ଆମେରିକା ଶଟ୍ଡାଉନ୍ ହେବା ପଛରେ ରହିଛି ଏହି କାରଣ
ଓ୍ବାଶିଂଟନ,୩୦ା୯: ଆମେରିକା ଶଟ୍ଡାଉନ୍ ହେବାକୁ ଯାଉଛି। ଶନିବାର ରାତିରୁ ଏହି ଶଟ୍ଡାଉନ୍ ଲାଗୁ କରାଯିବ। ତେବେ କେଉଁ କାରଣ ପାଇଁ ଏହି ଶଟ୍ଡାଉନ୍ ହେବ ଏବଂ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ସେନେଇ ସୂଚନା ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ସରକାରୀ…
ଜାପାନ ପୁଣି ଛାଡିବ ଫୁକୁଶିମା ଆଣବିକ କାରଖାନା ବର୍ଜ୍ୟ ଜଳ: ଚାଇନା ସମେତ ଅନ୍ୟ ପଡୋଶୀ ଜଣାଇଲେ ଆପତ୍ତି…
ଟୋକିଓ,୩୦।୯ : ଜାପାନ ପୁଣି ଥରେ ରେଡିଓଆକ୍ଟିଭ ଜଳ ସମୁଦ୍ରକୁ ଛାଡ଼ିବାକୁ କରିବାକୁ ଯାଉଛି। ଯେଉଁଥିପାଇଁ ଚାଇନା ସମେତ ଅନେକ ପଡୋଶୀ ଦେଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ଜାପାନ ଦାବି କରିଛି ଏହି ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ ଏଥିରୁ…
ଲଣ୍ଡନର ସେନା ସଂଗ୍ରହାଳୟରେ ଭାରତର ଗୌରବ ଦେଖିଲା ସାରା ଦୁନିଆ…
ଲଣ୍ଡନ, ୩୦।୯: ଲଣ୍ଡନର ଜାତୀୟ ସେନା ସଂଗ୍ରହାଳୟରେ ଭାରତର ସାହସିକତା ଦେଖିବାକୁ ମିଳିଛି। ଏଠାରେ ପ୍ରଥମ ବିଶ୍ୱଯୁଦ୍ଧର ବ୍ରିଟିଶ ଭାରତୀୟ ସେନା ସୈନିକ ଶୀର୍ଷକ ଏକ ପ୍ରଦର୍ଶନୀ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ଭାରତୀୟ ସେନାର…
ଭାରତ ବ୍ରିଟେନରେ ଉଠାଇଲା ଭାରତୀୟ ହାଇ କମିଶନଙ୍କୁ ଗୁରୁଦ୍ୱାର ଯିବା ସମୟରେ ଅଟକାଇବା ପ୍ରସଙ୍ଗ, ଭାଜପା ନେତା ବି କଲେ ନିନ୍ଦା
ନୂଆଦିଲ୍ଲୀ,୩୦।୯: ସ୍କଟଲ୍ୟାଣ୍ଡର ଗୁରୁଦ୍ୱାରକୁ ଯାଉଥିବା ଭାରତୀୟ ହାଇ କମିଶନରଙ୍କୁ ଧାର୍ମିକ ସ୍ଥାନକୁ ପ୍ରବେଶ କରାଇ ଦିଆଯାଇ ନାହିଁ। ବ୍ରିଟେନର ସ୍କଟଲ୍ୟାଣ୍ଡରେ ଏହି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା…
ଭିନ୍ନ ଢଙ୍ଗରେ ହେଲା ଆମେରିକା ସଂସଦର ଅଧିବେଶନ, ଏଥର ଇସାଇ ନୁହେଁ ଶିଖ ପାଦ୍ରି କଲେ ପ୍ରାର୍ଥନା
ଓ୍ବାଶିଂଟନ,୩୦।୯: ଆମେରିକା ଆଉ ଏକ ଐତିହାସିକ ପଦକ୍ଷେପ ନେଇଛି। ତାଙ୍କ ସଂସଦ ଅଧିବେଶନର ପ୍ରକ୍ରିୟା ଏଥର ଭିନ୍ନ ଢଙ୍ଗରେ ଆରମ୍ଭ ହୋଇଛି। ନ୍ୟୁ ଜର୍ସିର ପାଇନ ହିଲ ଗୁରୁଦ୍ୱାରର ଅନୁଦାନ ପ୍ରାପ୍ତ ଜିଆନି ଜସୱିନ୍ଦର ସିଂ ଶୁକ୍ରବାର ଗୃହରେ ପ୍ରାର୍ଥନା ଆରମ୍ଭ…
ଆଲାସ୍କାରେ ମିଳିତ ସମରାଭ୍ୟାସ କଲେ ଭାରତ-ଆମେରିକା ସେନା
ଆଲାସ୍କା,୩୦।୯: ଭାରତ ଓ ଆମେରିକା ସେନା ମିଳିତ ଭାବେ ଆଲାସ୍କାରେ ଏକ ଯୁଦ୍ଧାଭ୍ୟାସ କରିଛନ୍ତି। ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି ଯେ ଉଭୟ ସେନା ଶୁକ୍ରବାର ଆଲାସ୍କାରେ ଫିଲ୍ଡ ଟ୍ରେନିଂ ଅଭ୍ୟାସ କରିଛନ୍ତି। ଏହି ବ୍ୟାୟାମ ଉଭୟ ସେନାର ଶକ୍ତି…
ଭାରତ-କାନାଡା ବିବାଦରେ ଭାରତକୁ ସମର୍ଥନ କଲା ବାଂଲାଦେଶ, କହିଲେ ଆତଙ୍କବାଦୀଙ୍କ ହବ୍ ପାଲଟିଛି କାନାଡା
ଢାକା,୩୦।୯: ଭାରତ-କାନାଡା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ବାଂଲାଦେଶ। ଖାଲିସ୍ତାନୀ ନେତାଙ୍କୁ ସମର୍ଥନ କରୁଥିବା କାନାଡା ଉପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, କାନାଡା ଆତଙ୍କବାଦୀଙ୍କ ହବ୍ ପାଲଟିଛି। ଯେକୌଣସି ଆତଙ୍କବାଦୀ କାନାଡା…
ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଥିଲା କୋକେନ
ଅଟାଓ୍ବା/ନୂଆଦିଲ୍ଲୀ,୩୦।୯: ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ କୋକେନ ଭରି ରହିଥିଲା। ଏପରି ଦାବି କରିଛନ୍ତି ଭାରତର ପୂର୍ବତନ କୂଟନୀତିଜ୍ଞ ଦୀପକ ବୋହରା। ତେବେ ଏହି ଅଭିଯୋଗକୁ କାନାଡାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
ପାକିସ୍ତାନର ଆତ୍ମଘାତୀ ବିସ୍ଫୋରଣରେ ରହିଛି ସେନାର ହାତ!
ଇସଲାମବାଦ,୩୦।୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସଜିଦରେ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ପାଳନ ବେଳେ…
୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର
୨୦୧୬ରେ ଟ୍ରୁଡୋଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଦୋଶ କହିଥିଲେ ନିଜ୍ଜର ଅଟାଓ୍ବା,୩୦।୯: ୨୦୧୬ରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଚିଠି ଲେଖି ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜର ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ। ଭାରତ ସରକାର ତାଙ୍କ ବିରୋଧରେ ମିଛ…
ଇରାନ ଜେଲରେ ଦଙ୍ଗା, ଫୁଟିଲା ଗୁଳି
ତେହେରାନ,୩୦।୯: ଜଣେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ଇରାନର ରାମହାର୍ମୋଜ ଜେଲରେ ଦଙ୍ଗା ଆରମ୍ଭ ହୋଇଥିଲା। ଇରାନର ଏକ ନ୍ୟୁଜ ଏଜେନ୍ସି ଶୁକ୍ରବାର ରିପୋର୍ଟ କରିଛି ଯେ ଦକ୍ଷିଣ-ପଶ୍ଚିମ ଇରାନର ଏକ କାରାଗାରରେ ଥିବା ଅନ୍ତେବାସୀମାନେ ଅନ୍ୟ ଜଣେ ଅନ୍ତେବାସୀଙ୍କ ବିରୋଧରେ…
Archives


