ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ: ୧୫୬ ସ୍ଥାନରେ ପାଲେଷ୍ଟାଇନ୍
ରିପୋର୍ଟର୍ସ ଓ୍ବିଦାଉଟ୍ ବର୍ଡର୍ସ ପକ୍ଷରୁ ପ୍ରତିବର୍ଷ ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ଦିବସ ମେ’ ୩ରେ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ପ୍ରକାଶ ପାଇଥାଏ। ଏଥିରେ ବିଶ୍ୱର ୧୮୦ ରାଷ୍ଟ୍ର ଓ ଭୂଖଣ୍ଡରେ ଜର୍ନାଲିଜମ୍ ପାଇଁ ରହିଥିବା ବାତାବରଣର ମୂଲ୍ୟାଙ୍କନ କରାଯାଇଥାଏ। ଚଳିତବର୍ଷ ଯୁଦ୍ଧ…
ସବୁଠୁ ଘାତକ ସମୟ
୨ରେ ପାଲେଷ୍ଟିନୀୟ ଟିଭି ଚ୍ୟାନେଲ ପାଇଁ କାମ କରୁଥିବା ମୋହମେଦ୍ ଅବୁ ହତାବ୍ ଓ ତାଙ୍କ ପରିବାରର ୧୧ ସଦସ୍ୟଙ୍କୁ ଦକ୍ଷିଣ ଗାଜାର ଖାନ୍ ୟୁନିସ୍ ସହରରେ ବୋମାମାଡ଼ କରି ହତ୍ୟା କରାଯାଇଥିଲା। ୧୩ରେ ରଏଟର୍ସ ଖବରଦାତା ଇସାମ୍ ଅବ୍ଦାଲହଙ୍କୁ ଇସ୍ରାଏଲ…
ଗାଜା ଯୁଦ୍ଧରେ ୩୬ ସାମ୍ବାଦିକ ନିହତ
ତେଲ୍ ଆଭିଭ୍/ ଗାଜା ସିଟି, ୭ା୧୧ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସାମ୍ବାଦିକତା ଏକ ବୃତ୍ତି ନୁହେଁ, ମିଶନ। ଏହି ଅଭିଯାନରେ ଥାଇ ଯୁଦ୍ଧ ରିପୋର୍ଟିଂ କରୁଥବା ଖବରଦାତାମାନଙ୍କ ଅନୁଭୂତି ସ୍ବତନ୍ତ୍ର। ଗାଜା ଭିତରେ ରହି ଯୁଦ୍ଧର ଘନଘଟା କଭର କରୁଥିବା ପାଲେଷ୍ଟିନୀୟ…
ଇସ୍ରାଏଲ, ହମାସ ଯୁଦ୍ଧକୁ ପୂରଣ ହେଲା ମାସେ
ଜେରୁଜେଲମ,୭।୧୧: ଆଜି ଅର୍ଥାତ୍ ନଭେମ୍ବର ୭ରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ମାସ ପୂରଣ ହୋଇଛି। ତଥାପି, ଏହି ଶେଷ ହେବା ପରି ମନେ ହେଉନାହିଁ। ଅକ୍ଟୋବର ୨୦,୨୦୨୩ରେ ହମାସ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା,…
ଭାରତରୁ ଏକ ଲକ୍ଷ ଶ୍ରମିକ ମଗାଇଲା ଇସ୍ରାଏଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ?’
ନୂଆଦିଲ୍ଲୀ,୬।୧୧: ହମାସ ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ସାହାଯ୍ୟ ମାଗିଛି ଇସ୍ରାଏଲ। ଦେଶରୁ ପାଲେଷ୍ଟାଇନ ଶ୍ରମିକ ଯିବା ପରେ ଭାରତରୁ ଏକ ଲକ୍ଷ ଶ୍ରମିକ ମାଗିଛି ଇସ୍ରାଏଲ। ବର୍ତ୍ତମାନ ଇସ୍ରାଏଲରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଲକ୍ଷ ପାଲେଷ୍ଟାଇନ…
ଇସ୍ରାଏଲ ଆକ୍ରମଣରେ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ସାଧାରଣ ନାଗରିକଙ୍କ ମୃତ୍ୟୁ, ଏଥିରେ ଅଛନ୍ତି ୪୧୦୦ରୁ ଅଧିକ ପିଲା
ଜେରୁଜେଲମ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଅଲ ଜଜିରାର ଏକ ରିପୋର୍ଟରେ ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଗାଜାର…
ପୁଣିଥରେ ରାଷ୍ଟ୍ରପତି ଦୌଡରେ ସାମିଲ ହେବେ ପୁଟିନ୍, ୨୦୨୩ ପର୍ଯ୍ୟନ୍ତ କ୍ଷମତାରେ ରହିବାକୁ ପ୍ରସ୍ତୁତ
ମସ୍କୋ,୬।୧୧: ମାର୍ଚ୍ଚରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ସୂତ୍ରରୁ ଏହା ଜଣାପଡଛି। ପୁଟିନ୍ଙ୍କ ଏହି ନିଷ୍ପତ୍ତି ସହିତ ସେ ପ୍ରାୟ ୨୦୩୦ ପର୍ଯ୍ୟନ୍ତ କ୍ଷମତାରେ ରହିବେ ଏବଂ ରୁଷିଆର…
ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (ନଭେମ୍ବର ୬) ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପଶ୍ଚିମ ଏସିଆର…
ଇସ୍ରାଏଲ ଆକ୍ରମଣରେ ଗୋଟିଏ ପରିବାରର ୨୧ ଜଣଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ୧୫ ଶିଶୁ
ଜେରୁଜେଲମ,୬।୧୧: ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଗାଜା ଷ୍ଟ୍ରିପରେ ଇସ୍ରାଏଲ ଜଳ ଏବଂ ସମସ୍ତ ଜରୁରୀ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛି। ଦିନେ ରାତିରେ ଲଣ୍ଡନରେ ରହୁଥିବା ଅହମ୍ମଦ ଗାଜାରେ ରହୁଥିବା ପରିବାରକୁ ନେଇ…
ଆମେରିକା ସେନା ଏୟାରବେସ ଉପରେ ପାଲେଷ୍ଟାଇନ ସମର୍ଥକଙ୍କ ଆକ୍ରମଣ
ଅଦାନା,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖା ଯାଉନାହିଁ। କ୍ରମାଗତ ଭାବରେ ପରସ୍ପର ଉପରେ ରକେଟ ଗୁଳି ଚଳାଯାଉଛି। ଇସ୍ରାଏଲ ସୈନ୍ୟବାହିନୀ ହମାସର ପ୍ରତ୍ୟେକ ଆତଙ୍କବାଦୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ଏହା ସହିତ…
ଜାଣନ୍ତି ହମାସ୍ ଉପରେ ଭାରତ କାହିଁକି ଲଗାଉନାହିଁ ପ୍ରତିବନ୍ଧକ
ଜେରୁଜେଲମ୍/ନୂଆଦିଲ୍ଲୀ,୬ା୧୧: ଅକ୍ଟୋବର ୭ରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ପରଠାରୁ ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବ୍ୟାପୀ ଦାବି ହୋଇଆସୁଛି। ତେବେ ଭାରତୀୟ ଗୁପ୍ତଚର ଏଜେନ୍ସି ସହ ଜଡ଼ିତ ବିଶେଷ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ,…
ହମାସ୍କୁ ସମର୍ଥନ କରିବା ପାଇଁ ଆଗେଇ ଆସିଲା ପାକ୍
ଜେରୁଜେଲମ୍,୬ା୧୧: ହମାସ୍କୁ ହଟାଇବା ପାଇଁ ଇସ୍ରାଏଲ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସ୍କୁ ସମର୍ଥନ କରିଛନ୍ତି। ଏହି ସମୟରେ ପାକିସ୍ତାନ ମଧ୍ୟ ହମାସ୍…
Archives


