ଅନ୍ତର୍ଜାତୀୟ

ଭୁଲ ବୁଝିଲା ତାଲିବାନ, ବଦଳାଇଲା ନିୟମ

ଆଫଗାନିସ୍ତାନ,୮।୧୨: ମହିଳାମାନଙ୍କ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଥିବା ତାଲିବାନ ଏବେ ତା’ର ଭୁଲକୁ ଅନୁଭବ କରିଛି। ବାସ୍ତବରେ ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଉପ ବୈଦେଶିକ ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ କହିଛନ୍ତି ଯେ ଲୋକେ ତାଲିବାନରୁ ଦୂରେଇ…

ଅନ ଏୟାର ହେଉ ହେଉ ଅଭଦ୍ର ଇସାରା କଲେ ଆଙ୍କର, ଭିଡିଓ ଭାଇରାଲ ପରେ ଜଣାପଡିଲା ସତ

ଲଣ୍ଡନ,୮।୧୨: ଆଙ୍କରିଂ କରିବା ସମସ୍ତଙ୍କ ପାର୍ଇ ସାଧାରଣତଃ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ। ବିଶେଷ କରି ଯେତେବେଳେ ସେମାନେ ଲାଇଭ ଶୋ’ କରନ୍ତି। ସେହି ସମୟରେ ସେମାନଙ୍କୁ ପ୍ରତ୍ୟେକ ଶବ୍ଦ ଏବଂ ସେମାନଙ୍କର ଶରୀରର ଭାଷା ଉପରେ ନଜର ଦେବାକୁ ପଡେ,…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ

ମସ୍କୋ/ନୂଆଦିଲ୍ଲୀ,୮।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି, ଭାରତ କିମ୍ବା ଭାରତୀୟ ଲୋକଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ନିଷ୍ପତ୍ତି ନେବା ପାଇଁ ମୋଦିଙ୍କୁ ଡରାଇବା, ଧମକ ଦେବା ମୁଁ କେବେ…

ନେତାନ୍ୟାହୁଙ୍କ ସହ କଥା ହେଲେ ବାଇଡେନ

ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଗାଜାରେ ଅଧିକ ସହାୟତା ବିଷୟରେ କଥାବାର୍ତ୍ତା କରିଛନ୍ତି। ଏଥିସହ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ବାଇଡେନ ଗୁରୁତ୍ୱାରୋପ କରିଥିଲେ ଏବଂ ହମାସ୍‌ଠାରୁ…

ସ୍କୁଲରେ ସହପାଠୀଙ୍କ ଉପରକୁ ଗୁଳି ଚଳାଇ ନିଜେ ଆତ୍ମହତ୍ୟା କଲେ ନାବାଳିକା ଛାତ୍ରୀ

ମସ୍କୋ,୭ା୧୨: ରୁଷିଆର ବ୍ରାଇନ୍‌ସ୍କ ସହରର ଏକ ବିଦ୍ୟାଳୟରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ସହପାଠୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ତାଙ୍କ ସହପାଠୀ…

ମାର୍ଚ୍ଚ ୧୭ରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନ

ମସ୍କୋ,୭ା୧୨: ଗୁରୁବାର ରୁଷିଆର ଉପର ସଂସଦ ୨୦୨୪ ମାର୍ଚ୍ଚ ୧୭ରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ତାରିଖ ସ୍ଥିର କରିଛି। ଏକ ବୈଠକରେ ସିନେଟରମାନଙ୍କ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତିରେ ଅନୁମୋଦନ କରାଯାଇଛି। ଯାହା ରାଷ୍ଟ୍ରପତିଙ୍କ ଅଭିଯାନ ଆରମ୍ଭ କରିବ ବୋଲି ଚାମ୍ବରର…

ସେନା ହେଲିକପ୍ଟର ନିଖୋଜ

କାରାକାସ୍‌,୭।୧୨: ଗୁୟାନାର ୭ ବରିଷ୍ଠ ସେନା ଅଧିକାରୀଙ୍କୁ ନେଇ ଯାଉଥିବା ଏକ ସାମରିକ ହେଲିକପ୍ଟର ଭେନେଜୁଏଲା ସୀମା ନିକଟରେ ନିଖୋଜ ହୋଇଯାଇଛି। ସେନା ମୁଖ୍ୟ ଷ୍ଟାଫ ଓମାର ଖାନ କହିଛନ୍ତ, ଖରାପ ପାଗରେ ଅବତରଣ କରିବା ପରେ ତୁରନ୍ତ ହେଲିକପ୍ଟର ସହ…

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ ଭୁଲ ବୋଲି କହିଛନ୍ତି। ପ୍ରାଣୀ ଅଧିକାର ପାଇଁ ଲଢୁଥିବା କେତେକ ଗୋଷ୍ଠୀ ଏନେଇ ଆଗେଇ…

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ କରାଯାଇ ରୋବଟ କିମ୍ବା ଏଆଇ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ଏହାରି ଭିତରେ ଚାଇନାର…

ମିତ୍ର ଦେଶଙ୍କ ସହାୟତା ଉପରେ ନିର୍ଭରଶୀଳ ନୁହେଁ ୟୁକ୍ରେନ: ଜେଲେନେସ୍କିଙ୍କ ଦୃଢ଼ୋକ୍ତି…

କିଭ,୭।୧୨ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର ଦେଶଙ୍କ ସହଯୋଗରେ ଘରୋଇ ସାମରିକ ଉତ୍ପାଦନ ବୃଦ୍ଧି କରୁଛୁ। ୟୁକ୍ରେନ କେବଳ ମିତ୍ର ଦେଶଙ୍କ…

ଯୁଦ୍ଧରେ ପୁଟିନଙ୍କୁ ବିଜୟୀ ହେବାକୁ ଦେବି ନାହିଁ: ବାଇଡେନ…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଅନ୍ୟ ଦେଶଙ୍କୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ୟୁକ୍ରେନ ଉପରେ ରୁଷିଆର ବିଜୟ ରୋକିବା ପାଇଁ ଆମେରିକାର ସୈନ୍ୟ ଯୁଦ୍ଧରେ ଅଂଶଗ୍ରହଣ କରିବେ। ଯଦି…

ଟ୍ରମ୍ପ ଗଣତନ୍ତ୍ର ପାଇଁ ବିପଦ: ବାଇଡେନ

ଓ୍ବାଶିଂଟନ,୬ା୧୨: ଆସନ୍ତାବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍‌ ଏବଂ ରିପବ୍ଲିକାନ୍‌ ପାର୍ଟିର ଅଭିଯାନ ଗତିଶୀଳ ହୋଇଛି। ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଜୋ ବାଇଡେନ ଯୋଗ ଦେଇ କହିଛନ୍ତି, ଯଦି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?