ଅନ୍ତର୍ଜାତୀୟ

ଚାଇନା ଅର୍ଥବ୍ୟବସ୍ଥା ଏକ ବୋମା ପରି, ଯାହା କେବେ ବି ବିସ୍ଫୋରଣ ହୋଇପାରେ: ବାଇଡେନ୍‌

ଓ୍ବାଶିଂଟନ୍‌,୧୧।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ଅର୍ଥନୀତିକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଚାଇନା ଅର୍ଥନୀତି ଏକ ଚାଲୁ ବୋମା ପରି, ଯାହା ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ ବୋଲି ବାଇଡେନ କହିଛନ୍ତି। ଚାଇନାର ମନ୍ଥର ଅର୍ଥନୈତିକ...

ପୁଟିନଙ୍କ ବାସଭବନ ନିକଟରେ ଲାଗିଲା ନିଆଁ

ମସ୍କୋ,୧୧ା୮: ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଘର ନିକଟ ଗୋଦାମ ଘରେ ନିଆଁ ଲାଗିଯିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରାଜଧାନୀ ମସ୍କୋରେ ପୁଟିନଙ୍କ ବାସଭବନ ନିକଟରେ ଏହି ଘଟଣା ଘଟିଛି। ରୁଷିଆର ଜରୁରୀକାଳିନ ସେବା ପକ୍ଷରୁ ପ୍ରକାଶ ଯେ, ମସ୍କୋ...

ଜଳୁଛି ହାଓ୍ବାଇ ଜଙ୍ଗଲ: ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି

ଓ୍ବାଶିଂଟନ,୧୧ା୮: ଆମେରିକାର ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ହାଓ୍ବାଇ ଦ୍ୱୀପପୁଞ୍ଜର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। କାରଣ ଏଠାରେ ଜଙ୍ଗଲ ଜଳୁଛି। ଏହି ଅଗ୍ନିକାଣ୍ଡରେ ଶୁକ୍ରବାର ସୁଦ୍ଧା ଅତି କମ୍‌ରେ ୫୩ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। ମାଉଇ କାଉଣ୍ଟି ଅନୁଯାୟୀ, ରିଲିଫ...

୪୭ ବର୍ଷ ପରେ ରୁଷିଆ ଲଞ୍ଚ୍‌ କଲା ଲୁନା-୨୫

ମସ୍କୋ,୧୧।୮: ଭାରତ ପରେ ରୁଷିଆ ମଧ୍ୟ ଚନ୍ଦ୍ର ମିଶନ ଲୁନା-୨୫ ଲଞ୍ଚ କରିଛି। ୪୭ ବର୍ଷ ପରେ ରୁଷିଆ ଏହାର ଯାନ ପଠାଇଛି। ମସ୍କୋଠାରୁ ପ୍ରାୟ ୫୫୦୦ କିଲୋମିଟର ପୂର୍ବରେ ଅବସ୍ଥିତ ମୁର ଓବ୍ଲାଷ୍ଟର ଭୋଷ୍ଟୋନି କସମୋଡ୍ରୋମରୁ ଲୁନା ୨୫...

ତୁର୍କୀରେ ବଡ଼ଧରଣର ଭୂକମ୍ପ

ଆଙ୍କରା,୧୧।୮: ତୁର୍କୀର ଦକ୍ଷିଣ ଅଞ୍ଚଳରେ ଏକ ବଡ଼ଧରଣର ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଛି। ଭୂକମ୍ପ ଯୋଗୁ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଥିଲା ଏବଂ ୨୩ ଜଣ ଆହତ ହୋଇଥିଲେ। ଖବର ଅନୁଯାୟୀ, ଏହି ଭୂକମ୍ପର...

ଆମେରିକା ମିଡିଆ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲେ ରାଣା ସନାଉଲ୍ଲାହ

ପାକିସ୍ତାନ,୧୦।୮: ଆମେରିକାର ପ୍ରକାଶନ ଦ୍ୱାରା ପ୍ରକାଶିତ ଏକ ସମ୍ବାଦ ରିପୋର୍ଟରେ ବ୍ୟବହୃତ ଉତ୍ସ ଦଲିଲର ସତ୍ୟତା ଜାଣିବା ପାଇଁ ପାକିସ୍ତାନର ବିଦାୟୀ ଅନ୍ତରୀଣ ମନ୍ତ୍ରୀ ରାଣା ସାନାଉଲ୍ଲାହ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି।ସେ ଏହାର ଯାଞ୍ଚ ଦାବି କରିଛନ୍ତି। ଗତ ବର୍ଷ...

ହାଓ୍ବାଇ ଜଙ୍ଗଲରେ ଭୟଙ୍କର ଅଗ୍ନୀକାଣ୍ଡ! ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡେଇଁଲେ ଲୋକେ

ହଓ୍ବାଇ ଦ୍ୱିପ,୧୦।୮: ହାଓ୍ବାଇ ଦ୍ୱିପରେ ଲାଗିଥିବା ଜଙ୍ଗଲ ନିଆଁରେ ଏବେ ପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହାୱାଇ ଦ୍ୱୀପରେ ଜଙ୍ଗଲୀ ନିଆଁ ଲାଗିବା ସହ ଲାହିନା ସହର ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି। ମାଉଇ କାଉଣ୍ଟି...

ପାକିସ୍ତାନରେ ସଡ଼କ ଦୁର୍ଘଟଣା, ୮ ମୃତ ୧୦ ଆହତ

ଇସଲାମାବାଦ,୧୦।୮: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ମିଳିଛି। ରେସକ୍ୟୁ ୧୧୨୨ର ପ୍ରବକ୍ତା ମହମ୍ମଦ ଫାରୁକ କହିଛନ୍ତି ଯେ ଲାହୋରଠାରୁ ପ୍ରାୟ ୩୦୦କିଲୋମିଟର ଦୂରରେ ପଞ୍ଜାବର...

ଏଭଳି ଏକ ଦେଶ ଯେଉଁଠି ଗୋଟିଏ ହେଲେ ହିନ୍ଦୁ ନାହାନ୍ତି, ହେଲେ ଜାତୀୟ ପତାକାରେ ରହିଛି ମନ୍ଦିରର ଚିତ୍ର

କମ୍ବୋଡିଆ,୧୦।୮: ଦୁନିଆରେ ଏପରି କୌଣସିି ଦେଶ ନାହିଁ ଯାହାକୁ ସଂପୂର୍ଣ୍ଣ ଭାବେ ହିନ୍ଦୁ ରାଷ୍ଟ୍ର କୁହାଯାଇପାରେ। କିନ୍ତୁ ଏଭଳି ଏକ ଦେଶ ଅଛି ଯାହାର ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକରେ ଆପଣ ହିନ୍ଦୁ ଦେବାଦେବୀ, ପ୍ରତୀକ ଏବଂ ମନ୍ଦିରର ଚିତ୍ର ପାଇବେ। ଆଜି...

ଥରିଲା ଫିଲିପାଇନ୍ସ

ମାନିଲା,୧୦ା୮: ଗୁରୁବାର ପୂର୍ବାହ୍ନରେ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଫିଲିପାଇନ୍ସର ସାରଙ୍ଗାନିର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୫୭ କିଲୋମିଟର ଦୂରରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୭ ରହିଥିବା ବେଳେ...

ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

କ୍ୱିଟୋ,୧୦।୮: ଇକ୍ୟୁଏଡରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ସାରେ କ୍ୱିଟୋରେ ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋ ଭିଲାଭିକେନ୍ସିଓଙ୍କୁ ହତ୍ୟା କରାଯାଇଛି। ଏକ ରାଜନୈତିକ ସମାବେଶରେ ଏହି ଘଟଣା ଘଟିଛି। ପ୍ରାୟ ଦୁଇ ସପ୍ତାହ ପରେ ଇକ୍ୟୁଏଡୋରରେ ରାଷ୍ଟ୍ରପତି...

ଶେହବାଜଙ୍କ ଇସ୍ତଫାକୁ ମୁକ୍ତି ଦିବସ ଭାବେ ପାଳନ କଲା ଇମ୍ରାନଙ୍କ ପାର୍ଟି ପିଟିଆଇ

ଇସଲାମବାଦ,୧୦।୮: ଚଳିତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ସରିଛି। ରାଷ୍ଟ୍ରପତି ଆରିଫ ଆଲଭି ବୁଧବାର ରାତିରେ ଶେହବାଜଙ୍କ ସୁପାରିଶ କ୍ରମେ ସଂସଦକୁ ଭଙ୍ଗ କରିଛନ୍ତି। ସରକାରଙ୍କ କାର୍ଯ୍ୟକାଳକୁ ତିନି ଦିନ ପୂର୍ବରୁ ସଂସଦ ଭଙ୍ଗ ହୋଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri