ନାଟୋରେ ୟୁକ୍ରେନ ଯୋଗଦେବା ନେଇ ମତଭେଦ…
ଓ୍ବାଶିଂଟନ,୧୨।୭ : ନାଟୋ ସଦସ୍ୟ ଦେଶରେ ଯୋଗଦେବା ପାଇଁ ତୁର୍କୀ ସ୍ବିଡେନକୁ ଅନୁମୋଦନ ପରେ ଏହି ଦେଶ ସମସ୍ତଙ୍କ ସହମତି ହାସଲ କରିଛି। କିନ୍ତୁ ୟୁକ୍ରେନର ଯୋଗଦେବା ଦାବି ନେଇ ନାଟୋର ସଦସ୍ୟ ଦେଶ ମଧ୍ୟରେ ମତଭେଦ ଦେଖାଦେଇଛି। ୟୁକ୍ରେନର ଦାବି…
ନିର୍ବାଚନ ଲଢିବେ ନାହିଁ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ, ରାଜନୀତିରୁ ଅବସର ନେଇ କଲେ ଘୋଷଣା
ବ୍ୟାଙ୍ଗକ୍, ୧୨।୭: ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁଥ ଖାନ-ଓ-ଚା ପୁନର୍ବାର ନିର୍ବାଚନ ଲଢିବେ ନାହିଁ ଏବଂ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ତାଙ୍କ ଦଳ ଦେଇଥିବା ଘୋଷଣାକୁ ଦର୍ଶାଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହି ସୂଚନା ଦେଇଛି। ଥାଇଲ୍ୟାଣ୍ଡର ସଂସଦ ମେ’…
ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ବ୍ରିଟେନ ନିଜ ନାଗରିକଙ୍କ ପାଇଁ ଜାରି କଲା ସତର୍କ ସୂଚନା…
ଇସଲାମାବାଦ/ଲଣ୍ଡନ,୧୨।୭ : ପାକିସ୍ତାନରେ ଆତଙ୍କବାଦ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗସ୍ତରେ ଆସିଥିବା ନାଗରିକଙ୍କ ପାଇଁ ବ୍ରିଟେନ ଏକ ଯାତ୍ରା ସତର୍କ ସୂଚନା ଜାରି କରିଛି। ଟ୍ରାଭେଲ ଆଡଭାଇଜରୀର ସର୍ବଶେଷ ଅପଡେଟରେ ଏଫସିଡିଓ କହିଛି, ଆତଙ୍କବାଦୀମାନେ ପାକିସ୍ତାନରେ ଆକ୍ରମଣ କରିବାକୁ…
ୟୁକ୍ରେନ ପାଇଁ ୬୫ ନିୟୁତ ଡଲାରର ସହାୟତା ପ୍ୟାକେଜ ଘୋଷଣା କଲା ବ୍ରିଟେନ…
ଲଣ୍ଡନ,୧୨।୭ : ଦୀର୍ଘ ଦିନ ଧରି ଚାଲିଆସୁଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନା ନେଉନାହିଁ। ଏହି ସମୟରେ ବ୍ରିଟେନ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ବ୍ରିଟେନ ସରକାର ମଙ୍ଗଳବାର କହିଛନ୍ତି ଯନ୍ତ୍ରପାତି ମରାମତି ତଥା ସାମରିକ ପୁନର୍ବାସ କେନ୍ଦ୍ର…
ନେପାଳ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ସୀତାଙ୍କ ପରଲୋକ…
କାଠମାଣ୍ଡୁ,୧୨।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କ ପ୍ରଚଣ୍ଡଙ୍କର ସ୍ତ୍ରୀ ସୀତା ଦହଲଙ୍କ ଦେହାନ୍ତ ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସୀତା ଦହଲ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପ୍ରାୟ ଦୁଇ ବର୍ଷ ପୂର୍ବେ ପୁଷ୍ପ କମଲ…
ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୨।୭ : ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆା ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ବୁଧବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ସୈନ୍ୟବାହିନୀର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଉତ୍ତର କୋରିଆ…
ଚାଇନାର ନୀତି ହେଉଛି ବିଦେଶରେ ମତଭେଦ ସୃଷ୍ଟି କରିବା: ମେଟା
ନୁୟର୍କ,୧୨।୭: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ମେଟା’ ଅଷ୍ଟ୍ରେଲୀୟ ସାଂସଦମାନଙ୍କୁ କହିଛି ଯେ, ନକଲି ଫେସବୁକ ଆକାଉଣ୍ଟଗୁଡିକର ନେଟୱାର୍କ ଚାଇନାରୁ ଚାଲିଛି, ଯାହା ବିଦେଶରେ ମତଭେଦ ସୃଷ୍ଟି କରିବାର ଏକ ନୂତନ ନୀତି ଆପଣେଇଛି। ବିଦେଶୀ ହସ୍ତକ୍ଷେପ ଉପରେ ସିନେଟ ଯାଞ୍ଚର ସମ୍ମୁଖୀନ…
ନେପାଳରେ ହେଲିକପ୍ଟର ଦୁର୍ଘଟଣା: ୬ ମୃତ
କାଠମାଣ୍ଡୁ, ୧୨ା୭(ପି.ଟି.): ପୂର୍ବ ନେପାଳର ଏଭେରେଷ୍ଟ ଶୃଙ୍ଗ ନିକଟରେ ମଙ୍ଗଳବାର ସକାଳେ ଏକ ଘରୋଇ ବ୍ୟବସାୟିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମେକ୍ସିକୋର ଏକ ପରିବାରର ୫ ସଦସ୍ୟ ଅଛନ୍ତି। ଖବର…
ଟ୍ରାନ୍ସଜେଣ୍ଡର ମଡେଲ ରିକି ଜିତିଲେ ‘ମିସ୍ ନେଦରଲାଣ୍ଡ୍ସ’ମୁକୁଟ
ଆମଷ୍ଟରଡାମ୍,୧୨।୭: ଚଳିତବର୍ଷର ଟ୍ରାନ୍ସଜେଣ୍ଡର ମଡେଲ ରିକି ଭାଲେରି କୋଲେ ମିସ୍ ନେଦରଲାଣ୍ଡ୍ସ ମୁକୁଟ ଜିତିଛନ୍ତି। ୨୨ ବର୍ଷୀୟା ରିକିଙ୍କ ଘର ବ୍ରେଡା ସହରରେ। ମଡେଲ ସାଙ୍ଗକୁ ରିକି ଜଣେ ଅଭିନେତ୍ରୀ ମଧ୍ୟ। ମିସ୍ ନେଦରଲାଣ୍ଡସ ମୁକୁଟ ଜିତିବା ନେଇ ଏକ ଭିଡିଓ…
ଆଇସ୍ଲାଣ୍ଡର ରେକ୍ଜାଭିକ୍ରେ ଲାଭା ଉଦ୍ଗିରଣ
ରେକ୍ଜାଭିକ, ୧୨।୭: ସାଧାରଣ ଭାବେ ଆଗ୍ନେୟଗିରି ଉଦ୍ଗିରଣ ବେଳେ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଏ। କିନ୍ତୁ ଆଇସ୍ଲାଣ୍ଡସର ରେକ୍ଜାଭିକ୍ର ଲିଟ୍ଲି ହୃଟୁରରେ ଲାଭା ଉଦ୍ଗିରଣ ଦେଖିବା ଲାଗି ଲୋକଙ୍କ ଭିଡ଼ ଲାଗିଛି। ଅନ୍ୟ ଉଦ୍ଗିରଣ ତୁଳନାରେ ଏହା ଭିନ୍ନ…
୧୫ ବର୍ଷରେ ଦାରିଦ୍ର୍ୟରୁ ମୁକ୍ତ ହେଲେଣି ୪୧.୫ କୋଟି ଭାରତୀୟ
ଜାତିସଂଘ,୧୨ା୭: ବିଶ୍ୱର ଜନବହୁଳ ଦେଶ ଭାରତରେ ଦାରିଦ୍ର୍ୟ ଧୀରେ ଧୀରେ କମିବାରେ ଲାଗୁଥିବା ମଙ୍ଗଳବାର ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଗ୍ଲୋବାଲ ମଲ୍ଟିଡାଇମେନ୍ଶନାଲ ପଭର୍ଟି ଇନ୍ଡେକ୍ସ (ଏମ୍ପିଆଇ) ରିପୋର୍ଟରୁ ଜଣାପଡ଼ିଛି। ଗତ ୧୫ ବର୍ଷ ମଧ୍ୟରେ ଦେଶର ୪୧.୫ କୋଟି ଲୋକ…
ଏବେ ଆଉ ମାଉଣ୍ଟ ଏଭରେଷ୍ଟ ନୁହେଁ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ!
ସ୍କୁଲ ବହିରୁ ପଢି ଆସିଥିରେ ପୃଥିବୀର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ। ସଦ୍ୟତମ ଗବେଷଣା ଅନୁସାରେ ଏହି ତଥ୍ୟକୁ ଭୁଲ ପ୍ରମାଣିତ କରାଯାଇଛି। ପ୍ରାୟ ତିନି ବର୍ଷ ପୂର୍ବେ ଚାଇନା ଦାବି କରିଥିଲା ଯେ,…
Archives


