ଅନ୍ତର୍ଜାତୀୟ

ଚଳନ୍ତା ବସରେ ଓ୍ବାକ୍ସିଂ କଲେ ଯୁବତୀ

କଲମ୍ବିଆ,୨୬।୧୦: ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଲୋକଙ୍କୁ ନିଜ ପାଇଁ ଟିକିଏ ଫୁରସତ ନାହିଁ। ଆଖପାଖରେ ଆପଣ ଏପରି ଲୋକଙ୍କୁ ଦେଖୁଥିବେ ଯେଉଁମାନେ ଗୋଟିଏ ସମୟରେ ଏକରୁ ଅଧିକ କାର୍ଯ୍ୟ କରିବାରେ କ୍ଷମତା ରଖିଥା’ନ୍ତି। ଏହାରି ଭିତରେ ଏପରି ଏକ ଭିଡିଓ ସୋସିଆଲ…

ଗୁଗଲ ମ୍ୟାପରେ ଆସୁନି ଇସ୍ରାଏଲ-ଗାଜାର ଲାଇଭ ଟ୍ରାଫିକ

ଗାଜା,୨୬।୧୦: ଗାଜାକୁ ବିଭିନ୍ନ କୋଣରୁ ଘେରିବା ସହ ଅଞ୍ଚଳକୁ ନାକାବନ୍ଦୀ କରିବା ପରେ ଇସ୍ରାଏଲ ସେନା ବର୍ତ୍ତମାନ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେମାନଙ୍କୁ ଖୁବ୍‌ଶୀଘ୍ର ଗ୍ରୀନ ଫ୍ଲାଗ୍‌ ମିଳିପାରେ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ…

ଇସ୍ରାଏଲ-ହମାସ ଯୁଦ୍ଧ ମୃତ୍ୟୁ ସଂଖ୍ୟା ଟପିଲା ୮ ହଜାର…

ଜେରୁଜେଲମ,୨୬।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୮୦୦୦ ଅତିକ୍ରମ କରିଛି। ଇସ୍ରାଏଲ ଉପରେ ହମାସ ଆକ୍ରମଣରେ…

ଆମେରିକାରେ ବଡ଼ ଗୁଳିକାଣ୍ଡ: ୨୨ ମୃତ୍ୟୁ, ୫୦ରୁ ଅଧିକ ଲୋକ ଆହତ

ଓ୍ବାଶିଂଟନ୍‌,୨୬।୧୦: ଆମେରିକାର ମେନ ରାଜ୍ୟର ଲୁଇଷ୍ଟନ ସହରରେ ବୁଧବାର ବିଳମ୍ବିତ ରାତିରେ ଗୁଳିକାଣ୍ଡରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀ ଘଟଣା ପରେ ଫେରାର ଅଛନ୍ତି। ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ସୁରକ୍ଷା…

ଜୀବିତ ଅବସ୍ଥାରେ ମୃତ୍ୟୁ ପାଇଁ ପ୍ରସ୍ତୁତ: ଗାଜାରେ ପିଲାମାନଙ୍କୁ ପିନ୍ଧାଯାଉଛି ସ୍ବତନ୍ତ୍ର ବ୍ରେସଲେଟ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଜେରୁଜେଲମ,୨୬।୧୦: ଯୁଦ୍ଧର ଭୟାବହତା ଏତେ ନିଷ୍ଠୁର ଯେ ମାନବ ଜୀବନର କୌଣସି ମୂଲ୍ୟ ନ ଥାଏ,ଯେଉଁମାନେ ମରନ୍ତି ସେମାନେ କେବଳ ସଂଖ୍ୟାରେ ପରିଣତ ହୁଅନ୍ତି। ଗାଜା ଷ୍ଟ୍ରିପରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ଏପର୍ଯ୍ୟନ୍ତ ଇସ୍ରାଏଲର ଗୁଳିରେ ୬ ହଜାରରୁ ଅଧିକ…

ଗାଜା ଯୁଦ୍ଧ ବିରାମ ପ୍ରସ୍ତାବକୁ ବିରୋଧ କଲେ ଚାଇନା-ରୁଷିଆ…

ଜେନେଭା,୨୬।୧୦ : ଗାଜାରେ ଇସ୍ରାଏଲର ବୋମା ବିସ୍ଫୋରଣ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି) ବୈଠକରେ ଅସ୍ତ୍ରବିରତି ନେଇ ପୁଣି ଥରେ ସହମତି ହୋଇପାରି ନାହିଁ। ବୁଧବାର ଆମେରିକା ଏବଂ ରୁଷିଆ ୟୁଏନଏସସିରେ ଦୁଇଟି ପୃଥକ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଉଭୟଙ୍କୁ…

ଜି-୨୦ ସମ୍ମିଳନୀର ଏହି ଘୋଷଣା ପାଇଁ ହମାସ କଲା ଆକ୍ରମଣ: ବାଇଡେନ

ଓ୍ବାଶିଂଟନ୍‌,୨୬।୧୦: ଜି-୨୦ ଶିଖର ସମ୍ମିଳନୀରେ ହୋଇଥିବା ଏକ ପ୍ରମୁଖ ଘୋଷଣାକୁ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଅନ୍ୟତମ କାରଣ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଶିଖର ସମ୍ମିଳନୀରେ ସ୍ବାକ୍ଷାରିତ ହୋଇଥିବା ଭାରତ ମଧ୍ୟ ପୂର୍ବ-ୟୁରୋପ…

ଆମେରିକା ଶାନ୍ତି ପାଇଁ ଏକ ବଡ ପ୍ରତିବନ୍ଧକ: ଚାଇନା…

ବେଜିଂ,୨୬।୧୦: ଚାଇନା ସାମରିକ ସାମର୍ଥ୍ୟର ସମ୍ପ୍ରସାରଣ ଉପରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ର ରିପୋର୍ଟ ନେଇ ଚାଇନା କ୍ରୋଧିତ ହୋଇ କହିଛି ବିଶ୍ୱରେ ଆଞ୍ଚଳିକ ଶାନ୍ତି ପାଇଁ ଆମେରିକା ହେଉଛି ସବୁଠାରୁ ବଡ ପ୍ରତିବନ୍ଧକ। ଚାଇନା ଆଣବିକ ବିସ୍ତାର ବିଷୟରେ ଗତ…

ତାଇଓ୍ବାନ ବାୟୁସୀମାରେ ଚାଇନାର ଅନୁପ୍ରବେଶ

ତାଇପେଇ,୨୬।୧୦: ତାଇୱାନ-ଚାଇନା ମଧ୍ୟରେ ବିବାଦ ଥମୁନାହିଁ। ଗୁରବାର ସକାଳେ ଚାଇନାର ୧୫ଟି ବାୟୁସେନା ବିମାନ ତାଇୱାନର ବାୟୁସୀମାରେ ଅନୁପ୍ରବେଶ କରିଛି। ଏସମ୍ପର୍କରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ତାଇୱାନ ଅଭିଯୋଗ କରିଛି ଯେ, ଚାଇନା ତାଇଓ୍ବାନର ବାୟୁସୀମାକୁ ଯୁଦ୍ଧ ବିମାନ…

ରୋହିଙ୍ଗ୍ୟାଙ୍କ ଦ୍ୱାରା ହିନ୍ଦୁମାନଙ୍କର ନରସଂହାର ଏକ ଅନ୍ତର୍ଜାତୀୟ ଅପରାଧ: ଜାତିସଂଘ…

ନାପିଦ୍ୱ,୨୬।୧୦: ମ୍ୟାନମାରରେ ରୋହିଙ୍ଗ୍ୟା ଗୋଷ୍ଠୀ ଦ୍ୱାରା ୯୯ ହିନ୍ଦୁଙ୍କ ହତ୍ୟା ଅନ୍ତର୍ଜାତୀୟ ଅପରାଧ ବର୍ଗରେ ରହିପାରେ। ମିଳିତ ଜାତିସଂଘର ଜଣେ ଅଧିକାରୀ ସେଠାରେ ମାନବିକ ଅଧିକାରର ଗୁରୁତର ଉଲ୍ଲଂଘନ ଘଟଣାର ଅନୁସନ୍ଧାନ କରୁଥିବା କହିଛନ୍ତି। ମ୍ୟାନମାରର ସ୍ବାଧୀନ ଅନୁସନ୍ଧାନ ମେକାନିଜିମ (ଆଇଆଇଏମ)…

ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରି ପ୍ରଭାବିତ ହେଉଛି ମାନସିକ ସ୍ବାସ୍ଥ୍ୟ

ଓ୍ବାଶିଂଟନ୍‌,୨୬ା୧୦: ମାର୍କ ଜୁକରବର୍ଗଙ୍କ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ କମ୍ପାନୀ ମେଟା ବିରୋଧରେ ଆମେରିକାର ୫୦ ରାଜ୍ୟ ମଧ୍ୟରୁ ୪୦ ରାଜ୍ୟ ପକ୍ଷରୁ ବିଭିନ୍ନ କୋର୍ଟରେ ମାମଲା ରୁଜୁ ହୋଇଛି। ଛୋଟପିଲା ଓ କିଶୋରୀ କିଶୋରମାନେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଭଳି…

ଜାହାଜରେ କାଟିବେ ଅବସର ଜୀବନ

କାନବେରା: ଲୋକେ କାମ କରିବା ପରେ ଅବସର ଜୀବନକୁ ଭିନ୍ନ ଢଙ୍ଗରେ ପାଳିବାକୁ ଆଶା କରିଥାନ୍ତି। କେହି ଶାନ୍ତ ସ୍ଥାନରେ ବୁଲିବାକୁ ପସନ୍ଦ କରୁଥିବାବେଳେ କେତେକ ତାଙ୍କ ସଉକ ପୂରଣ କରିବାରେ ଲାଗିପଡ଼ନ୍ତି। ହେଲେ ନିକଟରେ ଅଷ୍ଟ୍ରେଲିଆର ଏକ ଦମ୍ପତି ଅବସରପ୍ରାପ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri