକ ପୋଷାକ ପିନ୍ଧିବା ଯୋଗୁ ଯୌନ ଉତ୍ପୀଡନ ବୃଦ୍ଧି ପାଉଥିବା ଏଥିରେ ଦର୍ଶାଯାଇଛି।…
Archives


