ଆମେରିକା ବୈଦେଶିକ ସଚିବଙ୍କ ଅପମାନ କଲେ ସାଉଦି ପ୍ରିନ୍ସ
ଓ୍ବାଶିଂଟନ,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଆଜିକାଲି ଆରବ ଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଅପମାନିତ କରିଥିବା…
ଆଲୋକ-ଅନ୍ଧାର ମଧ୍ୟରେ ଚାଲିଛି ଏହି ଯୁଦ୍ଧ
ଜେରୁଜେଲମ,୧୭।୧୦: ଗତ କିଛି ଦିନ ହେବ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏହି ଯୁଦ୍ଧକୁ ଅନ୍ଧକାରର ଶକ୍ତି ବିରୁଦ୍ଧରେ ବଞ୍ଚିବା ପାଇଁ ସଂଗ୍ରାମ ବୋଲି…
ଚାଇନାରେ ପହଞ୍ଚିଲେ ରୁଷିଆ ରାଷ୍ଟ୍ରପତି ପୁଟିନ
ବେଜିଂ,୧୭।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଚାଇନାରେ ପହଞ୍ଚିଛନ୍ତି। ଏଠାରେ ସେ ତାଙ୍କର ଚାଇନାର ପ୍ରତିପକ୍ଷ ସି ଜିନପିଙ୍ଗଙ୍କୁ ଭେଟିବେ। ସୂଚନାନୁସାରେ, ଚାଇନା ରାଷ୍ଟ୍ରପତି ସି…
ଇସ୍ରାଏଲ୍ରେ ଚାଲିଛି ନରସଂହାର: ସୁନକ
ଲଣ୍ଡନ,୧୭।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ମଙ୍ଗଳବାର ଏକାଦଶ ଦିନରେ ପ୍ରବେଶ କରିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୪,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ପ୍ରାୟ ୧୪୦୦ ଇସ୍ରାଏଲ ଏବଂ ୨,୭୫୦ ପାଲେଷ୍ଟାଇନୀୟ ଅଛନ୍ତି।…
ଇସ୍ରାଏଲ୍ର ଧମକକୁ ଆମେ ଡରୁ ନାହିଁ
ଜେରୁଜେଲମ,୧୭।୧୦: ଗତ ୧୦ ଦିନ ଧରି ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଚାଲିଛି। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ମଧ୍ୟରେ ଆତଙ୍କବାଦୀ ସଂଗଠନ ହମାସ ଏକ ବଡ଼ ବିବୃତ୍ତି ଦେଇଛି। ହମାସ କହିଛି ଯେ, ଇସ୍ରାଏଲ ସରକାରଙ୍କ…
ବଙ୍କରରେ ଲୁଚିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ
ଜେରୁଜେଲମ,୧୭।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୋଟିଏ ପଟେ ଇସ୍ରାଏଲ ସୈନ୍ୟବାହିନୀ ଗାଜା ଷ୍ଟ୍ରିପ ଉପରେ ବୋମା ପକାଉଥିବା ବେଳେ ଅନ୍ୟ ପଟେ ହମାସ ପାର୍ଶ୍ୱରୁ ଇସ୍ରାଏଲ ଉପରେ ରକେଟ ଗୁଳି ଚଳାଯାଉଛି। ଏହି ସମୟରେ ତେଲ…
ବନ୍ଧକଙ୍କୁ ମୁକ୍ତ କର, ମାନବୀୟ ସହାୟତାକୁ ଅନୁମତି ଦିଅ
ଜାତିସଂଘ,୧୭ା୧୦: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଦ୍ଧକୁ ୧୦ ଦିନ ବିତିଥିବାବେଳେ ଉଭୟ ପକ୍ଷରୁ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ୨୩ ଲକ୍ଷ ଲୋକ ବସବାସ କରୁଥିବା ହମାସ୍ ଶାସିତ ଗାଜା ଷ୍ଟ୍ରିପ୍କୁ ଇସ୍ରାଏଲ୍…
ଅକ୍ଟୋବର ୧୮ରେ ଇସ୍ରାଏଲ ଗସ୍ତରେ ଯିବେ ବାଇଡେନ୍
ଓ୍ବାଶିଂଟନ୍,୧୭।୧୦: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅକ୍ଟୋବର ୧୮ରେ ତେଲ ଅଭିବ ଗସ୍ତ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏହି ସୂଚନା ଦେଇଛନ୍ତି। ବ୍ଲିଙ୍କେନ କହିଛନ୍ତି ଯେ, ଇସ୍ରାଏଲ, ମଧ୍ୟ ପୂର୍ବ ଏବଂ ବିଶ୍ୱ…
‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ’, ହମାସ ଏବଂ ଇରାନ୍କୁ ଏକା ସାଥେ ଧମକ ଦେଲେ ବେଞ୍ଜାମିନ ନେତାନ୍ୟାହୁ
ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସାଙ୍ଗରେ ଇରାନ ଏବଂ ହମାସକୁ ଧମକ ଦେଇଛନ୍ତି। ନେତାନ୍ୟାହୁ ଏହି ଦୁଇ ଦେଶକୁ କହିଛନ୍ତି ଯେ, ‘ଇସ୍ରାଏଲର ପରୀକ୍ଷା ନିଅନ୍ତୁ ନାହିଁ।’ ଏକ ସମ୍ବୋଧନରେ ସେ କହିଥିଲେ କି ହମାସକୁ ମାଟିରେ ମିଶାଇବା…
ଅକ୍ଟୋବର ୧୮ରେ ଇସ୍ରାଏଲ ଯିବେ ବାଇଡେନ
ଓ୍ବାଶିଂଟନ,୧୬।୧୦: ହମାସ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଥମିବାର ନାଁ ନେଉନାହିଁ। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଅକ୍ଟୋବର ୧୮ ଅର୍ଥାତ୍ ବୁଧବାର ଇସ୍ରାଏଲ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ, ହମାସ ଇସ୍ରାଏଲ ଉପରେ ଆକ୍ରମଣ…
ପ୍ରତିଶ୍ରୁତି ସତ୍ତ୍ୱେ ଜଳ ଯୋଗାଣ ଆରମ୍ଭ କରିନାହିଁ ଇସ୍ରାଏଲ, ପାଣି ବୁନ୍ଦିଏ ପାଇଁ ଲୋକେ ଝଟପଟ
ଜେରୁଜେଲମ,୧୬।୧୦: ଗାଜା ଷ୍ଟ୍ରିପ ବର୍ତ୍ତମାନ ମୌଳିକ ସୁବିଧା ପାଇଁ ଝଟପଟ ହେଉଛି। ଇସ୍ରାଏଲ ଗାଜାବାସୀଙ୍କୁ ବିଦ୍ୟୁତ୍ ସମେତ ଜଳ ସୁବିଧାରୁ ବଞ୍ଚିତ କରିଛି। ଏହି ସମୟରେ ହମାସ ସୋମବାର କହିଛି ଯେ, ପ୍ରତିଶ୍ରୁତି ସତ୍ତ୍ୱେ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ଜଳ ଯୋଗାଣ…
ଇମ୍ରାନ୍ ଖାନଙ୍କୁ ଝଟକା
ଇସଲାମାବାଦ,୧୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ସୋମବାର ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନର ଏକ ସର୍ବୋଚ୍ଚ ନ୍ୟାୟାଳୟ ସିଫର ମାମଲାର ଶୁଣାଣି ଜେଲରେ କରିବା ବିରୋଧରେ ଇମ୍ରାନ୍ ଖାନଙ୍କ ଆବେଦନକୁ ସୋମବାର ଖାରଜ କରିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି…
Archives


