ଅନ୍ତର୍ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ୨୦୨୪ ମିଳିତ ମହାକାଶଚାରୀ ମିଶନର ଘୋଷଣା

ଓ୍ବାଶିଂଟନ,୨୨।୬: ଭାରତ-ଆମେରିକା ୨୦୨୪ ପାଇଁ ମିଳିତ ମହାକାଶଚାରୀ ମିଶନ ଘୋଷଣା କରିଛି। ହ୍ବାଇଟ ହାଉସ ଗୁରୁବାର କହିଛି ଯେ ଆର୍ଟେମିସ ଚୁକ୍ତିରେ ଯୋଗଦେବାକୁ ଭାରତ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ସ୍ପେସ ଏଜେନ୍ସି (ନାସା) ଏବଂ ଭାରତୀୟ ମହାକାଶ ଅନୁସନ୍ଧାନ...

ସାମରିକ ସୁରକ୍ଷାରେ ଐତିହାସିକ ନିଷ୍ପତ୍ତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଗୁରୁବାର  ମୋଦି ଏବଂ ଜେନେରାଲ ଇଲେକ୍ଟ୍ରିକ ଚେୟାରମ୍ୟାନ ଏଚ୍‌ ଲରେନ୍ସ କୁଲପ ଜୁନିୟରଙ୍କ ବୈଠକ ପରେ ଜେଟ୍‌ ଇଞ୍ଜିନ ସମ୍ବନ୍ଧରେ ଏକ ଐତିହାସିକ ଚୁକ୍ତି ଘୋଷଣା କରାଯାଇଛି।...

ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ନୂଆ ମାଇଲଖୁଣ୍ଡ ସ୍ଥାପନ କରିବ କି ମୋଦିଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂଆ ଦିଗ ଦେଖାଇବ ବୋଲି ଆଲୋଚନା...

ହୋଲି ପ୍ରତିବନ୍ଧକ ପ୍ରତ୍ୟାହାର କଲେ ସରକାର

ଇସଲାମାବାଦ,୨୨ା୬: ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବାକୁ ବାରଣ କରିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ପାକିସ୍ତାନ ସରକାର ଏହାର ଆଦେଶକୁ ନେଇ ଅସୁବିଧାରେ ପଡ଼ିବା ପରେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଷ୍ଟ୍ରାଟେଜିକ ସଂସ୍କାର ୟୁନିଟର ମୁଖ୍ୟ ସଲମାନ...

ବାଇଡେନଙ୍କ ସହ ପ୍ରେସ କନଫରେନ୍ସ କରିବେ ମୋଦି, ଦୁଇଟି ପ୍ରଶ୍ନର ଦେବେ ଉତ୍ତର

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଅଛନ୍ତି। ଜୁନ ୨୧ରେ ସେ ଆମେରିକାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡଇ ଜିଲ...

ଚାଇନା ସପକ୍ଷରେ ନ୍ୟୁଜିଲାଣ୍ଡ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତିି ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହି ଟାର୍ଗେଟ କରିଥିଲେ। ଯାହାକୁ ନେଇ ଚାଇନା ତୀବ୍ର ବିରୋଧ କରିଥିଲା। ଚାଇନାର ଦୋମୁହାଁ ନୀତି ଏବଂ ଆତଙ୍କବାଦୀକୁ ନେଇ ବିଶ୍ୱର କୌଣସି ଦେଶ ଚାଇନା...

ଟାଇଟାନିକର ଭଗ୍ନାବଶେଷ ଦେଖାଇବାକୁ ଯାଇଥିବା ବୁଡା ଜାହାଜ ୫ ଦିନ ହେବ ନିଖୋଜ, ୪ ଘଣ୍ଟା ପାଇଁ ରହିଛି ଅକ୍ସିଜେନ

ଲଣ୍ଡନ,୨୨।୬: ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ବୁଡି ଯାଇଥିବା ସୂଚନା ମିଳିଛି। ରବିବାରଠାରୁ ଏହାର କୌଣସି ସନ୍ଧାନ ମିଳି ନାହିଁ। ଚିନ୍ତାର ବିଷୟ ହେଉଛି ବୁଡାଜାହାଜରେ ଥିବା ୫ ଜଣଙ୍କ ଲାଗି ମାତ୍ର ୪ ଘଣ୍ଟା...

ଚାଇନାର ମୁସଲମାନ ବହୁଳ ଅଞ୍ଚଳରେ ଗ୍ୟାସ ବିସ୍ଫୋରଣ, ପୋଡିଯାଇ ୩୧ ମୃତ

ବେଜିଂ,୨୨।୬: ଚାଇନାର ଉତ୍ତର-ପଶ୍ଚିମ ନିଙ୍ଗଜିଆ ଅଞ୍ଚଳରେ ବୁଧବାର ରାତିରେ ବାରବେକ୍ୟୁ ରେସ୍ତୋରାଁରେ ଏକ ଗ୍ୟାସ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଚାଇନାର ସରକାରୀ ଖବରକାଗଜ ଏଜେନ୍ସି ସିହ୍ନୁଆ ରିପୋର୍ଟ କରିଛି ଯେ ଡ୍ରାଗନ...

ଡିନର ପରେ ବାଇଡେନ ଦମ୍ପତ୍ତିଙ୍କୁ ବିଶେଷ ଉପହାର ଦେଲେ ମୋଦି

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସମସ୍ତେ ତାଙ୍କୁ ଖୋଲା ହୃଦୟରେ ସ୍ବାଗତ କରୁଛନ୍ତି। ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆଗ୍ରହୀ ଏବଂ ଯେଉଁମାନେ ତାଙ୍କୁ ଭେଟିଛନ୍ତି ସେମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି। ବୁଧବାର...

ସଙ୍କଟରେ ପାକିସ୍ତାନ, ପୁଣି ଘନେଇଲା ଡୁରାଣ୍ଡ ଲାଇନକୁ ନେଇ ବିବାଦ

କାବୁଲ,୨୨।୬: ଆଫଗାନିସ୍ତାନରେ ତାଲିବାନର ବିଜୟରେ ଖୁସି ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହାମିଦଙ୍କ ଖୁସି କିଛିଦିନ ମଧ୍ୟରେ ମଉଳିବାର ପରିଲକ୍ଷିତ ହେଉଛି। ପାକିସ୍ତାନ-ଆଫଗାନିସ୍ତାନ ସୀମା ଡୁରାଣ୍ଡ ଲାଇନକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି।...

ଭାରତୀୟ ଛାତ୍ରଙ୍କୁ ଅନଲାଇନ ଅଶ୍ଲୀଳ ଫଟୋ ପଠାଇ ଗିରଫ ହେଲେ ଇଂଲଣ୍ଡର ପ୍ରଧାନଶିକ୍ଷକ

ଲଣ୍ଡନ,୨୨।୬: ଲଣ୍ଡନ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଉପ ପ୍ରଧାନଶିକ୍ଷକ ଭାରତର ଛାତ୍ରଙ୍କୁ ଯୌନ ଶୋଷଣ କରୁଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ୧୨୦,୦୦୦ରୁ ଅଧିକ ଅଶ୍ଳୀଳ ଚିତ୍ର ପିଲାଙ୍କ ମୋବାଇଲକୁ ପଠାଇ ପିଲାଙ୍କୁ ଅଶ୍ଲୀଳ ଇଙ୍ଗିତ ଦେଉଥିଲେ। ନ୍ୟାସନାଲ...

ମୋଦିଙ୍କ ଗସ୍ତର ପ୍ରଭାବ: ଏଚ-୧ବି ଭିଜା ପାଇଁ ଆମେରିକା ନେଲା ନୂଆ ପଦକ୍ଷେପ…

ଓ୍ବାଶିଂଟନ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହି ସପ୍ତାହରେ ପିଏମ ମୋଦିଙ୍କ ଗସ୍ତ ବଦଳରେ ଭାରତୀୟଙ୍କର ଆମେରିକାରେ ରହିବା ଏବଂ କାର୍ଯ୍ୟ କରିବା ସହଜ କରିବା ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri