ଆମେରିକା ପାଖରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା, ଜାଣନ୍ତୁ କେତେ ନଂ ସ୍ଥାନରେ ଭାରତ
ଓ୍ବାଶିଂଟନ,୧୦।୭: ଗ୍ଲୋବାଲ ଫାୟାର୍ ପାୱାର୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ସୈନିକମାନଙ୍କର ଏକ ତାଲିକା ପ୍ରକାଶ କରିଛି। ଗ୍ଲୋବାଲ ଫାୟାର ପାୱାର ଅନୁଯାୟୀ ଆମେରିକାରେ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ରହିଛି। ଏହି ତାଲିକାରେ ରୁଷିଆ ଦ୍ୱିତୀୟ ଏବଂ ଚାଇନା ତୃତୀୟ…
ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ବିଟ୍ରେନରେ ବାଇଡେନ-ସୁନକଙ୍କ ଆଲୋଚନା
ଲଣ୍ଡନ,୧୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ବ୍ୟାପକ ଭୂ-ରାଜନୀତିକୁ ନେଇ ଆଲୋଚନା ହୋଇଥିଲା। ଲିଥୁଆରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଶିଖର ସମ୍ମିଳନୀ…
ମ୍ୟାନମାରରେ ବଢୁଛି ଗୃହଯୁଦ୍ଧ
ୟଂଗୁନ,୧୦।୭: ଗୃହ ଯୁଦ୍ଧରେ ଘାଣ୍ଟି ହେଉଥିବା ମ୍ୟାନମାରକୁ ବର୍ଷା ଋତୁରେ ବି ଆଶ୍ୱସ୍ତି ମିଳିପାରୁ ନାହିଁ। ଗତ ମାସରେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ରୋହୀ ମାନେ ସେନା ଓ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏବେ ମିଳିଥିବା ଖବର ଅନୁଯାୟୀ,…
ପାକିସ୍ତାନୀଙ୍କ ଟୁଇଟର ଆକଉଣ୍ଟ ବନ୍ଦ, କାରଣ କହିଲେ ଶହବାଜ ସରକାର
ଇସଲାମାବାଦ,୧୦।୭: ପାକିସ୍ତାନର ଗିଲଗିଟ-ବଲ୍ଟିସ୍ତାନରେ ଜୁଲାଇ ୯ ଅର୍ଥାତ୍ ରବିବାର ଟୁଇଟର ପକ୍ଷରୁ ପାକିସ୍ତାନ ଆକାଉଣ୍ଟକୁ ବନ୍ଦ କରିଥିବା ଦାବି କରାଯାଇଥିଲା। ସେଠାକାର ଲୋକେ ଅଭିଯୋଗ କରିଥିଲେ କି ସେମାନଙ୍କ ଆକାଉଣ୍ଟର ଲୋକେଶନ ଭାରତର ଅଂଶ ଥିବା ଜମ୍ମୁ-କଶ୍ମୀର ଅଞ୍ଚଳକୁ ଦର୍ଶାଉଛି। ଏବେ…
ଓ୍ବାଗନର ମୁଖ୍ୟଙ୍କୁ ଭେଟିଲେ ରୁଷିଆ ରାଷ୍ଟ୍ରପତି ପୁଟିନ
ମସ୍କୋ,୧୦।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କୁ ସାକ୍ଷାତ କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛି। ପୂର୍ବରୁ ପ୍ରିଗୋଝିନ ପୁଟିନଙ୍କ ବିରୋଧରେ ଲଢିବାକୁ ଘୋଷଣା କରିଥିଲେ। ହେଲେ ବେଲାରୁଷର ମଧ୍ୟସ୍ଥତାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଗଲା।…
ଗର୍ଲଫ୍ରେଣ୍ଡଙ୍କ ପାଇଁ ଏତିକି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ
ରୋମ,୧୦।୭: ସାଧାରଣତଃ ଲୋକମାନେ ମୃତ୍ୟୁ ବେଳକୁ ସେମାନଙ୍କର ପରିବାର ସଦସ୍ୟଙ୍କ ନାଁରେ ସମ୍ପତ୍ତି କରିଚାଲିଯାଆନ୍ତି, କିନ୍ତୁ କେହି ଜଣେ ତାଙ୍କ ପ୍ରେମିକା ପାଇଁ କୋଟି କୋଟି ସମ୍ପତ୍ତି ଛାଡିଯିବା ନିହାତି ଆଶ୍ଚର୍ଯ୍ୟର ବିଷୟ। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି।…
ବାଇଡେନଙ୍କ ରଣନୀତି ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସନ୍ଦେହ
ଲଣ୍ଡନ,୧୦ା୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବ୍ରିଟେନରେ ପହଞ୍ଚିଥିବା ବେଳେ ତିନି ଦେଶ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତ ସମୟରେ ସେ ଲିଥୁଆନିଆରେ ନାଟୋ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଶିଖର ସମ୍ମିଳନୀରେ ଯୋଗଦେବା ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ କିଭ୍…
ତିନି ଦିନିଆ ମାଲେସିଆ ଗସ୍ତରେ ରାଜନାଥ, ପ୍ରତିପକ୍ଷ ହସନଙ୍କୁ ଭେଟି ପ୍ରତିରକ୍ଷା ସହଯୋଗ ଉପରେ କଲେ ଚର୍ଚ୍ଚା
ନୂଆଦିଲ୍ଲୀ/କୁଆଲା ଲମ୍ପୁର,୧୦।୭: ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିବସୀୟ ମାଲେସିଆ ଗସ୍ତରେ ଅଛନ୍ତି। ସୋମବାର ରାଜନାଥ ସିଂ କୁଆଲା ଲମ୍ପୁରରେ ମାଲେସିଆର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ହସନଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପ୍ରତିରକ୍ଷା ସହଯୋଗ ଉପରେ…
ପ୍ରବଳ ବର୍ଷା
ନ୍ୟୁୟର୍କ,୧୦ା୭: ଆମେରିକାର ନ୍ୟୁୟର୍କ ଏବଂ ପେନ୍ସିଲ୍ଭାନିଆର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଯାଉଥିବା ଗାଡ଼ିମୋଟର ପାଣିରେ ଫସି ରହିଛନ୍ତି। ଏଥିରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ…
ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡ଼ିଲା ହୋଟେଲ ବିଲ୍ଡିଂ: ୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଇସ୍ଲାମାବାଦ,୧୦ା୭:ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଗ୍ୟାସ ସିଲିଣ୍ଡର ଫାଟି ଭୟଙ୍କର ବିସ୍ଫୋରଣ ଘଟିଛି। ଫଳରେ ୩ ମହଲା ହୋଟେଲ ବିଲ୍ଡିଂ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା…
ଶିଶୁ ଉଦ୍ୟାନରେ ଛୁରାମାଡ଼: ୬ ମୃତ, ଜଣେ ଆହତ
ବେଜିଂ,୧୦ା୭: ଚାଇନାର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଏକ ଶିଶୁ ଉଦ୍ୟାନରେ ଛୁରି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏନେଇ ସୋମବାର ସ୍ଥାନୀୟ ପୋଲିସ ସୂଚନା ଦେଇଛି। ଦକ୍ଷିଣ ଚାଇନାର ହେଙ୍ଗଶାନ ସହରରେ ଏହି ଘଟଣା ଘଟିଛି।…
ଜ୍ୟାକ ମାଙ୍କ ଶତ୍ରୁ ସାଜିଛନ୍ତି ଚାଇନା ସରକାର, ଲଗାଇଲେ ୧ ବିଲିୟନ ଡଲାର ଜରିମାନା…
ବେଜିଂ,୧୦।୭ : ଚାଇନାର ଭେଟେରାନ ବ୍ୟବସାୟୀ ଜ୍ୟାକ ମା ଏବଂ ତାଙ୍କ କମ୍ପାନୀ ଆଲିବାବା (ଆଲିବାବା ଗ୍ରୁପ) ର ଅସୁବିଧା ଦୂର ହେବାର ନା ନେଉନି। ଗତ କିଛି ବର୍ଷ ହେବ, ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାରଙ୍କ ସହ ବିବାଦ ଥିବାରୁ…
Archives


