ଅନ୍ତର୍ଜାତୀୟ

ଟ୍ରମ୍ପଙ୍କ ବିରୋଧରେ ଠକେଇ ଅଭିଯୋଗ

ଓ୍ବାଶିଂଟନ,୨୨ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,ତାଙ୍କର ତିନିପୁଅ ଏବଂ ଟ୍ରମ୍ପ ସଂଗଠନ ନାମରେ ଏକ ଠକେଇ ମାମଲା ଦାୟର ହୋଇଛି। ଏକ ରିପୋର୍ଟ ଅନୁଯାୟୀ ଡେମୋକ୍ରାଟ ଆଟର୍ନିଂ ଜେନେରାଲ ଲେଟିଟିଆ ଜେମ୍ସ ଟ୍ରମ୍ପଙ୍କ ନାମରେ ୨୦୦ ପୃଷ୍ଠା ସମ୍ବଳିତ...

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ସମର୍ଥନ…

ଓ୍ବାଶିଂଟନ, ୨୨।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସ୍ଥାୟୀ ସଦସ୍ୟ ହେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ, ଜାପାନ ଏବଂ ଜର୍ମାନୀକୁ ସମର୍ଥନ କରିଛନ୍ତି। ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି...

ଫେଡେରାଲ ରିଜର୍ଭ ବୃ୍‌ଦ୍ଧି କଲା ସୁଧହାର…

ଓ୍ବାଶିଂଟନ, ୨୨।୯ : କରୋନା ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱର ଅର୍ଥନୀତି ଅତ୍ୟନ୍ତ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ଭାରତ ସମେତ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଏହା ବିଶ୍ୱର ସୁପର ପାୱାର...

ଟୁଇଟରର ଏଡିଟ୍‌ ବଟନ ଫିଚର, ମାସକୁ ଦେବାକୁ ହେବ ୪.୯୯ ଡଲାର…

ଓ୍ବାଶିଂଟନ, ୨୨।୯ : ଟୁଇଟର ପକ୍ଷରୁ ବ୍ଲୁ ଟିକ ଗ୍ରାହକମାନଙ୍କ ପାଇଁ ଟୁଇଟ୍‌ ଏଡିଟ କରିବା ଫିଚର ଆରମ୍ଭ କରିଛି । ସେପ୍ଟେମ୍ବର ଆରମ୍ଭରେ ଟୁଇଟର ଏଡିଟ ବଟନ ଦେବାକୁ ଘୋଷଣା କରିଥିଲା। ଏବେ ଏହା ୟୁଜରଙ୍କ ପାଇଁ ଉପଲବ୍ଧ...

ଖାଦ୍ୟ ସୁରକ୍ଷାର ସମାଧାନ ଉପରେ ଗୁରୁତ୍ୱାରୋପ କଲେ ବିଶ୍ୱ ନେତା…

ନ୍ୟୁୟର୍କ,୨୨।୯ : ୟୁରୋପ, ଆମେରିକା ଏବଂ ଆଫ୍ରିକାର ଅନେକ ନେତା ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ବିଶ୍ୱ ଖାଦ୍ୟ ସଙ୍କଟର ସମାଧାନ ପାଇଁ ଆହ୍ବାନ ଦେଇଛନ୍ତି। ସେମାନେ କହିଛନ୍ତି, ଖାଦ୍ୟ ସୁରକ୍ଷା ସମ୍ପର୍କରେ ତୁରନ୍ତ...

ଇରାନରେ ହିଂସକ ହେଲା ହିଜାବ ବିରୋଧୀ ପ୍ରଦର୍ଶନ, କିଛି ସ୍ଥାନରେ ପୋଡାଜଳା, କିଛି ସହରରେ ଇଣ୍ଟରନେଟ ସେବା ବନ୍ଦ

ତେହେରାନ,୨୨ ।୯: ମହସା ଅମିନିଙ୍କ ମୃତ୍ୟୁ ପରେ ଇରାନରେ ଏବେ ବିରୋଧର ନିଆଁ ଜଳୁଛି । ହିଜାବ ବିରୋଧରେ ଏବେ ଇରାନରେ ଉଗ୍ର ପ୍ରଦର୍ଶନ ହିଂସାର ରୂପ ନେଲାଣି । ହିଜାବକୁ ଜଳାଇଥିବା ନିଆଁ ଏବେ କିଛି ସହରକୁ ବି...

ପୁଣିଥରେ ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୨୨ ।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ ଭ୍ରଷ୍ଟାଚାରକୁ ନେଇ ପାକିସ୍ତାନ ମୁସଲିମ ଲିଗ(ଏନ)ର ସୁପ୍ରିମୋ ନୱାଜ ଶରିଫଙ୍କ ସହ ତୁଳନା କରି ମୋଦିଙ୍କର ପ୍ରଶଂସା...

ଭୟ ଦେଖାଇଲେ ପୁଟିନ୍‌

ମସ୍କୋ/କିଭ୍‌/ଲଣ୍ଡନ,୨୨ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବୁଧବାର ୩ ଲକ୍ଷ ରିଜର୍ଭ ସୈନ୍ୟଙ୍କୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ପଠାଇବାକୁ ଘୋଷଣା କରିଛନ୍ତି। ଏଥିସହ ୟୁକ୍ରେନ୍‌ର କେତେକ ଅଞ୍ଚଳକୁ ରୁଷିଆ ସହ ମିଶ୍ରଣ ଯୋଜନା ଉପରେ ମୋହର ମାରିଛନ୍ତି। ରୁଷିଆକୁ...

ମଣିଷଠୁ ୨.୫ ନିୟୁତ ଗୁଣ ଅଧିକ ପିମ୍ପୁଡ଼ି ସଂଖ୍ୟା

ହଂକଂ,୨୨।୯: ଜୀବଜଗତର ପରିଶ୍ରମୀ କୀଟ କହିଲେ ପିମ୍ପୁଡିକୁ ବୁଝାଏ। ଘର, ଗଛ, ମାଟିତଳ ହେଉ ଅବା ଗାତ ପ୍ରତ୍ୟେକ ସ୍ଥାନରେ ଏମାନେ ଦେଖାଯାଆନ୍ତି। ବିଶେଷ କରି ସ୍ଥଳ ଭାଗ ଏମାନଙ୍କ ପାଇଁ ବାସୋପଯୋଗୀ। ପିମ୍ପୁଡ଼ିଙ୍କ ପରିମାଣ ଅନ୍ୟ କୀଟପତଙ୍ଗ ତୁଳନାରେ...

ଭୟଙ୍କର ସ୍ଥିତିରେ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୨୧ା୯: ରୁଷିଆ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଭୟଙ୍କର ଅବସ୍ଥାରେ ପହଞ୍ଚିଛି। ଏହି ଯୁଦ୍ଧକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଆଂଶିକ ସାମରିକ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ପାଶ୍ଚାତ୍ୟ...

ପଦୋନ୍ନତି ନ ମିଳିବାରୁ ବସ୍‌ଙ୍କ ସମେତ ୪ ଜଣଙ୍କୁ କରିଥିଲେ ହତ୍ୟା, ୮ ବର୍ଷ ପରେ ଧରାପଡିଲେ

ନ୍ୟୁୟର୍କ,୨୧।୯: ଆମେରିକାର ହ୍ୟୁଷ୍ଟନରେ ଜଣେ ବ୍ୟକ୍ତି ଆଠ ବର୍ଷ ପୂର୍ବେ ଚାକିରିରେ ପଦୋନ୍ନତି ନ ମିଳିବାରୁ ବସ୍‌ଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ହତ୍ୟା କରିଥିଲେ। ଫାଙ୍ଗ ଲୁ ନାମକ ଏହି ବ୍ୟକ୍ତିଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଛି।...

ବନ୍ୟା ପରେ ବ୍ୟାପିଲାଣି ସଂକ୍ରାମକ ରୋଗ

ଇସଲାମାବାଦ,୨୧ା୯: ପାକିସ୍ତାନରେ ବନ୍ୟା ଛାଡ଼ିବା ପରେ ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି। ଅଧିକାରୀମାନେ ବୁଧବାର କହିଛନ୍ତି, ଆବଶ୍ୟକ ସହାୟତା ନ ଆସିଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଚର୍ମ ସଂକ୍ରମଣ, ଡାଇରିଆ ଏବଂ ମ୍ୟାଲେରିଆ ବନ୍ୟା ପ୍ରଭାବିତ ଅଞ୍ଚଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri