ଅନ୍ତର୍ଜାତୀୟ

ଇସ୍ରାଏଲକୁ ମିଳିଲା ଭାରତ-ଆମେରିକାର ସହଯୋଗ

ଜେରୁଜେଲମ,୮।୧୦: ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସର ଯୁଦ୍ଧବିମାନ ଶନିବାର ସକାଳେ ହଠାତ୍‌ ମଧ୍ୟ ପୂର୍ବ ଦେଶ ଇସ୍ରାଏଲ ଉପରେ ଜଳ, ସ୍ଥଳ ଏବଂ ଆକାଶରୁ ଆକ୍ରମଣ କରିଥିଲା, ଏହି କାରଣରୁ ଇସ୍ରାଏଲ ବହୁ କ୍ଷତି ସହିଥିଲା। ଏହି ଆକସ୍ମିକ ଆକ୍ରମଣ ହେତୁ…

ହମାସ ଆକ୍ରମଣ ପରେ ଇସ୍ରାଏଲ ଶେୟାର ବଜାର ମାନ୍ଦା…

ତେଲ ଅଭିବ,୮।୧୦ : ଗାଜାରେ ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ ଉପରେ ଅପ୍ରତ୍ୟାଶିତ ଆକ୍ରମଣ ପରେ ତେଲ ଅଭିବ ଷ୍ଟକ ଏକ୍ସଚେଞ୍ଜରେ ବହୁତ ହ୍ରାସ ଘଟିଛି। ଆଗାମୀ ସମୟ ନିବେଶକମାନଙ୍କ ପାଇଁ ଅନିଶ୍ଚିତତା ଆଣିବ ବୋଲି କୁହାଯାଉଛି। ଇସ୍ରାଏଲ ଗଣମାଧ୍ୟମ…

ଇସ୍ରାଏଲର ଦାବି- ଗାଜାରେ ବଢ଼ୁଛି ଏୟାରଷ୍ଟ୍ରାଇକ୍‌, ହମାସର ୪୦୦ରୁ ଅଧିକ ଆତଙ୍କବାଦୀ ମୃତ

ଜେରୁଜେଲମ,୮।୧୦: ହମାସ୍‌ର ଆକ୍ରମଣ ପରେ ଇସ୍ରାଏଲ୍‌ ପକ୍ଷରୁ ଯୁଦ୍ଧ ଆରମ୍ଭ ହୋଇଛି। ଗାଜା ଷ୍ଟ୍ରିପ୍‌ରେ ହମାସ ବିଦ୍ରୋହୀଙ୍କ ଭିତ୍ତିଭୂମି ଭାଙ୍ଗିବାକୁ ଏୟାର ଷ୍ଟ୍ରାଇକ୍‌ ହେଉଛି। ଏଯାବତ ଇସ୍ରାଏଲ ସେନା ୫୦୦ରୁ ଅଧିକ ଆକ୍ରମଣ କରି ୪୦୦ରୁ ଅଧିକ ହମାସ ଯୋଦ୍ଧାଙ୍କୁ ହତ୍ୟା…

ଇସ୍ରାଏଲ ଉପରେ ଆକ୍ରମଣ ପରେ ଲଣ୍ଡନରେ ଉତ୍ସବ ପାଳନ

ଜେରୁଜେଲମ୍‌,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ କରିବା ପରେ ଲଣ୍ଡନରେ ଉତ୍ସବ ପାଳନ କରାଯାଇଛି। ଖବର ପାଇ ପୋଲିସ ଏଠାରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଇସ୍ରାଏଲରେ ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏସ୍‌ଏମ୍‌ଏସ୍‌ ଏବଂ ଫଟୋ…

ଇସ୍ରାଏଲରେ ପବ୍‌ଜୀ ଶୈଳୀରେ ଆକ୍ରମଣ; ଭିଡିଓ ଗେମ୍‌ ଭଳି ସୀମା ଡେଇଁ ଅନୁପ୍ରବେଶ କରିଥିଲେ ହମାସ ବିଦ୍ରୋହୀ; ଦେଖନ୍ତୁ ଭିଡିଓ

ଜେରୁଜେଲମ,୮।୧୦: ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରି ଯୁଦ୍ଧ ଘୋଷଣା କରିଛି ହମାସ। ବିଦ୍ରୋହୀମାନେ ଇସ୍ରାଏଲ ସୀମାରେ ଲାଗିଥିବା ତାରକୁ ନଷ୍ଟ କରି ଦେଶରେ ପଶି ଆତଙ୍କ ଖେଳାଇଥିଲେ। ଏହାର ଏକ ଭିଡିଓ ହମାସ ପକ୍ଷରୁ ଜାରି କରାଯାଇଛି। ଉକ୍ତ ଭିଡିଓରେ…

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲା ଶ୍ରୀଲଙ୍କା

କଲମ୍ବୋ,୮।୧୦: ହମାସ ଦ୍ୱାରା ଶନିବାର ଅର୍ଥାତ୍‌ ଅକ୍ଟୋବର ୭ରେ ଇସ୍ରାଏଲ ବିରୁଦ୍ଧରେ ବ୍ୟାପକ ଆକ୍ରମଣ କରାଯାଇଛି। ରବିବାର ଶ୍ରୀଲଙ୍କା ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ହିଂସାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି…

ଇସ୍ରାଏଲ ଗଣମାଧ୍ୟମ ଉପରେ ସାଇବର ଆଟାକ୍‌

ଜେରୁଜେଲମ୍‌,୮ା୧୦: ଇସ୍ରାଏଲର ଦୈନିକ ଖବରକାଗଜ ‘ଇସ୍ରାଏଲୀ ଡେଲି ଜେରୁଜେଲମ୍‌ ପୋଷ୍ଟ’ ଉପରେ ଏକାଧିକ ସାଇବର ଆଟାକ୍‌ ହୋଇଛି। ରବିବାର ସକାଳେ ସାଇବର ଆଟାକ୍‌ ଦ୍ୱାରା ଜେରୁଜେଲମ ପୋଷ୍ଟକୁ ଟାର୍ଗେଟ କରାଯାଇଛି। ଆକ୍ରମଣକାରୀମାନେ ଏହି ଖବରକାଗଜ ସାଇଟ୍‌କୁ ହ୍ୟାକ୍‌ କରିଦେଇଛନ୍ତି। ଅନ୍ୟପକ୍ଷରେ ଦୈନିକ…

ହମାସ ଆକ୍ରମଣ ପାଇଁ ଆମେରିକା ଦାୟୀ, ଇରାନକୁ ମିଳିଥିବା ୬ ବିଲିୟନ ପାଣ୍ଠି ନେଇ ଉଠିଲା ପ୍ରଶ୍ନ…

ଓ୍ବାଶିଂଟନ,୮।୧୦ : ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା କରାଯାଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ବହୁ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ, ୟୁରୋପ ଏବଂ ଆମେରିକା ସମେତ ଅନେକ ଦେଶ ମଧ୍ୟ ଇସ୍ରାଏଲ ସହିତ…

ମହିଳାଙ୍କ ଉଲଗ୍ନ ମୃତଦେହ ଧରି ପରେଡ କଲା ହମାସ୍‌, ମୃତଦେହ ଫେରାଇବାକୁ ନିବେଦନ କଲେ ମା’

ତେଲ ଅଭିଭ,୮।୧୦: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍‌ ମଧ୍ୟରେ ଘମାଘୋଟ ଲଡେଇ ଲାଗି ରହିଛି। ଯୁଦ୍ଧକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣର ଭାଇରାଲ ହେଉଥିବା ଭିଡିଓଗୁଡିକ ବିସ୍ମୟଜନକ ଓ ଲୋମଟାଙ୍କୁରା। ଗୋଟିଏ ଭିଡିଓରେ ଦେଖାଯାଉଛି…

ମୃତ୍ୟୁର ୧୨୮ବର୍ଷ ପରେ ଚୋରଙ୍କର ଅନ୍ତିମ ସଂସ୍କାର

ଓ୍ବାଶିଂଟନ୍‌,୮।୧୦: ଆମେରିକାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶରେ ୧୨୮ ବର୍ଷ ପରେ ଏକ ଚୋରର ମୃତଦେହକୁ ଶନିବାର ସମାଧି ଦିଆଯାଇଛି। ଏହି ଚୋରଜଣଙ୍କର ୧୯ ନଭେମ୍ବର ୧୮୯୫ରେ ଆମେରିକାର ପେନସିଲଭାନିଆର ଏକ କାରାଗାରରେ କିଡନୀ ଫେଲ ଯୋଗୁ ମୃତ୍ୟୁ…

ପୃଥିବୀରୁ ଶେଷ ହେବ ମ୍ୟାଲେରିଆ: ଆସିଲା ନୂଆ ଟିକା…

ଓ୍ବାଶିଂଟନ,୮।୧୦ : ମ୍ୟାଲେରିଆ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ୬କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ। ମ୍ୟାଲେରିଆ ଏକ ବ୍ୟାପକ ମହାମାରୀ ନୁହେଁ କିମ୍ବା ସଂକ୍ରମଣ ଅତି ଶୀଘ୍ର ବିସ୍ତାର ହୁଏ ନାହିଁ କିମ୍ବା ଏହା ଆରୋଗ୍ୟଜନକ ନୁହେଁ। କିନ୍ତୁ ସବୁ ସମୟରେ…

ବଢୁଛି ଇସ୍ରାଏଲର ସମସ୍ୟା, ହମାସ ପରେ ଏବେ ଲେବାନନ ଉପରେ ଆକ୍ରମଣ କଲା ହିଜବୁଲ

ଜେରୁଜେଲମ,୮।୧୦: ଇସ୍ରାଏଲର ଅସୁବିଧା କମ ହେବାର କୌଣସି ସୂଚନା ଦେଖାଯାଉ ନାହିଁ। ସେ ଏହି ସମୟରେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମେ ଆତଙ୍କବାଦୀ ସଂଗଠନ ହାମାସ ଇସ୍ରାଏଲ ଉପରେ ପ୍ରାୟ ୫୦୦୦ ରକେଟ ଆକ୍ରମଣ କରିଥିଲା। ଏଥିସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?