ଅନ୍ତର୍ଜାତୀୟ

ବାର୍‌ରେ ଗୁଳି ଚଳାଇଲେ ଅବସରପ୍ରାପ୍ତ ପୋଲିସ: ସ୍ତ୍ରୀଙ୍କ ସମେତ ୩ ମୃତ, ୬ ଆହତ

ଓ୍ବାଶିଂଟନ,୨୫ା୮: ଆମେରିକାର ଲସ୍‌ ଏଞ୍ଜେଲସରେ ଛାଡ଼ପତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ପୂର୍ବତନ ପୋଲିସ ତାଙ୍କ ସ୍ତ୍ରୀଙ୍କ ସମେତ ଏକ ବାର୍‌ରେ ଗୁଳି ଚଳାଇ ତିନି ଜଣଙ୍କ ଜୀବନ ନେଇଛନ୍ତି। ଏହି ଅବସରପ୍ରାପ୍ତ ପୋଲିସ ଜଣକ ଦକ୍ଷିଣ କାଲିଫର୍ନିଆର ଏକ ବାରରେ…

କ୍ରିମିଆ ଉପରେ ୟୁକ୍ରେନ ଦ୍ୱାରା ଛଡାଯାଇଥିବା ୪୨ ଡ୍ରୋନ୍‌କୁ ନଷ୍ଟ କଲା ରୁଷିଆ

ମସ୍କୋ,୨୫।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଯୁଦ୍ଧ ସମୟରେ ଉଭୟ ଦେଶ ମଧ୍ୟ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ସୂଚନା…

ୱାଗନର୍‌ ଗ୍ରୁପ୍‌ର ମୁଖ୍ୟଙ୍କ ମୃତ୍ୟୁକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ପୁଟିନ

ମସ୍କୋ,୨୫।୮: ବିମାନ ଦୁର୍ଘଟଣାରେ ୱାଗନର୍‌ ଗ୍ରୁପ୍‌ର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଃଖ ପ୍ରକାଶ କରିଛନ୍ତି। ପୁଟିନ କହିଛନ୍ତି ଯେ, ସର୍ବପ୍ରଥମେ ମୁଁ ବିମାନ ଦୁର୍ଘଟଣାରେ ମୃତ ସମସ୍ତ ପରିବାର ପ୍ରତି ମୋର ଆନ୍ତରିକ…

ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଏଥେନ୍ସ,୨୫।୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଗ୍ରୀସ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗ୍ରୀସରେ ପ୍ରଧାନମନ୍ତ୍ରୀ…

ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ମୋଦି-ଜିନପିଙ୍ଗ ସହମତ

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପୂର୍ବ ଲଦାଖର ଲାଇନ ଅଫ ଆକ୍‌ଚୁଆ କଣ୍ଟ୍ରୋଲ (ଏଲଏସି) ସଂଘର୍ଷ ପଏଣ୍ଟରୁ ସେମାନଙ୍କ ସୈନ୍ୟ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେବାକୁ ସହମତ ହୋଇଛନ୍ତି। ଜୋହାନ୍ସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀରେ…

ଆତ୍ମସମର୍ପଣ କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ ଜର୍ଜିଆ ନିର୍ବାଚନ ଫଳାଫଳକୁ ରଦ୍ଦ କରିବାକୁ ଚେଷ୍ଟା କରିବା ସହିତ ଜଡିତ ଏକ ମାମଲାରେ ଆଟଲାଣ୍ଟାର ଫୁଲଟନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ଜେଲର ଅଧିକାରୀମାନେ ତାଙ୍କୁ ଗିରଫ…

ଶୁକ୍ରବାର ଦକ୍ଷିଣ ଆଫ୍ରିକାରୁ ଗ୍ରୀସ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଜୋହାନ୍ସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଅଗଷ୍ଟରେ ଗ୍ରୀସ ଗସ୍ତ କରିବେ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ସେଠାରୁ ସେ ସିଧା ଗ୍ରୀସ ଯିବେ। ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋତାକିସ୍‌ଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି…

ପାକିସ୍ତାନ ମିଡିଆର ପ୍ରଥମ ପୃଷ୍ଠାରେ ଶିରୋନାମା ମଣ୍ଡନ କଲା ଭାରତର ଚନ୍ଦ୍ରାୟନ-୩

ଇସଲାମାବାଦ,୨୪।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଲା। ଇସ୍ରୋର ମତ୍ୱାକାଂକ୍ଷି ମୁନ ମିଶନ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ବା ସାଉଥ ପୋଲରେ ସପ୍ଟ ଲ୍ୟାଣ୍ଡିଂ କଲା। ଏହାସହ ଚନ୍ଦ୍ରର ଏହି ଭାଗରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା।…

ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ଚନ୍ଦ୍ରାୟନ-୩ର ସଫଳତାକୁ ନେଇ ଭାରତକୁ ଶୁଭେଚ୍ଛା ଜଣାଇଲେ ଇରାନ ରାଷ୍ଟ୍ରପତି

ଜୋହାନସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାୟସି ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ଗୁରୁବାର ଟୁଇଟ କରି ଦୁଇ ନେତାଙ୍କ…

ପ୍ରଧାନମନ୍ତ୍ରୀ ମୋଦି,ଇରାନର ରାଷ୍ଟ୍ରପତିଙ୍କ ମଧ୍ୟରେ ହେଲା ଦ୍ୱିପାକ୍ଷିକ ବୈଠକ

ଜୋହାନ୍ସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଦଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଗୁରୁବାର ଟୁଇଟ୍‌ କରି ଦୁଇ ନେତାଙ୍କ ସାକ୍ଷାତ…

ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟଙ୍କ ପ୍ରସଙ୍ଗକୁ ନେଇ କଥା ହେଲେ ଏସ ଜୟଶଙ୍କର

କଲମ୍ବୋ,୨୪।୮: ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟ ସହ ଜଡିତ ୧୩ ତମ ସାମ୍ବିଧାନିକ ସଂଶୋଧନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସମ୍ପର୍କରେ ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହେ ଅନେକ ବିବୃତ୍ତି ଦେଇଛନ୍ତି। ଏଥି ସହ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହା ଉପରେ ଏକ ବୟାନ…

କୁଏତର ପ୍ରଥମ ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁରଲିଧରନ

କୁଏତ ସିଟି,୨୪।୮: ଭାରତର ବିଦେଶ ରାଜ୍ୟମନ୍ତ୍ରୀ ବି ମୁରଲିଧରନ ଗୁରୁବାର କୁଏତ ସହରରେ କୁଏତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ଆଭ୍ୟନ୍ତରିଣ ମନ୍ତ୍ରୀ ଶେଖ ତଲାଲ ଖାଲିଦ ଅଲ-ଅହମଦ ଅଲ-ସବାଙ୍କ ସହ ସାକ୍ଷାତ୍‌ କରିଛନ୍ତି ଓ ସେହି ଦେଶରେ ରହୁଥିବା ଭରତୀୟଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri