ଅନ୍ତର୍ଜାତୀୟ

ପୁଣି ଭାରତକୁ ନାଲିଆଖି ଦେଖାଇଲା କାନାଡ଼ା

ଓଟାଓ୍ବା,୧୭।୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା-ଭାରତ ସମ୍ପର୍କର ତିକ୍ତତା କମିବାର ନାଁ ଧରୁନି। ସମ୍ପ୍ରତି ବ୍ୟବସାୟ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ସ୍ଥିତିରେ ସୁଧାର ଆସୁଥିବାର ଦେଖାଯାଉଥିଲା। କିନ୍ତୁ କାନାଡାର ଜଣେ ବରିଷ୍ଠ ମନ୍ତ୍ରୀ ସୂଚାଇ…

ୟୁଏଇରେ ୪୫ କୋଟି ଟଙ୍କାର ଲଟେରୀ ଜିତିଲେ ଭାରତୀୟ ବ୍ୟକ୍ତି

ନୂଆଦିଲ୍ଲୀ,୧୭।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବିଭିନ୍ନ ସହରରେ ବାସ କରୁଥିବା ଅତି କମରେ ପାଞ୍ଚ ଜଣ ଭାରତୀୟ ସାପ୍ତାହିକ ଡ୍ର କିମ୍ବା ଲଟେରୀ ଜିତିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ସଦ୍ୟତମ ଜଣେ ହେଉଛନ୍ତି କଣ୍ଟ୍ରୋଲ ରୁମ ଅପରେଟର ଯିଏ…

ଆମେରିକା ମାଟିରୁ ସାରା ବିଶ୍ୱକୁ ସଫେଇ ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୭।୧୧: ଚାଇନାରେ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଜିନପିଙ୍ଗ କହିଛନ୍ତି, ଚାଇନା କୌଣସି ଦେଶରୁ ଏକ ଇଞ୍ଚ ଜମି ଦଖଲ କରି ନାହିଁ କିମ୍ବା ଆମେ କୌଣସି ଯୁଦ୍ଧ ଆରମ୍ଭ କରିନାହୁଁ। ସି ଜିନପିଙ୍ଗ ବର୍ତ୍ତମାନ…

ଗାଜା ହସ୍ପିଟାଲ ଏମଆରଆଇ ୟୁନିଟରୁ ମିଳିଲା ଅସ୍ତ୍ରଶସ୍ତ୍ର, ଇସ୍ରାଏଲ ଜାରି କଲା ଭିଡିଓ

ଜେରୁଜେଲମ,୧୬।୧୧: ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଦାବି କରିଛି ଯେ ହମାସ ହସ୍ପିଟାଲରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ଇସ୍ରାଏଲ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ରଖିବା…

ସିକଲ ସେଲ ପାଇଁ ଜିନ ଥେରାପି ଚିକିତ୍ସାକୁ ମଞ୍ଜୁରୀ ଦେଇଥିବା ପ୍ରଥମ ଦେଶ ହେଲା ବ୍ରିଟେନ

ଲଣ୍ଡନ,୧୬।୧୧: ବ୍ରିଟେନର ଔଷଧ ନିୟାମକ ସିକଲ ସେଲ ରୋଗର ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ଜିନ ଥେରାପି ଚିକିତ୍ସାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ବ୍ରିଟେନରେ ଏହି ଗୁରୁତର ରୋଗରେ ପୀଡିତ ହଜାର ହଜାର ଲୋକଙ୍କୁ ଆରାମ ପ୍ରଦାନ କରିପାରିବ। ଗୁରୁବାର…

ଜିନପିଙ୍ଗଙ୍କୁ ‘ଡିକ୍ଟେଟର’ ବୋଲି କହିଲେ ବାଇଡେନ, ରାଗିଲା ଚାଇନା

ବେଜିଂ,୧୬।୧୧: ଆମେରିକାର ଏବଂ ଚାଇନା ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚଳିତ ବର୍ଷର ପ୍ରଥମ ବୈଠକ ବୁଧବାର (ନଭେମ୍ବର ୧୬) ରେ ସାନ ଫ୍ରାନ୍ସିସ୍କୋରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଅତ୍ୟନ୍ତ ନିର୍ଣ୍ଣାୟକ ଏବଂ ସଫଳ ଆଲୋଚନା ହୋଇଥିଲା,…

ବିଆରଆଇରେ ସାମିଲ ହେବାକୁ ବାଇଡେନକୁ ନିମନ୍ତ୍ରଣ ଦେଲେ ଜିନପିଙ୍ଗ

ଓ୍ବାଶିଂଟନ୍‌,୧୬।୧୧: ଚାଇନା ସମଗ୍ର ବିଶ୍ୱରେ ଏହାର ଅର୍ଥନୈତିକ ପ୍ରଭାବ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଏକ ଟ୍ରିଲିୟନ ଡଲାର୍‌ ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରୋଜେକ୍ଟ (ବିଆରଆଇ) ଆରମ୍ଭ କରିଛି। ଯେଉଁଥିରେ…

କାଇରୋରେ ପହଞ୍ଚିଲେ ଗାଜାରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଭାରତୀୟ ମହିଳା, ଏବେ ନିଜ ଘର କଶ୍ମୀରକୁ ଫେରିବାକୁ ଅପେକ୍ଷା

ଜେରୁଜେଲମ,୧୬।୧୧: ଭାରତୀୟ ମିଶନ ସହାୟତାରେ ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଲୁବନା ନାଜିର ଶାବୁ ବର୍ତ୍ତମାନ କାଇରୋରେ ପହଞ୍ଚିଛନ୍ତି। ସେ ନିଜ ଘର କଶ୍ମୀରକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେ ଆବଶ୍ୟକ ବ୍ୟବସ୍ଥାକୁ…

ଧର୍ମନିରପେକ୍ଷତାର ଅର୍ଥ ଅଣଧାର୍ମିକ ନୁହେଁ, ସବୁ ଧର୍ମ ପ୍ରତି ସମାନ ସମ୍ମାନ: ଜୟଶଙ୍କର

ଲଣ୍ଡନ/ନୂଆଦିଲ୍ଲୀ,୧୬ା୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ଭାରତ ପାଇଁ ଧର୍ମନିରପେକ୍ଷତାର ଅର୍ଥ ଅଣ-ଧାର୍ମିକ ନୁହେଁ ବରଂ ସମସ୍ତ ଧର୍ମକୁ ସମାନ ଭାବରେ ସମ୍ମାନ କରିବା, କିନ୍ତୁ ଅତୀତର ‘ଆପତ୍ତିଜନକ’ ସରକାରୀ ନୀତି ଦେଶର ସର୍ବ ବୃହତ ଧର୍ମକୁ ଅନୁଭବ…

ବିଶ୍ୱର ମୁଦ୍ରାସ୍ପିତି ସମ୍ଭଳିଛି ଭାରତ, ଧନ୍ୟବାଦକୁ ଅପେକ୍ଷା: ଏସ୍. ଜୟଶଙ୍କର

ନୂଆଦିଲ୍ଲୀ, ୧୬।୧୧: ଭାରତ ଏହାର ତୈଳ ଏବଂ ଗ୍ୟାସ ବଜାର ନୀତିକୁ କୋହଳ କରିଛି। ଯାହା ଫଳରେ ବିଶ୍ୱର ସମସ୍ୟା ସମୟରେ ମୁଦ୍ରାସ୍ପିତିକୁ ନିୟନ୍ତ୍ରଣ କରିଛି। ଗୁରୁବାର ଇଂଲଣ୍ଡର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର।…

ଭାରତୀୟ ସୀମା ଅଞ୍ଚଳକୁ ଦଖଲ କରିବା ନେଇ ଜୁଣ୍ଟାର ଧମକ

ନାପିଦ୍ୱ,୧୬।୧୧: ଦୀର୍ଘ ଦୁଇବର୍ଷରୁ ଅଧିକ ଦିନ ଧରି ମ୍ୟାନମାର୍‌ ସେନା ଓ ବିଦ୍ରୋହୀ ଗୋଷ୍ଠୀ ଆଣ୍ଟି-ଜୁଣ୍ଟା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ମ୍ୟାନମାରର ଚିନ ରାଜ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏୟାର…

କୋଇଲା ପ୍ଲାଣ୍ଟରେ ନିଆଁ: ଜିଅନ୍ତା ଜଳିଗଲେ ୨୫, ଅନେକ ଆହତ

ବେଜିଂ,୧୬ା୧୧:ଗୁରୁବାର ସକାଳେ ଚାଇନାରେ ଏକ ଦୁଃଖଦ ଘଟଣା ଘଟିଛି। ଉତ୍ତର ଶାନସି ପ୍ରଦେଶର ଲୁଲିଆଙ୍ଗରେ ଥିବା ଏକ କୋଇଲା କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିବାରୁ ୨୫ ଜଣ ଜିଅନ୍ତା ଜଳିଯାଇଛନ୍ତି । ୪ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଏତେ ତୀବ୍ର ଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?