ୟୁରୋପ ଉପରେ ଆକ୍ରମଣ କରିବ ହମାସ!
ତେଲ ଅଭିଭ,୭।୧୧: ହମାସ-ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପଶ୍ଚିମ ଦେଶଗୁଡିକୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ଆଗକୁ ୟୁରୋପ ଉପରେ ହମାସ ଆକ୍ରମଣ କରିପାରେ। ହମାସ ବିରୋଧରେ ଆମେ ଲଢୁଥିବା ଲଢେଇ ସଭ୍ୟତା ଓ ବର୍ବରତା ଭିତରେ…
ଯୁଦ୍ଧ କିଛି ଦିନ ବନ୍ଦ ପାଇଁ ଇସ୍ରାଏଲ ରାଜି, କାରଣ କହିଲେ ନେତାନ୍ୟାହୁ…
ଜେରୁଜେଲମ,୭।୧୧: ଇସ୍ରାଏଲ-ହାମାସ ଯୁଦ୍ଧରେ ଏକ ମାସ ସମାପ୍ତ ହୋଇଛି। ଇସ୍ରାଏଲ ସେନାର ପ୍ରତିପକ୍ଷ ହମାସକୁ ଧ୍ୱଂସ କରିଦେଇଛି। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଗାଜା ଅଞ୍ଚଳରୁ ସହାୟତା ସାମଗ୍ରୀର ପ୍ରବେଶ କିମ୍ବା ସଙ୍କଟରେ ପଡ଼ିଥିବା ଲୋକଙ୍କୁ ଥଇଥାନ…
ନେପାଳ ଭୂକମ୍ପରେ ଏ ପର୍ଯ୍ୟନ୍ତ ୧୫୩ ମୃତ, ୨୬୬ ଆହତ, ପ୍ରଧାନମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ
କାଠମାଣ୍ଡୁ,୭।୧୧: ନେପାଳରେ ସୋମବାର ପୁଣିଥରେ ଅନୁଭୂତ ଭୂକମ୍ପରେ ପ୍ରାୟ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। କୁହାଯାଉଛି ଯେ ସୋମବାର ଦେଶର ପଶ୍ଚିମ ଭାଗର ଜାଜରର୍କୋଟରେ ଚାରିରୁ ଅଧିକ ତୀବ୍ରତାର ଭୂକମ୍ପ ହୋଇଛି। ଯାହା ପରେ ବର୍ତ୍ତମାନ ଆହତଙ୍କ ସଂଖ୍ୟା…
ନେପାଳରେ ଆସିବ ଆହୁରି ଶକ୍ତିଶାଳୀ ଭୂମିକମ୍ପ! ୮.୦ ରୁ ଅଧିକ ତୀବ୍ରତାର ଭୂକମ୍ପ ଆସିବା ଚେତାବନୀ ଦେଲେ ବୈଜ୍ଞାନିକ
ନୂଆଦିଲ୍ଲୀ,୭/୧୧: ନେପାଳରେ ଗତ କିଛି ମାସ ହେବ ବଡ଼ ଭୂମିକମ୍ପ ଲାଗି ରହିଛି। ନିକଟରେ ୫.୪ ତୀବ୍ରତାର ଭୂମିକମ୍ପ ପ୍ରଭାବରେ କ୍ଷୟକ୍ଷତିରୁ ଲୋକମାନେ ଭାରି ନଥିବା ବେଳେ ପାହାଡି ଦେଶରେ ଆହୁରି ଶକ୍ତିଶାଳୀ ଭୂମିକମ୍ପ ଆସିବା ନେଇ ଚେତାବନୀ ଦେଇଛନ୍ତି। ଚଳିତ…
ଏକ ଲକ୍ଷ ଭାରତୀୟଙ୍କୁ ବିଦେଶରେ ମିଳିବ ଚାକିରି
ତେଲ ଆଭିବ,୭।୧୧: ପଶ୍ଚିମ ଏସିଆରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଉତ୍ତେଜନା ବଢିବାରେ ଲାଗିଛି ଏବଂ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି, ଏହି ଯୁଦ୍ଧ ଭାରତୀୟମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି। ଗାଜାରେ…
ମାସ୍କର ମୂଲ୍ୟ ଜାଣିଲେ ଉଡିଜିବ ହୋସ, ଫ୍ରାନ୍ସରେ ଚର୍ଚ୍ଚାରେ ଥିଲା ଏହି ବିଷୟ, ଜାଣନ୍ତୁ ପୂରା ଘଟଣା…
ପ୍ୟାରିସ,୭।୧୧: ଫ୍ରାନ୍ସରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରର ଗ୍ୟାରେଜରେ ଏକ ବିରଳ ମାସ୍କ ରଖାଯାଇଥିଲା, ଯାହାକୁ ଦମ୍ପତି ଅଦରକାରୀ ବୋଲି ଭାବି ଏହାକୁ କିଛି ହଜାର ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ଯେତେବେଳେ ସେ ମାସ୍କର…
ଦେବାଳିଆ ଘୋଷଣା କରିବାକୁ ଆବେଦନ କଲା ଆମେରିକୀର ପ୍ରମୁଖ କମ୍ପାନୀ ‘ୱିୱାର୍କ’
ନୂଆଦିଲ୍ଲୀ,୭/୧୧: ଆମେରିକାର ଅନ୍ୟତମ ପ୍ରମୁଖ କଂପାନୀ ‘ୱିୱାର୍କ’ ଦେବାଳିଆ ପରିସ୍ଥିତିରେ ଆସି ପହଞ୍ଚିଛି। କମ୍ପାନୀ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିଛି। ଗୋଟିଏ ସମୟରେ କମ୍ପାନୀର ମୂଳ ସମ୍ପତ୍ତି ୪୭ ବିଲିୟନ ଡ଼ଲାର ଥିଲା। ବର୍ତ୍ତମାନ ଏହାର ସମ୍ପତ୍ତି ଏବଂ…
ଫ୍ରାନ୍ସର ସବୁଠାରୁ ବଡ ବିମାନ ବନ୍ଦରରେ ନମାଜ ପଢିଲେ ମୁସଲମାନ, ଉଠିଲା ବିବାଦ
ପ୍ୟାରିସ,୭।୧୧: ବର୍ତ୍ତମାନ ସମଗ୍ର ବିଶ୍ୱର ଜନସଂଖ୍ୟା ପ୍ରାୟ ୮୦୦କୋଟି। ଏହି ୮୦୦ କୋଟି ମଧ୍ୟରେ ସର୍ବାଧିକ ଜନସଂଖ୍ୟା ଇସଲାମ ଦର୍ମକୁ ମାନୁଥିବା ଲୋକଙ୍କର। ଏମାନଙ୍କ ସଂଖ୍ୟା ପ୍ରାୟ ୨୦୦ କୋଟିରୁ ଅଧିକ। ଏହାର ପ୍ରଭାବ ହେଉଛି ନିକଟ ଅତୀତରେ, ଇଉରୋପୀୟ ଦେଶ…
ସାଧାରଣ ନାଗରିକଙ୍କୁ ବଞ୍ଚାଇପାରେ ବିଫଳ, କିଛି ସମୟ ପାଇଁ ବନ୍ଦ ହୋଇପାରେ ଯୁଦ୍ଧ: ନେତାନ୍ୟାହୁ
ଜେରୁଜେଲମ,୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସ ସହିତ ଯୁଦ୍ଧ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଯେ ପର୍ଯ୍ୟନ୍ତ ହମାସ ବନ୍ଧକମାନଙ୍କୁ ମୁକ୍ତ ନ କରନ୍ତି ସେ ପର୍ଯ୍ୟନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ହେବ…
ଗାଜାରେ ଇସ୍ରାଏଲର ଆକ୍ରମଣ ଅଟକାଇବା ପାଇଁ ଭାରତ ଏହାର ସମ୍ପୂର୍ଣ୍ଣ କ୍ଷମତାର ପ୍ରୟୋଗ କରୁ: ଇରାନ
ନୂଆଦିଲ୍ଲୀ,୭ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ ରଇସିଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ଜାରି ହୋଇଥିବା…
ଶତ୍ରୁତା ଭୁଲି ସାଉଦି ଆରବ ଗସ୍ତ କରିବେ ଇରାନର ରାଷ୍ଟ୍ରପତି ଇବ୍ରାହିମ, ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ହେବ ଚର୍ଚ୍ଚା
ତେହରାନ,୭।୧୧: ଦୀର୍ଘ ଦିନ ଧରି ସାଉଦି ଆରବ ଏବଂ ଇରାନ ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ଦେଶ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ। ହେଲେ ଏହି ସମୟରେ ଖବର ଆସିଛି ଯେ ପ୍ରାୟ ୧୧ ବର୍ଷ ପରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି…
ଗାଜାକୁ ଦୁଇଭାଗ କଲା ଇସ୍ରାଏଲୀ ସେନା
ତେଲ୍ ଆଭିଭ୍,୭ା୧୧:ହମାସ୍ ଇସ୍ରାଏଲ୍ ଯୁଦ୍ଧକୁ ସୋମବାର ମାସେ ପୂରିଛି। ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀ ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ କରିବାରୁ ତେଲ୍ ଆଭିଭ୍ ପକ୍ଷରୁ ଯୁଦ୍ଧ ଘୋଷଣା କରାଯାଇଥିଲା। ଇସ୍ରାଏଲୀ ସେନା ଗାଜା ଉପରେ ପ୍ରବଳ ଆକ୍ରମଣ ଜାରି ରଖିଛି।…
Archives


