ଅନ୍ତର୍ଜାତୀୟ

ସ୍ବିଜରଲ୍ୟାଣ୍ଡରେ ବୁର୍କା ଉପରେ ନିଷେଧାଦେଶ, ଉଲ୍ଲଂଘନ କଲେ ଗଣିବେ ୧୧୦୦ ଡଲାର ଜରିମାନା

ବର୍ନ,୨୨।୯: ସ୍ବିଜରଲ୍ୟାଣ୍ଡରେ ନିଷିଦ୍ଧ ହୋଇଛି ବୁର୍କା। ବୁଧବାର ଦେଶରେ ରହୁଥିବା ମୁସଲମାନ ସମ୍ପ୍ରଦାୟକୁ ଏକ ବଡ଼ ଝଟ୍‌କା ଦେଇ ସଂସଦର ନିମ୍ନ ଗୃହ ବୁଧବାର ବୁର୍କା ନିଷିଦ୍ଧ ସପକ୍ଷରେ ମତ ଦେଇଛନ୍ତି। ତେବେ ଉଲ୍ଲଂଘନକାରୀଙ୍କ ପାଇଁ ୧୦୦୦ ଫ୍ୟାଙ୍କ(ପ୍ରାୟ ୧୧୦୦ ଡଲାର)…

ଚାଇନାକୁ ଟାର୍ଗେଟ୍‌ କଲେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମାସ୍ବାମୀ ଚାଇନା ଟାର୍ଗେଟ କରିଛନ୍ତି। ଚାଇନାଠାରୁ ଆର୍ଥିକ ସ୍ବାଧୀନତା ଘୋଷଣା କରିବାକୁ ସେ ଆହ୍ବାନ କରିଛନ୍ତି। ସେ ଭାରତ ସମେତ ଅନ୍ୟ ଦେଶ ସହ ବିସ୍ତାରିତ ସମ୍ପର୍କକୁ ସୁଦୃଢ କରିବାକୁ ପ୍ରସ୍ତାବ ଦେଇଛନ୍ତି। ରାମାସ୍ବାମୀ…

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲା ବ୍ରିଟେନ

ଲଣ୍ଡନ,୨୧।୯: ବ୍ରିଟେନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲେିଭର୍ଲି ସୁରକ୍ଷା ପରିଷଦର ସୁଧାର ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହାକୁ ବିସ୍ତାର କରିବା ପାଇଁ ଭାରତ, ବ୍ରାଜିଲ,…

କାନାଡ଼ାରେ ଭାରତୀୟ ଭିସା ସେବା ସ୍ଥଗିତ

ନୂଆଦିଲ୍ଲୀ,ଓଟାଓ୍ବା/୨୧।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ ଦେଇଥିବା ବିବୃତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ସୃଷ୍ଟି କରିଛି। ଭାରତ ଯାଉଥିବା ଯାତ୍ରୀମାନଙ୍କ ପାଇଁ କାନାଡା ଏକ ଟ୍ରାଭେଲ୍‌…

ଜାନୁୟାରୀ ଶେଷ ସପ୍ତାହରେ ପାକିସ୍ତାନରେ ନିର୍ବାଚନ

ଇସଲାମାବାଦ,୨୧ା୯: ପାକିସ୍ତାନରେ ସାଧାରଣ ନିର୍ବାଚନ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ନିର୍ବାଚନ କମିଶନର କହିଛନ୍ତି, ଏହା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ଉପରେ କାର୍ଯ୍ୟର ସମୀକ୍ଷା କରିଛି ଏବଂ ନିର୍ବାଚନମଣ୍ଡଳୀର…

ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ିଆସୁଛି ବିରାଟକାୟ ଉଲ୍‌କା ପିଣ୍ଡ, ଯାହାକି ୨୨ ପରମାଣୁ ବୋମା ଶକ୍ତି ସହ ସମାନ: ନାସା

ନ୍ୟୁୟର୍କ,୨୧ା୯: ମହାକାଶରୁ ପୃଥିବୀ ଆଡ଼କୁ ଆସୁଥିବା ଏକ ବିରାଟକାୟ ଉଲ୍‌କାପିଣ୍ଡ ପୃଥିବୀକୁ ଧ୍ୱଂସ କରିବ ବୋଲି ନାସାର ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକମାନେ ପ୍ରକୃତ ତାରିଖ ବି କହିସାରିଲେଣି। ପୃଥିବୀରେ ବିପର୍ଯ୍ୟୟ ବିଷୟରେ ଅନେକ ସମୟରେ ଆଲୋଚନା ହୋଇଥାଏ। ଅନେକ ଲୋକ ମଧ୍ୟ…

‘ହିନ୍ଦୁ-ଶିଖ ସମ୍ପ୍ରଦାୟକୁ ବିଭାଜନ କରିବାକୁ ଚେଷ୍ଟା’, ଖଲିସ୍ତାନୀ ଆତଙ୍କବାଦୀଙ୍କୁ କଡା ଜବାବ ଦେଲେ ସାଂସଦ

ଓଟାଓ୍ବା,୨୧।୯: କାନାଡା ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ କାନାଡାର ଭାରତୀୟ ମୂଳବାସିନ୍ଦା ସାଂସଦ ଚନ୍ଦ୍ର ଆର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ମୌଳକବାଦୀ ଉପାଦାନଗୁଡ଼ିକ କାନାଡାର ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ କରୁଛନ୍ତି ଏବଂ ସେମାନଙ୍କୁ ଭାରତ ଫେରିବାକୁ…

ବାଟବଣା କଲା ଗୁଗ୍‌ଲ ମ୍ୟାପ, ଘଟିଲା ଏମିତି…

ଓ୍ବାଶିଂଟନ,୨୧ା୯: ଆଜିକାଲି ଟେକ୍ନୋଲୋଜି ବହୁତ ଆଗେଇଛି। ଲୋକେ ଆଗେ ଅଜଣା ସ୍ଥାନ ବିଷୟରେ ଲୋକଙ୍କୁ ପଚାରିବା ସହ ଅଯଥା ସମୟ ନଷ୍ଟ କରୁଥିଲେ। ମାତ୍ର ଗୁଗ୍‌ଲ ମ୍ୟାପ୍‌ ଯୋଗୁ କାହାକୁ ନ ପଚାରି ସିଧା ଯାଇ ଠିକଣା ସ୍ଥାନରେ ପହଞ୍ଚି ଯାଉଛନ୍ତି।…

ଇମ୍ରାନଙ୍କ ନାଁରେ ହିଂସା ଉସକାଉଥିବା ଅଭିଯୋଗ, ହୋଇପାରେ ମୃତ୍ୟୁ ଦଣ୍ଡ!

ଇସଲାମାବାଦ,୨୧।୯: : ମେ ୯ରେ ହୋଇଥିବା ହିଂସା ଘଟଣାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ‘ଅପରାଧିକ ଷଡଯନ୍ତ୍ର’ ଅଭିଯୋଗ କରାଯାଇଛି। ଏହାର ସର୍ବାଧିକ ଦଣ୍ଡ ମୃତ୍ୟୁଦଣ୍ଡ ବୋଲି କୁହାଯାଏ। ନ୍ୟୁଜ ଏଜେନ୍ସି ପିଟିଆଇ ପଞ୍ଜାବ (ପାକିସ୍ଥାନ) ର ଜଣେ…

ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସ୍ଥାନରେ, ଦ୍ୱିତୀୟରେ ବିବେକ ରାମସ୍ବାମୀ

ଓ୍ବାଶିଂଟନ୍‌,୨୧।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରେ ଭାରତୀୟ ବଂଶୋଭବ ବିବେକ ରାମସ୍ବାମୀ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ସ୍ଥାନରେ ଅଛନ୍ତି। ସିଏନଏନ ସର୍ଭେ ଅନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଫ୍ଲୋରିଡା…

ଧମକ ଦେଲେ ସୌଦି ଆରବ କ୍ରାଉନ ପ୍ରିନ୍ସ

ରିୟାଦ,୨୧।୯: ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବୁଧବାର ଫକ୍ସ ନ୍ୟୁଜକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଯଦି ତାଙ୍କ ପ୍ରତିଦ୍ୱନ୍ଦି ଇରାନ ନ୍ୟୁକ୍ଲିୟର ବା ଆଣବିକ ବୋମା ତିଆରି କରେ ତେବେ ସେ ବି ନ୍ୟୁକ୍ଲିୟର ବୋମା…

ଟ୍ରୁଡୋଙ୍କ ବୟାନ ପରେ ହିନ୍ଦୁଙ୍କ ଉପରେ ବିପଦ, ସୁରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି କଲା ସଂଗଠନ

ଓଟାଓ୍ବା,୨୧।୯: କାନାଡାର ସୁରକ୍ଷା ମନ୍ତ୍ରୀ ଡୋମିନିକ ଲିବ୍ଲେଙ୍କ୍‌ଙ୍କୁ ହିନ୍ଦୁ ଫୋରମ କାନାଡା ଏକ ଚିଠି ଲେଖିଛି। ଯେଉଁଥିରେ ଖାଲିସ୍ତାନୀଙ୍କ ବିପଦକୁ ଦୃଷ୍ଟିରେ ରଖି ସେ ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ଦାବି କରିଛନ୍ତି। ହିନ୍ଦୁ ଫୋରମ କାନାଡା ହେଉଛି ଏକ ଅଣ-ଲାଭକାରୀ ମାନବିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri