ଅନ୍ତର୍ଜାତୀୟ

କିଙ୍ଗ ଚାର୍ଲସ ତୃତୀୟଙ୍କ ପିଠିରେ ହାତ ରଖି ବିବାଦରେ ଫସିଲେ ବାଇଡେନ

ଓ୍ବାଶିଂଟନ,୧୧।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ୟୁରୋପ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ଓ୍ବିଂଡସର କ୍ୟାସେଲରେ କିଙ୍ଗ ଚାର୍ଲସ ତୃତୀୟଙ୍କୁ ଭେଟିଛନ୍ତି। କିଙ୍ଗ ଚାର୍ଲସ ତୃତୀୟ ବି ବାଇଡେନଙ୍କୁ ଖୁବ ଆଦରର ସହ ସ୍ବାଗତ କରିଥିଲେ। ହେଲେ…

ଆମେରିକାର ଧନୀ ତାଲିକାରେ ୪ ଭାରତୀୟ

ଓ୍ବାଶିଂଟନ,୧୧।୭: ଫୋର୍ବସର ଧନୀ ତାଲିକାରେ ଏଥର ସ୍ଥାନ ପାଇଛନ୍ତି ୪ ଭାରତୀୟ ଆମେରିକୀୟ। ଭାରତୀୟ ମୂଳ ବାସିନ୍ଦା ଭାବେ ଆମେରିକାରେ ରହୁଥିବା ଜୟଶ୍ରୀ ଉଲ୍ଲାଲ, ଇନ୍ଦ୍ରା ନୁଇ, ନିରଜା ସେଠି ଓ ନେହା ନରଖେଡେଙ୍କୁ ଫୋର୍ବସ ଆମେରିକାର ୧୦୦ ସବୁଠାରୁ ଧନୀ…

ଆମେରିକାର ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ

ନ୍ୟୁୟର୍କ,୧୧।୭: ଆମେରିକାର ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ୪ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ଫୋବର୍ସ ପକ୍ଷରୁ ପ୍ରକାଶିତ ୧୦୦ ଆମେରିକୀୟ ସବୁଠୁ ଧନୀ ଆତ୍ମନିର୍ଭଶୀଳ ମହିଳାଙ୍କ ମଧ୍ୟରେ ଭାରତୀୟ-ଆମେରିକୀୟ ଜୟଶ୍ରୀ ଉଲାଲ, ଇନ୍ଦ୍ର ନୁୟି, ନେର୍ଜା ସେଠୀ ଏବଂ ନେହା ନରଖେଡେଙ୍କ…

ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଝଟ୍‌କା

ନ୍ୟୁୟର୍କ,୧୧।୭: ଉତ୍ତର ଆଟଲାଣ୍ଟିକ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ, ଉତ୍ତର ଆଟଲାଣ୍ଟିକ ମହାସାଗରରେ ୬.୪ ତୀବ୍ରତାର ଭୂକମ୍ପ ଘଟିଛି। ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିଲା। ଏ ପର୍ଯ୍ୟନ୍ତ କୌଣସି ସୁନାମି…

ସ୍ବିଡେନ ନାଟୋରେ ଯୋଗଦେବା ରାସ୍ତା ସଫା

ଷ୍ଟକହୋମ,୧୧।୭: ସ୍ବିଡେନ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ)ରେ ଯୋଗଦେବା ପାଇଁ ରାସ୍ତା ସଫା ହୋଇଛି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗାନ ନାଟୋ ସଦସ୍ୟତା ପାଇଁ ସ୍ବିଡେନର ପ୍ରସ୍ତାବକୁ ଗ୍ରାଣ୍ଡ ନ୍ୟାଶନାଲ ଆସେମ୍ବଲିରେ ସମର୍ଥନ ଏବଂ ପଠାଇବାକୁ ରାଜି ହୋଇଛନ୍ତି।…

ଆମେରିକା ପାଖରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା, ଜାଣନ୍ତୁ କେତେ ନଂ ସ୍ଥାନରେ ଭାରତ

ଓ୍ବାଶିଂଟନ,୧୦।୭: ଗ୍ଲୋବାଲ ଫାୟାର୍‌ ପାୱାର୍‌ ଦୁନିଆର ସବୁଠାରୁ ଶକ୍ତିଶାଳୀ ସୈନିକମାନଙ୍କର ଏକ ତାଲିକା ପ୍ରକାଶ କରିଛି। ଗ୍ଲୋବାଲ ଫାୟାର ପାୱାର ଅନୁଯାୟୀ ଆମେରିକାରେ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ରହିଛି। ଏହି ତାଲିକାରେ ରୁଷିଆ ଦ୍ୱିତୀୟ ଏବଂ ଚାଇନା ତୃତୀୟ…

ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ବିଟ୍ରେନରେ ବାଇଡେନ-ସୁନକଙ୍କ ଆଲୋଚନା

ଲଣ୍ଡନ,୧୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ବ୍ୟାପକ ଭୂ-ରାଜନୀତିକୁ ନେଇ ଆଲୋଚନା ହୋଇଥିଲା। ଲିଥୁଆରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଶିଖର ସମ୍ମିଳନୀ…

ମ୍ୟାନମାରରେ ବଢୁଛି ଗୃହଯୁଦ୍ଧ

ୟଂଗୁନ,୧୦।୭: ଗୃହ ଯୁଦ୍ଧରେ ଘାଣ୍ଟି ହେଉଥିବା ମ୍ୟାନମାରକୁ ବର୍ଷା ଋତୁରେ ବି ଆଶ୍ୱସ୍ତି ମିଳିପାରୁ ନାହିଁ। ଗତ ମାସରେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ରୋହୀ ମାନେ ସେନା ଓ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏବେ ମିଳିଥିବା ଖବର ଅନୁଯାୟୀ,…

ପାକିସ୍ତାନୀଙ୍କ ଟୁଇଟର ଆକଉଣ୍ଟ ବନ୍ଦ, କାରଣ କହିଲେ ଶହବାଜ ସରକାର

ଇସଲାମାବାଦ,୧୦।୭: ପାକିସ୍ତାନର ଗିଲଗିଟ-ବଲ୍ଟିସ୍ତାନରେ ଜୁଲାଇ ୯ ଅର୍ଥାତ୍‌ ରବିବାର ଟୁଇଟର ପକ୍ଷରୁ ପାକିସ୍ତାନ ଆକାଉଣ୍ଟକୁ ବନ୍ଦ କରିଥିବା ଦାବି କରାଯାଇଥିଲା। ସେଠାକାର ଲୋକେ ଅଭିଯୋଗ କରିଥିଲେ କି ସେମାନଙ୍କ ଆକାଉଣ୍ଟର ଲୋକେଶନ ଭାରତର ଅଂଶ ଥିବା ଜମ୍ମୁ-କଶ୍ମୀର ଅଞ୍ଚଳକୁ ଦର୍ଶାଉଛି। ଏବେ…

ଓ୍ବାଗନର ମୁଖ୍ୟଙ୍କୁ ଭେଟିଲେ ରୁଷିଆ ରାଷ୍ଟ୍ରପତି ପୁଟିନ

ମସ୍କୋ,୧୦।୭: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କୁ ସାକ୍ଷାତ କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛି। ପୂର୍ବରୁ ପ୍ରିଗୋଝିନ ପୁଟିନଙ୍କ ବିରୋଧରେ ଲଢିବାକୁ ଘୋଷଣା କରିଥିଲେ। ହେଲେ ବେଲାରୁଷର ମଧ୍ୟସ୍ଥତାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଗଲା।…

ଗର୍ଲଫ୍ରେଣ୍ଡଙ୍କ ପାଇଁ ଏତିକି କୋଟି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ

ରୋମ,୧୦।୭: ସାଧାରଣତଃ ଲୋକମାନେ ମୃତ୍ୟୁ ବେଳକୁ ସେମାନଙ୍କର ପରିବାର ସଦସ୍ୟଙ୍କ ନାଁରେ ସମ୍ପତ୍ତି କରିଚାଲିଯାଆନ୍ତି, କିନ୍ତୁ କେହି ଜଣେ ତାଙ୍କ ପ୍ରେମିକା ପାଇଁ କୋଟି କୋଟି ସମ୍ପତ୍ତି ଛାଡିଯିବା ନିହାତି ଆଶ୍ଚର୍ଯ୍ୟର ବିଷୟ। କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି।…

ବାଇଡେନଙ୍କ ରଣନୀତି ଉପରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସନ୍ଦେହ

ଲଣ୍ଡନ,୧୦ା୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବ୍ରିଟେନରେ ପହଞ୍ଚିଥିବା ବେଳେ ତିନି ଦେଶ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଗସ୍ତ ସମୟରେ ସେ ଲିଥୁଆନିଆରେ ନାଟୋ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଶିଖର ସମ୍ମିଳନୀରେ ଯୋଗଦେବା ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ କିଭ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri