ଅନ୍ତର୍ଜାତୀୟ

ଚାଇନା ବିକଶିତ କରୁଛି ବିପଜ୍ଜନକ ଆଣବିକ ବୁଡ଼ା ଜାହାଜ: ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିଲା…

ବେଜିଂ,୯।୧୦ : ଚାଇନା ସମ୍ପ୍ରତି ଏସିଆର ଶକ୍ତି କେନ୍ଦ୍ର ପାଲଟି। ଏସିଆରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହେବାର ମୁଖ୍ୟ କାରଣ ହେଉଛି ଚାଇନା। ବର୍ତ୍ତମାନ ଏହି ଅସ୍ତ୍ର ଦୌଡ଼ରେ ଚାଇନା ନୂତନ ପଦକ୍ଷେପ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ାଇ ଦେଇଛି। ବାସ୍ତବରେ ଚାଇନେ ଏକ…

ଇରାନକୁ ୬ ବିଲିୟନ ଡଲାର ଦେବା ସହ ଇସ୍ରାଏଲ ଆକ୍ରମଣର କୌଣସି ସମ୍ପର୍କ ନାହିଁ: ବ୍ଲିଙ୍କନଙ୍କୁ ସମାଲୋଚନା କଲେ ହାଲେ…

ଓ୍ବାଶିଂଟନ,୯।୧୦ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲି ତାଙ୍କ ମନ୍ତବ୍ୟକୁ ଦାୟିତ୍ୱହୀନ ବୋଲି କହି ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ସମାଲୋଚନା କରିଛନ୍ତି। ଫକ୍ସ ନ୍ୟୁଜ ରିପୋର୍ଟ କରିଛି ଇସ୍ରାଏଲ ଉପରେ ସମ୍ପ୍ରତି ହମାସ ଆତଙ୍କବାଦୀ ଆକ୍ରମଣ ଏବଂ ବନ୍ଦୀ…

ପ୍ରତିଶୋଧମୁହଁ। ଇସ୍ରାଏଲ

ଶନିବାର ସକାଳେ ଇସ୍ରାଏଲବାସୀ ନିଦରୁ ଉଠି ଆଖି ଖୋଲିବା ମାତ୍ରେ ଦେଖିଥିଲେ ଧ୍ୱଂସ ଲୀଳାର ବିଚଳିତ କରିଦେବା ଭଳି ଦୃଶ୍ୟ, ଶୁଣିବାକୁ ପାଇଥିଲେ ତୁହାକୁ ତୁହା ରକେଟ ମାଡ଼ର ଶବ୍ଦ। ପାଲେଷ୍ଟିନୀୟ ଇସ୍‌ଲାମୀୟ ଗୋଷ୍ଠୀ ହମାସ୍‌ର ଅଭୂତପୂର୍ବ ଆକ୍ରମଣରେ ଥରିଉଠିଥିଲା ଅନେକ…

୧୦୦୦+ ମୃତ

ଗାଜା,୯ା୧୦ : ପାଲେଷ୍ଟାଇନ୍‌ର ହମାସ୍‌ ବିଦ୍ରୋହୀମାନେ ଶନିବାର ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଏହା ଯୁଦ୍ଧର ରୂପ ନେଇଛି। ଜବାବୀ ଆକ୍ରମଣରେ ଇସ୍ରାଏଲ୍‌ ବାୟୁସେନା ଗାଜାଷ୍ଟ୍ରିପ୍‌ ଉପରେ ଜୋର୍‌ଦାର ବୋମାମାଡ଼ ଜାରି ରଖିଛି। ଏହି ସଂଘର୍ଷରେ ଉଭୟ ପକ୍ଷରୁ…

ଇରାନ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଅଭିଯୋଗ: ହମାସକୁ ଯୋଗାଇଛି ପାଣ୍ଠି…

ଜେନେଭା,୯।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲର ରାଷ୍ଟ୍ରଦୂତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଇସ୍ରାଏଲର ଦୂତ ଇରାନକୁ ହମାସକୁ ଅର୍ଥ ପ୍ରଦାନ କରୁଥିବା ଅଭିଯୋଗ କରିଛନ୍ତି। ଇସ୍ରାଏଲ…

ଫିନଲ୍ୟାଣ୍ଡ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ଗ୍ୟାସ ପାଇପଲାଇନ ବନ୍ଦ: ଲିକ ସନ୍ଦେହ…

ହେଲସିଙ୍କ,୯।୧୦: ଫିନଲ୍ୟାଣ୍ଡ ଏବଂ ଇଷ୍ଟୋନିଆ ମଧ୍ୟରେ ବାଲଟିକ ସାଗରରେ ଥିବା ‘ବାଲଟିକ କନେକ୍ଟର’ ଗ୍ୟାସ ପାଇପଲାଇନ ଲିକ ସନ୍ଦେହରେ ସାମୟିକ ଭାବେ ଏହାକୁ ବନ୍ଦ ହୋଇଯାଇଛି। ଏହି ବିଷୟରେ ସୂଚନା ପ୍ରଦାନ କରି ପାଇପଲାଇନ ଚଳାଉଥିବା ଫିନଲ୍ୟାଣ୍ଡର ‘ଗ୍ୟାସଗ୍ରିଡ ଫିନଲ୍ୟାଣ୍ଡ’ ଏବଂ…

ହମାସ ଆକ୍ରମଣ: ୭୦୦ରୁ ଅଧିକ ଇସ୍ରାଏଲ ନାଗରିକ ମୃତ, ୪୧୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା…

ଜେରୁଜେଲମ, ୯।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର ୩୬ ଘଣ୍ଟା ପରେ ମଧ୍ୟ ଇସ୍ରାଏଲର ଅନେକ ଅଞ୍ଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ହମାସ ନିୟନ୍ତ୍ରିତ ଗାଜାରେ ଇସ୍ରାଏଲ ବାୟୁସେନା ଆକ୍ରମଣ ଜାରି ରହିଛି। ଯୁଦ୍ଧ…

ଇଜିପ୍ଟରେ ୨ ଇସ୍ରାଏଲ ପର୍ଯ୍ୟଟକଙ୍କୁ ହତ୍ୟା

କାଇରୋ,୮ା୧୦: ଇଜିପ୍ଟର ଆଲେକ୍‌ଜାଣ୍ଡ୍ରିଆ ସହରରେ ଜଣେ ପୋଲିସ ଅଫିସର ରବିବାର ଇସ୍ରାଏଲରୁ ଆସିଥିବା ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ୨ଜର ଇସ୍ରାଏଲୀ ଏବଂ ଜଣେ ଇଜିପ୍ଟ ନାଗରିକଙ୍କ ମୃତ୍ୟୁ ଘଟିଛି। ଶନିବାରଠାରୁ ପାଲେଷ୍ଟାଇନ୍‌ର ହମାସ ଏବଂ ଇସ୍ରାଏଲୀ ସେନା ମଧ୍ୟରେ…

ହମାସ ଆକ୍ରମଣରେ ୧୦ ନେପାଳୀ ଛାତ୍ରଙ୍କ ମୃତ୍ୟୁ

ଜେରୁଜେଲମ,୮।୧୦: ପାଲେଷ୍ଟାଇନର ହମାସ ଏବଂ ଇସ୍ରାଏଲ ଯୁଦ୍ଧ ଗମ୍ଭୀର ହେବାରେ ଲାଗିଛି। ହମାସ ଆତଙ୍କବାଦୀ ଗୋଷ୍ଠୀ ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ…

ଇସ୍ରାଏଲ୍‌ରେ ଥିବା ଭାରତୀୟ ସୁରକ୍ଷିତ ଅଛନ୍ତି: ଭାରତୀୟ ଦୂତାବାସ

ଜେରୁଜେଲମ୍‌,୮ା୧୦: ହମାସ ବିଦ୍ରୋହୀ ଏବଂ ଇସ୍ରାଏଲୀ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ତେବେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ବୋଲି ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ…

ଲୁଫଥାନ୍ସ, ଏୟାର ଇଣ୍ଡିଆ ପରେ ଏବେ ଫ୍ରାନ୍ସ ବି ରଦ୍ଦ କଲା ତେଲ ଆଭିବ ପାଇଁ ଉଡାଣ

ପ୍ୟାରିସ,୮।୧୦: ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରେ ଏୟାର ଫ୍ରାନ୍ସ ତେଲ ଆଭିବକୁ ବିମାନ ଉଡ଼ାଣ ବାତିଲ କରିଛି। ଏହାପୂର୍ବରୁ ଏୟାର ଇଣ୍ଡିଆ ଏବଂ ଲୁଫଥାନ୍ସ ମଧ୍ୟ ଇସ୍ରାଏଲକୁ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଥିଲେ। ଏୟାର ଇଣ୍ଡିଆର ମୁଖପାତ୍ର…

‘ଦୁଇ ରାଜ୍ୟ ମଧ୍ୟରେ ସମାଧାନ ଆବଶ୍ୟକ’

ବେଜିଂ,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ କରିବା ପରେ ହିଂସା ବୃଦ୍ଧି ପାଇଛି। ଶାନ୍ତି ଫେରାଇବାକୁ ହେଲେ ଇସ୍ରାଏଲ, ପାଲେଷ୍ଟାଇନ୍‌ ଦୁଇ ରାଜ୍ୟ ମଧ୍ୟରେ ସମାଧାନ ଆବଶ୍ୟକ ବୋଲି ଚାଇନା କହିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିବାର ଏକ ବିବୃତ୍ତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?