ଜୁଲାଇରେ ବରଫପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ
ଓ୍ବାଶିଂଟନ,୨୮ା୭: ଜୁଲାଇ ଶେଷ ହେବାକୁ ଥିବାବେଳେ କାଲିଫର୍ନିଆର ପର୍ବତଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇରହିଛି। ଯାହା ଦେଖି ପାଣିପାଗ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପାଣିପାଗ ବିଜ୍ଞାନୀମାନେ ଜୁନ୍ ୧କୁ ଗ୍ରୀଷ୍ମର ପ୍ରଥମ ଦିନ ବୋଲି ବିବେଚନା କରନ୍ତି। କିନ୍ତୁ...
ବିଶ୍ୱର ପ୍ରଥମ ସୁପରସୋନିକ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ
ଓ୍ବାଶିଂଟନ୍,୨୮।୭: ନାସା X-୫୯ ନାମକ ଏକ ସୁପରସୋନିକ ବିମାନ ତିଆରି କରିଛି, ଯାହା ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନାସା ଦାବି କରିଛି ଯେ X-୫୯ ପୃଥିବୀର ଯେକୌଣସି ଦୁଇଟି ପଏଣ୍ଟ ମଧ୍ୟରେ ପ୍ରାୟ ୨ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବ।...
ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଉଛି ଚାଇନା, ଆମେରିକା ଗୁଇନ୍ଦା ବିଭାଗର ଦାବି
ଓ୍ବାଶିଂଟନ,୨୮।୭: ରୁଷିଆ ଓ ଚାଇନାର ବନ୍ଧୁତ୍ୱ ଏବେ ପଦାରେ ପଡିଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନା ବିନା କୌଣସି ଦ୍ୱିଧାରେ ରୁଷିଆକୁ ସହଯୋଗ କରିଛି। ହେଲେ ଚାଇନା କହିଛି ଯେ ସେ ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଇ ନାହିଁ।...
ଆମେରିକାରେ ଘୋଷଣା ହୋଇପାରେ ଦୀପାବଳି ଛୁଟି, ବିଲ ଉପସ୍ଥାପନ କଲେ ଗ୍ରେସ ମେଙ୍ଗ
ଓ୍ବାଶିଂଟନ୍,୨୮।୭: ଦୀପାବଳି ଏପରି ଏକ ପର୍ବ, ଯାହା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ଦୀପାବଳି ଦିନକୁ ଫେଡେରାଲ ଛୁଟି ଘୋଷଣା କରିବାକୁ ଆମେରିକାର ସାଂସଦ ଗ୍ରେସ ମେଙ୍ଗ ଦାବି କରିଛନ୍ତି। ସେ କହିଛନ୍ତି...
ନ୍ୟାୟିକ ସୁଧାର ଆଇନକୁ ନେଇ ତୀବ୍ର ହୋଇପାରେ ବିରୋଧ ପ୍ରଦର୍ଶନ, ଶାନ୍ତି ପାଇଁ ଜନତାଙ୍କୁ ଅପିଲ କଲେ ରାଷ୍ଟ୍ରପତି
ଜେରୁଜେଲମ,୨୮।୭: ଇସ୍ରାଏଲ ସଂସଦ ସୋମବାର ଅର୍ଥାତ୍ ଜୁଲାଇ ୨୪ରେ ବିବାଦସ୍ପଦ ନ୍ୟାୟିକ ସୁଧାର ବିଲକୁ ଆଇନର ରୂପ ଦେଇଦେଇଛନ୍ତି। ଏହି ବିଧେୟକକୁ ଶାସକ କଟ୍ଟର ଦକ୍ଷିଣପନ୍ଥି ମେଣ୍ଟର ସମସ୍ତ ୬୪ ସାଂସଦ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏପଟେ ବିରୋଧି ସାଂସଦମାନେ...
ଚାଇନାରେ ତାଣ୍ଡବ ରଚିବ ‘ଡୋକସୁରି’! ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼
ବେଜିଂ,୨୮।୭: ପ୍ରଶାନ୍ତ ମହାସାଗରେ ରବିବାର ସୃଷ୍ଟି ହୋଇଥିବା ‘ଡୋକସୁରି’ ଘୂର୍ଣ୍ଣିଝଡ଼ ଚାଇନାରେ ତାଣ୍ଡବ ରଚିବାକୁ ପ୍ରସ୍ତୁତ ହୋଇଗଲାଣି। ଏବେ ଚାଇନାରେ ଖୁବ ଜୋରରେ ପବନ ବହିବା ସହ ବର୍ଷା ଲାଗି ରହିଛି। କୁହାଯାଉଛି କି ଶୁକ୍ରବାର ଚଳିତ ବର୍ଷର ପଞ୍ଚମ...
ବିଦେଶରେ ଅବସାଦ, ଅନାହାରରେ ଛାତ୍ରୀ, ଭାରତ ଫେରାଇ ଆଣିବାକୁ ଗୁହାରି କଲେ ମାଆ
ନ୍ୟୁୟର୍କ/ହାଇଦ୍ରାବାଦ,୨୮।୭: ଜଣେ ଭାରତୀୟ ଛାତ୍ରୀ ସିକାଗୋ ସଡ଼କରେ ଅବସାଦ ଓ ଅନାହାରରେ ଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏହି ଛାତ୍ରୀ ଜଣଙ୍କର ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ତାଙ୍କ...
ରୁଷିଆ ଆଫ୍ରିକା ମଧ୍ୟରେ ବାଣିଜ୍ୟ ୧୮ ବିଲିୟନ ଡ଼ଲାର ଅତିକ୍ରମ କରିଛି: ପୁଟିନ୍
ମସ୍କୋ,୨୮।୭: ଚାଲିଥିବା ରୁଷିଆ-ୟୁକ୍ରେନ୍ ବିବାଦ କାରଣରୁ ବୈଶିକ ସ୍ଥରରେ ବିଚ୍ଛିନ୍ନ ହୋଇଥିବା ରୁଷିଆ ଆଫ୍ରିକୀୟ ରାଷ୍ଟ୍ର ସମ୍ମିଳନୀରେ ରୁଷିଆ-ଆଫ୍ରିକା ସମ୍ପର୍କ ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର କହିଛନ୍ତି, ୨୦୨୨ରେ ରୁଷିଆ ଏବଂ...
ସଂଯୁକ୍ତ ରାଷ୍ଟ୍ରର ୬୨ତମ ସାମାଜିକ ବିକାଶ ଆୟୋଗର ଅଧ୍ୟକ୍ଷତା ସମ୍ଭାଳିବ ଭାରତ, ୫୦ ବର୍ଷରେ ପ୍ରଥମ ଥର ପାଇଁ ମିଳିଲା ସୁଯୋଗ
ନୁୟର୍କ,୨୮।୭: ସଂଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କମ୍ବୋଜ ସଂଯୁକ୍ତ ରାଷ୍ଟ୍ରର ୬୨ତମ ସାମାଜିକ ବିକାଶ ଆୟୋଗର ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ପ୍ରାୟ ୫୦ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଭାରତ ଏହାର...
ସିରିଆର ଏକ ଧାର୍ମିକସ୍ଥଳରେ ବିସ୍ପୋରଣ: ୬ ମୃତ
ଡାମାସକସ,୨୮।୭: ସିରିଆର ମହରମ ପୂର୍ବରୁ ଗୁରୁବାର ରାତିରେ ଏକ ଶିଆ ଧାର୍ମିକସ୍ଥଳକୁ ଟାର୍ଗେଟ କରି ବିସ୍ପୋରଣ ହୋଇଛି। ଫଳରେ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଦମିସ୍କର ଗ୍ରାମାଞ୍ଚଳରେ ଥିବା ସୌଏଦା...
ସାମରିକ ପରେଡରେ ଶକ୍ତି ପ୍ରଦର୍ଶନ କଲା ଉତ୍ତର କୋରିଆ
ପ୍ୟୋଙ୍ଗୟାଙ୍ଗ,୨୮ା୭: ଉତ୍ତର କୋରିଆର ଏକଛତ୍ରବାଦୀ ନେତା କିମ୍ ଜୋଙ୍ଗ୍ ଉନ ଚାଇନା ଏବଂ ରୁଷିଆର ପ୍ରତିନିଧିଙ୍କ ପାଇଁ ଏକ ବଡ଼ ପରେଡ ଆୟୋଜନ କରିଥିଲେ। ଏହି ପରେଡରେ ଆଣବିକ ସକ୍ଷମ କ୍ଷେପଣାସ୍ତ୍ର ଏବଂ ନୂତନ ଆକ୍ରମଣ ଡ୍ରୋନ ପ୍ରଦର୍ଶିତ ହୋଇଥିଲା।...
ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ପୁଣି ବଢିଲା
ଓ୍ବାଶିଂଟନ୍,୨୮।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିବାରେ ଲାଗିଛି। ଟ୍ରମ୍ପଙ୍କ ବିରୋଧରେ ଗୋପନୀୟ ଦସ୍ତାବେଜ ସହ ଜଡିତ ଆଉ ଏକ ମାମଲା ରୁଜୁ ହୋଇଛି। ଗୋପନୀୟ ଦସ୍ତାବେଜଗୁଡିକର ଅନୁସନ୍ଧାନରେ ବାଧା ସୃଷ୍ଟି କରିବା ଏବଂ ଫ୍ଲୋରିଡା ଇଷ୍ଟେଟ...
Archives


