ଭୂସ୍ଖଳନ ପାଇଁ ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ
ଇସଲାମାବାଦ,୨୪ା୭: ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଉତ୍ତର ପାକିସ୍ତାନର ଅନେକ ପ୍ରମୁଖ ରାସ୍ତାକୁ ଅବରୋଧ କରିଛି। ଅଧିକାରୀମାନେ ସୋମବାର କହିଛନ୍ତି, ଏହି ଭୂସ୍ଖଳନ ଅନେକ ପର୍ଯ୍ୟଟକ ଫସି ରହିଛନ୍ତି। ଉଲ୍ଲେଖନୀୟ ଯେ, ଗତ ମାସରେ ପାଣିପାଗ ସମ୍ବନ୍ଧୀୟ ଘଟଣା ଯୋଗୁ...
‘ଖରାପ ଅର୍ଥନୈତିକ ସଙ୍କଟ ପାଇଁ ଇମ୍ରାନ ଦାୟୀ’
ଇସଲାମାବାଦ,୨୪ା୭: ପାକିସ୍ତାନ ଅତ୍ୟନ୍ତ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଯେଉଁ କାରଣରୁ ଦେଶରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ...
ଏକ ମାସ ହେବ ନିଖୋଜ ହେଲେଣି ଚାଇନା ବୈଦେଶିକ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ଶତ୍ରୁତା ନା ଆମେରିକା ଟିଭି ଆଙ୍କରଙ୍କ ସହ ଆଫେୟାର କ’ଣ ଏହାର କାରଣ
ବେଜିଂ,୨୪।୭: ଚାଇନାର ୫୭ ବର୍ଷୀୟ ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ଦୀର୍ଘ ଏକ ମାସ ଧରି ସର୍ବସାଧାରଣରେ ଦେଖା ଦେଇନାହାଁନ୍ତ। ସେ ତାଙ୍କର ସ୍ଥିର କାର୍ଯ୍ୟକ୍ରମରେ ବିଦେଶୀ ନେତାଙ୍କୁ ଭେଟୁନାହାଁନ୍ତି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସେମାନଙ୍କ ବିଷୟରେ କିଛି...
ବ୍ରିଟେନରେ ସବୁଠୁ ମହଙ୍ଗା ଘର କିଣିଲେ ଏହି ଭାରତୀୟ ବ୍ୟକ୍ତି
ନୂଆଦିଲ୍ଲୀ,୨୪।୭: ବ୍ରିଟେନର ରାଜଧାନୀ ଲଣ୍ଡନ ଦୀର୍ଘ ଦିନରୁ ଭାରତୀୟ କୋଟିପତିଙ୍କ ପ୍ରିୟ ସହର ହୋଇଆସୁଛି। ଷ୍ଟିଲ କିଙ୍ଗ୍ ଲକ୍ଷ୍ମୀ ମିତ୍ତଲଙ୍କ ସହ ବେଦାନ୍ତର ଅନିଲ ଅଗ୍ରୱାଲଙ୍କ ପରି କୋଟିପତିଙ୍କ ଲଣ୍ଡନରେ ଘର ଅଛି। ଏହି କ୍ରମରେ ଭାରତୀୟ ବ୍ୟବସାୟୀ ତଥା...
କନାଡାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ୨୭ ଜୁଲାଇରେ ଭାରତ ପହଞ୍ଚିବ ମର ଶରୀର
ଟରଣ୍ଟୋ,୨୪।୭: କାନାଡାରେ ଫୁଡ ଡେଲିଭରି ପାର୍ଟନର ଭାବେ କାମ କରୁଥିବା ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଜ୍ୟାକିଙ୍ଗ ସମୟରେ ହୋଇଥିବା ହିଂସା ଯୋଗୁ ହତ୍ୟା କରାଯାଇଛି। ସ୍ଥାନୀୟ ସିଟିଭି ନ୍ୟୁଜ ଚ୍ୟାନେଲର ରିପୋର୍ଟ ଅନୁଯାୟୀ, ଗୁରବିନ୍ଦର ନାଥ...
ଓଭଲ ଅଫିସରେ ବାଇଡେନ-ମୋଦିଙ୍କ ଗୁପ୍ତ ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ଚାଇନା
ଓ୍ବାଶିଂଟନ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଗତ ମାସରେ ହୋଇଥିବା ଗୁପ୍ତ ବୈଠକକୁ ନେଇ ଏକ ବଡ ସୂଚନା ସାମ୍ନାକୁ ଆସିଛି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି କି ଓଭଲ କାର୍ଯ୍ୟାଳୟରେ...
ତାଲିବାନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତିରେ ଆମେରିକା ସାଜିଛି ପ୍ରତିବନ୍ଧକ…
କାବୁଲ,୨୪।୭ : ତାଲିବାନ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମୁଲ୍ଲା ମହମ୍ମଦ ୟାକୁବ ମୁଜାହିଦଙ୍କୁ ନିଯୁକ୍ତ କରିଛି। ଆମେରିକାକୁ ଟାର୍ଗେଟ କରି ସେ କହିଛନ୍ତି ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତି ପାଇଁ ଆମେରିକା ଏକ ପ୍ରତିବନ୍ଧକ ସାଜିଛି। ଏକ...
ମଝି ସମୁଦ୍ରରେ ଡଙ୍ଗାବୁଡ଼ି: ୧୫ ମୃତ, ୧୯ ନିଖୋଜ…
ଜାକର୍ତ୍ତା,୨୪।୭ : ରବିବାର-ସୋମବାର ମଧ୍ୟରାତ୍ରିରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ମଝି ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯାଇଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୧୯ ଜଣ ନିଖୋଜ ଅଛନ୍ତି। ଜାତୀୟ ସନ୍ଧାନ ଏବଂ ଉଦ୍ଧାରକାରୀ ସଂସ୍ଥା...
୩ ବର୍ଷ ପରେ ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ ଚାଇନା…
ବେଜିଂ,୨୪।୭ : ଚାଇନା ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବାକୁ ଯାଉଛି। ବୁଧବାର ଠାରୁ ସିଙ୍ଗାପୁର ଏବଂ ବ୍ରୁନେଇର ନାଗରିକଙ୍କ ପାଇଁ ଚାଇନା ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ। ଉଭୟ ଦେଶର...
ସ୍ପେନ୍ ନିର୍ବାଚନ: ଦକ୍ଷିଣପନ୍ଥୀ ପପୁଲାର ପାର୍ଟି ବିଜୟୀ, ବହୁମତ ନ ଥିବାରୁ ସରକାର ଗଠନ କରିବା କଷ୍ଟକର…
ମାଦ୍ରିଦ,୨୪।୭ : ସ୍ପେନର ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣନା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ସହିତ ଡଦକ୍ଷିଣପନ୍ଥୀ ପପୁଲାର ପାର୍ଟି (ପିପି) ନିର୍ବାଚନରେ ଜିତିଛି । ସ୍ପେନ ଭାଷା ଦୈନିକ ଖବରକାଗଜ ଏଲ ପଏସ ଅନୁଯାୟୀ, ଅନିଶ୍ଚିତ...
ଅପରେଶନ ପରେ ଏବେ ସୁସ୍ଥ ଅନୁଭବ କରୁଛି: ନେତାନ୍ୟାହୁ…
ଜେରୁଜେଲମ,୨୪।୭ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କର ସଫଳ ପେସମେକର ହାର୍ଟ ସର୍ଜରୀ କରାଯାଇଛି। ଏହି ଅପରେଶନ ଏପରି ଏକ ସମୟରେ ହୋଇଛି ଯେତେବେଳେ ଦେଶ ଆଗାମୀ ଦିନରେ ସଂସଦରେ ବିବାଦୀୟ ‘ଜୁଡିସିଆଲ ରିଫର୍ମସ’ ବିଲ ଉପରେ ଭୋଟ ଦେବାକୁ...
ଟୁଇଟରର ନୂଆ ଲୋଗୋ : ନୀଳ ପକ୍ଷୀ ବଦଳରେ ଇଂରାଜୀ ଅକ୍ଷର ‘ଏକ୍ସ’ …
ଓ୍ବାଶିଂଟନ,୨୪।୭ : ନୀଳ ପକ୍ଷୀ ବଦଳରେ ଇଂରାଜୀ ‘ଏକ୍ସ’ ଟୁଇଟରର ନୂଆ ଲୋଗୋ ହେବ ବୋଲି ଏଲୋନ ମସ୍କ ସୂଚନା ଦେଇଛନ୍ତି। ଗତ ବର୍ଷ ଟୁଇଟରର ଦାୟିତ୍ୱ ଗ୍ରହଣ କରିବା ପରେ ଏଲନ ମସ୍କ କମ୍ପାନୀରେ ଅନେକ ପରିବର୍ତ୍ତନ କରିଛନ୍ତି।...
Archives


