ଅନ୍ତର୍ଜାତୀୟ

ପୋଲିସଙ୍କ ଉପରେ ଆକ୍ରମଣ: ଗୁପ୍ତ ଅପରେଶନରେ ୪ ଆତଙ୍କବାଦୀଙ୍କ ମୁଣ୍ଡଗଡିଲା…

ଇସଲାମାବାଦ,୧୩।୧୧ : ଖାଇବର ପାସ୍ତୁନଖ୍ବାର ଡେରା ଇସମାଇଲ ଖାନ ଜିଲାର କୁଲାଚି ତହସିଲରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନାନୁସାରେ, ଘରକୁ ଫେରୁଥିବା ବେଳେ ପୋଲିସ ଜାମିଲ ଶାହାଙ୍କ ଉପରେ ଆକ୍ରମଣ କରାଯାଇଥିଲା।…

ଇସ୍ରାଏଲ ଉପରେ ଲେବାନନର ରକେଟ ମାଡ: ୭ ସୈନ୍ୟ ଆହତ…

ଜେରୁଜେଲମ,୧୩।୧୧ : ଇସ୍ରାଏଲ ଉପରେ ଲେବାନନର ରକେଟ ଦୁଇଥର ରକେଟ ମାଡ କରିଛି। ଏଥିରେ୧୦ ଜଣ ଇସ୍ରାଏଲ ନାଗରିକ ଏବଂ ୭ଜଣ ସୈନିକ ଆହତ ହୋଇଛନ୍ତି। ଅନ୍ୟ ଏକ ଆକ୍ରମଣକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପଣ୍ଡ କରାଯାଇଛି। ପ୍ରଥମ ଆକ୍ରମଣରେ, ଇସ୍ରାଏଲ…

ହସ୍ପିଟାଲରେ ହମାସର ମାନବ ଢାଲ କାର୍ଯ୍ୟ: ଇୟୁ ପକ୍ଷରୁ ନିନ୍ଦା…

ଜେରୁଜେଲମ,୧୩।୧୧: ୟୁରୋପୀୟ ୟୁନିଅନ ଗାଜାରେ ହସ୍ପିଟାଲରେ ସାଧାରଣ ନାଗରିକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରିଥିବାରୁ ହମାସକୁ ନିନ୍ଦା କରିଛି। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲକୁ ସର୍ବାଧିକ ପ୍ରତିବନ୍ଧକ ଦେଖାଇବାକୁ ମଧ୍ୟ ଅନୁରୋଧ କରାଯାଇଛି। ମେଡିକାଲ କର୍ମଚାରୀଙ୍କ ଅନୁଯାୟୀ ପାଲେଷ୍ଟାଇନ…

ହମାସକୁ ଶେଷ କରିବା ପ୍ରତିଜ୍ଞାକୁ ପୁଣି ଦୋହରାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୧୨।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଗୋଟିଏ ମାସ ବିତିଗଲା। ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ଶହ ଶହ ହମାସ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହା ସହିତ ଗାଜା ଷ୍ଟ୍ରିପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି…

ଆଇସ୍‌ଲାଣ୍ଡରେ ଲାଭା ଉଦ୍‌ଗିରଣ ଆଶଙ୍କା: ସତର୍କ କଲା ପ୍ରଶାସନ

ରେକ୍‌ଜାଭିକ୍‌,୧୨ା୧୧: ଆଇସ୍‌ଲାଣ୍ଡର ଦକ୍ଷିଣପଶ୍ଚିମରେ ଥିବା ରେକ୍‌ଜାନେସ୍‌ ଉପଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହେବା ପରେ ଗତ ୧୪ ଘଣ୍ଟା ମଧ୍ୟରେ ୮୦୦ ଥର କମ୍ପନ ଅନୁଭୂତ ହୋଇଛି। ଫଳରେ ଆଇସ୍‌ଲାଣ୍ଡରେ ଜରୁରୀ ସ୍ଥିତି (ଏମର୍ଜେନ୍ସି) ଜାରି କରାଯାଇଛି। ଏହା ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣର…

ପାଲେଷ୍ଟାଇନ ସମର୍ଥକ ରାଲିରେ ହୋଇଥିବା ହିଂସାକୁ ନିନ୍ଦା କଲେ ସୁନକ, କହିଲେ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌

ଲଣ୍ଡନ,୧୨।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପାଲେଷ୍ଟାଇନ ସମର୍ଥକ ରାଲିରେ ହୋଇଥିବା ହିଂସାକୁ ନିନ୍ଦା କରିଛନ୍ତି। ଶନିବାର ସୁନକ କହିଛନ୍ତି, ସମସ୍ତ ଅପରାଧିକ ମାମଲା ବିରୋଧରେ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ହିଂସାତ୍ମକ ଘଟଣାକୁ ଗ୍ରହଣୀୟ ନୁହେଁ ବୋଲି…

ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ କାନାଡା: ଜଷ୍ଟିନ ଟ୍ରୁଡୋ

ଓଟାଓ୍ବା,୧୨।୧୧: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ନିଜର ଦାବିକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ,…

ଲୋକପ୍ରିୟ ଓ୍ବେବ ସିରିଜ ‘ଫୌଦା’ର କ୍ରୁ ମେମ୍ବର ମାତନ ମିରଙ୍କ ପରଲୋକ, ହମାସ ବିରୋଧରେ ଲଢୁଥିଲେ ଯୁଦ୍ଧ

ତେଲ ଆଭିଭ,୧୨।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଏଥି ସହିତ, ଗାଜାରେ ହୋଇଥିବା ଅପରେସନ ସମୟରେ ଇସ୍ରାଏଲର ଲୋକପ୍ରିୟ ୱେବ ସିରିଜ…

‘ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ କାନାଡା ମାତ୍ର ବଡ଼ ଦେଶ ହିଂସା ସୃଷ୍ଟି କରୁଛନ୍ତି’

ଓଟାଓ୍ବା,୧୨ା୧୧: ଚାଲିଥିବା କୂଟନୈତିକ ସଙ୍କଟ ମଧ୍ୟରେ ୪୦ରୁ ଅଧିକ କାନାଡାର କୂଟନୀତିଜ୍ଞ ନୂଆଦିଲ୍ଲୀର ଅନୁରୋଧ କ୍ରମେ ଭାରତ ଛାଡ଼ି ଚାଲିଯିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣିଥରେ ଭିଏନା ସମ୍ମିଳନୀକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ଟ୍ରୁଡୋ ନିକଟରେ ଏହି…

ଗାଜାରେ ନିଜ ଅଧିକାରୀଙ୍କ ସହ ସମ୍ପର୍କ କରି ପାରୁନାହିଁ ଡବ୍ଲ୍ୟୁଏଚଓ, ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଅପିଲ

ନ୍ୟୁୟର୍କ,୧୨।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଶନିବାର କହିଛି ଯେ ଗାଜାର ଅଲ ଶିଫା ହସ୍ପିଟାଲରେ ଏହାର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସମ୍ଭବ ହେଉନାହିଁ। ସୂଚନାଯୋଗ୍ୟ, ଉତ୍ତର ଗାଜାର ଅଲ ଶିଫା ହସ୍ପିଟାଲରେ ନିକଟରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନା…

୨୦୨୪ ଭୂକମ୍ପରେ ଧ୍ୱଂସ ହୋଇଯିବ ଅନେକ ବଡ ବଡ ସହର, ଆମେରିକା ପାଇଁ ଭବିଷ୍ୟବାଣୀ

ଓ୍ବାଶିଂଟନ,୧୨।୧୧: ନୂଆ ନୋସ୍ତ୍ରୋଦମସ କୁହାଯାଉଥିବା କ୍ରେଗ ହାମିଲଟନ-ପାର୍କର ଆସନ୍ତା ବର୍ଷ ଲାଗି ଆମେରିକା ପାଇଁ ଭୟାନକ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଯେ ପ୍ରାକୃତିକ ଘଟଣା ଯୋଗୁଁ ଆମେରିକାର ଅଧିକାଂଶ ଅଂଶ ବ୍ଲାକଆଉଟ ଦେଇ ଗତି କରିବ। ଭିତ୍ତିଭୂମି ନଷ୍ଟ ହେତୁ…

୮୦୦ରୁ ଅଧିକ ସୁଦାନ ନାଗରିକଙ୍କର କରାଯାଇଛି ନରସଂହାର: ଜାତିସଂଘ…

ଖାର୍ତୁମ,୧୨।୧୧ : ଯୁଦ୍ଧଗ୍ରସ୍ତ ସୁଦାନରେ ଗତ ଏକମାସ ମଧ୍ୟରେ ୮୦୦ରୁ ଅଧିକ ସୁଦାନ ନାଗରିକଙ୍କର ନରସଂହାର କରାଯାଇଛି। ଏନେଇ ଜାତିସଂଘ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ପଶ୍ଚିମ ଡାଫୁର ପ୍ରଦେଶର ଆର୍ଦାମାତା ଅଞ୍ଚଳରେ ସୁଦାନ ପାରାମିଲିଟାରୀ ବାହିନୀ ଏବଂ ମିଳିତ ଆରବ ବିଦ୍ରୋହୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?