ଜର୍ଜିଆ ନିର୍ବାଚନ ଠକେଇ ମାମଲା: ନିଜକୁ ନିର୍ଦ୍ଦୋଷ କହିଲେ ଟ୍ରମ୍ପ
ଓ୍ବାଶିଂଟନ୍,୧।୯: ଜର୍ଜିଆ ନିର୍ବାଚନ ଠକେଇ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି ଖୋଦ୍ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ଆସନ୍ତା ସପ୍ତାହରେ ଏହି ମାମଲାରେ ହେବାକୁ ଥିବା ଶୁଣାଣିରେ ଯୋଗଦେବେ ନାହିଁ। ମୁଁ କିଛି ଭୁଲ କରି…
ଜି-୨୦ ବୈଠକରେ ଯୋଗଦେବେ ଆମେରିକାର ଟ୍ରେଜେରୀ ସଚିବ
ଓ୍ବାଶିଂଟନ/ନୂଆଦିଲ୍ଲୀ, ୧।୯: ଜି-୨୦ର ଅଧ୍ୟକ୍ଷତା ପାଇଁ ଭାରତ ପ୍ରସ୍ତୁତ। ଦେପ୍ଟେମ୍ବର ୭ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ପ୍ରମୁଖ ଦେଶର ମୁଖ୍ୟମାନେ ଯୋଗଦେବେ। ତେବେ ଏନେଇ ହ୍ବାଇଟ ହାଉସ ସୂଚନା ଦେଇଛି…
ଶି’ ଜିନପିଙ୍ଗଙ୍କୁ ନେଇ ଏମିତି କହିଲେ ବାଇଡେନ
ଓ୍ବାଶିଂଟନ,୧ା୯: ଭାରତର ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ଶିଖର ସମ୍ମିଳନୀରେ ଶି’ ଜିନପିଙ୍ଗ ଯୋଗ ଦେବେ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଶା ପ୍ରକଟ କରିଛନ୍ତି। ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ…
ଆମେରିକାରେ ଭାରତୀୟ ବଂଶୋଭବ କରିଛନ୍ତି ୮୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଘୋଟାଲା, ୭ ହଜାର ଲୋକ ଦେଇଛନ୍ତି ଠକେଇ ମାମଲା
ଓ୍ବାଶିଂଟନ,୧ା୯: ଆମେରିକାର ନ୍ୟୁ ଜର୍ସିରେ ଜଣେ ଭାରତୀୟ ବଂଶୋଭବଙ୍କୁ ୭ ହଜାରରୁ ଅଧିକ ଲୋକଙ୍କୁ ଠକିବା ସହ ପ୍ରାୟ ୧୩ ମିଲିୟନ ଆମେରିକୀୟ ଡଲାର ଠକେଇ କରିଥିବା ବୈଷୟିକ ସହାୟତା କମ୍ପାନୀର ସ୍କାମରେ ସମ୍ପୃକ୍ତ ଥିବାରୁ ଗିରଫ କରାଯାଇଛି। ଏନେଇ ଜଣେ…
ଲିଫ୍ଟରେ ସନ୍ତାନ ଜନ୍ମ କରି ଡଷ୍ଟବିନ୍ରେ ଫିଙ୍ଗିଦେଲେ ମହିଳା, ସିସିଟିଭିରେ ହେଲା କଏଦ
ବେଜିଂ,୧ା୯: ସମ୍ପ୍ରତି ଚାଇନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଯାଉଛି। ସୋସିଆଲ ମିଡିଆରେ ଜଣେ ମହିଳା ନିଜର ନବଜାତ ଶିଶୁକୁ ଡଷ୍ଟବିନ୍ରେ ଫିଙ୍ଗି ଦେଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହା ପରେ…
ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ପାଇଁ ନିର୍ବାଚନ ଆରମ୍ଭ, ରେସରେ ଭାରତୀୟ ମୂଳ ବାସିନ୍ଦା ଥର୍ମନ ଶନମୁଗରତ୍ନମ
ସିଙ୍ଗାପୁର,୧।୯: ସିଙ୍ଗାପୁରବାସୀ ଗୋଟିଏ ଦଶକରୁ ଅଧିକ ସମୟ ପରେ ଦେଶର ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଦେଉଛନ୍ତି। କୁହାଯାଉଛି ଯେ ଏହି ନିର୍ବାଚନରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ରହିଛି, ଯେଉଁଥିରେ ସିଙ୍ଗାପୁରରେ ଜନ୍ମିତ ପୂର୍ବତନ ଭାରତୀୟ ମନ୍ତ୍ରୀ ଥର୍ମନ…
ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର
ଇସଲାମାବାଦ,୧ା୯: ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ପୁଣି ଥରେ ଆର୍ଥିକ ସମସ୍ୟାରେ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର କାମଚଳା ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୪.୯୧ ଟଙ୍କା ଏବଂ ହାଇ ସ୍ପିଡ୍ ଡିଜେଲ (HSD) ଲିଟର ପିଛା ୧୮.୪୪…
ଜି -୨୦ ସମ୍ମିଳନୀରେ ଜିନପିଙ୍ଗ ସାମିଲ ହେବା ନେଇ ଆଶା ପ୍ରକଟ କଲେ ବାଇଡେନ
ଓ୍ବାଶିଂଟନ୍,୧।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଜି -୨୦ ବୈଠକରେ ଜିନପିଙ୍ଗଙ୍କ ସାମିଲ ସମ୍ପର୍କରେ ଚାଇନା…
କୃଷ୍ଣସାଗର ଚୁକ୍ତିରେ ରୁଷିଆ ପୁଣିଥରେ ସାମିଲ ହେବା ଉଚିତ୍, ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ୟୁଏନ୍ ମହାସଚିବ
ମସ୍କୋ,୧।୯: ଗତ ଦେଢ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ରୁଷିଆ କହିଥିଲା ଯେ, ସେ କୃଷ୍ଣସାଗରରେ ନିଜର ବନ୍ଦରଗୁଡିକ ମାଧ୍ୟମରେ ୟୁକ୍ରେନ ଶସ୍ୟକୁ ସୁରକ୍ଷିତ ଭାବେ ନେବାକୁ ଅନୁମତି ଦେବ ନାହିଁ।…
ପୂର୍ବ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ୪୦ରୁ ଅଧିକ ମୃତ
କଙ୍ଗୋ,୧।୯: ଆଫ୍ରିକୀୟ ଦେଶ କଙ୍ଗୋରେ ସଂଯୁକ୍ତ ରାଷ୍ଟ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଉପରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁଥିରେ ୪୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କଙ୍ଗୋ ସେନା ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେନା ପ୍ରଥମେ ୭ଜଣଙ୍କ…
ଚାଇନା ବିରୋଧରେ ଭାରତକୁ ସମର୍ଥନ କଲେ ୩ ଦେଶ
ବେଜିଂ,୧।୯: ଚାଇନା ନୂତନ ମାନଚିତ୍ରକୁ ଭାରତ ପ୍ରତ୍ୟାଖ୍ୟାନ କରି ତାଗିଦ କରିସାରିଛି। ଏଥି ସହିତ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଏବଂ ତାଇୱାନ ସରକାର ମଧ୍ୟ ଚାଇନାର ନୂତନ ମାନଚିତ୍ରକୁ ବିରୋଧ କରିଛନ୍ତି। ଭାରତ ପରେ ଚାଇନା ନୂତନ ମାନଚିତ୍ରକୁ ଗ୍ରହଣ ପାଇଁ…
ସୁରକ୍ଷାକର୍ମୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ: ୯ ମୃତ
ଇସଲାମାବାଦ୍,୧।୮: ଉତ୍ତର ପଶ୍ଚିମ ପାକିସ୍ତାନର ଏକ ସୁରକ୍ଷା କନଭେନ ଉପରେ ଆତ୍ମଘାତୀ ଆକ୍ରମଣରେ ୯ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ଜଣେ ମୋଟରସାଇକେଲ ଯୋଗେ ଆତ୍ମଘାତୀ ବିସ୍ଫୋରଣକାରୀ…
Archives


