ହମାସ୍ଙ୍କ ଶିବିରକୁ ଧ୍ୱଂସ କରିଦେବୁ: ନେତାନ୍ୟାହୁ
ଜେରୁଜେଲମ,୮।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍ ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ କରିଛି। ଶନିବାର ଇସ୍ରାଏଲର ଅନେକ ସ୍ଥାନରେ ୫ହଜାରରୁ ଅଧିକ ମିସାଇଲ ମାଡ କରି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ତେବେ ଆକ୍ରମଣରେ ୧୦୦ରୁ ଅଧିକ ନିହତ…
ଇସ୍ରାଏଲ୍-ପାଲେଷ୍ଟାଇନ୍ ବିବାଦର ଇତିହାସ
ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବହୁ ପୁରୁଣା। ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଜିଓନିଷ୍ଟମାନେ ଓଟ୍ଟୋମାନ୍ ନିୟନ୍ତ୍ରଣରେ ଥିବା ପାଲେଷ୍ଟାଇନ୍ରେ ଇହୁଦୀମାନଙ୍କ ପାଇଁ ନିଜସ୍ବ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହିଁଲେ ସେବେଠାରୁ ବିବାଦର ସୂତ୍ରପାତ ହୋଇଥିଲା। ୧୯୧୭ରେ ବ୍ରିଟିଶ…
ହମାସ୍-ଇସ୍ରାଏଲ୍ ଘମାଘୋଟ ଲଢ଼େଇ: ଆକ୍ରମଣକୁ ଭାରତ, ଆମେରିକାର ନିନ୍ଦା
ଜେରୁଜେଲମ,୮। ୧୦: ପାଲେଷ୍ଟାଇନ୍ର ବିଦ୍ରୋହୀ ଗୋଷ୍ଠୀ ହମାସ୍ ଶନିବାର ସକାଳେ ଇସ୍ରାଏଲ୍ ଉପରେ ଅଚାନକ ଆକ୍ରମଣ କରିବାରୁ ଶତାଧିକ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇବା ସହ ପ୍ରାୟ ୭୪୦ ଲୋକ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍ ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା…
ଆଉ ଏକ ଯୁଦ୍ଧ
ଜେରୁଜେଲମ୍,୮ା୧୦ହମାସ୍ ବିଦ୍ରୋହୀଙ୍କ ଅଚାନକ ଆକ୍ରମଣରେ ଜଣେ ମେୟରଙ୍କ ସମେତ ୧୦୦ ଇସ୍ରାଏଲୀ ନିହତ ହେବା ସହ ୭୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଶତ୍ରୁତା ପାଇଁ…
ଗାଜାରେ ୧୯୮ ନିହତ…
ଜେରୁଜେଲମ,୭।୧୦ : ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ ଯାହାକୁ ଦେଖିଲେ…
ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଭୂକମ୍ପର ୭ ଝଟ୍କା, ୧୫ ମୃତ
କାବୁଲ,୭।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଗୋଟିଏ ପରେ ଗୋଟିଏ ହୋଇ ୭ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ୬.୩ ତିବ୍ରତା ବିଶିଷ୍ଟ ଭୂକମ୍ପରେ ବହୁତ କ୍ଷୟକ୍ଷତି ହୋଇଥିବା ବେଳେ ୧୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନେକ ଲୋକ ଆହତ ହୋଇଥିବା…
ଇସ୍ରାଏଲ ସହିତ ଫ୍ରାନ୍ସ-ବିଟ୍ରେନ-ୟୁକ୍ରେନ-ଜର୍ମାନୀ ଏକଜୁଟ…
ଜେରୁଜେଲମ,୭।୧୦ : ଶନିବାର ସକାଳେ ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ…
ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରି, ନେତାନ୍ୟାହୁ କହିଲେ-ଆମେ ଯୁଦ୍ଧରେ ଅଛୁ
ଜେରୁଜେଲମ,୭।୧୦: ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରି ଜାରି କରାଯାଇଛି। ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ ଅଫିସରମାନଙ୍କ ପରାମର୍ଶ ମାନିବାକୁ କୁହାଯାଇଛି। ଏହାଛଡ଼ା ଇସ୍ରାଏଲ ପ୍ରଧାନମନ୍ତ୍ରୀ…
ଟେକ୍ସାସରେ ତିଆରି ହେବ ୩୭ ଏକରର ପ୍ରଥମ ହିନ୍ଦୁ ଯୁବ ଶିବିର, ୧୭.୫ ଲକ୍ଷ ଟଙ୍କା ଦାନ କଲେ ଭାରତୀୟ ବଂଶୋଭବ ଦମ୍ପତି
ଓ୍ବାଶିଂଟନ,୭ା୧୦: ଆମେରିକାରେ ଭାରତୀୟ ବଂଶୋଭବ ଦମ୍ପତି ସୁଭାଷ ଗୁପ୍ତା ଏବଂ ସରୋଜିନୀ ଗୁପ୍ତା ଟେକ୍ସାସରେ ଏକ ହିନ୍ଦୁ ଯୁବ ଶିବିର ନିର୍ମାଣ ପାଇଁ ୧୭.୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୁଭାଷ ଉତ୍ତରପ୍ରଦେଶର ପିଲଖୁଆର ବାସିନ୍ଦା। ବାଙ୍ଗାଲୋରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍…
ଆରମ୍ଭ ହେଲା ମହାବିନାଶର କାଉଣ୍ଟ ଡାଉନ! ଋଷିଆକୁ ଘାତକ ଅସ୍ତ୍ରଶସ୍ତ୍ର ପଠାଇଲେ କିମ ଉନ
ମସ୍କୋ,୭।୧୦: ମହାବିନାଶର ଟ୍ରିଗରକୁ ଦବାଇ ସାରିଛି ଉତ୍ତର କୋରିଆ। ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆ ଋଷିଆକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଆରମ୍ଭ କରିଛି। ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା…
ଆଫଗାନିସ୍ତାନରେ ଭୂକମ୍ପ: ୧୪ ମୃତ, ୭୮ ଆହତ
କାବୁଲ,୭ା୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନ ହେରାଟରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୩ ଥିବା ବେଳେ ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୭୮ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଭୂସ୍ଖଳନ ଏବଂ ବିଲ୍ଡିଂ…
ଇସ୍ରାଏଲକୁ ସମର୍ଥନ କଲେ ଏହିସବୁ ଶକ୍ତିଶାଳୀ ଦେଶ
ଜେରୁଜେଲମ,୭।୧୦: ହମାସ ଇସ୍ରାଏଲ ଉପରେ ହୋଇଥିବା ମିସାଇଲ ମାଡ଼ରେ ଏପର୍ଯ୍ୟନ୍ତ ୨୨ଜଣଙ୍କର ମୃତ୍ୟୁ ହୋଇଥିବେଳେ ୭୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ୨୦ ମିନିଟରେ ୭ହଜାର ମିସାଇଲ ମାଡରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆତଙ୍କବାଦୀ ହାମାସ ବିରୋଧରେ ଇସ୍ରାଏଲ ଯୁଦ୍ଧ…
Archives


