ଅନ୍ତର୍ଜାତୀୟ

ମୃତ୍ୟୁର ୧୨୮ବର୍ଷ ପରେ ଚୋରଙ୍କର ଅନ୍ତିମ ସଂସ୍କାର

ଓ୍ବାଶିଂଟନ୍‌,୮।୧୦: ଆମେରିକାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶରେ ୧୨୮ ବର୍ଷ ପରେ ଏକ ଚୋରର ମୃତଦେହକୁ ଶନିବାର ସମାଧି ଦିଆଯାଇଛି। ଏହି ଚୋରଜଣଙ୍କର ୧୯ ନଭେମ୍ବର ୧୮୯୫ରେ ଆମେରିକାର ପେନସିଲଭାନିଆର ଏକ କାରାଗାରରେ କିଡନୀ ଫେଲ ଯୋଗୁ ମୃତ୍ୟୁ…

ପୃଥିବୀରୁ ଶେଷ ହେବ ମ୍ୟାଲେରିଆ: ଆସିଲା ନୂଆ ଟିକା…

ଓ୍ବାଶିଂଟନ,୮।୧୦ : ମ୍ୟାଲେରିଆ ଯୋଗୁଁ ପ୍ରତିବର୍ଷ ବିଶ୍ୱରେ ୬କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ। ମ୍ୟାଲେରିଆ ଏକ ବ୍ୟାପକ ମହାମାରୀ ନୁହେଁ କିମ୍ବା ସଂକ୍ରମଣ ଅତି ଶୀଘ୍ର ବିସ୍ତାର ହୁଏ ନାହିଁ କିମ୍ବା ଏହା ଆରୋଗ୍ୟଜନକ ନୁହେଁ। କିନ୍ତୁ ସବୁ ସମୟରେ…

ବଢୁଛି ଇସ୍ରାଏଲର ସମସ୍ୟା, ହମାସ ପରେ ଏବେ ଲେବାନନ ଉପରେ ଆକ୍ରମଣ କଲା ହିଜବୁଲ

ଜେରୁଜେଲମ,୮।୧୦: ଇସ୍ରାଏଲର ଅସୁବିଧା କମ ହେବାର କୌଣସି ସୂଚନା ଦେଖାଯାଉ ନାହିଁ। ସେ ଏହି ସମୟରେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମେ ଆତଙ୍କବାଦୀ ସଂଗଠନ ହାମାସ ଇସ୍ରାଏଲ ଉପରେ ପ୍ରାୟ ୫୦୦୦ ରକେଟ ଆକ୍ରମଣ କରିଥିଲା। ଏଥିସହିତ…

ଇସ୍ରାଏଲରେ ଆତଙ୍କିତ ଅବସ୍ଥାରେ ଭାରତୀୟ ଛାତ୍ରୀଛାତ୍ର

ଜେରୁଜେଲମ,୮।୧୦: ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ଆତଙ୍କବାଦୀ ହମାସ୍‌ ଘମାଘୋଟ ଲଢେଇ ଭିତରେ ଫଶି ରହିଛନ୍ତି ଅନେକ ଭାରତୀୟ ଛାତ୍ର। ଭାରତୀୟ ଦୂତାବାସ ଇସ୍ରାଏଲରେ ଥିବା ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଯଦିଓ ସେମାନେ ଭାରତୀୟ ଦୂତାବାସ ସହିତ ନିରନ୍ତର…

ଆମେରିକାରେ ଆଜି ଉଦ୍‌ଘାଟନ ହେବ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ,୮।୧୦: ଆମେରିକାର ନ୍ୟୁ ଜର୍ସିରେ ରବିବାର ସ୍ବାମୀନାରାୟଣ ଅକ୍ଷରକ୍ଷାମ ମନ୍ଦିରର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ମନ୍ଦିର ଭାରତ ବାହାରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଗଣିତ ହେବ। ଏହି ମନ୍ଦିରର ଉଦଘାଟନୀ ଉତ୍ସବ ୩୦ ସେପ୍ଟେମ୍ବରରୁ ଆରମ୍ଭ…

ଆଫଗାନିସ୍ତାନରେ ଭୂକମ୍ପ: ୨ହଜାରରୁ ଅଧିକ ମୃତ

କାବୁଲ,୮।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଗୋଟିଏ ପରେ ଗୋଟିଏ ହୋଇ ୭ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ହଜାରକୁ ବୃଦ୍ଧି ପାଇଛି। ତାଲିବାନ ମୁଖପାତ୍ର ଏପ୍ରସଙ୍ଗରେ କହିଛନ୍ତି, ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ଏହା ସବୁଠାରୁ…

ଇସ୍ରାଏଲ୍‌ରୁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ନୁଶ୍‌ରତ

ମୁମ୍ବାଇ: ଇସ୍ରାଏଲ୍‌ ଉପରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ କରିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲରେ ଫସି ରହିଥିବା ବଲିଉଡ୍‌ ଅଭିନେତ୍ରୀ ନୁଶ୍‌ରତ ଭାରୁଚା ଇସ୍ରାଏଲ୍‌ ଛାଡ଼ିଛନ୍ତି। ଖୁବ୍‌ଶୀଘ୍ର ସେ ଭାରତରେ ପହଞ୍ଚିବେ ବୋଲି ତାଙ୍କ ମା’…

ଗାଜା ଉପରେ ଏବେ ପର୍ଯ୍ୟନ୍ତ ୪୨୬ ଏୟାର ଷ୍ଟ୍ରାଇକ କଲାଣି ଇସ୍ରାଏଲ

ଜେରୁଜେଲମ,୮।୧୦: ଶନିବାର ଗାଜା ଷ୍ଟ୍ରିପରେ ଆରମ୍ଭ ହୋଇଥିବା ଏୟାର ଷ୍ଟ୍ରାଇକ ରବିବାର ମଧ୍ୟ ଜାରି ରହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜା ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ସ୍ଥାନାନ୍ତର କରିଛି। ଆଇଡିଏଫ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଉପରେ ୪୨୬ ଟି…

ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବାଇଡେନଙ୍କୁ ଦାୟୀ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହମାସ୍‌ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ବାଇଡେନଙ୍କୁ ଦୁର୍ବଳତା ଯୋଗୁ ହିଂସା ଆରମ୍ଭ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଏକ ରାଲିରେ ଟ୍ରମ୍ପ…

ଇସ୍ରାଏଲ ଯୁଦ୍ଧ କ୍ଷେତ୍ରରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି

ଜେରୁଜେଲମ୍‌,୮ା୧୦: ଇସ୍ରାଏଲ ଉପରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ ପରେ ରାମଲାଲାସ୍ଥିତ ପାଲେଷ୍ଟାଇନରେ ଥିବା ଭାରତର ପ୍ରତିନିଧି କାର୍ଯ୍ୟାଳୟ ସମସ୍ତ ଭାରତୀୟ ନାଗରିକଙ୍କୁ ଜରୁରୀକାଳିନ ପରିସ୍ଥିତିରେ କିମ୍ବା କୌଣସି ସାହାଯ୍ୟ ଆବଶ୍ୟକ ହେଲେ ସିଧାସଳଖ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ କହିଛନ୍ତି। ପ୍ରତିନିଧି…

ଇସ୍ରାଏଲ-ପାଲେଷ୍ଟାଇନ୍‌ ଲଢେଇ: ବିଫଳ ହୋଇଛି ଇସ୍ରାଏଲ ଗୁଇନ୍ଦା

ଜେରୁଜେଲମ,୮।୧୦: ପାଲେଷ୍ଟାଇନ୍‌ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ର ଆକ୍ରମଣରେ ଥରି ଉଠିଛି ଗାଜା ବର୍ଡର। ଇସ୍ରାଏଲ ଉପରେ ହମାସ୍‌ର ରକେଟ ଆକ୍ରମଣରେ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ହମାସ୍‌ ଗୋଷ୍ଠୀ ପାରାଗ୍ଲାଇଡ ଓ ସମୁଦ୍ର ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିଲେ।…

ବ୍ରିଟେନରେ ୧୦ ବର୍ଷ ପର୍ଯ୍ୟନ୍ତ ଘର ଭଡ଼ା ଦେଇ ପାରିବେନି ମୂଳ ଭାରତୀୟ…

ଲଣ୍ଡନ, ୮।୧୦: ବ୍ରିଟେନର ଜଣେ ମୂଳ ଭାରତୀୟ ୧୦ ବର୍ଷ ଘର ଭଡ଼ା ଦେଇ ପାରିବେନି। ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ବାସ୍ତବରେ ମୂଳ ଭାରତୀୟ ୫୫ ବର୍ଷିୟ ଘର ମାଲିକ ନିଳେନ୍ଦୂ ଦାସ ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri